ବିଧାୟକଙ୍କୁ ହତ୍ୟା ଧମକ:ଦୁବୃର୍ତ୍ତଙ୍କୁ ଗିରଫ ଦାବିରେ ପ୍ରତିବାଦ ସଭା
କେସିଙ୍ଗା,୧।୧୨(ତୁମେଶ୍ୱର ସାହୁ):ଭବାନୀପାଟଣା ନିର୍ବାଚନ ମଣ୍ଡଳୀର କଂଗେସ ବିଧାୟକ ସାଗର ଦାସଙ୍କୁ ହତ୍ୟା ଧମକ ଦିଆଯାଇଛି। ଦେପୂର ଜୋନର କଂଗ୍ରେସ ସଭାପତି ଦେବାନନ୍ଦ ଯୋଶୀଙ୍କୁ ମାଧ୍ୟମରେ ଏହି ଧମକ ଦିଆଯାଇଛି। କେସିଙ୍ଗା ଟାଉନ ସଭାପତି ସୁବାଷ ଜୈନଙ୍କ ନେତୃତ୍ୱରେ ଥାନା ସମ୍ମୁଖରେ ଏକ…
ରଜାପଡ଼ା ଚାମ୍ପିଅନ୍: କୁଶୁର୍ଲା କପ୍ ୨୦୨୫ ନକ୍ ଆଉଟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ
କର୍ଲାମୁଣ୍ଡା,୩୦।୧୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର କୁଶୁର୍ଲାଠାରେ ହରଗୌରୀ ଯୁବକ ସଂଘ ପକ୍ଷରୁ ଆୟୋଜିତ ‘କୁଶୁର୍ଲା କପ୍ ୨୦୨୫’ ନକ୍ ଆଉଟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍ଯାପିତ ହୋଇଯାଇଛି। ଫାଇନାଲ୍ ମ୍ୟାଚ୍ ରଜାପଡ଼ା ଏବଂ ଟକର୍ଲା ଦଳ ମଧ୍ୟରେ…
କେସିଙ୍ଗାରେ ୩୭ତମ ‘ପୁଷପୁନି ଭେଟଘାଟ’, ରାଜ୍ୟସ୍ତରୀୟ ଲେଖକ ସମାବେଶ: ବହୁ ବିଶିଷ୍ଟ ଶିଳ୍ପୀ ସମ୍ବର୍ଦ୍ଧିତ
କେସିଙ୍ଗା,୩୦।୧୧( ତୁମେଶ୍ୱର୍ ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ରବିବାର ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟର ମୁକ୍ତ ମଞ୍ଚରେ ୩୭ତମ ‘ପୁଷପୁନି ଭେଟଘାଟ’ ଓ ରାଜ୍ୟସ୍ତରୀୟ ଲେଖକ ସମାବେଶ ଓ ଶିଳ୍ପୀ ସମ୍ବର୍ଦ୍ଧନା ସମାରୋହ…
ଆରମ୍ଭରୁ ଅବ୍ୟବସ୍ଥା: ଖୋଲିଲା ମଣ୍ଡି, ଉଠିଲାନି ଧାନ
ଭବାନୀପାଟଣା,୨୯ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଶନିବାରଠାରୁ ଚଳିତ ଖରିଫ ଧାନ ପାଇଁ ମଣ୍ଡିର ଶୁଭାରମ୍ଭ ହୋଇଛି। ଜିଲାର ପ୍ରଥମ କରି ଗୋଲାମୁଣ୍ଡା ବ୍ଲକ ଘୋଟିଆ ମଣ୍ଡିରୁ ଏହାର ଶୁଭାରମ୍ଭ ହୋଇଥିବାବେଳେ ଆରମ୍ଭରୁ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ମଣ୍ଡି ଖୋଲିଥିଲେ ମଧ୍ୟ…
ଦୁଇ ବର୍ଷ ବିତିଗଲା, ଅକାମି ହୋଇପଡ଼ିଛି ମିଶନ ଶକ୍ତି କାଫେ ଗୃହ
କେସିଙ୍ଗା,୨୯/୧୧( ତୁମେଶ୍ୱର ସାହୁ): ଗତ ବିଜେଡି ସରକାର ଥିବା ସମୟରେ ମିଶନ ଶକ୍ତିକୁ ଶକ୍ତିଶାଳୀ କରିବା ସହ ଅନେକ ମହିଳା ଗ୍ରୁପକୁ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିବା ପାଇଁ ସହରର ବିଭିନ୍ନ ଜାଗାରେ ମିଶନ ଶକ୍ତି କାଫେ ନିର୍ମାଣ କରାଯାଇଥିଲା। ମହିଳା…
୭ ଦିନରେ ଥରେ ରୋଗୀସେବା, ଲୋକେ ହନ୍ତସନ୍ତ
କେସିଙ୍ଗା,୨୭ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାରେ ଜଣେ ଫିଜିଓଥେରାପିଷ୍ଟଙ୍କୁ ଜିଲାର ବିଭିନ୍ନ ବ୍ଲକରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ୭ ଦିନରେ ଥରେ ରୋଗୀସେବା କରିବା ପାଇଁ ସିଡିଏମଓ ଆଦେଶ ଦେଇଥିବାରୁ ରୋଗୀସେବାରେ ଘୋର ବ୍ୟାହତ ସୃଷ୍ଟି ହେଉଛି।…
ବିନା ନିରୀକ୍ଷକରେ ଚାଲିଛି କେସିଙ୍ଗା ଡାକଘର: ୨୦ ବ୍ରାଞ୍ଚ ପୋଷ୍ଟ ଅଫିସରେ ଅବ୍ୟବସ୍ଥା
କେସିଙ୍ଗା,୨୭।୧୧(ତୁମେଶ୍ୱେର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ମୁଖ୍ୟ ପୋଷ୍ଟ ଅଫିସରେ ଆଜିକୁ ୪ ମାସ ହେଲାଣି ଡାକ ନିରୀକ୍ଷକ ପଦବୀ ଖାଲି ଥିବାରୁ ବିଭିନ୍ନ ଉପ ଡାକ ଘରେ ଅନେକ ଦୁର୍ନୀତି ହେଉଥିବା ଜଣାପଡ଼ିଛି। ଏହା…
ନ୍ୟାୟ ଦାବି କଲେ ଓଏଭି ଶିକ୍ଷକ-କର୍ମଚାରୀ: ଶାନ୍ତିପୂର୍ଣ୍ଣ ଧାରଣାରେ ବସି…
ଥୁଆମୂଳ ରାମପୁର,୨୬ା୧୧(ଦୁର୍ଗା କୀର୍ତ୍ତି): ସାରା ରାଜ୍ୟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ-କର୍ମଚାରୀମାନଙ୍କ ନ୍ୟାୟ ସଙ୍ଗତ ଦାବି ଏବଂ ଦୀର୍ଘ ଦିନ ଧରି ଉପେକ୍ଷିତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଗତ ୨୪ ତାରିଖଠାରୁ ରାଜ୍ୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀ ସଂଘ ପକ୍ଷରୁ…
୪୦ ଫୁଟ ତଳକୁ ଖସିଲା ମକା ବୋଝେଇ ଟ୍ରକ୍, ଚାଲିଗଲା ଡ୍ରାଇଭରଙ୍କ ଜୀବନ
କୋକସରା,୨୬ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କଳାହାଣ୍ଡି, ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟିରେ ବୁଧବାର ଏକ ଟ୍ରକ୍ ଓଲଟି ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଡ୍ରାଇଭର ସତ୍ୟ ପଟେଲ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଜାତୀୟ ରାଜପଥ…
କଳାହାଣ୍ଡି ପାଇଁ ଗୌରବ ଆଣିଲେ କ୍ୟାଡେଟ୍ ନମିତା ସାହୁ
ଭବାନୀପାଟଣା,୨୫।୧୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କଳା ତୃତୀୟ ବର୍ଷର ଛାତ୍ରୀ ତଥା ଆର୍ମି ଏନ୍ସିସିର ଜୁନିୟର ଅଣ୍ଡର ଅଫିସର ନମିତା ସାହୁ ଡାଇରେକ୍ଟର ଜେନେରାଲ ପ୍ରଶସ୍ତି ପାଇଁ ମନୋନୀତ ହୋଇଛନ୍ତି। ନବରଙ୍ଗପୁର ୧୩ ଓଡିଶା…
ବାର୍ହା ଶିକାର ପଡ଼ିଲା ମହଙ୍ଗା: ୫ଙ୍କୁ…
ଖଡ଼ିଆଳ,୨୫।୧୧(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବନଖଣ୍ଡ ଖଡ଼ିଆଳ ରାଣୀମୁଣ୍ଡ ବିଟରେ ବାର୍ହା ଶିକାର ଅଭିଯୋଗରେ ସୋମବାର ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ଅନ୍ୟ ୯ଜଣ ଫେରାର ହୋଇଯାଇଛନ୍ତି। ଗିରଫ ବ୍ୟକ୍ତିମାନେ ହେଲେ ଖଡ଼ିଆଳ…
ଭବାନୀପାଟଣାରେ ରାଷ୍ଟ୍ରୀୟ ଏକତା ପଦଯାତ୍ରା, ସାମିଲ ହେଲେ…
ଭବାନୀପାଟଣା,୨୫।୧୧(ଉତ୍ତମ କୁମାର ଦାଶ): ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ସୋମବାର ଭବାନୀପାଟଣାରେ ଜିଲାସ୍ତରୀୟ ରାଷ୍ଟ୍ରୀୟ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ, ଜିଲା କ୍ରୀଡ଼ା…

