ବିଶ୍ୱ ଦକ୍ଷତା ପ୍ରତିଷ୍ଠାନ ପ୍ରତିନିଧିଙ୍କ ଇମ୍ଫା ଖଣି ପରିଦର୍ଶନ
କାଳିଆପାଣି,୧୭।୪(ଡି.ଏନ.ଏ.): ବିଶ୍ୱ ଦକ୍ଷତା ପ୍ରତିଷ୍ଠାନ(ୱାର୍ଲ୍ଡ ସ୍କିଲ୍ ସେଣ୍ଟର) ସିଙ୍ଗାପୁରର ପ୍ରତିନିଧି ତଥା ସ୍କୁଲ୍ ଅଫ୍ ଇଞ୍ଜିନିୟରିଂର ନିର୍ଦ୍ଦେଶକ ଚିଓକ ଇଞ୍ଜିଚୁନ, ପ୍ରଶାସନ ନିର୍ଦ୍ଦେଶକ କେରୱାନ ହିଙ୍ଗ ଏବଂ ବିଶ୍ୱ ଦକ୍ଷତା ପ୍ରତିଷ୍ଠାନ ଓଡ଼ିଶା ସରକାରଙ୍କ ପ୍ରତିନିଧି ତଥା ମେକାଟୋନିକ୍ସ ବିଭାଗ ନିର୍ଦ୍ଦେଶକ…
ପାଣି ପାଇଁ ଲୋକେ ଡହଳବିକଳ
ଧର୍ମଶାଳା,୧୭।୪(ଡି.ଏନ.ଏ.): ଗ୍ରାମାଞ୍ଚଳ ଲୋକଙ୍କୁ ବସୁଧା ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଏନେଇ ବାର୍ଷିକ କୋଟିକୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି। ହେଲେ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ମୁନାଫାଖୋର ନୀତି ଯୋଗୁ ଲକ୍ଷଲକ୍ଷ ଟଙ୍କାରେ…
ଜଳ ନିଷ୍କାସନ ସମସ୍ୟା ସମାଧାନ ହେବ
ବରୀ,୧୭।୪(ଡି.ଏନ.ଏ.): ବରୀ ବ୍ଲକ ଅଧୀନ ମନ୍ଦାରି ପଞ୍ଚାୟତର ମେଦୁଆନାଳ, ଦୋବୁଅ ନାଳ ଓ ସପନା ପାଟରୁ ଜଳ ନିଷ୍କାସନ ନିମନ୍ତେ ଅଧପନ୍ତରିଆ ଭାବେ ଖୋଳାଯାଇଥିବା ନାଳର ପୁନରୁଦ୍ଧାର ଖୁବ୍ଶୀଘ୍ର କରାଯିବ। ଏଥିପାଇଁ ବରୀ ବିଧାୟିକା ସୁନନ୍ଦା ଦାସଙ୍କ ଅନୁରୋଧକ୍ରମେ ଶନିବାର ଡ୍ରେନେଜ୍…
ନରକଙ୍କାଳ, ଖପୁରି ଜବତ
ଜେନାପୁର,୧୭।୪(ଡି.ଏନ.ଏ.): ଜେନାପୁର ଥାନା ଅଞ୍ଜିରା ପଞ୍ଚାୟତ ଅଧୀନ ମୁରାରିପୁର ଗ୍ରାମ ନିକଟରେ ଥିବା ମହିମା ଆଶ୍ରମ ବାଡ଼ିର ଏକ କେନ୍ଦୁଗଛରୁ ଶନିବାର ଅପରାହ୍ନରେ ମଣିଷର ଖପୁରି, କଙ୍କାଳ, ଚପଲ ଓ ପୋଷାକ ମିଳିଛି। ଏହାକୁ ପୋଲିସ ଜବତ କରି ତଦନ୍ତ ଚଳାଇଛି।…
ଏନ୍ଏଚ୍ କଡ଼ରେ ଚୋରା ଲୁହାପଥର ବ୍ୟବସାୟ
ଚଣ୍ଡିଖୋଲ,୧୭।୪(ଡି.ଏନ.ଏ.): ପାରାଦୀପ ବନ୍ଦରକୁ ଯାଉଥିବା ଲୁହାପଥର ଗୁଡ଼ିକ ରାସ୍ତାରେ ବିକ୍ରି ହୋଇଯାଉଛି। କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାର ବିଭିନ୍ନ ଲୁହାପଥର ଖଣିରୁ ପରିବହନ କରୁଥିବା ଟ୍ରକ୍ଗୁଡ଼ିକ ବନ୍ଦରରେ ପହଞ୍ଚତ୍ବାର ନିୟମ ରହିଛି। ହେଲେ ଅନେକ ଟ୍ରକ୍ ବନ୍ଦରରେ ନ ପହଞ୍ଚତ୍ ମଧ୍ୟ…
ଗଣବଳାତ୍କାର: ମୁଖ୍ୟ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ
ଯାଜପୁର ରୋଡ୍,୧୭।୪(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ପାଟପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ଗଣବଳାତ୍କାର ମାମଲାରେ ଯାଜପୁରରୋଡ୍ ଅତିରିକ୍ତ ଜିଲା ଦୌରାଜଜ୍ ମାନସ କୁମାର ପଣ୍ଡା ଶନିବାର ମୁଖ୍ୟ ଅଭିଯୁକ୍ତ ସବ୍ୟସାଚୀ ବେହେରାଙ୍କୁ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ…
କୋର୍ଟରେ ହାଜର ହେଲେ ନାହିଁ ରାମ୍କୋ କର୍ତ୍ତୃପକ୍ଷ
ଯାଜପୁର ଅଫିସ,୧୫ା୪: ଯେତେ ନୀତିନିୟମ ଉଲ୍ଲଂଘନ କଲେ ବି ଶିଳ୍ପ କାରଖାନା କର୍ତ୍ତୃପକ୍ଷଙ୍କ ପ୍ରତି ସରକାର କେତେ ସହାନୁଭୂତିଶୀଳ ଏକଥା ରାମ୍କୋ ସିମେଣ୍ଟ କମ୍ପାନୀ କ୍ଷେତ୍ରରେ ଦେଖିବାକୁ ମିଳୁଛି । ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାଶପୁରଠାରେ ପ୍ରତିଷ୍ଠିତ ରାମ୍କୋ ସିମେଣ୍ଟ…
କୋର୍ଟରେ ହାଜର ହେଲେ ନାହିଁ ରାମ୍କୋ କର୍ତ୍ତୃପକ୍ଷ
ଯାଜପୁର ଅଫିସ,୧୪ା୪: ଯେତେ ନୀତିନିୟମ ଉଲ୍ଲଂଘନ କଲେ ବି ଶିଳ୍ପ କାରଖାନା କର୍ତ୍ତୃପକ୍ଷଙ୍କ ପ୍ରତି ସରକାର କେତେ ସହାନୁଭୂତିଶୀଳ ଏକଥା ରାମ୍କୋ ସିମେଣ୍ଟ କମ୍ପାନୀ କ୍ଷେତ୍ରରେ ଦେଖିବାକୁ ମିଳୁଛି । ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାଶପୁରଠାରେ ପ୍ରତିଷ୍ଠିତ ରାମ୍କୋ ସିମେଣ୍ଟ…
ବରଷକରେ ଥରେ ହୁଏ ବାପ-ପୁଅ ମିଳନ
ବରୀ,୧୪ା୪(ଡି.ଏନ.ଏ.): ପ୍ରତିବର୍ଷ ପଣା ସଂକ୍ରାନ୍ତିରେ ବରୀ ବ୍ଲକ ଅଧୀନ ରତ୍ନଗିରିସ୍ଥିତ ମହାକାଳ ମନ୍ଦିରରେ ବାପ-ପୁଅଙ୍କ ମିଳନ ହୋଇଥାଏ। ଏହି ଦିନ ବିଶ୍ୱପ୍ରସିଦ୍ଧ ବୌଦ୍ଧ କୀର୍ତ୍ତିରାଜି ବିମଣ୍ଡିତ ରତ୍ନଗିରି ପାହାଡ଼ ଉପରେ ଥିବା ଧର୍ମରାଜ ମହାକାଳଙ୍କ ପୀଠରେ ପ୍ରସିଦ୍ଧ ଚାଙ୍ଗୁଡ଼ା ଯାତ୍ରା ଅନୁଷ୍ଠିତ…
ସିଂହାପୁର ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର
ରସୁଲପୁର,୧୩।୪(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ପ୍ରସିଦ୍ଧ ଐତିହାସିକ ସିଂହାପୁର ଯାତ୍ରା ୧୪ତାରିଖରୁ ଆରମ୍ଭ ହେବ। ଏହାକୁ ନେଇ ପ୍ରସ୍ତୁତି ଜୋରଦାର ହୋଇଛି। ମଧୁତୀର୍ଥ ପୁଷ୍କରିଣୀ ତଟସ୍ଥ ମଦନମୋହନ ମନ୍ଦିର, ପ୍ରଭୁ ନାରାୟଣ ଗୋସାଇଁଙ୍କ ସ୍ଥଳଦେଶର ସିଂହାସିନ ଓ ମନ୍ଦିର ନାନା ପ୍ରକାର…
ପ୍ରତି ସପ୍ତାହରେ ହେବ ନୃତ୍ୟ, ଗୀତ କାର୍ଯ୍ୟକ୍ରମ
ଯାଜପୁର ଅଫିସ,୧୩।୪: ଯାଜପୁର ଜିଲା ସଂସ୍କୃତି ପରିଷଦ ବୈଠକ ମଙ୍ଗଳବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ତଥା ଜିଲା ସଂସ୍କୃତି ଭବନ ପରିଷଦ ଅଧ୍ୟକ୍ଷ ଚକ୍ରବର୍ତ୍ତୀ ସିଂହ ରାଠୋର ଅଧ୍ୟକ୍ଷତା କରି ସଂସ୍କୃତିର ବିକାଶ, ସାଂସ୍କୃତିକ ସ୍ଥଳର…
କିରୋସିନ ଲିଟର ୭୬ ଟଙ୍କା, ଚିନ୍ତାରେ ଖାଉଟି
ଚଣ୍ଡିଖୋଲ,୧୨ା୪(ଡି.ଏନ.ଏ.):କେନ୍ଦ୍ର ସରକାର ପେଟ୍ରୋଲିୟମ୍ ଜାତ ଦ୍ରବ୍ୟର ମୂଲ୍ୟ ବଢ଼ାଇ ଚାଲିଛନ୍ତି। ଏହି ମୂଲ୍ୟବୃଦ୍ଧିରୁ କିରୋସିନ୍ ବାଦ୍ ପଡିନାହିଁ। ଗତ ୪ମାସ ମଧ୍ୟରେ କିରୋସିନ୍ର ମୂଲ୍ୟ ଅହେତୁକ ବୃଦ୍ଧି ପାଇଛି। ୨୦୨୨ ଜାନୁୟାରୀରେ କିରୋସିନ ଲିଟର ୫୦ଟଙ୍କା ଥିବା ବେଳେ ତାହା ଧିରେ…
Archives


