କଳାହାଣ୍ଡି

କୋରମ୍‌ ନ ଥାଇ ଶିକ୍ଷା କମିଟି ଗଠନକୁ ନେଇ ତୀବ୍ର ବିରୋଧ

କେସିଙ୍ଗା,୧୭ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଲଇତରା ଉଚ୍ଚ ବିଦ୍ୟା ମନ୍ଦିରର କାର୍ଯ୍ୟକାଳ ସମାପ୍ତି ପରେ ନୂତନ କମିଟି ଗଠନ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏହି ବୈଠକରେ କେବଳ ମାତ୍ର ୨୩ ଜଣ…

ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ : ଡାକ୍ତର ଅଭିଷିକ୍ତା ଦାସ ପାଇଲେ ଓଡିଶା ଗୌରବ ସମ୍ମାନ

ଭବାନୀପାଟଣା,୧୬।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜ଼ିଲା ଭବାନୀପାଟଣା ସହର ନୂଆପଡା ସ୍ଥିତ ଡାକ୍ତର ଅଭିଷିକ୍ତା ଦାସଙ୍କୁ ଚଳିତ ବର୍ଷର ଓଡିଶା ଗୌରବ ସମ୍ମାନ ୨୦୨୬ ପ୍ରଦାନ କରାଯାଇଛି। ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭୁବନେଶ୍ୱର ସ୍ଥିତ ହୋଟେଲ ମେଫେୟାରରେ ନେସନାଲ…

ଥୁଆମୂଳ ରାମପୁର କଲେଜ ଛାତ୍ର ସଂସଦ ଚୟନ ବିବାଦ: ଫଳାଫଳ ବାତିଲ ଓ ପୁନଃ ନିର୍ବାଚନ ଦାବିରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଛାତ୍ରୀଛାତ୍ର

ଥୁଆମୂଳରାମପୁର, ୧୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ସରକାରୀ ଯୁକ୍ତ ତିନି ମହାବିଦ୍ୟାଳୟରେ ଛାତ୍ର ସଂସଦ ଚୟନ ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ନ ହେବାରୁ ଶତାଧିକ ଛାତ୍ରୀଛାତ୍ର ଶୁକ୍ରବାର ଭବାନୀପାଟଣାସ୍ଥିତ ଜିଲାପାଳ ଓ ଉପଜିଲାପାଳଙ୍କ…

ବେଲଖଣ୍ଡି ଡିଗ୍ରୀ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଘୋଷିତ

ତୁଣ୍ଡଲା, ୧୬।୧୦ (ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଚୟନ ପ୍ରକ୍ରିୟା ମାଧ୍ୟମରେ ସଭାପତି, ସମ୍ପାଦକଙ୍କ ସମେତ ବିଭିନ୍ନ ପଦବୀରେ ପ୍ରାର୍ଥୀମାନେ ନିର୍ବାଚିତ…

୬୬ ବର୍ଷରେ ରିଷିଡ଼ା ଦୁର୍ଗାପୂଜା: ଏଥରର ମୁଖ୍ୟ ଆକର୍ଷଣ ରହିଛି…

ରିଷିଡ଼ା,୧୬ା୧୦(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ରିଷିଡ଼ାଠାରେ ସାର୍ବଜନନୀ ଶାରଦୀୟ ଦୁର୍ଗାପୂଜା ଏଥର ୬୬ ବର୍ଷରେ ପଦାର୍ପଣ କରିଛି। ୧୯୬୦ରେ ତତ୍କାଳୀନ ରିଷିଡ଼ା ପାଣ୍ଡି ଅଧିକାରୀ ମାଧବ ଚୌଧୁରୀଙ୍କ ପ୍ରୋତ୍ସାହନରେ ଗ୍ରାମର ଗୌନ୍ତିଆ ଓ ଗାଁ ମୁଖିଆମାନେ ଦୁର୍ଗାପୂଜା ଆରମ୍ଭ କରିଥିଲେ। ସେତେବେଳେ…

ଭାଜପା ବିଧାୟକଙ୍କ ହୋମ୍‌ଟାଉନରେ ସବୁ ପୋଛି ନେଲା ବିଜୁ ଛାତ୍ର ଜନତା ଦଳ

ଭବାନୀପାଟଣା,୧୬ା୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ବିସିଜେଡି କ୍ଲିନ୍‌ସୁଇପ୍‌ କରିଛି। ଏଠାରେ ସଭାପତି, ସମ୍ପାଦକଙ୍କ ସମେତ ସମସ୍ତ ୬ଟି ପଦବୀରେ ବିସିଜେଡିର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସଭାପତି ଭାବେ ଯୁଗେନ୍ଦ୍ର ବଣିଆ, ଉପସଭାପତି ମନୀଶ…

ଥୁଆମୂଳ ରାମପୁର କଲେଜରେ ଅଶାନ୍ତି: ଛାତ୍ର ସଂସଦ ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଛାତ୍ରୀଛାତ୍ରଙ୍କ ଧାରଣା

ଥୁଆମୂଳ ରାମପୁର,୧୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ସ୍ଥିତ ସରକାରୀ ଯୁକ୍ତ ତିନି ମହାବିଦ୍ୟାଳୟରେ ଛାତ୍ର ସଂସଦ ଚୟନ ପ୍ରକ୍ରିୟାକୁ ନେଇ କ୍ୟାମ୍ପସରେ ବ୍ୟାପକ ଅଶାନ୍ତି ଓ ଉତ୍ତେଜନା ଦେଖାଦେଇଛି । ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ନଂ. ୫୩୨୩୭/୨୬…

ତେରେସିଂହାରେ ଧୁମ୍‌ଧାମରେ ସମ୍ପନ୍ନ ହେଲା ମା’ ପାଟଖଣ୍ଡାଙ୍କ ବଳିଯାତ୍ରା

ରିଷିଡା, ୧୬ା୧୦(ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମରେ ଆଦିଶକ୍ତି ମା’ ପାଟଖଣ୍ଡାଙ୍କ ପାରମ୍ପରିକ ବଳିଯାତ୍ରା ଗୁରୁବାର ଦିନ ଧୂମଧାମରେ ସମ୍ପନ୍ନ ହୋଇଯାଇଛି। ମାନସିକ ପୂରଣ ଆଶାରେ ଅଞ୍ଚଳ ତଥା ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ…

ନିମ୍ନମାନର କାମ ଅଭିଯୋଗ ପରେ ଭଙ୍ଗାଗଲା ଫାଉଣ୍ଡେସନ: ବିନା ସୂଚନା ଫଳକରେ ଚାଲିଛି ନିର୍ମାଣ

କେସିଙ୍ଗା, ୧୬।୧୦ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଓଡ଼ିଶା ଅଗ୍ନିଶମ ସେବା କେନ୍ଦ୍ର ପରିସରରେ ନିର୍ମାଣାଧୀନ ଚାରି ମହଲା କୋଠା କାମ ମନ୍ଥର ଗତିରେ ଚାଲିଥିବା ଅଭିଯୋଗ ହୋଇଛି। ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର ଏବଂ ନିୟମିତ ପାଣି ସିଞ୍ଚନ…

ମା’ମାଣିକେଶରୀ ବିଶ୍ୱବିଦ୍ୟାଳୟରେ AVBPର ବାଜିମାତ: ଆରିୟା ସଭାନେତ୍ରୀ, ଓମକାର ସମ୍ପାଦକ

ଭବାନୀପାଟଣା,୧୫।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶରୀ ବିଶ୍ୱବିଦ୍ୟାଳୟରେ ଏବିଭିପିର ବାଜିମାତ ଦେଖିବାକୁ ମିଳିଛି। ସଭାପତି, ଉପସଭାପତି ଓ ସମ୍ପାଦକ ଭଳି ତିନୋଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ବିଜୟୀ ହାସଲ କରିଛି ଏବିଭିପି। ଏବିଭିପିର ସଭାନେତ୍ରୀ ପ୍ରାର୍ଥିନି ଆରିୟା ନାୟକ…

ରିଷିଡା ଜେ.ଡି କଲେଜ ନିର୍ବାଚନ ଫଳାଫଳ: ସ୍ମୃତିରାଣୀ ସଭାପତି, ଅଭୟ ସାଧାରଣ ସମ୍ପାଦକ

କର୍ଲାମୁଣ୍ଡା ୧୫।୧୦ :(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ରିଷିଡା ସ୍ଥିତ ଜଗନ୍ନାଥ ଡିଗ୍ରୀ କଲେଜର ଛାତ୍ର ସଂସଦ ନିର୍ବାଚନର ଫଳାଫଳ ଘୋଷଣା ହୋଇଛି । କଲେଜ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ତୃତୀୟ ବର୍ଷ ଛାତ୍ରୀ ସ୍ମୃତିରାଣୀ…

ଜୁନାଗଡ଼ରେ ବିସିଜେଡିର ବାଜିମାତ୍‌: ସଭାପତି ସମେତ ୪ ପଦବୀ ପୋଛିନେଲେ

ଭବାନୀପାଟଣା,୧୫।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ପ୍ରିୟ ଦର୍ଶିନୀ ଇନ୍ଦିରା(ପିଆଇ) ଡିଗ୍ରୀ କଲେଜରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ବାଜିମାତ୍‌ କରିଛି। ସଭାପତି ସମେତ ୪ଟି ପଦବୀ ପୋଛି ନେଇଛି ବିସିଜେଡି। ତାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?