କଳାହାଣ୍ଡି

ଜାଲ ସାର୍ଟିଫିକେଟ ମାମଲାରେ ବାଲସି ଗ୍ରାମର ଗ୍ରାମୀଣ ଡାକ ସେବକଙ୍କୁ କୋର୍ଟ ଚାଲାଣ

କେସିଙ୍ଗା, ୯।୮(ତୁମେଶ୍ୱର ସାହୁ) ଜାଲ ସାର୍ଟିଫିକେଟ ମାମଲାରେ କେସିଙ୍ଗା ପୋଲିସ ଏସ.ଆଇ.ରମେଶ ଚନ୍ଦ୍ର ଦୋରା କଳାହାଣ୍ଡି ଜିଲା କେସିଙ୍ଗା ମୁଖ୍ୟ ବ୍ରାଞ୍ଚ ଅଧିନସ୍ଥ ବାଲସି ଗ୍ରାମ ପୋଷ୍ଟ ଅଫିସକୁ ଯାଇ ବୁଧବାର ତଦନ୍ତ କରିଥିଲେ। ବାଲସି ପୋଷ୍ଟ ଅଫିସରେ ରେଙ୍ଗାଲି ଗ୍ରାମର…

କେନାଲ ଭାଙ୍ଗି ୬ମାସ ବିତିଗଲା, ମରାମତି ଅଭାବ ଯୋଗୁଁ ଚାଷୀଙ୍କ ଧାନ ମରି ନଷ୍ଟ

କେସିଙ୍ଗା,୮।୮(ତୁମେଶ୍ୱର ସାହୁ)କଳାହାଣ୍ଡି ଜିଲା କେସିଙ୍ଗା କ୍ଷୁଦ୍ର ଜଳସେଚନ ଅନୁ ବିଭାଜନ ଅଧିନସ୍ଥ କରଲାଖୁଣ୍ଟା ପାଣି ପଞ୍ଚାୟତ ଅନ୍ତର୍ଗତ କାଣ୍ଡେଲ ଗ୍ରାମର ବହୁ ଚାଷୀଙ୍କ ଚାଷ ଜମିରେ ତୁର୍ଲା କ୍ଷୁଦ୍ରଜଳସେଚନ ପ୍ରୋଜେକ୍ଟରୁ ପାଣି ନ ଛାଡିବାରୁ ରୁଆ ଧାନ ମରି ନଷ୍ଟ ହୋଇଯାଇଛି।…

୮ ଦିବ୍ୟାଙ୍ଗ ପରିବାରକୁ ୨୦ ଲକ୍ଷ ସହାୟତା

କର୍ଲାମୁଣ୍ଡା:୭।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକର ବିଭିନ୍ନ ଗ୍ରାମର ୮ ଦିବ୍ୟାଙ୍ଗ ପରିବାରକୁ ବିବାହ ପ୍ରୋତ୍ସାହନ ସହାୟତା ରାଶି ପ୍ରଦାନ କରାଯାଇଛି। ସୋମବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳ ପି. ଅନେୱସା ରେଡି, କର୍ଲାମୁଣ୍ଡା ଖ ଜୋନ୍‌ ଜିଲା…

ପଦୋନ୍ନତି, ଦରମା ବୃଦ୍ଧି ନେଇ କଳାବ୍ୟାଜ୍‌ ପିନ୍ଧି ପିଇଓଙ୍କ ଧାରଣା

କେସିଙ୍ଗା,୬।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ସମ୍ମୁଖରେ ବ୍ଲକର ସମସ୍ତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କଳାବ୍ୟାଜ୍‌ ପିନ୍ଧି ସୋମବାର ଧାରଣା ଦେଇଥିଲେ । ଆସନ୍ତା ୧୬ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ୧୭ ତାରିଖରୁ ସାମୁହିକ…

ଜିଲା ମୁଖ୍ୟ ଚିକିତ୍ସାଳୟରେ ଟର୍ଚ୍ଚ ଲାଇଟରେ ଚିକିତ୍ସା

ଭବାନୀପାଟଣା,୭।୮(ଉତ୍ତମ କୁମାର ଦାଶ): ବିଦ୍ୟୁତ୍‌ ନ ଥିବାରୁ ଅନ୍ଧାରରେ ଚିକିତ୍ସା କରୁଛନ୍ତି ଡାକ୍ତର। ଏହା କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ଏଭଳି ଚିତ୍ର ଦେଖିବାକୁ ମିଳିଛି ଖୋଦ କଳାହାଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟରେ। ଭବାନୀପାଟଣାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଅନ୍ଧାରରେ…

ପଲିଥିନ ତଳେ ବିତୁଛି ଜୀବନ

ଭବାନୀପାଟଣା,୭।୮(ଉତ୍ତମ କୁମାର ଦାଶ): ୫ ବର୍ଷ ଧରି ସେ କଳାହାଣ୍ଡି ପୋଲିସରେ ଗୃହରକ୍ଷୀ (ହୋମଗାର୍ଡ) ଭାବେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ବାପାଙ୍କ ମୃତ୍ୟୁ ଓ ଦେହ ଅସୁସ୍ଥତା ଯୋଗୁ ଗୃହରକ୍ଷୀ ଚାକରି ଛାଡି ଦେଇଥିଲେ। ପରେ ତାଙ୍କ ୨ ଛୋଟ…

ଭବାନୀପାଟଣା ରେଳ ଷ୍ଟେଶନ ପାଇଁ ଖର୍ଚ୍ଚ ହେବ ୨୧ କୋଟି

ଭବାନୀପାଟଣା,୬।୮(ଉତ୍ତମ କୁମାର ଦାଶ): କେନ୍ଦ୍ର ସରକାର ଅମୃତ ଭାରତ ଷ୍ଟେଶନ ଯୋଜନାରେ ରବିବାର କଳାହାଣ୍ଡି ଜିଲା ଭବାନୀପାଟଣା ରେଳ ଷ୍ଟେଶନକୁ ସାମିଲ କରିଛନ୍ତି। ଫଳରେ ଷ୍ଟେଶନର ପୁନଃନିର୍ମାଣ ସହ ସୌନ୍ଦର୍ଯ୍ୟକରଣ ସକାଶେ ୨୧ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ଉନ୍ନତମାନର…

ଦାବି ନ ମାନିଲେ ୧୬ରୁ ଆନ୍ଦୋଳନକୁ ଓହ୍ଲାଇବେ ଶିକ୍ଷକ

କେସିଙ୍ଗା,୫ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମିଳିତ ଶିକ୍ଷକ ସଙ୍ଘ ପକ୍ଷରୁ ୪ ଦଫା ଦାବି ନେଇ ଏକ ବିରାଟ ପଦଯାତ୍ରା ଶନିବାର ଅନୁଷ୍ଠିତ ହୋଇଥିଲା। କେସିଙ୍ଗା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ମାଧ୍ୟମରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ସଂଘ ସଭାପତି…

ନାବାଳକର ସନ୍ଦେହଜନକ ମୃତ୍ୟୁ, ଥାନାରେ ହତ୍ୟା ଅଭିଯୋଗ

କେସିଙ୍ଗା, ୫।୮(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ରେଙ୍ଗାଲି ଗ୍ରାମର ବାଲ୍ମୀକି ଛତ୍ରଙ୍କ ପୁଅ ହରିଶଙ୍କର ଛତ୍ର(୧୫) ଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ହରିଶ୍ଚନ୍ଦ୍ର ଗଳାରେ ରଶି ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିଛି। ଅନ୍ୟପଟେ ମୃତ୍ୟୁ ବରଣ…

୨୦ ବର୍ଷ ପରେ ସମ୍ପୂର୍ଣ୍ଣ ମାତ୍ରାରେ କେନାଲରେ ଜଳ ଯୋଗାଣ

ଭବାନୀପାଟଣା,୪।୮(ଉତ୍ତମ କୁମାର ଦାଶ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପରୁ ୨୦୦୩ରୁ କେନାଲ ମାଧ୍ୟମରେ ଜଳ ସେଚନ ପ୍ରକିୟା ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ କେବଳ ଜିଲାର ଧର୍ମଗଡ ଉପଖଣ୍ଡକୁ ଜଳ ସେଚିତ କରାଯାଉଥିଲା। ତେବେ ଗତ ୨ ବର୍ଷ ତଳେ ଭବାନୀପାଟଣା…

କଳାହାଣ୍ଡି ଜିଲାରେ ବର୍ଷା ବିତ୍ପାତ

ଭବାନୀପାଟଣା,୩।୮(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁ କଳାହାଣ୍ଡି ଜିଲାରେ ଗତ ୩ ଦିନ ହେଲା ବର୍ଷା ଜାରି ରହିଛି। ଜୟପାଟଣା ବ୍ଲକ ବିମଳା ଗଁାର ଲକ୍ଷ୍ମଣ ନାଏକଙ୍କ ହଠାତ୍‌ ଘର ଭୁଶୁଡିଯିବାରୁ ୪ ଝିଅପୁଅ ଗୁରୁତର ଆହତ ହୋଇଛନ୍ତି।…

ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟୟ, ଲହଡ଼ି ମାରୁଛି ବର୍ଷା ପାଣି

କୋକସରା,୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଲଗାଣ ବର୍ଷା ଯୋଗୁ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ମୁକୁଳା ଡ୍ରେନରୁ ବର୍ଷା ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାକଡ଼ରେ ଥିବା ଦୋକାନ ଆଗରେ ଲହଡ଼ି ମାରୁଛି। ଏପରି କିଛି ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?