କନ୍ଧମାଳ

ଆନ୍ଦୋଳନ ପରେ ବି ପୂରଣ ହେଉନି ପଦବୀ: ପୁଣି ଆନ୍ଦୋଳନ ପାଇଁ ସଜବାଜ

ଦାରିଙ୍ଗବାଡି, ୧୪।୫ (ଅରୁଣ ସାହୁ):କୃଷି କ୍ଷେତ୍ରରେ ବିକାଶ ପାଇଁ ହେଉକି ସାଧାରଣ ବଣ୍ଟନରେ ହେଉ କିମ୍ବା ବିହନ ବଣ୍ଟନ ସହ ମିନି ବ୍ୟାଙ୍କ ଜରିଆରେ ଲୋକଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଦାରିଙ୍ଗବାଡି ବୃହଦାଗାର ବହୁମୁଖୀ ସମବାୟ ସମିତି ଲିମିଟେଡ଼ର ଗୁରୁତ୍ୱପୂର୍ଣ୍ଣ ଭୂମିକା…

ସାମାନ୍ୟ ବର୍ଷାରେ ବିଦ୍ୟୁତ କାଟ୍‌: ବଢୁଛି ଅସନ୍ତୋଷ

ଦାରିଙ୍ଗବାଡି,୧୪।୫(ଅରୁଣ ସାହୁ): ହିତାଧିକାରୀଙ୍କୁ ନିୟମିତ ବିଦ୍ୟୁତ ଯୋଗାଇଦେବା ପାଇଁ ସରକାରଙ୍କ ନିର୍ଦ୍ଦେଶକ୍ରମେ କାଳବୈଶାଖୀ ପୂର୍ବରୁ ବାରମ୍ବାର ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲେ ସୁଦ୍ଧା ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ବିଦ୍ୟୁତ କାଟ କରାଯାଉଛି। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ବିଭାଗ ଖର୍ଚ୍ଚ…

ସ୍କୁଲ ପାଚେରି ଭାଙ୍ଗିଲେ ହାତୀପଲ

ରାଇକିଆ,୧୩ା୫ (ପ୍ରଦୀପ ବେହେରା): ରାଇକିଆ ବ୍ଲକ୍‌ ରଣବା ପଞ୍ଚାୟତରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ସୋମବାର ମଧ୍ୟ ରାତିରେ ହାତୀପଲ ଢିମିରିପଲି ଗ୍ରାମରେ ଥିବା ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ଗୋଟିଏ ପାଖ ପାଚେରି ଓ ଫାଟକ ଭାଙ୍ଗିଛନ୍ତି। ବିଦ୍ୟାଳୟ ଭିତରେ…

ଖରା ଛୁଟି କାଟୁଛନ୍ତି ପର୍ଯ୍ୟଟକ: ଟୟ ଟ୍ରେନ, ଦୋଳିର ମଜା ଉଠାଉଛନ୍ତି ଶିଶୁ

ଦାରିଙ୍ଗବାଡି, ୧୩।୫ (ଅରୁଣ ସାହୁ)- ପରୀକ୍ଷା ସରିଲା। ବିଭିନ୍ନ ଶ୍ରେଣୀର ପରୀକ୍ଷା ଫଳ ମଧ୍ୟ ବାହାରିଲା। ଏବେ ବିଦ୍ୟାଳୟ ଛୁଟି ରହିଛି। ଏଭଳି ସମୟରେ ଶିଶୁ ପର୍ଯ୍ୟଟକମାନେ ଦାରିଙ୍ଗବାଡିରେ ଛୁଟି କାଟୁଛନ୍ତି। ଦାରିଙ୍ଗବାଡିର ହିଲଭିୟୁ ପାର୍କରେ ରହିଥିବା ଟୟ ଟ୍ରେନ ସମେତ…

ବାପା ଲଗାଇଥିବା ଗଛ ଦେଉଛି ରୋଜଗାର: ଲିଚୁ ବିକି ମାଲାମାଲ …

ଖଜୁରିପଡ଼ା,୧୩।୫ ( ବିଦୁର ବେହେରା): ବାପା ଲଗାଇଥିବା ଲିଚୁ ଏବଂ ଆମ୍ବ ଏବେ ଆମ ପରିବାରକୁ ରୋଜଗାର ଦେଇଛି। ଲିଚୁ ଓ ଆମ୍ବ ବିକ୍ରିକରି ବେଶ୍‌ ଦୁଇ ପଇସା ଅର୍ଜନ କରି ଆମ ପରିବାର ହସ ଖୁସିରେ ଚାଲିଛି ବୋଲି କୁହନ୍ତି…

ସରକାରୀ ଘୋଷଣାକୁ ଫୁ: ଅସହ୍ୟ ଗୁଳୁଗୁଳିରେ ଘନ ଘନ ବିଦ୍ୟୁତ କାଟ

ଦାରିଙ୍ଗବାଡି, ୧୨।୫ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ୩ ଦିନ ହେଲା ଅସହ୍ୟ ଗରମ ହେଉଛି। ପ୍ରଚଣ୍ଡ ଖରା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ବିଦ୍ୟୁତ ବିଭ୍ରାଟ, ଅଘୋଷିତ ବିଦ୍ୟୁତ କାଟ ଗରମ ଗୁଳୁଗୁଳିକୁ ଦ୍ବିଗୁଣିତ…

ଏକାଠୀ ହୋଇଥିଲେ ଗ୍ରାମବାସୀ, ହଠାତ୍‌ ତାଣ୍ଡବ ରଚିଲା କାଳବୈଶାଖୀ: ଅଧାରେ ରହିଗଲା…

ଖଜୁରିପଡ଼ା,୧୨ା୫ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ମାଲଗୁଣ୍ଡିଠାରେ ଅଷ୍ଟ ପ୍ରହର ନାମ ଯଜ୍ଞ ଉପଲକ୍ଷେ ଦଳପଡ଼ା ଏବଂ ବଡଭୂଇଁ ଗ୍ରାମର ୨ଟି ପ୍ରହଲ୍ଲାଦ ନାଟକ ଚାଲିଥିବା ବେଳେ ଅପରାହ୍ନ ୪ଟା ବେଳେ ଘଡ଼ଘଡ଼ି ବିଜୁଳି ସହିତ ପବନ ହୋଇ ନାଟକ…

ବାପା ଲଗାଇଥିବା ଲିଚୁ, ଆମ୍ବ ଏବେ…

ଖଜୁରିପଡ଼ା,୧୨ା୫ ( ବିଦୁର ବେହେରା): ବାପା ଲଗାଇଥିବା ଲିଚୁ ଏବଂ ଆମ୍ବ ଏବେ ଆମ ପରିବାରକୁ ରୋଜଗାର ଦେଉଛି। ଲିଚୁ ଓ ଆମ୍ବ ବିକ୍ରି କରି ବେଶ ଦୁଇ ପଇସା ଅର୍ଜନ କରି ଆମ ପରିବାର ହସ ଖୁସିରେ ଚାଲିଛି ବୋଲି…

ଟାଓ୍ବାର ଅଛି, ସେବା ନାହିଁ

ଦାରିଙ୍ଗବାଡି,୧୧ା୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଅଧିକାଂଶ ଗ୍ରାମରେ ମୋବାଇଲ ଟାୱାର ସ୍ଥାପନ କରାଯାଇଛି। ମାତ୍ର ଏ ପର୍ଯ୍ୟନ୍ତ ଏକାଧିକ ଗ୍ରାମରେ ନେଟୱର୍କ ସେବା ମିଳିନାହିଁ। ଫଳରେ ସେବା ପାଇବାରୁ ଅଞ୍ଚଳବାସୀ ବଞ୍ଚିତ ହୋଇଛନ୍ତି। ଉକ୍ତ ବ୍ଲକ ଝିଞ୍ଜିରିଗୁଡା…

ଭାରତ-ପାକ୍‌ ଯୁଦ୍ଧ: କଶ୍ମୀରରେ ସ୍ବାମୀ, ସ୍ତ୍ରୀ କହିଲେ ଆଗରୁ ଘରକୁ ଫୋନ୍‌ କରୁଥିଲେ ହେଲେ ଏବେ…

ଫୁଲବାଣୀ, ୧୧।୫: (ରାକେଶ କୁମାର ରାଉତ)କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ୍‌ ଗୁମ୍ମାଗଡ଼ ଗ୍ରାମର କୁଞ୍ଜ ବିହାରୀ କହଁର ପହଲଗାମ୍‌ରେ ସିଆର୍‌ପିଏଫ୍‌ରେ କାର୍ଯ୍ୟରତ ଅଛନ୍ତି। ଏନେଇ ତାଙ୍କ ପତ୍ନୀ କହିଛନ୍ତି, ସ୍ବାମୀ କଶ୍ମୀରର ପହଲଗାମ୍‌ରେ କାର୍ଯ୍ୟରତ ଅଛନ୍ତି। ଆଗରୁ ଫୋନରେ କଥା ହେଉଥିଲେ।…

ଜଙ୍ଗଲକୁ ଯାଇଥିବାବେଳେ ଆକ୍ରମଣ କଲା ବାର୍‌ହା: ଜଣେ ଗୁରୁତର, ଏକାଧିକ ଆହତ

ଦାରିଙ୍ଗବାଡ଼ି,୧୦ା୫(ଅରୁଣ ସାହୁ): ଜଙ୍ଗଲକୁ ଯାଇଥିବାବେଳେ ବାର୍‌ହା ଆକ୍ରମଣରେ ଜଣେ ଗୁରୁତର ହୋଇଥିବାବେଳେ ଏକାଧିକ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଗୁରୁତର ବ୍ୟକ୍ତି ହେଲେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳ ସିମନବାଡ଼ି ସେକ୍ସନ ଲାଦାମାଲା ଗ୍ରାମର ମନୋଜ ପ୍ରଧାନ। ଗୁରୁତର ମନୋଜଙ୍କୁ…

ମହାବୀର ହନୁମାନଙ୍କ ବିଗ୍ରହ ସ୍ଥାପନା

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୯ା୫(ଅରୁଣ ସାହୁ/ମନୋରଞ୍ଜନ ରଣା): ଦାରିଙ୍ଗବାଡ଼ି ବ୍ଲକ୍‌ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଝିଞ୍ଜିରିଗୁଡ଼ା ଗ୍ରାମରେ ଶୁକ୍ରବାର ଶ୍ରୀରୁଦ୍ର ମହାବୀର ହନୁମାନଙ୍କ ବିଗ୍ରହ ସ୍ଥାପନା କରାଯାଇଛି। ପଣ୍ଡିତ ରାମେଶ୍ବର ତ୍ରିପାଠୀ ପୂଜାର୍ଚ୍ଚନା କରି ହନୁମାନଙ୍କ ମୂର୍ତ୍ତୀ ବିଗ୍ରହ ସ୍ଥାପନା କରିବା ସହିତ କର୍ତ୍ତା ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?