କଳାହାଣ୍ଡି

ଅଙ୍ଗନଓ୍ବାଡି କେନ୍ଦ୍ର ଯିବାକୁ ରାସ୍ତା ନିର୍ମାଣ ଦାବି ତେଜିଲା

କେସିଙ୍ଗା,୧୪।୬(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ଜୋଲକୋ ଗ୍ରାମ ସ୍ଥିତ ଆମ ଅଙ୍ଗନଓ୍ବାଡି କେନ୍ଦ୍ରକୁ ପକ୍କା ରାସ୍ତା ନ ଥିବାରୁ କୋମଳ ମତି ଶିଶୁ, ଗର୍ଭବତୀ ଓ ପ୍ରସୂତୀ ମହିଳାମାନେ କେନ୍ଦ୍ରକୁ ଯିବାକୁ ଅସୁବିଧାର…

ଖବର ପ୍ରକାଶ କଲା ଧରିତ୍ରୀ, ତତ୍ପର ଦେଖାଇଲା ପ୍ରଶାସନ, ପଡ଼ାରେ ନଳକୂପ ଖନନ ଆରମ୍ଭ

ଥୁଆମୂଳ ରାମପୁର,୧୪ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତ ପୋଖରୀଗୁଡା ଗ୍ରାମ ଭଟାଗୁଡା ପଡାରେ ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ପଡାବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇଥିଲେ। ଏ ନେଇ ଧରିତ୍ରୀରେ ଖବର ପ୍ରକାଶ ପରେ ବ୍ଲକ…

ଡାକ୍ତରଖାନା କର୍ମଚାରୀଙ୍କୁ ଆକ୍ରମଣ, ମହେନ୍ଦ୍ରଙ୍କୁ ଅଟକ ରଖିଛି ରିଷିଡ଼ା ପୋଲିସ

ରିଷିଡା ୧୩।୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ସରକାରୀ ଡାକ୍ତରଖାନାକୁ ନଳକୂଅ ଖୋଳିବା ପାଇଁ ଆସିଥିବା ଟିମ୍‌ର ଜଣେ ସଦସ୍ୟ ଡାକ୍ତରଖାନାର କର୍ମଚାରୀ ସମୀର କୁମାର ମିଶ୍ରଙ୍କୁ ଆକ୍ରମଣ ଉଦ୍ୟମ କରିବା ଅଭିଯୋଗ ହୋଇଛି। ଏହି ମାମଲାରେ…

ବିଧାୟିକାଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହେଲା ଅଧାପନ୍ତରିଆ ରାସ୍ତାକାମ

ରିଷିଡ଼ା,୧୩ା୬ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ମ. ରାମପୁରରୁ ରିଷିଡା ଦେଇ କର୍ଲାମୁଣ୍ଡା ଯାଇଥିବା ପୂର୍ତ୍ତ ରାସ୍ତା କାମ ଗତବର୍ଷ ଆରମ୍ଭ ହୋଇଥିଲା। ହେଲେ ରିଷିଡା ହାଇସ୍କୁଲ ଛକଠାରୁ ଗାଁ ଶେଷମୁଣ୍ଡ ପର୍ଯ୍ୟନ୍ତ କାମ ନ କରି ଛାଡି ଦିଆଯାଇଥିଲା। ଫଳରେ…

ବ୍ୟାପୁଛି କିଡ୍‌ନୀ ରୋଗ: ଗାଁରେ ମେଡିକାଲ ଟିମ୍‌ର ତଦନ୍ତ ଆରମ୍ଭ

କର୍ଲାମୁଣ୍ଡା,୧୩।୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତର ଧଅଁରାଖମନ ଗ୍ରାମରେ କିଡ୍‌ନୀ ରୋଗ ବ୍ୟାପିବାରେ ଲାଗିଛି। କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଅନେକଙ୍କ ଜୀବନ ଗଲାଣି। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଅନ୍ୟପକ୍ଷେ ସ୍ବାସ୍ଥ୍ୟମନ୍ତ୍ରୀ ଡଃ…

ଦୁଇଦିନ ତଳେ ଥିଲେ ଉପଜିଲାପାଳ, ଏବେ ଜେଲରେ ବିଚାରଧିନ ବନ୍ଦୀ: ଚୂଡ଼ା-ଗୁଡ଼ ଖାଇ ବିତାଇଲେ ରାତି

ଭବାନୀପାଟନା,୧୧।୬(ଉତ୍ତମ କୁମାର ଦାସ):କଳାହାଣ୍ଡି ଜିଲା ଧର୍ମଗଡ଼ ଉପଜିଲାପାଳ ଧୀମାନ ଚକ୍‌ମା ରବିବାର ରାତିରେ ଜଣେ କ୍ରଶର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଏହାସହ ଭିଜିଲାନ୍ସ ଛାନ୍‌ଭିନ୍‌ ବେଳେ ତାଙ୍କ ସରକାରୀ କ୍ୱାର୍ଟର୍ସରୁ ନଗଦ ୪୭…

ପୁଣି ଦାଉ ସାଧିଲା ବର୍ଷା, ଧାନକିଣା ବାଧାପ୍ରାପ୍ତ

ଭବାନୀପାଟଣା,୧୧ା୬ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ସକାଳୁ ଘଡ଼ଘଡି ସହ ପ୍ରବଳ ବର୍ଷା ହୋଇଛି। ଫଳରେ ଜିଲାରେ ଧାନ କିଣା ପ୍ରଭାବିତ ହୋଇଛି। ଅନେକ ମଣ୍ଡିରେ ଧାନକିଣା ବନ୍ଦ ହୋଇଛି। ମଣ୍ଡି ଆରମ୍ଭରେ ମଧ୍ୟ କିଛି…

ତ୍ରୁଟିପୂର୍ଣ୍ଣ ଡ୍ରେନ୍‌ ନିର୍ମାଣ: ଅସରାଏ ବର୍ଷାରେ ବେହାଲ ମୁଖ୍ୟାଳୟ ରାସ୍ତା

ଥୁଆମୂଳ ରାମପୁର,୧୧ା୬ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟ ଦେଇ ଯାଇଥିବା ରାସ୍ତା ଅସରାଏ ବର୍ଷାରେ ବେହାଲ ହୋଇପଡିଥିଲା। ତ୍ରୁଟିପୂର୍ଣ୍ଣ ଡ୍ରେନ୍‌ ନିର୍ମାଣ ଯୋଗୁ ଡ୍ରେନ୍‌ରେ ପାଣି ଯିବା ବଦଳରେ ରାସ୍ତା ଉପରେ ବର୍ଷା ଜଳ ପ୍ରବାହିତ…

ଧର୍ମଗଡ଼ ଉପଜିଲାପାଳ IAS ଧୀମାନ ଚକ୍‌ମା ସସ୍‌ପେଣ୍ଡ୍‌, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଧର୍ମଗଡ଼ ଉପଜିଲାପାଳ ଓ ୨୦୨୧ ବ୍ୟାଚର IAS ଅଫିସର ଧୀମାନ ଚକ୍‌ମାଙ୍କୁ ସସ୍ପେଣ୍ଡ୍ କରାଯାଇଛି। ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ପରେ ମୁଖ୍ୟମନ୍ତ୍ରୀ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ…

୧୦ ଲକ୍ଷ ଲାଞ୍ଚନେଇ ବନ୍ଧାହୋଇଥିଲେ ଉପଜିଲାପାଳ ଜେଲରେ ବିଗିଡିଲା ସ୍ୱାସ୍ଥ୍ୟାବସ୍ଥା

ଭବାନୀପାଟଣା,୧୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଜିଲାପାଳ ଧୀମାନ ଚକମା ରବିବାର ରାତିରେ ଜଣେ କ୍ରସର ମାଲିକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଏହାସହ ଭିଜିଲାନ୍ସ ତାଙ୍କ ଘରୁ ଛାନ ଭିନ ବେଳେ…

ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ପିଚୁରାସ୍ତା ନିର୍ମାଣ ପାଇଁ ଅଭିବାବକ ମହଲରେ ଦାବି

କେସିଙ୍ଗା,୧୦।୬(ତୁମେଶ୍ବର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଲଇତରା ଗ୍ରାମ ସ୍ଥିତ ମଶାଣିମୁଣ୍ଡା ଗ୍ରାମ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୨୦୧୬ -୧୭ ମସିହାରେ ଓଡିଶା ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି। ଏହି ବିଦ୍ୟାଳୟରେ ଷଷ୍ଠରୁ ପ୍ଲସ -୨ ଯାଏ ଖୋଲା ଯାଇଛି।…

ମହଙ୍ଗା ପଡିଲା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା: ଜେଲଗଲେ ଲାଞ୍ଚୁଆ ଉପଜିଲାପାଳ

ଭବାନୀପାଟଣା,୯।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଜିଲାପାଳ ଧୀମାନ ଚକମା ରବିବାର ରାତିରେ ଜଣେ କ୍ରସର ମାଲିକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଏହାସହ ଭିଜିଲାନ୍ସ ତାଙ୍କ ଘରୁ ଛାନ ଭିନ ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?