ଝାରସୁଗୁଡ଼ା

୫ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ କରି ବନ୍ଧା ହେଲେ ପଡ଼ୋଶୀ

ଝାରସୁଗୁଡ଼ା ଅଫିସ,୨୯ା୧: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଞ୍ଚଳର ଜଣେ ୫ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଅକ୍ଷୟ ପରିଡ଼ା(୨୮)। ଏନେଇ ପୋଲିସ…

ସୀମାନ୍ତ ଗ୍ରାମ କୁହାକୁଣ୍ଡାରେ ଝାଡ଼ାବାନ୍ତି: ଜଣେ ମୃତ, ୧୭ ଆକ୍ରାନ୍ତ

ଝାରସୁଗୁଡ଼ା ଅଫିସ, ୨୯।୧: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ କନକତୋର ପଞ୍ଚାୟତ ସୀମାନ୍ତବର୍ତ୍ତୀ କୁହାକୁଣ୍ଡା ଗ୍ରାମରେ ଶୁକ୍ରବାର ଝାଡ଼ାବାନ୍ତିରେ ୧୭ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ଲଖନପୁର ଓ ଝାରସୁଗୁଡ଼ାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଛି।…

ସ୍ପଞ୍ଜ ଆଇରନ କାରଖାନାରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ଜଣେ ମୃତ, ୩ ଆହତ

ଝାରସୁଗୁଡ଼ା ଅଫିସ,୨୭ା୧: ଝାରସୁଗୁଡ଼ା ଜିଲା କୋଲାବିରା ଥାନା ଅନ୍ତର୍ଗତ ରଘୁନାଥପାଲିସ୍ଥିତ ଜୟ ହନୁମାନ ଉଦ୍ୟୋଗ ଲିମିଟେଡ ନାମକ ସ୍ପଞ୍ଜ ଆଇରନ କାରଖାନାରେ ବୁଧବାର ଭୋର ସମୟରେ ସିଲିଣ୍ଡର ବିସ୍ଫୋରଣ ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ…

୨୫ବୁଥ୍‌ ଅତିଉତ୍ତେଜନା, ୧୫୨ ଉତ୍ତେଜନା ପ୍ରବଣ

ଝାରସୁଗୁଡ଼ା ଅଫିସ,୨୫ା୧: ଝାରସୁଗୁଡା ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କିପରି ଶାନ୍ତିପୂର୍ଣ୍ଣ ଭାବେ ହେବ ସେ ନେଇ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଡିଏମ୍‌ଏଫ୍‌ ସମ୍ମିଳନୀ କକ୍ଷରେ ସୋମବାର ଜିଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ…

ପ୍ରାର୍ଥିପତ୍ର ଫେରାଇ ନେବାକୁ ମିଳୁଛି ଧମକ

ଝାରସୁଗୁଡ଼ା ଅଫିସ,୨୫।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ପ୍ରାର୍ଥୀମାନେ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ କିଭଳି ପରାସ୍ତ କରିବେ ସେ ନେଇ ପ୍ରୟାସ ଆରମ୍ଭ କରିଛନ୍ତି। ହେଲେ କେଉଁଠି ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଅର୍ଥ ପ୍ରଲୋଭନ ତ…

୯ ଜିଲାପରିଷଦ ଜୋନ୍‌ ପାଇଁ ୩୫ ପ୍ରାର୍ଥୀ

ଝାରସୁଗୁଡ଼ା ଅଫିସ,୨୩।୧: ଝାରସୁଗୁଡା ଜିଲାର ୯ ଜିଲା ପରିଷଦ ଜୋନ୍‌ ପାଇଁ ୩୫ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଶନିବାର ନିର୍ବାଚନ ଅଧିକାରୀଙ୍କ ତରଫରୁ ଏହାର ଯାଞ୍ଚ କରାଯାଇଥିଲା। ଏହା ପୂର୍ବରୁ ଲଖନପୁର ବ୍ଲକ୍‌ ୨ନଂ ଜିଲା ପରିଷଦ ଜୋନ୍‌ରେ ଭାଜପାରୁ…

ଆନ୍ତଃଜିଲା ବାଇକ୍‌ ଚୋରି ରାକେଟର ପର୍ଦ୍ଦାଫାଶ: ୬ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ଝାରସୁଗୁଡ଼ା ଅଫିସ,୨୨ା୧: ଲୁଟେରାମାନେ ପୋଲିସ୍‌କୁ ଚ୍ୟାଲେଞ୍ଜ ଦେଇ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରୁ ଗୋଟିଏ ପରେ ଗୋଟିଏ ବାଇକ୍‌ ଲୁଟ୍‌ କରି ଚାଲିଥିଲେ। ଯାହାକି ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିଲା। ଏହି ଆନ୍ତଃଜିଲା ବାଇକ୍‌ ଚୋରି ରାକେଟ୍‌ ପର୍ଦ୍ଦାଫାଶ କରିବାରେ…

ଶଟର୍‌ ପକାଇ ଦୋକାନ ଭିତରେ ଆତ୍ମହତ୍ୟା

ଝାରସୁଗୁଡ଼ା ଅଫିସ,୨୨ା୧: ଝାରସୁଗୁଡା ସହର ସରବାହାଲସ୍ଥିତ ଏକ ଆଟୋମୋବାଇଲ୍‌ ଦୋକାନ ଭିତରେ ଜଣେ ବ୍ୟବସାୟୀ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ସ୍ଥାନୀୟ ସରବାହାଲ ମାରଓ୍ବାଡିପଡାର ଚନ୍ଦନ ଟିବ୍ରଓ୍ବୋଲ(୪୦)। ଟାଉନ ଥାନା ପୋଲିସ ମୃତଦେହ ଜବତ କରିବା ସହ ଏକ…

ବୁଲ୍ଲି ବାଈ ଆପ୍‌: ବ୍ରଜରାଜନଗରରୁ ଗିରଫ ହେଲେ ଏମ୍‌ବିଏ ଡିଗ୍ରୀଧାରୀ

ଝାରସୁଗୁଡ଼ା ଅଫିସ୍‌, ୨୦ା୧: ବିବାଦୀୟ ମୋବାଇଲ ଆପ୍ଲିକେଶନ (ଆପ୍‌) ‘ବୁଲ୍ଲି ବାଈ’କୁ ପ୍ରସ୍ତୁତ କରିବାରେ ସାମିଲ ଥିବା ଅଭିଯୋଗରେ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚର ସାଇବର ପୋଲିସ ଟିମ୍‌ ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ଜଣେ ଏମ୍‌ବିଏ ଡିଗ୍ରୀଧାରୀଙ୍କୁ ଗୁରୁବାର ଗିରଫ କରିଛି। ସେ ହେଲେ…

ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୋଭିଡ୍‌ ନିୟମ ଉଲ୍ଲଂଘନ ପ୍ରସଙ୍ଗ: ପୂଜା କମିଟିକୁ ଜରିମାନା

ଝାରସୁଗୁଡ଼ା ଅଫିସ,୧୮ା୧: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏହାକୁ କେହି ଖିଲାପ କଲେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ରହିଛି। ହେଲେ ଝାରସୁଗୁଡା ଜିଲା ଲଇକେରା ବ୍ଲକ୍‌…

ଆର୍‌ଆଇ,ଏଆର୍‌ଆଇ ପଡ଼ିଲେ ଭିଜିଲାନ୍ସ ଜାଲରେ

ଝାରସୁଗୁଡ଼ା ଅଫିସ,୧୩ା୧: ଉତ୍ତରାଧିକାରୀ (ଲିଗାଲ୍‌ହେୟାର) ସାର୍ଟିଫିକେଟ୍‌ କରାଇଦେବା ପାଇଁ ଝାରସୁଗୁଡା ଜିଲା ସାହରପୁର ଆର୍‌ଆଇ ଯସ୍ମିତା ଭରାସାଗର ଓ ଏଆର୍‌ଆଇ ଚଙ୍କିରାଣି ନାୟକ ଜଣେ ବ୍ୟକ୍ତିଙ୍କ ନିକଟରୁ ୭ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେମାନଙ୍କ…

ନିୟମ କଡ଼ାକଡି ହେଲେ କମିବ ସଂକ୍ରମଣ

ଝାରସୁଗୁଡ଼ା ଅଫିସ୍‌,୯।୧: ଝାରସୁଗୁଡ଼ା ଜିଲାରେ ଗତ ସପ୍ତାହ ମାଧ୍ୟମରେ କୋଭିଡ୍‌ ପଜିଟିଭ୍‌ ହାର ବୃଦ୍ଧି ପାଇଛି। ଏହା ଜିଲା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ସଂକ୍ରମଣକୁ କିଭଳି ରୋକି ହେବ ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଝାରସୁଗୁଡ଼ା ଜିଲା କୋଭିଡ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri