ଯାଜପୁର

ମିଥ୍ୟା ସତ୍ୟପାଠ ପରେ ହାତଗୁଞ୍ଜା

ଯାଜପୁର ଅଫିସ/ ଧର୍ମଶାଳା,୨୮।୭(ଡି.ଏନ.ଏ.): କଥାରେ ଅଛି ଗରିବ ପାଇଁ ନୀରବ, ନୀରବ ପାଇଁ ଗରିବ। ଯାଜପୁର ଜିଲାରେ ଏଭଳି ସ୍ଥିତି ପ୍ରାୟ ଦେଖିବାକୁ ମିଳେ। ହେଲେ ଧର୍ମଶାଳା ବ୍ଲକରେ ଦୀର୍ଘଦିନ ଧରି ନୀରବ ସାଜି ରାଶନକାର୍ଡ ତାଲିକାରୁ ବାଦ୍‌ ପଡ଼ଥିବା ଗରିବ…

ଧାର ଧରୁନାହିଁ ସରକାରଙ୍କ ପଦକ୍ଷେପ

ଯାଜପୁର ଅଫିସ,୨୭।୭: ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣକୁ ରୋକାଯାଇ ଅଧିକ ରାଜସ୍ବ ଆଦାୟ କରିବା ଉଦ୍ଦେଶ୍ୟରେ ଗତ ୧ ବର୍ଷ ମଧ୍ୟରେ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଦୁର୍ନୀତିକୁ ପରୋକ୍ଷ ପ୍ରୋତ୍ସାହନ ଯୋଗୁ ଏଠାରେ…

ଗାଁ ଦାଣ୍ଡରେ ପଚୁଛି ପନିପରିବା

ରସୁଲପୁର, ୨୪।୭ (ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ଅଧିକାଂଶ ଲୋକ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। ସବୁ ଋତୁରେ ବିଭିନ୍ନ ପନିପରିବା ଚାଷ କରୁଥିବା ବ୍ଲକ ଅଞ୍ଚଳର ଚାଷୀମାନେ କରୋନା ଯୋଗୁ ବହୁ କ୍ଷତି ସହିଲେଣି। ଶଟ୍‌ଡାଉନ୍‌, ଲକ୍‌ଡାଉନ୍‌ ଯୋଗୁ…

ଅନ୍‌ଲାଇନ୍‌ରେ ତଥ୍ୟ ଦେବାକୁ ଡର

ଯାଜପୁର ଅଫିସ,୨୨।୭: ରାଜ୍ୟ ସରକାର ସ୍ବଚ୍ଛତା, ପ୍ରଯୁକ୍ତି ବିଦ୍ୟା, ସମୟାନୁବର୍ତ୍ତିତା, ସମ୍ମିଳିତ ଉଦ୍ୟମ ଓ ପରିବର୍ତ୍ତନ (୫-ଟି)କୁ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଯାଜପୁର ଜିଲାରେ ଏହା କେବଳ ପ୍ରଚାର ସର୍ବସ୍ବ ପାଲଟିଛି। ଅପାରଗତା ଲୁଚାଇବାକୁ ଇ-ଡେସପାଚ୍‌ ଓ ଜିଲା ୱେବପୋର୍ଟାଲକୁ ନବୀକରଣ…

ସୌରଶକ୍ତିରେ ଚାଲିବ ସାନିଟାଇଜର ମେଶିନ

ଯାଜପୁର ଅଫିସ,୨୨।୭: ଯାଜପୁର ଜିଲାରେ ଲକ୍‌ଡାଉନ ଓ ଶଟ୍‌ଡାଉନ ଚାଲିଥିବା ସମୟରେ ପାଣିକୋଇଲି ଅଞ୍ଚଳର ଜଣେ ଯୁବଛାତ୍ର ଇଞ୍ଜିନିୟର ଏକ ସ୍ବତନ୍ତ୍ର ସାନିଟାଇଜର ମେଶିନ ଉଦ୍ଭାବନ କରିଛନ୍ତି। ଏହା ସୌରଶକ୍ତି ଦ୍ୱାରା ଚାଲିପାରୁଛି। ଏହାବାଦ ବ୍ୟାଟେରୀ ଓ ବିଦ୍ୟୁତ୍‌ ଶକ୍ତି ଜରିଆରେ…

ଷଡ଼ଯନ୍ତ୍ରର ଶିକାର ବ୍ୟାସନଗର ସହର

ଯାଜପୁର ରୋଡ୍‌,୨୧।୭(ଡି.ଏନ୍‌.ଏ.): ଯାଜପୁର ଜିଲାର ଅନ୍ୟତମ ପ୍ରମୁଖ ସହର ବ୍ୟାସନଗର ସବୁକ୍ଷେତ୍ରରେ ଅବହେଳିତ ଓ ଷଡଯନ୍ତ୍ରର ଶିକାର ବୋଲି ଅଭିଯୋଗ ହୋଇଆସୁଛି। ରାସ୍ତା, ସ୍ବାସ୍ଥ୍ୟ, ପର୍ଯ୍ୟଟନ, ଶିକ୍ଷା ଆଦି କ୍ଷେତ୍ରରେ ସହରକୁ ଅଣଦେଖା କରାଯାଉଛି। ଏପରିକି ସହରର ୫ହଜାରରୁ ଉର୍ଦ୍ଧ୍ୱ ପ୍ରଜା…

ଶିଳ୍ପାୟନର ଯକ୍ଷ୍ମା ଅବଦାନ

ଯାଜପୁର ଅଫିସ,୨୧।୭: ଯାଜପୁର ଜିଲାରେ ୧୯୯୫ରୁ ଦ୍ରୁତ ଶିଳ୍ପାୟନ ଘଟିଛି। ବ୍ରାହ୍ମଣୀ ଓ ଏହାର ଉପନଦୀ ଖରସ୍ରୋତା କୂଳରେ ୧୫ରୁ ଉର୍ଦ୍ଧ୍ୱ ଇସ୍ପାତ ଓ ସିମେଣ୍ଟ କାରଖାନା ସାଙ୍ଗକୁ କ୍ୟାପ୍‌ଟିଭ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା ହୋଇଛି। ଏହାସହିତ ସୁକିନ୍ଦା ବ୍ଲକ ଅଞ୍ଚଳରେ…

ପରୀକ୍ଷାମୂଳକ ଭାବେ ଗଡ଼ିଲା ଇଞ୍ଜିନ

ଚଣ୍ଡିଖୋଲ, ୨୧।୭ (ଡି.ଏନ୍‌.ଏ): ହରିଦାସପୁର-ପାରାଦୀପ ରେଳପଥ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବା ବେଳେ ସୋମବାର ଏଥିରେ ପ୍ରଥମକରି ରେଳ ବିକାଶ ନିଗମ ଲିମିଟେଡ (ଆର୍‌ଭିଏନ୍‌ଏଲ୍‌) ପକ୍ଷରୁ ପରୀକ୍ଷାମୂଳକ ଭାବେ ଏକ ଇଞ୍ଜିନ ଗଡ଼ିଛି। ଚଳିତ ମାସ ଶେଷ ସୁଦ୍ଧା ଏହି ରେଳପଥରେ…

ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା କରି ଜାଳିଦେଲେ!

ଯାଜପୁର ଅଫିସ,୨୦ା୭: ଯାଜପୁର ଜିଲା କଳିଙ୍ଗନଗର ଥାନା ସୁକିନ୍ଦା ବ୍ଲକ ପିଙ୍ଗଳ ପଞ୍ଚାୟତ ଅନ୍ତର୍ଗତ ନିମପଲ୍ଲୀ ଗ୍ରାମର ଏକ ଦମ୍ପତିଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ରବିବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ସେହି ଗ୍ରାମରେ…

ଭିତରକନିକାକୁ ବିପଦ ଜଳଯୋଗାଣ ପ୍ରକଳ୍ପ

ଯାଜପୁର ଅଫିସ,୨୦।୭: ଯାଜପୁର ଓ କେନ୍ଦ୍ରାପଡା ଜିଲା ଦେଇ ପ୍ରବାହିତ ଖରସ୍ରୋତା ନଦୀ ପାଣିରେ ଭଦ୍ରକ ଜିଲାର ୯୧ଟି ଲବଣାକ୍ତ ପ୍ରଭାବିତ ପଞ୍ଚାୟତବାସୀଙ୍କ ପାଇଁ ଏକ ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ପ୍ରସ୍ତାବ ରହିଛି। ୮୯୨ କୋଟି ଟଙ୍କାର ଏହି ପ୍ରକଳ୍ପରେ…

ହାଇକୋର୍ଟରେ ରାଶନ ସାମଗ୍ରୀ ହଡ଼ପ ମାମଲା: ଗରିବଙ୍କୁ ଧନୀ ଦର୍ଶାଇ ସତ୍ୟପାଠ ଦାଖଲ

ଯାଜପୁର ଅଫିସ୍‌,୧୭।୭: ମାମଲାରୁ ବର୍ତ୍ତିବା ପାଇଁ ଗରିବ ଲୋକଙ୍କୁ ଧନୀ ଦର୍ଶାଇ ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ କରାଯିବା ଭଳି ଏକ ସମ୍ବେଦନଶୀଳ ଘଟଣା ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ଦେଖିବାକୁ ମିଳିଛି। ଗରିବ ଓ ମୃତ ଲୋକଙ୍କ ନାମରେ ରାଶନ…

ଯାଜପୁରରେ ଚାଞ୍ଚଲ୍ୟ: କଟା ମୁଣ୍ଡ ଧରି ବୁଲୁଥିବାବେଳେ ଯୁବକଙ୍କୁ ଧରିଲା ପୋଲିସ

କଳିଙ୍ଗନଗର, ୧୫।୭ (ଡି.ଏନ୍‌.ଏ.)-ଯାଜପୁର ଜିଲା ଯାଜପୁରରୋଡ ଥାନା ଦାନଗଦି ଫାଣ୍ଡି ଅଧୀନ ଛତରା ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ଗୁଣିଗାରେଡ଼ି ସନ୍ଦେହରେ ଛତରା ଗ୍ରାମର ଯୁବକ କାର୍ତ୍ତିକ କେରେଇ(୨୪) ଏକ ଟାଙ୍ଗିଆରେ ସେହି ଗ୍ରାମର ଜଣେ ବୃଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?