ମନରେଗା ଯୋଜନାରେ ଦୁର୍ନୀତି: ବଦଳିଲେ କନିଷ୍ଠ ଯନ୍ତ୍ରୀ
ରିଷିଡା, ୧୨।୪ (ସୁଶାନ୍ତ ମଲ୍ଲିକ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଯୋଜନାରେ ମହାଦୁର୍ନୀତିକୁ ବତିକୁପା ଗ୍ରାମର ଶ୍ରମିକ ମାନେ କର୍ଲାମୁଣ୍ଡା ବିଡ଼ିଓଙ୍କ ଠାରେ ଗତ ୨୫ ତାରିଖରେ ଅଭିଯୋଗ ହୋଇଥିଲା। ଉକ୍ତ ଦୁର୍ନୀତିରେ କନିଷ୍ଠ ଯନ୍ତ୍ରୀ ଲିପ୍ତ…
ମନ୍ଥର ଗତିରେ ଚାଲିଛି ନିର୍ମାଣ କାର୍ଯ୍ୟ: ଏ ଯାଏଁ ସରିନି ୪୦ ପ୍ରତିଶତ କାମ
ଭବାନୀପାଟଣା,୧୨ା୫ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ରେଳ ଷ୍ଟେଶନର ନିର୍ମାଣ କାମ ଅତ୍ୟାଧୁନିକ ଢାଞ୍ଚାରେ ହେବା ପାଇଁ ସ୍ଥାନୀୟ ଲୋକେ ଆଶା କରୁଥିଲେ। ନିର୍ମାଣ କାର୍ଯ୍ୟ ଦୀର୍ଘ ଦିନଧରି ଆରମ୍ଭ ହୋଇଥିବା ସତ୍ତ୍ୱେ ପରେ ମନ୍ଥର ଗତିରେ ଚାଲିବା ଓ…
ପାଇପ ଅଛି, ହେଲେ ପାଣି ବାହାରୁନି, ୩୦୦ ପରିବାର ହନ୍ତସନ୍ତ
ରିଷିଡ଼ା,୧୧ା୫(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ରଣାପଡ଼ା, ଓ ପାଟଖଣ୍ତା ମନ୍ଦିରପଡ଼ାର ପାୟ ୩୦୦ ପରିବାର ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି। ପଡ଼ାରେ ସରକାର ତରଫରୁ ସଫଲେଇ ପାଣି ପାଇପ ବ୍ୟବସ୍ଥା କରିଥିଲେ ହେଁ ତାହା…
ହାତୀ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଗ୍ରାମବାସୀଙ୍କୁ ସଚେତନ କଲା ବନ ସୁରକ୍ଷା ସମିତି
କେସିଙ୍ଗା,୧୧ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନ ବିଭାଗ ଅନ୍ତର୍ଗତ କୁର୍ଲୁପଡ଼ା ବନସୁରକ୍ଷା ସମିତି ପକ୍ଷରୁ ହାତୀ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ସମିତିର ସମ୍ପାଦକ ତଥା ବନପାଳ ଯଶୋବନ୍ତ ନାଏକଙ୍କ ନେତୃତ୍ୱରେ…
ସ୍ତ୍ରୀ-ବୋହୂଙ୍କୁ ଛୁରିରେ ମରଣାନ୍ତ୍ରକ ଆକ୍ରମଣ: ପରେ ନିଜେ କଲେ ଆତ୍ମହତ୍ୟା
କେସିଙ୍ଗା,୧୧ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ପରଲସିଙ୍ଗା ଗ୍ରାମ ପଞ୍ଚାୟତର ଭମରମାଲ(ପଥର୍ଲା) ଗ୍ରାମରେ ଏକ ଘରୋଇ କଳି ଭୟଙ୍କର ରୂପ ଧାରଣ କରି ଶେଷରେ ୪୨ ବର୍ଷୀୟ କୃଷ୍ଣ ସାହୁ ଆତ୍ମହତ୍ୟା କରିଛନ୍ତି। କୃଷ୍ଣ ମଦ୍ୟପାନ କରି ସ୍ତ୍ରୀ…
କେସିଙ୍ଗାରେ ରାଷ୍ଟ୍ରୀୟ ଲୋକ ଅଦାଲତ
କେସିଙ୍ଗା,୧୦ା୫ (ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ତାଲୁକ ଆଇନସେବା ସମିତି ତରଫରୁ ଶନିବାର ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ପ୍ରଥମଶ୍ରେଣୀ ବିଚାରବିଭାଗୀୟ ବିଚାରପତି ତଥା ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷା ଦୀପ୍ତା ସେଠୀଙ୍କ…
ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଦାବି
କେସିଙ୍ଗା,୧୦ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସିସ୍ଥିତ ଓ୍ବାର୍ଡ ନଂ.୯ ନିକଟସ୍ଥ ତହସିଲ କାର୍ଯ୍ୟାଳୟ ରାସ୍ତାର ଉଭୟ ପାଶର୍ବରେ ନୂତନ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଓ୍ବାର୍ଡବାସୀ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିକଟରେ ଦାବିପତ୍ର ପ୍ରଦାନ କରିଛନ୍ତି। କେସିଙ୍ଗା ଏନ୍ଏସି ଓ୍ବାର୍ଡ…
ଜିଲାପାଳ ମାଗିଲେ କେସିଙ୍ଗା ଏନ୍ଏସି ଭିତ୍ତିଭୂମିର ବିବରଣୀ
କେସିଙ୍ଗା, ୯ା୫(ତୁମେଶ୍ୱର ସାହୁ)-କେସିଙ୍ଗା ଏନ୍ଏସିକୁ ମ୍ୟୁନିସିପାଲିଟି ଘୋଷଣା କରିବା ପାଇଁ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ କଳାହାଣ୍ଡି ଜିଲାପାଳଙ୍କୁ ଭିତ୍ତିଭୂମିର ବିବରଣୀ ମାଗିଥିଲେ। ଜିଲାପାଳ ତାଙ୍କ ଚିଠି ସଂଖ୍ୟା ୩୧୯/୮ା୫ା୨୫ ଅନୁସାରେ ଜିଲା ପଞ୍ଚାୟତ ଅଫିସର କଳାହାଣ୍ଡି,…
ବଡ଼ ବହଲେନ ଯାତ୍ରା ପାଳିତ
ଥୁଆମୂଳ ରାମପୁର,୯ା୫(ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିରିକୋଟ ଗ୍ରାମ ଓ ଗୋପାଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୋଖରୀଗୁଡା ଗ୍ରାମରେ ଆଦିବାସୀଙ୍କ ପାରମ୍ପରିକ ପର୍ବ ବଡ଼ ବହଲେନ ଯାତ୍ରା ପାଳିତ ହୋଇଯାଇଛି। ଗ୍ରାମଦେବୀଙ୍କୁ ପ୍ରସନ୍ନ କଲେ ଗ୍ରାମରୁ ରୋଗ…
ରାସ୍ତା ସମସ୍ୟା: ଖଟିଆରେ ୭ କି.ମି. ବୁହାହେଲେ ରୋଗୀ
ଥୁଆମୂଳ ରାମପୁର,୯ା୫ (ଦୁର୍ଗା କୀର୍ତ୍ତି)- ଥୁଆମୂଳ ରାମପୁର ବ୍ଲକ କଳାହାଣ୍ଡି ଜିଲାର ଦୁର୍ଗମ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ। ଏଠାରେ ଅଧିକାଂଶ ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ। ଫଳରେ ଅନେକ ସମୟରେ ଗର୍ଭବତୀ କିମ୍ବା ଗୁରୁତର ରୋଗୀଙ୍କୁ ଖଟିଆରେ…
କେସିଙ୍ଗା ଏନ୍ଏସିରୁ ଦୂର ହେବ ପାନୀୟ ଜଳ ସମସ୍ୟା, ୨୪ ଘଣ୍ଟିଆ ସେବା ପାଇବେ ଲୋକେ
କେସିଙ୍ଗା,୮ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସିରେ ଆଉ ପାନୀୟ ଜଳ ସମସ୍ୟା ରହିବ ନାହିଁ। ସେଥିପାଇଁ ପିଏଚ୍ଡି ବିଭାଗ ପକ୍ଷରୁ ୨ କୋଟିରୁ ଊଦ୍ଧର୍ବ ବ୍ୟୟ ଅଟକଳରେ ପିଏଚ୍ଡିର କାର୍ଯ୍ୟାଳୟ ପରିସରରେ ଥିବା ୧୦ ନମ୍ବର ଓ୍ବାର୍ଡ ଜାଗାରେ ଯୁଦ୍ଧକାଳୀନ…
ପ୍ରଧାନମନ୍ତ୍ରୀ ଆବାସ ଯୋଜନା-୨: ହିତାଧିକାରୀଙ୍କୁ ମିଳିବ ପ୍ରୋତ୍ସାହନ ରାଶି
କେସିଙ୍ଗା,୮ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏ୍ସିରେ ପ୍ରଧାନମନ୍ତ୍ରୀ ଆବାସ-୨ ର ପ୍ରଚାର ପ୍ରସାର ଓ ଯୋଜନାରେ ଯୋଗ୍ୟ ହିତାଧିକାରୀ ଚୟନ ପାଇଁ କେସିଙ୍ଗା, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ଗୁରୁବାରଠାରୁ ଆରମ୍ଭ କରିଛି। ଏ ନେଇ ପୌର ପରିଷଦର ସଦ୍ଭାବନା…
Archives


