କଳାହାଣ୍ଡି

ବିକଶିତ କୃଷି ସଂକଳ୍ପ ଅଭିଯାନ

କର୍ଲାମୁଣ୍ଡା,୬ା୬ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ରେଙ୍ଗାଲି ଓ ଗଜବାହାଲଠାରେ କୃଷି ବିଭାଗ ପକ୍ଷରୁ ଶୁକ୍ରବାର ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ରେଙ୍ଗାଲିଠାରେ ଆୟୋଜିତ ସଭାରେ ଆତ୍ମା ଅଧ୍ୟକ୍ଷ ଗୌର କିଶୋର ରଣା, ରିଞ୍ଜା ସରପଞ୍ଚ…

ବଡ଼ କାର୍ଯ୍ୟାନୁଷ୍ଠାନ: କଳାହାଣ୍ଡି ଡେପୁଟି କଲେକ୍ଟର ନିଲମ୍ବିତ

ଭବାନୀପାଟଣା,୬।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡେପୁଟି କଲେକ୍ଟର ଚିତ୍ତ ରଞ୍ଜନ ପିଲ୍ଲାଙ୍କୁ ଶୁକ୍ରବାର ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି। ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସୁପାରିଶ କ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗତ ୨୦୨୦ରୁ…

ପରିବେଶ ବଞ୍ଚାଇବାକୁ ବଜ୍ର ଶପଥ: ଯୋଗଦେଲେ ଶହ ଶହ ପରିବେଶପ୍ରେମୀ

ଥୁଆମୂଳ ରାମପୁର,୬।୬(ଦୁର୍ଗା କୀର୍ତ୍ତି):ବିଶ୍ୱ ପରିବେଶ ଦିବସ ଅବସରରେ ଜଙ୍ଗଲ – ଜମି, ପାଣି-ପବନ-ପର୍ବତକୁ ବଞ୍ଚାଇ ରଖିବା ପାଇଁ ବଜ୍ର ଶପଥ ନେଇଛନ୍ତି ମୂଳନିବାସୀ ଏବଂ ପରିବେଶ ପ୍ରେମୀ l କଳାହାଣ୍ଡି ଜିଲା ଏବଂ ରାୟଗଡ଼ା ଜିଲାର ଶହ ଶହ ପରିବେଶ ପ୍ରେମୀ…

ଯୋଗମାୟା ପୀଠର ୱେବସାଇଟ୍‌ରେ ରହିବ ମନ୍ଦିରର ତଥ୍ୟ, ବାରକୋର୍ଡ଼ ଜରିଆରେ…

କେସିଙ୍ଗା,୫।୬(ତୁମେଶ୍ବରସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗୁର୍ଜିମୁଣ୍ଡା ସ୍ଥିତ ମା’ଯୋଗମାୟା ପୀଠରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ମନ୍ଦିରର ୱେବସାଇଟ ଉନ୍ମୋଚନ ହେବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ମନ୍ଦିରର ୱେବସାଇଟକୁ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି…

ଦିବ୍ୟାଙ୍ଗଙ୍କ ପାଇଁ ମାଗଣା ସହାୟତା ସାମଗ୍ରୀ ବଣ୍ଟନର ଚିହ୍ନଟ କରଣ ଶିବିର

ଥୁଆମୂଳ ରାମପୁର,୫।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକ ସମ୍ମିଳନୀ କକ୍ଷରେ ଗୁରୁବାର ଦିବ୍ୟାଙ୍ଗ ଭାଇ ଭଉଣୀଙ୍କ ପାଇଁ ଏଡିଆଇପି ଏବଂ ଆରଭିୱାଇ ଯୋଜନା ମାଧ୍ୟମରେ ମାଗଣା ସହାୟତା ଉପକରଣ ଯୋଗାଇ ଦେବା ପାଇଁ ଚିହ୍ନଟ କରଣ ଶିବିର ଅନୁଷ୍ଠିତ…

୭ ବର୍ଷ ହେଲା ଅର୍ଦ୍ଧ ନିର୍ମିତ ଭାବରେ ପଡି ରହିଛି ପଞ୍ଚାୟତର ଅନେକ ଅଫିସ ଗୃହ : ଗଛ ତଳେ ଚାଲିଛି ପଞ୍ଚାୟତ କାର୍ଯ୍ୟାଳୟ

ଥୁଆମୂଳ ରାମପୁର,୫।୬,(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଳକର ଦୁର୍ଗମ ଅଞ୍ଚଳ ପୋଡାପଦର ପଞ୍ଚାୟତକୁ ବର୍ତ୍ତମାନ ଦୁର୍ଗମ ଅଞ୍ଚଳ ଭାବି ଅଣଦେଖା କରାଯାଉଛି । ପାହାଡ଼ ପର୍ବତ ଘେରରେ ରହିଥିବା ଯୋଗୁ ଆଜିବି ଅବହେଳିତ ଅବସ୍ଥାରେ ଜୀବନ…

୪ ଦଫା ଦାବି ନେଇ ତହସିଲ କାର୍ଯ୍ୟାଳୟ ଘେରାଉ, ଭୂମିହୀନଙ୍କୁ ଚିହ୍ନଟ କରି…

ଥୁଆମୂଳ ରାମପୁର,୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକସ୍ଥିତ କର୍ଲାପାଟ ଅଭୟାରଣ୍ୟ ଖଣ୍ଡୁଆଳମାଳି ସ୍ଥାୟୀ ସୁରକ୍ଷା ସମିତି ପକ୍ଷରୁ ବୁଧବାର କଳାହାଣ୍ଡି ଜିଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ଜରିଆରେ ୪ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ,…

ଟ୍ରକକୁ ପିଟିଲା ବସ୍‌, କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ

ଭବାନୀପାଟଣା,୫।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ୨୬ ନମ୍ବର ଜାତୀୟ ରାଜପଥର ଚାରବାହାଲ ନିକଟରେ ଗୁରୁବାର ଭୋରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭୁବନେଶ୍ୱରରୁ ନବରଙ୍ଗପୁର ଜିଲା ଉମର କୋଟକୁ ଯାଉଥିବା ରଘୁନାଥ ନାମକ ଏକ ଘରୋଇ…

୧୦ ଲକ୍ଷ ବ୍ୟୟ ଅଟକଳରେ ଶିଶୁ ଉଦ୍ୟାନର ଭୂମିପୂଜନ

କେସିଙ୍ଗା,୪ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପରଲସିଙ୍ଗା ଗ୍ରାମପଞ୍ଚାୟର ପଥର୍ଲା ଗ୍ରାମସ୍ଥିତ ଶ୍ରୀ ଶ୍ରୀ ବିଶ୍ୱନାଥ ଶୈବପୀଠ ପରିସରରେ ମନରେଗା ଯୋଜନାରୁ ୧୦ଲକ୍ଷ ବ୍ୟୟ ଅଟକଳରେ ଶିଶୁ ଉଦ୍ୟାନ କେସିଙ୍ଗା ବିଡିଓ ଜନ୍ମେଜୟ ସ୍ବାଇଁଙ୍କ ଦ୍ୱାରା ଭୂମି ପୂଜନ…

ଗାଁ’ସାଥିଙ୍କ ଲାଳସା, ଗାଁରେ କରୁଛି ସମସ୍ୟା: ଘଣ୍ଟ ଘୋଡାଉଛି ପ୍ରଶାସନ

ଥୁଆମୂଳ ରାମପୁର,୩।୬(ଦୁର୍ଗା କୀର୍ତ୍ତି): ମନରେଗା ଯୋଜନାର କାର୍ଯ୍ୟ ତଦାରଖ ବା ଲୋକଙ୍କୁ ୧୦୦ଦିନ ନିଜ ଗ୍ରାମରେ କାମ ଯୋଗାଇବାରେ ସହଯୋଗ କରିବା ପାଇଁ ନିୟୋଜିତ ଗାଁସାଥିଙ୍କ ମନମୁଖି କାର୍ଯ୍ୟକଳାପକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ବାରମ୍ବାର ବ୍ଲକ ପ୍ରଶାସନଙ୍କୁ…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ଜଣଙ୍କ ଜୀବନ ୨ ଗୁରୁତର

ଥୁଆମୂଳ ରାମପୁର,୩ା୬ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ କର୍ଲାପାଟ ଥାନା ଅଞ୍ଚଳରେ ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ପୂର୍ବାହ୍ନରେ ବାଲିସରା…

ବର୍ଷାରେ ବେହାଲ ସିର୍ଲିଗୁଡ଼ା-ତେଣ୍ଡାପାଳି ରାସ୍ତା

କୋକସରା,୨ା୬ (ଦୁଷ୍ମନ୍ତ କୁମାର ପାଟ୍ଟଜୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ପଞ୍ଚାୟତର ସିର୍ଲିଗୁଡ଼ାଠାରୁ ତେଣ୍ଡାପାଳି ରାସ୍ତା ଶୋଚନୀୟ ହୋଇପଡିଛି। ଖାଲଖମାପୂର୍ଣ୍ଣ ରାସ୍ତାରେ ବର୍ଷାପାଣି ଜମି ରହିଥିବାରୁ ଯାତାୟାତରେ ବାଧା ସୃଷ୍ଟି ହେଉଛି। ସ୍ଥାନୀୟ ଲୋକେ ରାସ୍ତା ମରାମତି କିମ୍ବା ପୁନଃ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?