ଯାଜପୁର

ବିପଦପୂର୍ଣ୍ଣ ନଦୀ ଡେଇଁ ପାଣି ଆଣୁଛନ୍ତି ମହିଳା

ଯାଜପୁର ଅଫିସ୍‌, ୨୮।୮: ଯାଜପୁର ଜିଲା ସୁକିନ୍ଦା ବ୍ଲକ ଖରଖରି ଓ ରଗଡ଼ା ଗ୍ରାମ ଢେଙ୍କାନାଳ ଜିଲା ସୀମାନ୍ତରେ ରହିଛି। ଏହି ୨ ଗ୍ରାମରେ ପ୍ରାୟ ୩୫ ପରିବାର ବସବାସ କରୁଛନ୍ତି। ମହନ୍ତସାହିବାସୀଙ୍କ କହିବା ଅନୁସାରେ, ସେଠାରେ ୨ଟି ନଳକୂପ ରହିଛି।…

ବୈତରଣୀ ନଦୀରେ ବନ୍ୟା: ୪ ବ୍ଲକର ୮୦ ପଞ୍ଚାୟତ ପ୍ରଭାବିତ

ଯାଜପୁର ଅଫିସ,୨୭।୮: ବୈତରଣୀ ନଦୀର ଉଛୁଳା ପାଣିରେ ଯାଜପୁର ଜିଲାର କୋରେଇ, ଯାଜପୁର, ଦଶରଥପୁର ଓ ବିଞ୍ଝାରପୁର ବ୍ଲକର ପ୍ରାୟ ୮୦ଟି ପଞ୍ଚାୟତବାସୀ ପ୍ରଭାବିତ ହୋଇଛନ୍ତି। ବୈତରଣୀ ନଦୀର ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବାବେଳେ ଗୁରୁବାର ସକାଳ ୮ଟା…

ଝିଅର ଅଶ୍ଳୀଳ ଫଟୋ ଭାଇରାଲ ପରେ ମା’ଙ୍କ ଆତ୍ମହତ୍ୟା

ଯାଜପୁର ଟାଉନ୍‌, ୨୭ା୮ (ଡି.ଏନ୍‌.ଏ.): ଝିଅର ଅଶ୍ଳୀଳ ଫଟୋ ଭାଇରାଲ ହେବା ପରେ ମା’ ଆତ୍ମହତ୍ୟା କରିବା ଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଯାଜପୁର ଟାଉନ ଥାନା ଅଞ୍ଚଳରେ। ଏହି ଘଟଣାରେ ପୋଲିସ ବାଲେଶ୍ୱର ଜିଲା ସିଙ୍ଗଲା ଥାନା ଅଧୀନ…

୧୦୦ ଫୁଟ୍‌ ପଥର ପ୍ୟାକିଂ ଧସିଲା

ଚଣ୍ଡିଖୋଲ, ୨୬।୮ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତ୍‌ସିଂହପୁର ଜିଲା ଅତିକ୍ରମ କରିଥିବା ହରିଦାସପୁର-ପରାଦୀପ ରେଳପଥ ପ୍ରକଳ୍ପ କାର୍ଯ୍ୟ ନିକଟରେ ଶେଷ ହୋଇଛି। ଆନୁଷ୍ଠାନିକ ଭାବେ ଏହାର ଉଦ୍‌ଘାଟନ ହୋଇ ନ ଥିଲେ ମଧ୍ୟ ପୂର୍ବତଟ ରେଳ ବିଭାଗ ତରଫରୁ ଏହି…

ସନ୍ଦେହରେ ଚଣ୍ଡିଖୋଲ ତୈଳଭଣ୍ଡାର ପ୍ରତିଷ୍ଠା

ଯାଜପୁର ଅଫିସ୍‌/ଧର୍ମଶାଳା/ ଜେନାପୁର, ୨୬।୮ (ଡି.ଏନ୍‌.ଏ.): ଦେଶର ୪ର୍ଥ ସର୍ବବୃହତ୍‌ ଚଣ୍ଡିଖୋଲ ତୈଳ ଭଣ୍ଡାର ପ୍ରତିଷ୍ଠା କରିବାକୁ ପ୍ରାୟତଃ ପଦକ୍ଷେପ ସମ୍ପନ୍ନ ହୋଇସାରିଛି। ପ୍ରକଳ୍ପକୁ ୨୦୧୮ ଜୁନ ୨୭ତାରିଖରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିସାରିଛି। ହେଲେ ମଙ୍ଗଳବାର ଡଙ୍କାରୀ, ରାହାଡ଼ପୁର,…

ମରାମତି ହେଉନି ଦୁର୍ବଳ ନଦୀବନ୍ଧ: ବନ୍ୟା ଭୟରେ ତଳିଆ ଅଞ୍ଚଳବାସୀ

ବରୀ, ୨୪।୮(ଡି.ଏନ୍‌.ଏ.): ଲଗୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବରୀ ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ବନ୍ୟା ଆଶଙ୍କା ବଢ଼ିବାରେ ଲାଗିଛି। ଗତ ୨୩ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଥିବାରୁ…

ମଞ୍ଜୁରୀ ମୌଜାରୁ ମୋରମ ଉତ୍ତୋଳନ ପ୍ରସଙ୍ଗ: ହାଇକୋର୍ଟରେ ମାମଲା, ସତ୍ୟପାଠ ଦାଖଲ ନିର୍ଦ୍ଦେଶ

ଯାଜପୁର ରୋଡ୍‌,୨୧।୮ (ଡି.ଏନ୍‌.ଏ.): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ମଞ୍ଜୁରୀ ମୌଜାର ଏକ ଜଙ୍ଗଲ କିସମ ଜମିରେ ପୋଖରୀ ଖନନ କରିବାକୁ ପ୍ରଥମେ ଅନୁମତି ଦେବା ଓ ପରେ ବାତିଲ କରିବା ଘଟଣାକୁ ନେଇ ଜଙ୍ଗଲ ଓ ରାଜସ୍ବ ବିଭାଗର…

ଆବଶ୍ୟକତାଠାରୁ ଅଧିକ ସାର କିଣିଛନ୍ତି ୨୦ ଚାଷୀ

ଯାଜପୁର ଅଫିସ୍‌/ଯାଜପୁର ଟାଉନ୍‌ (ଡି.ଏନ୍‌.ଏ.)୨୧ା୮: ଜିଲାର କେତେକ ଚାଷୀଙ୍କୁ ଆବଶ୍ୟକତାଠାରୁ ବହୁ ଅଧିକ ୟୁରିଆ ସାର ମିଳିଛି। ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ତଦନ୍ତ ପରେ ଏହା ସ୍ପଷ୍ଟ ହୋଇଛି। ଏହି କ୍ରମରେ ଉଭୟ ତଦନ୍ତକାରୀ ଅଧିକାରୀ ସମ୍ପୃକ୍ତ ଚାଷୀମାନଙ୍କ ବିରୋଧରେ…

ପଡ଼ୋଶୀ ଜିଲା ଅଧୀନରେ ଯାଜପୁରର ୧୨ ରାସ୍ତା

ଯାଜପୁର ଅଫିସ୍‌, ୨୦ା୮: ଯାଜପୁର ଜିଲା ଗଠନକୁ ଇତିମଧ୍ୟରେ ୨୭ ବର୍ଷ ଅତିକ୍ରାନ୍ତ ହୋଇସାରିଛି। ରାଜନୈତିକ ମାନଚିତ୍ରରେ ଏହା ଏକ ସ୍ବତନ୍ତ୍ର ମାନ୍ୟତା ପାଇଛି। କିନ୍ତୁ ଆଜି ବି ଜିଲାର ୧୨ଟି ପ୍ରମୁଖ (ଶତାଧିକ କି.ମି. ବିଶିଷ୍ଟ) ରାସ୍ତା ପଡ଼ୋଶୀ କେନ୍ଦୁଝର…

ଟମକା ଥାନାରୁ ଏସ୍‌ଆଇଙ୍କୁ ହଟାଗଲା

ଯାଜପୁର ଅଫିସ,୧୮।୮: ଯାଜପୁର ଜିଲା ଟମକା ଥାନା ଏସ୍‌ଆଇ ମହମ୍ମଦ ସିରାଜଙ୍କ ଅର୍ଥ ଆଦାୟ ଭିଡିଓ ଭାଇରାଲ ମାମଲାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଧରିତ୍ରୀରେ ଖବର ପ୍ରକାଶନ ଏବଂ ମାନବାଧିକାର ସୁରକ୍ଷା କର୍ମୀ ବ୍ରଜମନ ବିଶ୍ୱାଳଙ୍କ ଟୁଇଟ୍‌ ଆଧାରରେ ଡିଜିପି ଅଭୟଙ୍କ…

ଲୋକଙ୍କୁ କାଳ ଶିଳ୍ପାଞ୍ଚଳ ରେଳଲାଇନ

ଯାଜପୁର ଅଫିସ/କଳିଙ୍ଗନଗର, ୧୬ା୮(ଡି.ଏନ.ଏ.): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଲମ୍ବିଥିବା ରେଳଲାଇନ ଉତ୍ତରପାର୍ଶ୍ୱ ଲୋକଙ୍କ ପାଇଁ କାଳ ହୋଇଛି। ଚଳିତ ବର୍ଷା ମାସରେ ଏହି ରେଳଲାଇନ ଯୋଗୁ ଦାନଗଦି ବ୍ଲକ କେନ୍ଦୁଡିପି ଗ୍ରାମର ଏକାଧିକ ପରିବାର ଜଳଘେରରେ ରହିଛନ୍ତି। ଏନେଇ ସମ୍ପୃକ୍ତ…

ପ୍ରବାସୀ ହେବାକୁ ବାଧ୍ୟ ହେଉଛନ୍ତି ଶ୍ରମିକ

ଯାଜପୁର ଅଫିସ,୧୦।୮: ସାଧାରଣ ଓ ଗରିବ ଲୋକଙ୍କୁ କାମ ଯୋଗାଇ ଆର୍ଥତ୍କ ସ୍ତରରେ ଉନ୍ନତି ଆଣିବା ପାଇଁ ମହାମତ୍ାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) କାର୍ଯ୍ୟକାରୀ ହୋଇଛି। ହେଲେ ଏହା ସଫଳତାର ସହ ହେଉ ନ ଥିବାରୁ ଲୋକେ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?