ରାତିଅଧିଆ ଢାବା-ହୋଟେଲରେ ଚଢ଼ାଉ: ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ
ଝାରସୁଗୁଡା ଅଫିସ,୧୩।୫: ଝାରସୁଗୁଡା ଜିଲା ପୋଲିସ ଏବଂ ପ୍ରଶାସନ ତରଫରୁ ଗୁରୁବାର ରାତିରେ ଜିଲାର ବିଭିନ୍ନ ଢାବା ଓ ହୋଟେଲରେ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କା ମୂଲ୍ୟର ବିଦେଶୀ ମଦ ଜବତ କରାଯାଇଛି। ଏଥିମଧ୍ୟରେ ବିଅର, ହ୍ୟୁସ୍କି, ନିବ୍ ଆଦି ବ୍ରାଣ୍ଡର…
ବ୍ରଜରାଜନଗର ଉପନିର୍ବାଚନ: ଷ୍ଟାର ପ୍ରଚାରକ ତାଲିକା ଜାରି କଲା କଂଗ୍ରେସ
ଝାରସୁଗୁଡ଼ା ଅଫିସ,୧୩।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି। ବୁଧବାର ପ୍ରାର୍ଥୀଙ୍କର ନାମାଙ୍କନପତ୍ର ଦାଖଲ ଶେଷ ହୋଇଥିବା ବେଳେ ପ୍ରାର୍ଥୀ ନିଜ ନିଜର ପ୍ରଚାର ଆରମ୍ଭ କରିଦେଲେଣି। ତେବେ କଂଗ୍ରେସ ତାର ଷ୍ଟାର ପ୍ରଚାରକ ତାଲିକା ଗୁରୁବାର ପ୍ରକାଶ କରିଛି।…
କାଏମ ରହିଲା ୧୪ ନାମାଙ୍କନ
ଝାରସୁଗୁଡ଼ା ଅଫିସ,୧୩ା୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସମୁଦାୟ ୧୪ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ଗୁରୁବାର ଯାଞ୍ଚ ପରେ ସମସ୍ତ ନାମାଙ୍କନପତ୍ର କାଏମ ରହିଛି ବୋଲି ରିଟର୍ଣ୍ଣିଂ ଅଫିସର ଉପଜିଲାପାଳ ଦୟାମୟ ପାଢୀ କହିଛନ୍ତି। ଆସନ୍ତା ୧୭ତାରିଖରେ ନାମାଙ୍କନପତ୍ର ପ୍ରତ୍ୟାହାର ଶେଷ…
କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ଆରମ୍ଭ
ଝାରସୁଗୁଡ଼ା ଅଫିସ,୧୩ା୫: ଆସନ୍ତା ୩୧ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ଅନୁଷ୍ଠିତ ହେବ। କଂଗ୍ରେସ ଦଳର ପ୍ରାର୍ଥୀ କିଶୋର ଚନ୍ଦ୍ର ପଟେଲ ତାଙ୍କ ସମର୍ଥକଙ୍କ ସହିତ ଗୁରୁବାର ବ୍ରଜରାଜନଗର ଗଣ୍ଡଘୋରା ଗ୍ରାମର ଗ୍ରାମଦେବୀ ମା’ ମୂଳଗୁଡି ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି।…
ବୁଲେଟ୍ରୁ ସାଇଲେନ୍ସର ଖୋଲିଲା ପୋଲିସ,୧.୩୮ଲକ୍ଷ ଜରିମାନା
ଝାରସୁଗୁଡ଼ା ଅଫିସ,୧୨ା୫: ଝାରସୁଗୁଡା ସହରରେ ଦ୍ରୁତଗତିରେ ଚଳାଚଳ କରୁଥିବା ୯ ବୁଲେଟ୍କୁ ଟାଉନ ଥାନା ପୋଲିସ ଧରି ଏଥିରେ ଲାଗିଥିବା ମାତ୍ରାଧିକ ଶବ୍ଦ ପ୍ରଦୂଷଣକାରୀ ସାଇଲେନ୍ସରକୁ ଖୋଲିଦେଇଛି। ପୋଲିସ ଧରିଥିବା ସମସ୍ତ ବୁଲେଟ୍ ଆର୍ଟିଓଙ୍କୁ ଜିମାଦେଲା ପରେ ଚାଳକଙ୍କ ନିକଟରୁ୧ଲକ୍ଷ ୩୮ହଜାର…
ବ୍ରଜରାଜନଗର ଉପନିର୍ବାଚନ:ସମସ୍ତ ୧୪ ନାମାଙ୍କନପତ୍ର କାଏମ
ଝାରସୁଗୁଡ଼ା ଅଫିସ, ୧୨ା୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସମୁଦାୟ ୧୪ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ଗୁରୁବାର ଯାଞ୍ଚ ପରେ ସମସ୍ତ ନାମାଙ୍କନପତ୍ର କାଏମ ରହିଛି ବୋଲି ରିଟର୍ନିଂ ଅଫିସର ଉପଜିଲାପାଳ ଦୟାମୟ ପାଢ଼ୀ କହିଛନ୍ତି। ଆସନ୍ତା ୧୭ରେ ନାମାଙ୍କନପତ୍ର ପ୍ରତ୍ୟାହାର…
ଗ୍ରାମଦେବୀଙ୍କ ଆଶୀର୍ବାଦ ନେଇ କଂଗ୍ରେସ ପ୍ରାର୍ଥୀ କିଶୋରଙ୍କ ପ୍ରଚାର ଆରମ୍ଭ
ଝାରସୁଗୁଡ଼ା ଅଫିସ,୧୨।୫: ମେ ୩୧ ତାରିଖରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ। ଏହି ପରିପ୍ରେକ୍ଷୀରେ ବୁଧବାର ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି। ୧୨ ତାରିଖ ଗୁରୁବାର ନାମାଙ୍କନପତ୍ର ଯାଞ୍ଚ ଚାଲିଥିବା ବେଳେ ୧୭ ତାରିଖରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ରହିଛି । ହେଲେ…
ଶେଷ ଦିନରେ ପ୍ରାର୍ଥିପତ୍ର ଦାଖଲ କଲେ ପ୍ରମୁଖ ଦଳର ୩ ପ୍ରାର୍ଥୀ
ଝାରସୁଗୁଡ଼ା ଅଫିସ,୧୧।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି। ବୁଧବାର ନାମାଙ୍କନ ଦାଖଲର ଶେଷ ଦିନରେ ବିଜେଡି, ଭାଜପା ଏବଂ କଂଗ୍ରେସ ପ୍ରାର୍ଥୀ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି କ୍ରମରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ପ୍ରଥମେ ସମର୍ଥକଙ୍କ…
ବ୍ରଜରାଜନଗର ଉପନିର୍ବାଚନ: ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ
ଝାରସୁଗୁଡା ଅଫିସ,୧୧।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି। ତେବେ ବୁଧବାର ନାମାଙ୍କନପତ୍ର ଦାଖଲର ଶେଷ ଦିନ ରହିଛି। ଭାଜପା, ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିବେ। ତିନି ଦଳ ଝାରସୁଗୁଡାରେ ନିଜ ନିଜର…
ମହଙ୍ଗା ପଡ଼ିଲା ପ୍ରସୂତିଙ୍କୁ ଦୁର୍ବବ୍ୟହାର: ଡାକ୍ତରଙ୍କ ନାଁରେ ମାମଲା ରୁଜୁ
ଝାରସୁଗୁଡା ଅଫିସ,୧୦।୫: ଝାରସୁଗୁଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଡାକ୍ତର ପ୍ରସୂତି ମହିଳାମାନଙ୍କୁ ଚିକିତ୍ସା କରିବା ବେଳେ ଅମାନୁଷିକ ଭାବେ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ବିଭିନ୍ନ…
ଟହଲୁ, ପ୍ରହଲ୍ଲାଦ ବରିଷ୍ଠ ନାଗରିକ କନ୍ଫେଡେରେଶନ ସଦସ୍ୟ
ଝାରସୁଗୁଡା ଅଫିସ,୧୦।୫: ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର ସଭାପତି ଟହଲୁ ସାହୁ ଏବଂ ସାଧାରଣ ସମ୍ପାଦକ ପ୍ରହଲ୍ଲାଦ ମହାପାତ୍ର ସର୍ବଭାରତୀୟ ବରିଷ୍ଠ ନାଗରିକ କନ୍ଫେଡେରେଶନର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ଏନେଇ ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ…
ବ୍ରଜରାଜନଗର ଉପନିର୍ବାଚନ: ପ୍ରକାଶିତ ଖବରର ଅନୁଧ୍ୟାନ କରିବେ ଅଧିକାରୀ
ଝାରସୁଗୁଡ଼ା, ଅଫିସ,୧୦।୫: ବ୍ରଜରାଜନଗର ଉପନିର୍ବାଚନ ପରିପ୍ରେକ୍ଷୀରେ ମିଡିଆ ସାର୍ଟିଫିକେଶନ ଓ ମନିଟରିଂ କମିଟି(ଏମ୍ସିଏମ୍ସି)ର ଏକ ବୈଠକ ଜିଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କମିଟି ଟିଭି, ଖବରକାଗଜ, ବିଭିନ୍ନ ସାମାଜିକ ଗଣମାଧ୍ୟମ ଜରିଆରେ ପେଡ୍ ନିଉଜ…

