ସଂସ୍କୃତ ପରୀକ୍ଷା ଦେଉଥିବା ୩ ନକଲି ପରୀକ୍ଷାର୍ଥୀ ଜେଲଗଲେ
ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର,୧୭ା୧୦(ପ୍ରଦୀପ୍ତ କୁମାର ପୃଷ୍ଟି/ଗିରିଜା ପ୍ରସାଦ ସାହୁ): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ସାଉଡିଆସ୍ଥିତ ରତ୍ନାକର ସଂସ୍କୃତ ମହାବିଦ୍ୟାଳୟ ରେ ଯୁକ୍ତ ୩ ପ୍ରଥମ ବର୍ଷ ପରୀକ୍ଷା ଚାଲିଥିବା ବେଳେ ୩ ଜଣ ନକଲି ପରୀକ୍ଷାର୍ଥୀ ଧରାପଡି ଗିରଫ ହୋଇଛନ୍ତି। ଏ…
ଉଦ୍ଧାର ଶିଶୁ ପୁଣି ସାଜୁଛନ୍ତି ଶ୍ରମିକ
ଯାଜପୁର,୧୬ା୧୦(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲାର ବିଭିନ୍ନ ହୋଟେଲ, ଗ୍ୟାରେଜ ଆଦି ସ୍ଥାନରେ କାମ କରୁଥିବା ଶିଶୁମାନଙ୍କୁ ଉଦ୍ଧାର କରିବା ପରେ ପୁଣି ସେମାନେ ଶିଶୁ ଶ୍ରମିକ ଭାବେ କାମ କରୁଥିବା ଦେଖିବାକୁ ମିଳିଛି। ଶିଶୁ ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା ବ୍ୟକ୍ତି…
ନଗଡ଼ାରେ ବାଘ ଆତଙ୍କ
କଳିଆପାଣି,୧୭ା୧୦(ଅସିତ୍ ମହାନ୍ତ): ସମ୍ପ୍ରତି ବନ ବିଭାଗର ବାଘ ଗଣନା କାର୍ଯ୍ୟକ୍ରମ ଚାଲିଛି । ହେଲେ ଯାଜପୁର ଓ ଢ଼େଙ୍କାନାଳ ଜିଲା ସୀମାନ୍ତ ନାଗଡ଼ା ଅଞ୍ଚଳରେ କଲରାପତରିଆ ବାଘ ରହିଥିବା ପାଦ ଚିହ୍ନରୁ ସୂଚନା ମିଳିଛି। ଦୈତାରୀ ସଂରକ୍ଷିତ ଜଙ୍ଗଲରେ ଗତବର୍ଷ ମହାବଳ…
ଜଳୁନି ଷ୍ଟ୍ରିଟ୍ ଲାଇଟ, ସହରର ମୁଖ୍ୟ ରାସ୍ତା ଅନ୍ଧାର
ଯାଜପୁରରୋଡ୍,୧୫ା୧୦(ପବିତ୍ର ରଞ୍ଜନ ମହାନ୍ତି):ବ୍ୟାସନଗର ପୌର ପରିଷଦରେ ବିଭିନ୍ନ ମୌଳିକ ସମସ୍ୟା ଲାଗିରହିଛି। ଏହାମଧ୍ୟରେ ସହରର ଷ୍ଟ୍ରିଟ୍ ଲାଇଟ୍ ସବୁଠାରୁ ବଡ଼ ସମସ୍ୟା ଭାବେ ଉଭାହୋଉଛି। ୱାର୍ଡଠାରୁ ଆରମ୍ଭ କରି ସହରର ମୁଖ୍ୟରାସ୍ତା ସବୁଆଡ଼େ ଅନ୍ଧକାରମୟ। ସମସ୍ୟା ସମ୍ପର୍କରେ ଜନ ସାଧାରଣ ପୌର…
ମଲ୍ଲିପୁର-କମାରଡ଼ିହୀ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ସଙ୍କୁଚିତ
ପ୍ରୀତିପୁର,୧୫ା୧୦(ସୁଶାନ୍ତ ବେହୁରିଆ):ବିଞ୍ଝାରପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଉପଖଣ୍ଡର ମଙ୍ଗଳପୁର ସେକ୍ସନ ଅଧୀନ ମଲ୍ଲିପୁର-କମାରଡ଼ିହୀ ଭାୟା ଯୋଗୀମଠ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ସଙ୍କୁଚିତ ହୋଇପଡ଼ିଛି। ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବ ଯୋଗୁ ରାସ୍ତାକୁ ଘାସ, ବେଣା ବୁଦା ଓ କଣ୍ଟା ଜାତୀୟ ଗଛ…
ସର୍ଭେରେ ଲଟକିଛି ୧୭ ରେଳପ୍ରକଳ୍ପ
ଯାଜପୁର,୧୫ା୧୦(ହର୍ଷବର୍ଦ୍ଧନ ବେହେରା)ଓଡ଼ିଶାରେ ୧୭ ପ୍ରକଳ୍ପ ସର୍ଭେ ପ୍ରକ୍ରିୟାରେ ଥିବା ଇଷ୍ଟକୋଷ୍ଟ ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି। ଏହା ବର୍ଷ ବର୍ଷ ସର୍ଭେରେ ହିଁ ଲଟକି ରହିଛି। ସର୍ଭେ ଶେଷ ହୋଇ ଚୂଡାନ୍ତ ରିପୋର୍ଟକୁ ଅନୁମୋଦନ ମିଳିବା ପରେ ଜମି ଅଧିଗ୍ରହଣ, ଜଙ୍ଗଲ…
ଲୋକଙ୍କ ଜୀବନ ସହ ଖେଳ
ଯାଜପୁରଟାଉନ,୧୫ା୧୦(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି):ଲୋକଙ୍କ ଜୀବନ ସହ ଖେଳୁଛନ୍ତି କେତେଜଣ ହୋମିଓପାଥିକ କ୍ୱାକ୍। ସେମାନେ ମାରାତ୍ମକ ଟାବ୍ଲେଟ୍ ପ୍ରଦାନ କରି ବିଭିନ୍ନ ସମସ୍ୟା ବଢ଼ାଉଛନ୍ତି। ହେଲେ ସ୍ବାସ୍ଥବିଭାଗ ଜାଣି ମଧ୍ୟ ଏଥିପ୍ରତି ନଜର ନ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିନା ହୋମିଓପାଥିକ…
ବଢୁଛି କଳାହୀରାର କଳାବଜାର
ଯାଜପୁର,୧୫ା୧୦(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାରେ କଳାହୀରା (କୋଇଲା)ର କଳାବଜାର ବଢ଼ିବାରେ ଲାଗିଛି। କଳିଙ୍ଗନଗର ଶିଳ୍ପାଞ୍ଚଳର ମେସ୍କୋ ରେଲୱେ ସାଇଡିଂରେ କୋଇଲା ଅପମିଶ୍ରଣ ଘଟଣା ପଦାକୁ ଆସିବା ପରେ ଖଣି ବିଭାଗ ପକ୍ଷରୁ କୋଇଲାର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଅନ୍ୟପକ୍ଷେ…
ଖାଦାନ ମାଲିକଙ୍କ ନାଁରେ ରୁଜୁ ହେବ ମାମଲା
ଯାଜପୁର,୧୪ା୧୦(ହର୍ଷବର୍ଦ୍ଧନ ବେହେରା): ସମସ୍ତ ବ୍ୟକ୍ତିଙ୍କ ଜୀବନ ବହୁମୂଲ୍ୟ ବୋଲି ରାଜ୍ୟ ସରକାରଙ୍କ ବିଶ୍ୱାସ ରହିଛି। ତେଣୁ ବେଆଇନ କଳାପଥର ଖାଦାନରେ ଅତଡ଼ା ଖସି ପ୍ରାଣ ହରାଇଥିବା ଶ୍ରମିକଙ୍କ ପାଇଁ ଦାୟୀ ଅଧିକାରୀ ଓ ଖାଦାନ ମାଲିକଙ୍କ ନାମରେ ଆପରାଧିକ ମାମଲା ରୁଜୁ…
ରେଳ ସାଇଡିଂରେ କୋଇଲା ଅପମିଶ୍ରଣ
ଯାଜପୁର/କଳିଙ୍ଗନଗର,୧୩ା୧୦(ହର୍ଷବର୍ଦ୍ଧନ ବେହେରା/ଶୁଭାଶିଷ ରାଉତ): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମେସ୍କୋ ରେଳୱେ ସାଇଡିଂରେ କୋଇଲା ଅପମିଶ୍ରଣ ଅଭିଯୋଗ ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନେଇ ମଙ୍ଗଳବାର ଓ ବୁଧବାର ମାଇନିଂ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ର ଏକ ୬ ଜଣିଆ ଦଳ ତଦନ୍ତ କରି…
ବିଦ୍ୟାଳୟରେ ପିଇବା ପାଣି, ଶୌଚାଳୟ ସମସ୍ୟା
ରସୁଲପୁର,୧୨ା୧୦(ରଞ୍ଜିତ ରାଉତ):ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ପଞ୍ଚାୟତ ଦୁର୍ଗାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଇବାପାଣି ଓ ଶୌଚାଳୟ ସମସ୍ୟା ଲାଗିରହିଛି। ତେଣୁ ଏହାର ତୁରନ୍ତ ସମାଧାନ ପାଇଁ ଅଭିଭାବକମାନେ ଦାବି କରିଛନ୍ତି। ସେମାନେ ବିଦ୍ୟାଳୟ ପରିସରରେ ପହଞ୍ଚତ୍ ପ୍ରଧାନଶିକ୍ଷୟିତ୍ରୀ ମୋନାଲିସା…
ଯାଜପୁରର ଲାଇଫ୍ଲାଇନ୍ ବାଇପାସ୍ ରୋଡ୍ କାର୍ଯ୍ୟ ସରୁନି
ଯାଜପୁର ଟାଉନ,୧୧।୧୦(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି): ଯାଜପୁର ସହରକୁ ଟ୍ରାଫିକ୍ ସମସ୍ୟାରୁ ମୁକ୍ତ କରିବା ସହ ବିରଜା ଓ ଅନ୍ୟ ମନ୍ଦିରକୁ ଆସୁଥିବା ଯାତ୍ରୀଙ୍କ ପଥକୁ ସୁଗମ କରିବା ପାଇଁ ସହରର ବାମ ଓ ଦକ୍ଷିଣପାର୍ଶ୍ୱରେ ୨ ବାଇପାସ ରୋଡ୍ ଯଥା: ବିରଜା…
Archives


