ଯାଜପୁର

ଗାନ୍ଧିଜୀଙ୍କ ନେତୃତ୍ୱରେ ଝାସ ଦେଇଥିଲେ ଯାଜପୁରର ସ୍ବାଧୀନତା ସଂଗ୍ରାମୀ

ଯାଜପୁର,୧୫ା୮(ହର୍ଷବର୍ଦ୍ଧନ ବେହେରା) : ଦେଶର ସ୍ବାଧୀନତା ପାଇଁ ଭାରତବାସୀ ଯେଉଁ ତ୍ୟାଗ ସ୍ବୀକାର କରିଥିଲେ ସେଥିରେ ଯାଜପୁର ଜିଲାବାସୀଙ୍କ ବଳିଦାନ ମଧ୍ୟ କମ ନୁହେଁ। ୧୯୪୨ ଭାରତଛାଡ ଆନ୍ଦୋଳନରେ କୋରାପୁଟ ଓ ବାଲେଶ୍ୱର ଜିଲାରେ ଗୁଳିକାଣ୍ଡ ହୋଇ ତାଣ୍ଡବଲୀଳା ଓ...

ଡିଜାଇନ୍‌ରେ ତ୍ରୁଟି ଯୋଗୁ ଭୁଶୁଡ଼ିଥିଲା ପୋଲ

ରସୁଲପୁର,୧୪ା୮(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ୧୬ନମ୍ବର ଜାତୀୟ ରାଜପଥ ପୋଲ ଭୁଶୁଡ଼ିବା ଘଟଣାର ତଦନ୍ତ ରିପୋର୍ଟ ଆସିଛି। ଦୁର୍ଘଟଣାର ୩ ସପ୍ତାହ ପରେ ରାଜପଥ କର୍ତ୍ତୃପକ୍ଷଙ୍କ ରିପୋର୍ଟ ହସ୍ତଗତ ହୋଇଛି। ଡିଜାଇନରେ ତ୍ରୁଟି ଯୋଗୁ...

ଅବଧିର ୪ ବର୍ଷ ପରେ ବି ସରିଲାନି ନିର୍ମାଣ

ଯାଜପୁର ଅଫିସ,୧୪ା୮: ପରସେଣ୍ଟେଜ୍‌(ପିସି) କାରବାରର ଅବସାନ ଏବଂ ପ୍ରଶାସନର ସ୍ବଚ୍ଛତା ପାଇଁ ରାଜ୍ୟ ସରକାର ସ୍ଲୋଗାନ ଦେଇ ଚାଲିଥିବାବେଳେ ଏହାର ବିପରୀତ ଦୃଶ୍ୟ ଯାଜପୁର ଜିଲା ଗ୍ରାମ୍ୟ ନିର୍ମାଣ ବିଭାଗରେ ଦେଖିବାକୁ ମିଳୁଛି। ଏହି ବିଭାଗରେ ବାର୍ଷିକ ବିପୁଳ କୋଟି...

ଜରାଜୀର୍ଣ୍ଣ ଅବସ୍ଥାରେ କଠଉଣୀ ମଠ ପୋଖରୀ

ଜେନାପୁର,୧୪ା୮(ଅଶୋକ ଦାସ): ଯାଜପୁର ଜିଲା ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ ସହାଣୀଡ଼ିହ ପଞ୍ଚାୟତ ଚାରଗୋଠ ଗ୍ରାମ ନିକଟରେ ଥିବା ଶହେବର୍ଷରୁ ଊଦ୍ଧର୍‌ବ କଠଉଣୀ ମଠ ପୋଖରୀ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ଅବସ୍ଥାରେ ପଡ଼ିରହିଛି। ଏହି ପୋଖରୀ ମଠର ନୀତିକାନ୍ତି ସହ ଅନ୍ୟ...

ବେଆଇନ ପଥର ଖାଦାନରେ ପୁଣି ମୁଣ୍ଡ ଗଡ଼ିଲା

ଯାଜପୁର/ଧର୍ମଶାଳା,୧୩ା୮(ହର୍ଷବର୍ଦ୍ଧନ ବେହେରା/ବଟକୃଷ୍ଣ ପରିଡ଼ା)ଯାଜପୁର ଜିଲା ଧର୍ମଶାଳା ବ୍ଲକ ଡାଳିଯୋଡ଼ା ବନାଞ୍ଚଳ ଅଧୀନ ମୌଳାଭଞ୍ଜା ବାଘୁଆ-୨ ନମ୍ବର ଜଙ୍ଗଲ କିସମ ଜମିରେ ଥିବା ବେଆଇନ ପଥର ଖାଦାନରେ ପୁଣି ଜଣେ ଶ୍ରମିକଙ୍କ ମୁଣ୍ଡ ଗଡ଼ିଛି। ମୃତ ଶ୍ରମିକ ଜଣକ ହେଲେ ଜେନାପୁର...

ବନ୍ୟାରେ ଧୋଇଗଲା ଗ୍ରାମ୍ୟ ଉନ୍ନୟନ ରାସ୍ତା

ବରୀ,୧୨ା୮(ମହେନ୍ଦ୍ର ସ୍ବାଇଁ): ବରୀ କଳାମାଟିଆ ରାସ୍ତାଠାରୁ ବାଲୁଙ୍କେଶ୍ୱର ମନ୍ଦିର ରାସ୍ତାକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଚଳିତ ବର୍ଷ ସାମାନ୍ୟ ବନ୍ୟାରେ ଧୋଇଯାଇଛି। ଫଳରେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ବ୍ଲକ କାର୍ଯ୍ୟାଳୟ, ବରୀ-ରାମଚନ୍ଦ୍ରପୁର ଥାନାକୁ ଆସୁଥିବା...

ଶିଳ୍ପାନୁଷ୍ଠାନର ପାଣି ପାଇପ ପାଇଁ ଗଛ କଟା

କଳିଙ୍ଗନଗର,୧୧ା୮(ଶୁଭାଶିଷ ରାଉତ): କିଛି ମାସ ତଳେ ପାନୀୟ ଜଳ ପ୍ରକଳ୍ପ ପାଇଁ ପଙ୍କପାଳସ୍ଥିତ ଇଡ୍‌କୋ ପମ୍ପ ହାଉସ ନିକଟରେ ଅନେକ ଗଛ କଟାଯାଇଥିଲା। ବନ ବିଭାଗ ଅନୁମତି ମିଳିବା ପୂର୍ବରୁ ତରବରିଆ ଭାବେ ଗଛଗୁଡ଼ିକ କାଟି ଦିଆଯାଇଥିଲା। ଏହାପରେ ଯଖପୁରା...

ବେଆଇନ କଳାପଥର ଚାଲାଣ ଜାରି

ଯାଜପୁର/କବାଟବନ୍ଧ, ୧୧ା୮(ହର୍ଷବର୍ଦ୍ଧନ ବେହେରା/ଦିଲୀପ ବିଶ୍ୱାଳ): ସଞ୍ଜ ହେଲେ ବେଆଇନ ପଥର ଉତ୍ତୋଳନ କରିବାକୁ ବ୍ଲାଷ୍ଟିଂ ଚାଲିଛି। ସେହି ଶବ୍ଦ ଅଞ୍ଚଳବାସୀଙ୍କ ଛାତି ଥରାଇ ଦେଉଛି। ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନସ୍ଥ ଡଙ୍କାରୀ ଓ ବାରମାଣ ମୌଜାରେ ଏବେ ଏଭଳି...

୧୦ ପିଲା ଡ୍ରପ୍‌ଆଉଟ ଚିହ୍ନଟ

ଯାଜପୁର,୧୧ା୮(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲା ସମଗ୍ର ଶିକ୍ଷା ୨୦୨୩-୨୪ ବର୍ଷରେ ପ୍ରବନ୍ଧ(ପ୍ରୋଜେକ୍ଟ ଏପ୍ରାଇଜାଲ ବଜେଟିଂ ଆଚିଭ୍‌ମେଣ୍ଟ ଏଣ୍ଡ ଡାଟା ହ୍ୟାଣ୍ଡଲିଂ) ସିଷ୍ଟମ ପୋର୍ଟାଲରେ ୧୦ ଜଣ ଡ୍ରପ୍‌ଆଉଟ(ଅଧାରୁ ସ୍କୁଲ ଛାଡିଥିବା) ପିଲାଙ୍କୁ ଚିହ୍ନଟ କରି ଅପ୍‌ଲୋଡ କରାଯାଇଛି। ଜୁଲାଇ...

ଅଣାୟତ୍ତ ଘରୋଇ ସ୍କୁଲ

କୋରେଇ,୧୦ା୮(ଚନ୍ଦ୍ରକାନ୍ତ ପତି):କୋରେଇ ବ୍ଲକ ଅଧୀନରେ ପ୍ରାୟ ୭୦ରୁ ଊଦ୍ଧର୍‌ବ ଘରୋଇ ସ୍କୁଲ ରହିଛି। ଏଥିରୁ ୫୨ ସରକାରୀ ସ୍ବୀକୃତିପ୍ରାପ୍ତ ସ୍କୁଲ୍‌ ରହିଥିବାବେଳେ ୨୦ରୁ ଊଦ୍ଧର୍‌ବ ସ୍କୁଲ୍‌ ବେଆଇନ ଭାବେ ଗଢ଼ିଉଠିଛି। ମାତ୍ର ବିଡ଼ମ୍ବନାର ବିଷୟ ସ୍ବୀକୃତିପ୍ରାପ୍ତ ସ୍କୁଲ୍‌ଗୁଡ଼ିକ ମଧ୍ୟରୁ ଏକାଧିକ...

କିଶୋରୀଙ୍କ ଅଧିକାର କ୍ଷୁଣ୍ଣ

ଯାଜପୁର,୧୦ା୮(ହର୍ଷବର୍ଦ୍ଧନ ବେହେରା) : ସରକାର କନ୍ୟା ସନ୍ତାନମାନଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ବେଟି ବଚାଓ ଓ ବେଟି ପଢାଓ ଅଭିଯାନ ସମେତ କୁମାରୀ ସ୍ବାବଲମ୍ବୀ, ଅଦ୍ୱିକା ଇତ୍ୟାଦି ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ଯାଜପୁର ଜିଲାରେ କେତେକ ଘଟଣାକୁ ଅବଲୋକନ...

ଅବ୍ୟବସ୍ଥାରେ ଫାୟାର ଷ୍ଟେଶନ ବାଇପାସ୍‌ ଗୋଲେଇ ଛକ

ଯାଜପୁରରୋଡ୍‌,୯।୮(ପବିତ୍ର ମହାନ୍ତି):୨୦ନଂ. ଜାତୀୟ ରାଜପଥର ଫାୟାର ଷ୍ଟେଶନ ବାଇପାସ୍‌ ଗୋଲେଇ ଛକ ଅବ୍ୟବସ୍ଥା ମଧ୍ୟରେ ରହିଛି। ଏହି ଛକ ବ୍ୟାସନଗର ସହରର ପ୍ରବେଶ ପଥ। ପାଣିକୋଇଲି-ରାଜାମୁଣ୍ଡା ନୂତନ ଭାବେ ଜାତୀୟ ରାଜପଥ ନିର୍ମାଣ ବେଳେ ଏହି ଛକଟି ସୃଷ୍ଟି ହୋଇଥିଲା।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri