କଳାହାଣ୍ଡି

ଜିଲାପାଳଙ୍କୁ ୧୩ ଦଫା ଦାବିପତ୍ର ପ୍ରଦାନ

କେସିଙ୍ଗା,୧୭।୮(ତୁମେଶ୍ୱର ସାହୁ) : କେସିଙ୍ଗା ସିଟିଜେନ ଫୋରମ୍‌ ପକ୍ଷରୁ ଏକ ସାଧାରଣ ବୈଠକ ଫୋରମର ସଭାପତି ଡ଼.ହେମସାଗର ସାହାଙ୍କ ସଭାପତିତ୍ୱରେ ରବିବାର ସରକାରୀ ହାଇସ୍କୁଲଠାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ…

କଳାହାଣ୍ଡି ପାଇଁ ଗୌରବ: ରାଷ୍ଟ୍ରପତି ପଦକ ପାଇଲେ ଏସ୍‌ଏଜି କମାଣ୍ଡୋ ସୁଶାନ୍ତ ସାଗର

ଭବାନୀପାଟଣା,୧୭।୮(ଉତ୍ତମ କୁମାର ଦାଶ)-ସ୍ବାଧୀନତା ଦିବସ ପାଳନ ଅବସରରେ ରାଜ୍ୟସ୍ତରୀୟ ପୋଲିସ ପଦକ ପ୍ରଦାନ ସମାରୋହ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ ସମ୍ମିଳନୀରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାହସିକତା ପାଇଁ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ସନ୍ୟାସୀ କୁଣ୍ଡାମାଲ ଗ୍ରାମର ଏସ୍‌ଓଜି କମାଣ୍ଡୋ…

ନବୀନ ବେଳେ ଥିଲା ମୋହନ ବେଳେ କଟିଲା: ଏନ୍‌ଏସି ଘୋଷଣାରେ କଳାହାଣ୍ଡି ନାଁ ନାହିଁ, ବଢ଼ୁଛି…

ଭବାନୀପାଟଣା,୧୭।୮(ଉତ୍ତମ କୁମାର ଦାଶ): ରାଜ୍ୟରେ ନୂଆ ଏନ୍‌ଏସି ପାଇଁ ଶନିବାର ଡ୍ରାଫ୍ଟ ନୋଟିସ ପ୍ରକାଶ ପାଇଛି। ଏଥିରେ ୭ ଜିଲାରେ ୧୨ ଏନଏସି ଗଠନ ହେବା ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ହେଲେ ଏହି ବିଜ୍ଞପ୍ତିରେ…

ଥୁଆମୂଳ ରାମପୁର ସଦର ସିଆର୍‌ସିସି ଝାଜରୁ ମାଝୀଙ୍କ ଦେହାନ୍ତ, ଶିକ୍ଷକ-ଛାତ୍ରୀଛାତ୍ରଙ୍କ ମହଲରେ ଶୋକର ଛାୟା

ଥୁଆମୂଳ ରାମପୁର,୧୭।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଶିକ୍ଷା ବିଭାଗରେ କାର୍ଯ୍ୟରତ ସିଆର୍‌ସିସି ଝାଜରୁ ମାଝୀଙ୍କ ଶନିବାର ସାରେ ଦେହାନ୍ତ ହୋଇଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ଶିକ୍ଷକ, ଛାତ୍ରୀ ଛାତ୍ରଙ୍କ ସମେତ ଅଞ୍ଚଳ ବାସୀଙ୍କ ମହଲରେ…

ସ୍କୁଲ ନିକଟରେ ବୁଲୁଥିଲା ୭ ଫୁଟର ଅଜଗର, ଉଦ୍ଧାର କରି…

ଥୁଆମୂଳ ରାମପୁର, ୧୭।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ରେଞ୍ଜ ସ୍ଥିତ ଡୁମେର ପଦର ସଦର ଗଉଡ଼ ପଡ଼ା ସ୍କୁଲ ନିକଟର ଏକ ମକା ବାଡ଼ରୁ ପଡ଼ାବାସୀଙ୍କ ସହଯୋଗ ରେ ବନବିଭାଗ ଏକ ବିରାଟ ଅଜଗର ସାପ ଉଦ୍ଧାର କରିଛି।…

କଳାହାଣ୍ଡିର ଯୁବ ପର୍ବତାରୋହୀଙ୍କ ନୂଆ ରେକର୍ଡ : ୬ ଦିନର ସମୟକୁ ୧୫ ଘଣ୍ଟା ୫୩ ମିନଟରେ କଲେ ଶେଷ

ଭବାନୀପାଟଣା,୧୭ ।୮ (ଉତ୍ତମ କୁମାର ଦାଶ): କଳାହାଣ୍ଡିର ଯୁବ ପର୍ବତାରୋହୀ ରାହୁଲ ପଧାନ ସଫଳତାର ସହିତ ଆଫ୍ରିକାର କିଲିମାଞ୍ଜାରୋ ଗିରିଶୃଙ୍ଗ ଚଢ଼ି ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । ୫୮୯୫ ମିଟର ଉଚ୍ଚତା ବିଶିଷ୍ଟ ଏହି ଗିରି ସୃଙ୍ଗକୁ ଆରୋହଣ ପାଇଁ…

ଡ୍ରପ୍‌ ଆଉଟ୍‌ ଛାତ୍ରୀଛାତ୍ରଙ୍କ ପୁନଃ ନାମାଙ୍କନ ନେଇ ସଚେତନ

ଥୁଆମୂଳ ରାମପୁର,୧୬ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବଡ଼ଛତ୍ରଙ୍ଗସ୍ଥିତ ସରକାରୀ ଉଚ୍ଚବିଦ୍ୟାଳୟଠାରେ ତାଲୁକ ଆଇନ ସେବା କମିଟି ଅଧ୍ୟକ୍ଷ ତଥା ଜେଏମ୍‌ଏଫ୍‌ସି କୋର୍ଟର ବିଚାରକ ଡଃ ତାରିଣୀ ପ୍ରସାଦ ସାହୁଙ୍କ ତତ୍ତ୍ୱାବଧାନରେ ଡ୍ରପ୍‌ ଆଉଟ୍‌ ଛାତ୍ରୀଛାତ୍ରଙ୍କ ପୁନଃ…

ୟୁପିଏସସି ପ୍ରସ୍ତୁତି କରୁଥିବା ପିଲାଙ୍କ ପାଇଁ ଖୁସି ଖବର: ଏଣିକି ମାଗଣାରେ ମିଳିବ…

ଭବାନୀପାଟଣା:୧୬।୮(ଉତ୍ତମ କୁମାର ଦାଶ):ରାଜ୍ୟରେ ପ୍ରଥମ ଭାବେ କଳାହାଣ୍ଡି ଜିଲାରେ ଶୁକ୍ରବାର ସ୍ବାଧୀନତା ଦିବସରେ ଶୁଭାରମ୍ଭ ହୋଇଛି ମିଶନ ଆକାଂକ୍ଷା । କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କ ଉଦ୍ୟମକ୍ରମେ ଭବାନୀପାଟଣାସ୍ଥିତ ସାର୍କିଟ ହାଉସରେ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ…

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ: ଟାଙ୍ଗିଆରେ ହାଣି ମୁଣ୍ଡଗଣ୍ଡି କରିଦେଲେ ଅଲଗା

ଭବାନୀପାଟଣା,୧୬ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ତଳଜାରିଙ୍ଗ ପଞ୍ଚାୟତର ଚେରମହୁଲ ଗ୍ରାମରୁ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ଟିକିଏ କଥା କଟାକଟିକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ତଲଜାରିଙ୍ଗ ଗ୍ରାମର ରଥ କନ୍ଦପାନ…

ସରକାରୀ କାର୍ଯ୍ୟକ୍ରମରେ ଗଣମାଧ୍ୟମ ଅଲୋଡା: ତେଜିଲା ଅସନ୍ତୋଷ

କେସିଙ୍ଗା,୧୬।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଳକରେ ବିଭିନ୍ନ ସମୟ ବିଭିନ୍ନ ବିଭାଗ ପକ୍ଷରୁ ଅନେକ ଉନ୍ନୟନ କାର୍ଯ୍ୟକ୍ରମ କରାଯାଉଛି। କିନ୍ତୁ ଏହିସବୁ କାର୍ଯ୍ୟକ୍ରମକୁ ସମ୍ପୃକ୍ତ ବିଭାଗ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧଙ୍କୁ ଡକାଯାଉନାହିଁ। କେସିଙ୍ଗା ବ୍ଲକର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ…

ଚାଲିଥିଲା ପତକା ଉତ୍ତୋଳନ: ଏପଟେ ଗୋଟିଏ ଛାତ୍ର ଆର ଛାତ୍ରକୁ ଭୁସୁଥିଲା ଛୁରି….

ଭବାନୀପାଟଣା,୧୫।୮(ଉତ୍ତମ କୁମାର ଦାଶ): ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଶୁକ୍ରବାର ଜିଲା ସ୍ତରୀୟ ସ୍ବାଧୀନତା ଦିବସ ପ୍ୟାରେଡ଼ ସମୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୨ ଘରୋଇ ସ୍କୁଲର ଛାତ୍ରଙ୍କ ମଧ୍ୟରେ ପୂର୍ବରୁ ତିକ୍ତତା ରହିଥିବାରୁ ଜଣେଛାତ୍ର ଅନ୍ୟ…

କର୍ଲାମୁଣ୍ଡାର ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ

କର୍ଲାମୁଣ୍ଡା,୧୫ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୭୯ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରେଡ୍‌ ପଡ଼ିଆଠାରେ ଆୟୋଜିତ ବ୍ଲକସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା କୁନି ସାହୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?