ଦେଶ ସୁରକ୍ଷା ପାଇଁ କାମ କରିଛୁ, ଏବେ କରିବୁ ଗାଁ ମାଟିର ସେବା
କର୍ଲାମୁଣ୍ଡା,୩୦ା୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଚଳିତ ପଞ୍ଚାୟତ ନିର୍ବାଚନରେ ଅନେକ ପୁରୁଣା ମୁହଁ ପ୍ରାର୍ଥୀ ହୋଇଥିବା ବେଳେ ବ୍ଲକର ସରଗୁଲ ମାଲପଡ଼ା ପଞ୍ଚାୟତରେ ସମିତିସଭ୍ୟ ପଦବୀ ପାଇଁ ଅବସରପ୍ରାପ୍ତ ସୈନିକ କୋଦଣ୍ଡ ସାହୁ ଓ କର୍ଲାମୁଣ୍ଡା ପଞ୍ଚାୟତରେ ସମିତିସଭ୍ୟ ଆସନରେ…
ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନରେ ବିଧାୟକ
କୋକସରା,୨୯ା୧(ଡି.ଏନ୍.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଛି। ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଛାମୁଆ ନେତା ଭୋଟରଙ୍କ ଦୁଆର ମୁହଁରେ ମନାଇବାରେ ବ୍ୟସ୍ତ। ଯେତେ ରାଗ, ରୁଷା, ମାନ, ଅଭିମାନ, ଅଭିଯୋଗ ଥିଲେ ମଧ୍ୟ ଆଗକୁ ନିର୍ଭର…
୧୧୯ ଓ୍ବାର୍ଡମେମ୍ବର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ
କୋକସରା,୨୯ା୧(ଡି.ଏନ୍.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରଣକ୍ଷେତ୍ର ପ୍ରସ୍ତୁତ ସରିଛି। ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ପ୍ରକାଶ ପାଇଛି ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା। କୋକସରା ବ୍ଲକ ୨୨ ପଞ୍ଚାୟତର ବିଭିନ୍ନ ପଞ୍ଚାୟତ ସମିତି, ସରପଞ୍ଚ ଓ ଓ୍ବାର୍ଡମେମ୍ବର ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହୃତ ପରେ…
ପଞ୍ଚାୟତ ନିର୍ବାଚନରେ ୩ ପୂର୍ବତନ ବ୍ଲକ ଅଧ୍ୟକ୍ଷା
କର୍ଲାମୁଣ୍ଡା,୨୭ା୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ୧୪୩ ଟି ଓ୍ବାର୍ଡ ରହିଛି। ସେଥିମଧ୍ୟରୁ ଚଳିତ ପଞ୍ଚାୟତ ନିର୍ବାଚନରେ ରାଜପୁର ପଞ୍ଚାୟତର ସରପଞ୍ଚ ଭାବେ କୌଶଲ୍ୟା ରଣା ଓ ସାପଲହରା ପଞ୍ଚାୟତରେ ମଧ୍ୟ ସରପଞ୍ଚ ଭାବେ ରାଜେଶ୍ୱରୀ ସେନାପତି ନିର୍ଦ୍ୱନ୍ଦ୍ୱରେ…
ବସ୍ରେ ଗଞ୍ଜେଇ ଚାଲାଣ, ଦୁଇ ଜଣଙ୍କୁ ଗିରଫ କଲା ପୋଲିସ
ଜୁନାଗଡ,୨୬।୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ ପୋଲିସ ବୁଧବାର ସକାଳେ ଏକ ବସ୍ରେ ଗଞ୍ଜେଇ ଚାଲାଣ ଉପରେ ଚଢାଉ କରିଛି। ଏଥିରେ ୨ଜଣଙ୍କୁ ଗିରଫ କରିଛି। ପରେ ଥାନାକୁ ବସକୁ ଆଣି ଯାଞ୍ଚ କରିବା ପରେ ବସ୍ର ଡିକିରେ ବିପୁଳ ପରିମାଣର ଗଞ୍ଜେଇ…
ଚିକିତ୍ସା ଅବହେଳାରୁ ଗର୍ଭବତୀ ଆଶାକର୍ମୀଙ୍କ ଜୀବନ ଗଲା
ଭବାନୀପାଟଣା,୨୨।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା ଯୋଗୁ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ମହିଳା ଜଣକ ହେଲେ ଧର୍ମଗଡ଼ ବ୍ଲକ ବେହେରା ନିକଟସ୍ଥ ଟେଣାପାଳି ଗ୍ରାମର ଆଶାକର୍ମୀ ସୁମିତ୍ରା…
ସରିଲା ନାମାଙ୍କନ: ପ୍ରାର୍ଥିପତ୍ର ଦାଖଲକଲେ କୋକସରା ବ୍ଲକର ୬୯୨
କୋକସରା,୨୧ା୧(ଡି.ଏନ.ଏ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ୧୭ ତାରିଖରୁ ୨୧ ପର୍ଯ୍ୟନ୍ତ କୋକସରା ବ୍ଲକରେ ୨୨ ପଞ୍ଚାୟତ ପାଇଁ ୬୯୨ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏ ନେଇ ବ୍ଲକ ନିର୍ବାଚନ ଅଧିକାରୀ…
ଟ୍ରେନ୍ ଯୋଗେ ଚୋରା କାଠ ଚାଲାଣ: ନିରବ ଅଧିକାରୀ
କେସିଙ୍ଗା,୨୧।୧(ଡି.ଏନ୍.ଏ.): ସମ୍ବଲପୁର ରେଳ ଡିଭିଜନ୍ ଅନ୍ତର୍ଗତ ଲାଞ୍ଜିଗଡ଼, ଆମ୍ବାଦୁଲାଠାରୁ ରୁପ୍ରା, ନର୍ଲା, କେସିଙ୍ଗା ଓ ଟିଟିଲାଗଡ଼କୁ ବିଶାଖାପାଟଣା-ରାୟପୁର ପାସେଞ୍ଜରରେ କାଠ ଚାଲାଣ ହେଉଛି। କାଠ ମାଫିଆମାନେ ଟ୍ରେନ ବଗିର ମୁଖ୍ୟ ଗେଟ୍ରେ କାଠ ରଖୁ ଥିବାରୁ ଯାତ୍ରୀମାନେ ଓହ୍ଲାଇବା ଓ ଚଡ଼ିବା…
ଟ୍ରେନ ଲାଇନରୁ ମିଳିଲା ମୃତଦେହ
କେସିଙ୍ଗା,୨୧।୧: ସମ୍ବଲପୁର ରେଳ ଡିଭିଜନ ଅଧୀନ କାଣ୍ଡେଲ ରୋଡ଼ଠାରୁ ୨ କି.ମି. ଦୂର ବୁଢ଼ୀପଦର ଗ୍ରାମ ଫାଟକ ନିକଟରୁ ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ଜିଆର୍ପି ପୋଲିସ ଜବତ କରିଛି। ସେ ହେଲେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗୋକୁଳେଶ୍ୱର ପଞ୍ଚାୟତ…
ଶେଷ ବେଳକୁ ବଢୁଛି ପ୍ରାର୍ଥୀଙ୍କ ନାମାଙ୍କନ
କୋକସରା,୨୦।୧(ଡି.ଏନ.ଏ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିଛି। ଗୁରୁବାର କୋକସରା ବ୍ଲକର ୨୨ ପଞ୍ଚାୟତର ସମିତି ସଭ୍ୟ ଆସନ ପାଇଁ ୩୮ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ସରପଞ୍ଚ ପାଇଁ ୫୦, ୱାର୍ଡ…
ତୃତୀୟ ଦିନରେ ୧୭୫ ନାମାଙ୍କନପତ୍ର ଦାଖଲ
କୋକସରା,୧୯ା୧(ଡି.ଏନ୍.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିଛି। ବୁଧବାର କଳାହାଣ୍ଡି ଜିଲା କୋକସରା ବ୍ଲକର ୨୨ଟି ପଞ୍ଚାୟତରେ ଥିବା ସମିତି ଆସନ ପାଇଁ ୧୫, ସରପଞ୍ଚ ପାଇଁ ୪୬, ଓ୍ବାର୍ଡ ସଭ୍ୟ ପାଇଁ ୧୧୪ ଜଣ…
ବିଜେଡିରେ ମିଶିଲେ ତ୍ରିନାଥ ବାଗ
କୋକସରା,୧୯ା୧(ଡି.ଏନ.ଏ.) : ପଦ୍ମ ଛାଡି ଶଙ୍ଖ ଧରିଲେ କଳାହାଣ୍ଡି ଜିଲା କୋକସରା ବ୍ଲକର ଭାଜପା ବରିଷ୍ଠ ନେତା ତ୍ରିନାଥ ବାଗ । ବୁଧବାର ଧର୍ମଗଡ ବିଧାୟକ ମୌଷଧି ବାଗଙ୍କ କୋକସରା ବ୍ଲକ ମାଝୀଗୁଡା ସ୍ଥିତ ବାସଭବନରେ ନିଜର ସମର୍ଥକଙ୍କ ଉପସ୍ଥିତିରେ ବିଜେଡିରେ…
Archives


