ସପ୍ତାହେ ହେଲା ନେଟୱର୍କ ଫେଲ
ଲାଞ୍ଜିଗଡ,୧୨।୪(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରେ ୭ ଦିନ ହେଲା ବିଏସ୍ଏନ୍ଏଲ୍ ନେଟୱର୍କ ଫେଲ୍ ରହିଛି। ଫଳରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଲାଞ୍ଜିଗଡ ସହରରେ ଅଧିକାଂଶ ଗ୍ରାହକ...
ଚୈତ୍ରରେ ଜଳ ସଙ୍କଟ
କର୍ଲାମୁଣ୍ଡା: ୧୧।୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଚୈତ୍ର ମାସ ନ ସରୁଣୁ ପାନୀୟ ଜଳ ସଙ୍କଟ ଦେଖା ଦେଇଛି। ବ୍ଲକରେ ଥିବା ଉତେଇ ନଦୀରେ ପାଣି ଶୁଖି ଯିବାରୁ ପାଇପ୍ ଜଳ ଯୋଗାଣ ଠପ୍ ହୋଇଯାଇଛି। ଫଳରେ ପାଣି...
ସ୍କୁଟିକୁ ପିଟିଲା ବାଇକ୍, ଯୁବ ବ୍ୟବସାୟୀ ମୃତ; ୨ ଗୁରୁତର
ଲାଞ୍ଜିଗଡ଼,୧୦ା୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବାବେଳେ ରବିବାର ପୁଣି ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି । ସୂଚନାନୁସାରେ, ଲାଞ୍ଜିଗଡ଼ର ଯୁବ କପଡ଼ା ବ୍ୟବସାୟୀ ଦୀପକ...
୨ ବର୍ଷ ହେବ ଟ୍ରେନ୍ ଚଳାଚଳ ବନ୍ଦ: ରୁପ୍ରାରୋଡ ଷ୍ଟେଶନରେ ଆନ୍ଦୋଳନ
ରୁପ୍ରାରୋଡ,୧୦।୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା ରୁପ୍ରାରୋଡ ରେଳ ଷ୍ଟେଶନରେ ରେଳଯାତ୍ରୀ ସୁରକ୍ଷା ସମିତି, ରୁପ୍ରାରୋଡ ପକ୍ଷରୁ ରବିବାର ସକାଳୁ ଆନ୍ଦୋଳନ ଜାରି ରହିଛି। (୧୮୫୧୭- କୋରବା), (୧୮୫୧୮ – ବିଶାଖାପାଟଣା) ଭଳି ଅନେକ ଟ୍ରେନ୍ ୨ ବର୍ଷ ଧରି କରୋନା ସଂକ୍ରମଣ...
ନୂଆପଡ଼ାରେ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା’ କାର୍ଯ୍ୟକ୍ରମ
ନୂଆପଡ଼ା ଅଫିସ,୯।୪: କଳାହାଣ୍ଡି ପରେ ନୂଆପଡ଼ା ଜିଲାରେ ଶୁକ୍ରବାରଠାରୁ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ସେବା ପାଇଁ କଟକ ବଡମେଡିକାଲ ଏବଂ ବୀର ସୁରେନ୍ଦ୍ର ସାଏ ମେଡିକାଲରୁ ୭ଜଣ ବିଶେଷଜ୍ଞ ଡାକ୍ତରୀ ଟିମ୍ ଶୁକ୍ରବାର...
ଆମ ଜଙ୍ଗଲ ଯୋଜନାରେ ଦୁର୍ନୀତି: ନିଲମ୍ବିତ ହେଲେ ଫରେଷ୍ଟର
କୋକସରା,୮।୪(ଡି.ଏନ୍.ଏ): କଳାହାଣ୍ଡି ଜିଲା ଧର୍ମଗଡ଼ ବନାଞ୍ଚଳ ଆମପାଣି ଫରେଷ୍ଟର ଜଗନ୍ନାଥ ନାଗଙ୍କୁ ଶୁକ୍ରବାର କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଆମ ଜଙ୍ଗଲ ଯୋଜନାରେ କାର୍ଯ୍ୟ କରିଥିବା ଶ୍ରମିକଙ୍କ ଲକ୍ଷାଧିକ ଟଙ୍କା ବାଟମାରଣା ମାମଲାରେ ଦକ୍ଷିଣ ବନଖଣ୍ଡ ଅଧିକାରୀ ଲାଡେ ଗଜାନନ ଦୟାନନ୍ଦ...
ଦୁର୍ନୀତି ଅଭିଯୋଗ ପରେ ବଣ୍ଟାହେଲା ରାଶନ ଚାଉଳ
କେସିଙ୍ଗା,୮।୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଦେଓଗାଁ ପଞ୍ଚାୟତ ମହାଗା, ଜାମଜୋର, ମାଟିଆ, ଦେଓଗାଁ ଗ୍ରାମର ରାଶନ ଚାଉଳ ବଣ୍ଟନରେ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଥିଲା। ଏପରିକି ସେଲ୍ସମ୍ୟାନ ଗତ ଜାନୁଆରୀ ମାସର ଚାଉଳ ହିତାଧିକାରୀଙ୍କୁ ଦେଇ ନ ଥିବା...
ନିର୍ଦ୍ୱନ୍ଦ୍ୱରେ ଭାଇସ୍ ଚେୟାରମ୍ୟାନ୍ ନିର୍ବାଚିତ
କେସିଙ୍ଗା,୭ା୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସିର ଭାଇସଚେୟାର ମ୍ୟାନ୍ ଭାବେ ୮ ନମ୍ବର ଓ୍ବାର୍ଡର ସରସ୍ବତୀ ସାହା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ଟାଉନ ସଭାପତି ରମେଶ ପଟ୍ଟନାୟକ ପ୍ରମୁଖ ବିଜେଡିର ସମସ୍ତ...
ଜନବସତି ମୁହାଁ ଭାଲୁ, ଲୋକେ ଭୟଭୀତ
କୋକସରା,୬ା୪(ଡି.ଏନ.ଏ): ଜଙ୍ଗଲ ନଷ୍ଟ କାରଣରୁ ହେଉ ଅବା ଖାଦ୍ୟ ଅନ୍ବେଷଣରେ ଏବେ ଜନ ବସତିମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ପ୍ରଚଣ୍ଡ ଖରା ଯୋଗୁ ଏବେ ଜଙ୍ଗଲରେ ଖାଦ୍ୟର ଅଭାବ ସାଙ୍ଗକୁ ଜଙ୍ଗଲରେ ନିଆଁ ଲାଗୁଥିବା ଯୋଗୁ ଗାଁ ମୁହାଁ ହୋଇଛି...
ଟ୍ରେନ୍ ଭିତରେ ଚାଲିଛି ଶିକ୍ଷାଦାନ
କୋକସରା,୬ା୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ରହିଥିବା ଆଦିବାସୀ ଗାଁ ବିରିମୁହାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରୂପରେଖ ଦୂରରୁ ଦେଖି ଯେ କେହି ଘଡ଼ିଏ ଅଟକି ଯିବ। ଦୂରରୁ ଟ୍ରେନ୍ ସଦୃଶ ଦେଖାଯାଉଛି...
ବ୍ଲକ ଉପାଧ୍ୟକ୍ଷାଙ୍କୁ ଦେଉନାହାନ୍ତି ପ୍ରକୋଷ୍ଠ
କେସିଙ୍ଗା,୪।୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ଭାଇସଚେୟାର ମେନ(ଉପାଧ୍ୟକ୍ଷ) ନିର୍ବାଚନ ଶେଷ ହୋଇଛି। ଉପାଧ୍ୟକ୍ଷ ଭାବେ ଦେଓଗାଁ ପଞ୍ଚାୟତ ସମିତି ସଭ୍ୟା ରାଜଲଷ୍ମୀ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି। ହେଲେ ବ୍ଳକ କାର୍ଯ୍ୟାଳୟରେ ତାଙ୍କୁ ବସିବା ପାଇଁ ପ୍ରକୋଷ୍ଠ ଦିଆଯାଉ...
କେସିଙ୍ଗା ବ୍ଲକ ସରପଞ୍ଚ ସଂଘର କର୍ମକର୍ତ୍ତା ଚୟନ
କେସିଙ୍ଗା,୩ା୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ସରପଞ୍ଚ ସଂଘର କର୍ମକର୍ତ୍ତା ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ ତୁଣ୍ଡଳା ପଞ୍ଚାୟତର ସରପଞ୍ଚ ସରୋଜ ସେଠୀଙ୍କ ସଭାପତିତ୍ୱରେ ରବିବାର ଅନୁଷ୍ଠିତ ହୋଇଥିଲା। ଫଟକାମାଲ ପଞ୍ଚାୟତର ସରପଞ୍ଚ ସଭାପତି ଭାବେ ସୁବୋଧ ରଣା,...