କଳାହାଣ୍ଡି

ଚାଷୀଙ୍କ ପାଇଁ ଖୁସିଖବର: ରିଞ୍ଜାରେ ରବି ଧାନ ମଣ୍ଡି ଉଦ୍‌ଘାଟିତ

କର୍ଲାମୁଣ୍ଡା,୨୯ା୫(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କର୍ଲାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ରିଞ୍ଜାଠାରେ ରବି ଧାନ ମଣ୍ଡି ଉଦ୍‌ଘାଟିତ ହୋଇଛି। ଏଥିରେ ଆଦିବାସୀ ଯୁବନେତା ତଥା ଅଗ୍ରଣୀ ଚାଷୀ ନନ୍ଦୀ କିଶୋର ଭୋଇ ମୁଖ୍ୟଅତିଥି, ମୁଖ୍ୟ କାର୍ଯ୍ୟନିର୍ବାହୀ…

୪୩୬ ଟଙ୍କା ଦେଇ ୨ ଲକ୍ଷ ଟଙ୍କାର ମୃତ୍ୟୁ ବୀମାର ଲାଭ ଉଠାଇଲେ ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟା

କେସିଙ୍ଗା,୨୯।୫(ତୁମେଶ୍ବର ସାହୁ): କେନ୍ଦ୍ର ତଥା ରାଜ୍ୟ ସରକାର ଜନସାଧାରଣଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି l ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ମାଧ୍ୟମରେ ଭାରତସରକାର ସମସ୍ତ ଜନସାଧାରଣ ମାନଙ୍କୁ ୪୩୬ ଟଙ୍କା ବିନିମୟରେ ୨ ଲକ୍ଷ…

ଗାଁ ସାଥିଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ଗ୍ରାମବାସୀ: ବିଡ଼ିଓଙ୍କ ଦ୍ବାରସ୍ଥ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ

ଥୁଆମୂଳ ରାମପୁର,୨୮।୫(ଦୁର୍ଗା କୀର୍ତ୍ତି): ଅଧିକାଂଶ ଗାଁରେ ଥିବା ଗାଁସାଥିଙ୍କ କାର୍ଯ୍ୟକଳାପରେ ଗ୍ରାମବାସୀ ଓ ଶ୍ରମିକମାନେ ଅସନ୍ତୋଷ ପ୍ରକାଶ କରି ବ୍ଳକ ଓ ଗ୍ରାମପଞ୍ଚାୟତରେ ସେମାନଙ୍କ ନାମରେ ବାରମ୍ବାର ଅଭିଯୋଗ କରିଆସୁଥିବା ସତ୍ତ୍ୱେ ସରପଞ୍ଚ କିମ୍ବା ବ୍ଳକ ପ୍ରଶାସନ ଏ ଦିଗରେ କୌଣସି…

ଗୁରୁଦେବ ଶ୍ରୀରାମ ଚନ୍ଦ୍ର ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା: ସ୍ପନ୍ଦନ-ସୁମିତ ଯୁଗ୍ମ ଟପ୍ପର

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରା ପଞ୍ଚାୟତ ଶିଶାଖାଲସ୍ଥିତ ଗୁରୁଦେବ ଶ୍ରୀରାମ ଚନ୍ଦ୍ର ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ୨ ବିଜ୍ଞାନ ପାସ୍‌ ହାର ଶତ ପ୍ରତିଶତ ରହିଛି। ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ…

କୋକସରା କଲେଜ ଛାତ୍ରୀ ଦୀପାରାଣୀ ନାଗ ବିଶ୍ୱବିଦ୍ୟାଳୟର ଟପ୍ପର

କୋକସରା,୨୭ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ବିଶ୍ୱବିଦ୍ୟାଳୟ ମାଣିକ୍ୟ ବିହାର ଭବାନୀପାଟଣା ପକ୍ଷରୁ ଚଳିତବର୍ଷର ଯୁକ୍ତ ୩ କଳା ୟୁଜି ସେମିଷ୍ଟର ୬ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଇତିହାସ (ସମ୍ମାନ) ପରୀକ୍ଷାରେ କୋକସରା ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରୀ ଦୀପାରାଣୀ…

ଦାଉ ସାଧୁଛି ବର୍ଷା: କଳାହାଣ୍ଡିରେ ରବି ଧାନ କିଣା ପ୍ରଭାବିତ

ଭବାନୀପାଟଣା,୨୬ା୫(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲାରେ ଗତ ୨୦ତାରିଖଠାରୁ ରବି (ଡାଳୁଅ) ଧାନ ପାଇଁ ମଣ୍ଡି ଖୋଲିଛି। ତେବେ ମଣ୍ଡି ଖୋଲିବାର ୨ଦିନ ପରେ ଜିଲାରେ ବର୍ଷା ପ୍ରାୟ ସମୟରେ ହେଉଥିବା ଦେଖିବାକୁ ମିଳିଛି। ବିଶେଷ କରି ଅପରାହ୍ନରେ ଘଡ଼ ଘଡି…

ରାସ୍ତା କାମ କରି ପାରିଶ୍ରମିକ ପାଇନାହାନ୍ତି ଶ୍ରମିକ: ବିଡ଼ିଓଙ୍କ ନିକଟରେ ଅଭିଯୋଗ

କେସିଙ୍ଗା,୨୬ା୫(ତୁମେଶ୍ବର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମ ପଞ୍ଚାୟତ ଅଧୀନ ତୁର୍ଲା ଗ୍ରାମର ହରିଜନ ପଡାରେ ରାସ୍ତାକାମ କରି ଆଜକୁ ଏକବର୍ଷରୁ ଊଦ୍ଧର୍‌ବ ହେଲାଣି ଶ୍ରମିକମାନେ ପାରିଶ୍ରମିକ ପାଇନାହାନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ତୁର୍ଲା ଗ୍ରାମର ସ୍କୁଲ ପଡ଼ାରେ ଦୁଇ…

ସ୍ବାମୀଙ୍କ ମୃତ୍ୟୁ ପରେ ଦୁଇ ସନ୍ତାନଙ୍କ ବୋଝ: ଭାଙ୍ଗିପଡ଼ିଛନ୍ତି ମମତା

କର୍ଲାମୁଣ୍ଡା,୨୭।୫(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତର ଧରାଖମନ ଗାଁରେ କିଡନୀ ଜନିତ ସମସ୍ୟା ଯୋଗୁ ୧୪ରୁ ଊଦ୍ଧର୍‌ବ ବ୍ୟକ୍ତି ମୃତ୍ୟୁବରଣ କରିସାରିଥିବାବେଳେ ଏବେ ବି ୧୯ରୁ ଊଦ୍ଧର୍‌ବ ମହିଳା ପୁରୁଷ ମୃତ୍ୟୁସହ ସଂଗ୍ରାମ କରୁଥିବା ଦେଖିବାକୁ ମିଳିଛି।…

୮ମାସ ତଳେ ହରାଇଥିଲେ ସ୍ବାମୀ, ଏବେ ବିଦ୍ୟୁତ୍‌ ଆଘାତରେ ଚାଲିଗଲା ମା’-ପୁଅ ଜୀବନ

ଲାଞ୍ଜିଗଡ଼,୨୬ା୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ପୋଇଗୁଡ଼ା ଗାଁରେ ସୋମବାର ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଫୁଲମତି ନାଏକ (୨୯) ଓ ୭ ମାସର ପୁଅ…

କଳାହାଣ୍ଡି ପାଇଁ ଗୌରବ ଆଣିଲେ ୨ ଯୁବ କଳାକାର: ପାଇବେ ଜାତୀୟ ଯୁବ କଳାକାର ସମ୍ମାନ

ଭବାନୀପାଟଣା, ୨୬।୫ (ଉତ୍ତମ କୁମାର ଦାଶ ): କଳାହାଣ୍ଡି ଜିଲାର ଅଗ୍ରଣୀ ଅନୁଷ୍ଠାନ “ପ୍ରତିଭା” ର ଦୁଇ ଯୁବ କଳାକାର ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧିନସ୍ଥ ସିସିଆର୍ଟି ତରଫରୁ ହେଉଥିବା ଜାତୀୟ ଯୁବ କଳାକାର ବୃତ୍ତି ସମ୍ମାନ ପାଇଁ ମନୋନୀତ…

ସ୍ବାମୀଙ୍କ ଦୀର୍ଘାୟୁ କାମନା କଲେ ମହିଳା

ରିଷିଡା,୨୬।୫(ସୁଶାନ୍ତ ମଲ୍ଲିକ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜଗନ୍ନାଥ ମନ୍ଦିର ସମେତ ରିଷିଡା ଅଞ୍ଚଳରେ ବିବାହିତା ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ସୋମବାର ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ବଜାରରେ ଫଳଦର ଆକାଶ ଛୁଆଁ ଥିଲେ ମଧ୍ୟ ସକ୍ଷମ ମୁତାବକ…

ଗୌରବ ଅର୍ଜନ କଲେ ଗୁରୁ-ଶିଷ୍ୟ ଯୋଡ଼ି: ରାଜ୍ୟସ୍ତରରେ ପୁରସ୍କୃତ

ଥୁଆମୂଳ ରାମପୁର, ୨୬।୫(ଦୁର୍ଗା କୀର୍ତ୍ତି)-କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର କଳାକାର ରାଜ୍ୟସ୍ତରରେ ପୁରସ୍କୃତ ହୋଇ ନିଜ ବ୍ଲକ ଓ ଅଞ୍ଚଳ ପାଇଁ ଗର୍ବ ଏବଂ ଗୌରବ ଅର୍ଜନ କରିଥିବା ଜଣାପଡିଛି। ୨୨ ତାରିଖ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଓଡ଼ିଶା ସିନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?