ବିକାଶ ଦେଖିନି ଐତିହ୍ୟ ସହର ବ୍ୟାସନଗର: ଯୋଜନା ବଡ଼, ଫଳକରେ ସୀମିତ
ଯାଜପୁର ରୋଡ୍,୧୯ା୧୦(ଡି.ଏନ.ଏ.): ଐତିହ୍ୟ ଏବଂ ପ୍ରାକୃତିକ ବିଭବର ସହର ବ୍ୟାସନଗରର ସୌନ୍ଦର୍ଯ୍ୟ ବୃଦ୍ଧି ପ୍ରତି ପ୍ରଶାସନର ଆନ୍ତରିକତା ନାହିଁ। କଳିଙ୍ଗନଗର ଶିଳ୍ପ ପ୍ରତିଷ୍ଠାନରେ କାର୍ଯ୍ୟରତ ଅଧିକାରୀ, କର୍ମଚାରୀ ଓ ଶ୍ରମିକଙ୍କୁ ବାସ ଯୋଗାଇଥିବା ଏହି ସହର କେବଳ ପ୍ରଦୂଷଣ ମୁଣ୍ଡାଇଛି। କିନ୍ତୁ…
ବୈତରଣୀ କୂଳ ପାଲଟିଛି ଗଞ୍ଜେଇ ଆଡ୍ଡା
ଯାଜପୁର ଟାଉନ,୧୯ା୧୦(ଡି.ଏନ୍.ଏ.): ଯାଜପୁର ସହରରେ ଗଞ୍ଜେଇ ଖୁଲମଖୁଲା ବିକ୍ରି ହେଉଛି। କମ ପରିଶ୍ରମରେ ଅଧିକ ଲାଭ ଆଶାରେ ଯୁବପିଢ଼ି ଗଞ୍ଜେଇ ଚୋରା ବ୍ୟବସାୟ କରୁଥିବା ବେଳେ ସାଙ୍ଗସାଥିଙ୍କୁ ଏହାକୁ ବିକ୍ରି କରୁଛନ୍ତି। ଫଳରେ ସହରର ଅନେକ ଯୁବପିଢ଼ି ଗଞ୍ଜେଇ ନିଶା କବଳରେ…
ମା’ ବିରଜାଙ୍କ ରଥଯାତ୍ରା ଆରମ୍ଭ
ଯାଜପୁର ଟାଉନ,୧୮।୧୦(ଡି.ଏନ.ଏ.): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ରଥଯାତ୍ରା ଶନିବାର ସନ୍ଧ୍ୟାରେ ଆରମ୍ଭ ହୋଇଛି। ଚଳିତ ବର୍ଷ ଏହି ରଥଯାତ୍ରା ୯ଦିନ ପରିବର୍ତ୍ତେ ୮ଦିନ ହେବ। ଅକ୍ଟୋବର ୨୩ରେ ମା’ଙ୍କ ଷଷ୍ଠୀ ଓ ସପ୍ତମୀ ପୂଜା ଅନୁଷ୍ଠିତ ହେଉଥିବାରୁ ଏପରି ନିଷ୍ପତ୍ତି…
ଅପେକ୍ଷାରେ ୫୦ ବର୍ଷ
ଯାଜପୁର ଅଫିସ/ ଚଣ୍ଡିଖୋଲ, ୧୭।୧୦(ଡି.ଏନ.ଏ.): କଟକ ଫରେଷ୍ଟ ଡିଭିଜନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶନର ୫୦ ବର୍ଷ ପରେ ମଧ୍ୟ ଡାଳିଯୋଡ଼ା ରେଞ୍ଜ ଅନ୍ତର୍ଗତ ଯାଜପୁର ଜିଲାର ୧୫ଟି ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ (ପିଆର୍ଏଫ୍)କୁ ଏଯାଏ ସଂରକ୍ଷିତ ଜଙ୍ଗଲ(ଆର୍ଏଫ୍) ଭାବେ ଘୋଷଣା କରାଯାଇ…
ମା’ ବିରଜାଙ୍କ ରଥଯାତ୍ରା: ମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଧାରା
ଯାଜପୁର ଟାଉନ, ୧୬।୧୦ (ଡି.ଏନ୍.ଏ.): ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଏବଂ ଯାଜପୁର ଜିଲାପାଳଙ୍କ ନିଷ୍ପତ୍ତି ଆଧାରରେ ମା’ ବିରଜାଙ୍କ ଶାରଦୀୟ ଦୁର୍ଗାପୂଜା ଓ ରଥଯାତ୍ରା ରଥଯାତ୍ରା ଅନୁଷ୍ଠିତ ହେବ। ରଥଟଣା ଓ ପୂଜା ସହ ଜଡିତ ସମସ୍ତ ସେବାୟତ ଓ କର୍ମଚାରୀଙ୍କ…
ଦାନଗଦି ତହସିଲ: ବାଲିଘାଟର ବେଆଇନ ନିଲାମ
ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ୍.ଏ.),୧୬।୧୦: ଯାଜପୁର ଜିଲାର ଯାଜପୁର ଓ ଦାନଗଦି ତହସିଲ ଅଧୀନ ଲଘୁ ଖଣିଜ ଦ୍ରବ୍ୟ ବାଲି ସୈରାତ ଦୀର୍ଘମିଆଦୀ ଲିଜ ବିଜ୍ଞପ୍ତି ସମ୍ପୂର୍ଣ୍ଣ ଭାବେ ବେଆଇନ ପଦ୍ଧତିରେ ହୋଇଥିବା ଅଭିଯୋଗ ହୋଇଛି। ଏହି ମର୍ମରେ ହାଇକୋର୍ଟରେ ନଂ.୨୧୦୭୮/୨୦୨୦ରେ ଏକ…
୧୭ରୁ ମା’ବିରଜାଙ୍କ ରଥଯାତ୍ରା
ଯାଜପୁର ଟାଉନ, ୧୩।୧୦ (ଡି.ଏନ୍.ଏ.): ଯାଜପୁରର ଅଧିଷ୍ଠାତ୍ରୀ ମା’ ବିରଜାଙ୍କ ରଥଯାତ୍ରା ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ। ରଥଯାତ୍ରା ସପକ୍ଷରେ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ସୋମବାର ଜିଲା ପ୍ରଶାସନ ଓ ମନ୍ଦିର ସେବାୟତଙ୍କ ଉପସ୍ଥିତିରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ବୈଠକ…
ଆନ୍ତରିକତାହୀନ ମିଶନ
ଦୈନନ୍ଦିନ ଖାଦ୍ୟ ପାଇଁ ଆଳୁ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିଲେ ମଧ୍ୟ ଓଡ଼ିଶାରେ ଚାହିଦା ମୁତାବକ ଉତ୍ପାଦନ ହୋଇ ପାରୁନାହିଁ। ଫଳରେ ୮୦ ପ୍ରତିଶତ ଆଳୁ ବାହାର ରାଜ୍ୟରୁ ଭରଣା ହେଉଛି। ଏଥିପାଇଁ ବିଭିନ୍ନ ସମୟରେ ରାଜ୍ୟବାସୀଙ୍କୁ ଚଢ଼ା ଦର ଦେବାକୁ…
ବିନା ରସିଦରେ ଅତ୍ୟଧିକ ଦେୟ ଆଦାୟ
ଯାଜପୁର ରୋଡ୍,୧୨।୧୦ (ଡି.ଏନ୍.ଏ.): ଯାଜପୁର ଜିଲା ବ୍ୟାସନଗର ଲକ୍ଷ୍ମୀନଗରସ୍ଥିତ ସେଣ୍ଟ ଜାଭିୟର ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷ ବିନା ରସିଦ୍ରେ ଅତ୍ୟଧିକ ଫି’ ଆଦାୟ କରୁଥିବା ଅଭିଯୋଗ ଆଣିଛି ଅଭିଭାବକ କମିଟି। ୧୦ମ ଶ୍ରେଣୀ ପରୀକ୍ଷା ପାଇଁ ଫର୍ମ ପୂରଣ ବାବଦକୁ ସିବିଏସ୍ଇ…
ଘର ନାହିଁ, ଖୋଲା ଆକାଶ ତଳେ ବନ୍ୟା ବିପନ୍ନ
ବରୀ,୧୨ା୧୦(ଡି.ଏନ୍.ଏ.): ଗତ ଅଗଷ୍ଟରେ ହୋଇଥିବା ବନ୍ୟାକୁ ଇତିମଧ୍ୟରେ ଦେଢ଼ ମାସରୁ ଊର୍ଦ୍ଧ୍ୱ ସମୟ ବିତିଥିଲେ ବି ବରୀ ବ୍ଲକରେ ତ୍ରୁଟିପୂର୍ଣ୍ଣ ତାଲିକା ଯୋଗୁ ବହୁ ବିପନ୍ନ ପରିବାର ସରକାରୀ ସହାୟତାରୁ ବଞ୍ଚତ୍ତ ହୋଇଛନ୍ତି। ଅନେକ ପରିବାର ରିଲିଫ ଚାଉଳ, ଟଙ୍କା ପାଇ…
ଦେଢ଼ ମାସ ପୂରିଲାଣି, ସହାୟତା ମିଳୁନି
ରସୁଲପୁର,୧୨।୧୦ (ଡି.ଏନ୍.ଏ.): ସର୍ବସ୍ବ ଧୋଇ ନେଲା ବନ୍ୟା। ପୁରୁଷ ପୁରୁଷ ଧରି ରହିଆସୁଥିବା ଭିଟାମାଟି ଖଣ୍ଡକ ବ୍ରାହ୍ମଣୀ ନଦୀ ଗର୍ଭରେ ଲୀନ ହୋଇଥିବା ବେଳେ ଦୀର୍ଘ ବର୍ଷ ଧରି ସାଇତି ରଖିଥିବା ସବୁ ସ୍ମୃତି ବନ୍ୟା ପାଣିରେ ଭାସିଗଲା। ହେଲେ ଦେଢ଼…
ମା’ ବିରଜାଙ୍କ ରଥଯାତ୍ରାକୁ ଅନୁମତି: ଜିଲାପାଳଙ୍କୁ ଦାୟିତ୍ୱ ଦେଲେ ହାଇକୋର୍ଟ
କଟକ ଅଫିସ/ଯାଜପୁର ଟାଉନ,୯।୧୦: ଯାଜପୁରର ପ୍ରସିଦ୍ଧ ବିରଜା ମନ୍ଦିରର ରଥଯାତ୍ରାକୁ ଅନୁମତି ପ୍ରଦାନ କରିବା ସହ ଏହାର ଆୟୋଜନ ଦାୟିତ୍ୱ ଯାଜପୁର ଜିଲାପାଳଙ୍କ ଉପରେ ହାଇକୋର୍ଟ ନ୍ୟସ୍ତ କରିଛନ୍ତି। କୋଭିଡ୍ କଟକଣା ଭିତରେ ସମସ୍ତ କାର୍ଯ୍ୟ କରିବାକୁ ହାଇକୋର୍ଟ ମୁଖ୍ୟ ବିଚାରପତି…
Archives


