କଳାହାଣ୍ଡି

ଆମ ଜଙ୍ଗଲ ଯୋଜନାରେ ଦୁର୍ନୀତି: ନିଲମ୍ବିତ ହେଲେ ଫରେଷ୍ଟର

କୋକସରା,୮।୪(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଧର୍ମଗଡ଼ ବନାଞ୍ଚଳ ଆମପାଣି ଫରେଷ୍ଟର ଜଗନ୍ନାଥ ନାଗଙ୍କୁ ଶୁକ୍ରବାର କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଆମ ଜଙ୍ଗଲ ଯୋଜନାରେ କାର୍ଯ୍ୟ କରିଥିବା ଶ୍ରମିକଙ୍କ ଲକ୍ଷାଧିକ ଟଙ୍କା ବାଟମାରଣା ମାମଲାରେ ଦକ୍ଷିଣ ବନଖଣ୍ଡ ଅଧିକାରୀ ଲାଡେ ଗଜାନନ ଦୟାନନ୍ଦ...

ଦୁର୍ନୀତି ଅଭିଯୋଗ ପରେ ବଣ୍ଟାହେଲା ରାଶନ ଚାଉଳ

କେସିଙ୍ଗା,୮।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଦେଓଗାଁ ପଞ୍ଚାୟତ ମହାଗା, ଜାମଜୋର, ମାଟିଆ, ଦେଓଗାଁ ଗ୍ରାମର ରାଶନ ଚାଉଳ ବଣ୍ଟନରେ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଥିଲା। ଏପରିକି ସେଲ୍‌ସମ୍ୟାନ ଗତ ଜାନୁଆରୀ ମାସର ଚାଉଳ ହିତାଧିକାରୀଙ୍କୁ ଦେଇ ନ ଥିବା...

ନିର୍ଦ୍ୱନ୍ଦ୍ୱରେ ଭାଇସ୍‌ ଚେୟାରମ୍ୟାନ୍‌ ନିର୍ବାଚିତ

କେସିଙ୍ଗା,୭ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ଭାଇସଚେୟାର ମ୍ୟାନ୍‌ ଭାବେ ୮ ନମ୍ବର ଓ୍ବାର୍ଡର ସରସ୍ବତୀ ସାହା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ଟାଉନ ସଭାପତି ରମେଶ ପଟ୍ଟନାୟକ ପ୍ରମୁଖ ବିଜେଡିର ସମସ୍ତ...

ଜନବସତି ମୁହାଁ ଭାଲୁ, ଲୋକେ ଭୟଭୀତ

କୋକସରା,୬ା୪(ଡି.ଏନ.ଏ): ଜଙ୍ଗଲ ନଷ୍ଟ କାରଣରୁ ହେଉ ଅବା ଖାଦ୍ୟ ଅନ୍ବେଷଣରେ ଏବେ ଜନ ବସତିମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ପ୍ରଚଣ୍ଡ ଖରା ଯୋଗୁ ଏବେ ଜଙ୍ଗଲରେ ଖାଦ୍ୟର ଅଭାବ ସାଙ୍ଗକୁ ଜଙ୍ଗଲରେ ନିଆଁ ଲାଗୁଥିବା ଯୋଗୁ ଗାଁ ମୁହାଁ ହୋଇଛି...

ଟ୍ରେନ୍‌ ଭିତରେ ଚାଲିଛି ଶିକ୍ଷାଦାନ

କୋକସରା,୬ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ରହିଥିବା ଆଦିବାସୀ ଗାଁ ବିରିମୁହାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରୂପରେଖ ଦୂରରୁ ଦେଖି ଯେ କେହି ଘଡ଼ିଏ ଅଟକି ଯିବ। ଦୂରରୁ ଟ୍ରେନ୍‌ ସଦୃଶ ଦେଖାଯାଉଛି...

ବ୍ଲକ ଉପାଧ୍ୟକ୍ଷାଙ୍କୁ ଦେଉନାହାନ୍ତି ପ୍ରକୋଷ୍ଠ

କେସିଙ୍ଗା,୪।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ଭାଇସଚେୟାର ମେନ(ଉପାଧ୍ୟକ୍ଷ) ନିର୍ବାଚନ ଶେଷ ହୋଇଛି। ଉପାଧ୍ୟକ୍ଷ ଭାବେ ଦେଓଗାଁ ପଞ୍ଚାୟତ ସମିତି ସଭ୍ୟା ରାଜଲଷ୍ମୀ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି। ହେଲେ ବ୍ଳକ କାର୍ଯ୍ୟାଳୟରେ ତାଙ୍କୁ ବସିବା ପାଇଁ ପ୍ରକୋଷ୍ଠ ଦିଆଯାଉ...

କେସିଙ୍ଗା ବ୍ଲକ ସରପଞ୍ଚ ସଂଘର କର୍ମକର୍ତ୍ତା ଚୟନ

କେସିଙ୍ଗା,୩ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ସରପଞ୍ଚ ସଂଘର କର୍ମକର୍ତ୍ତା ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ ତୁଣ୍ଡଳା ପଞ୍ଚାୟତର ସରପଞ୍ଚ ସରୋଜ ସେଠୀଙ୍କ ସଭାପତିତ୍ୱରେ ରବିବାର ଅନୁଷ୍ଠିତ ହୋଇଥିଲା। ଫଟକାମାଲ ପଞ୍ଚାୟତର ସରପଞ୍ଚ ସଭାପତି ଭାବେ ସୁବୋଧ ରଣା,...

ଟ୍ରକ୍‌ ଦୁର୍ଘଟଣା: ଜଣେ ମୃତ

ରୁପ୍ରା ରୋଡ଼,୨।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅନ୍ତର୍ଗତ ଗୋହିରାପଦର ରେଳ ଫାଟକ ନିକଟରେ ଶନିବାର ଏକ ଟ୍ରକ୍‌ ଦୁର୍ଘଟଣା ଘଟିଛି। ଏଥିରେ ଟ୍ରକ୍‌ ହେଲପରଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଛନ୍ତି । ଦୁର୍ଘଟଣାସ୍ଥଳରେ ନର୍ଲା ପୋଲିସ...

କନ୍ୟାଶ୍ରମର ୨୬ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ

ଭବାନୀପାଟଣା,୩୧।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା କଲମପୁର ବ୍ଲକ ଦୁଲକିବନ୍ଦ ସରକାରୀ କନ୍ୟାଶ୍ରମର ୨୬ଜଣ ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। କେଉଁ କାରଣରୁ ଏତେ ସଂଖ୍ୟକ ଛାତ୍ରୀ ଆକ୍ରାନ୍ତ ହେଲେ ସେ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଖାଦ୍ୟରେ କିଛି ଅପମିଶ୍ରଣ...

ଏନ୍‌ଏସି ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

କେସିଙ୍ଗା,୩୦ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ନବ ନିର୍ବାଚିତ ଅଧ୍ୟକ୍ଷ ନୃପରାଜ ଯାଦବ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏନ୍‌ଏସିର ନିର୍ବାହୀ ଅଧିକାରିଣୀ ମିସ୍‌ କିରଣ ବେହେରା ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ବାଗତ କରିଥିଲେ। ପରେ ଅଧ୍ୟକ୍ଷ ସମର୍ଥକଙ୍କ ସହିତ...

ବିଲରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ: ହତ୍ୟା କରି ପୋଡ଼ିଦେଇଥିବା ସନ୍ଦେହ

ଜୁନାଗଡ଼,୩୦।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ମେରିଆବନ୍ଧଲି ଗ୍ରାମ ନିକଟସ୍ଥ ଏକ ବିଲରୁ ବୁଧବାର ସକାଳେ ଜଣେ ଅଜଣା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକେ ଜୁନାଗଡ଼ ପୋଲିସକୁ ଖବର ଦେଇଥିଲେ।...

ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମରେ ୫୬୭ ଚିକିତ୍ସିତ

ଭବାନୀପାଟଣା,୩୦ା୩(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ପ୍ରଥମ ଥର ପାଇଁ ସୋମବାରଠାରୁ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସୋମବାର ଓ ମଙ୍ଗଳବାର ୨ ଦିନରେ ଜିଲାର ୫୬୭ଜଣ ରୋଗୀ ଚିକିତ୍ସିତ ହୋଇଛନ୍ତି। ମଙ୍ଗଳବାର ଦ୍ୱିତୀୟ ଦିନରେ ୫ଜଣ ସୁପର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri