ଅଲୋଡ଼ା ହୋଇଛି ବୌଦ୍ଧପୀଠ ଲାଙ୍ଗୁଡି
ଯାଜପୁର ଅଫିସ/ କାଏମା(ଡି.ଏନ.ଏ.),୬ା୧୨:ପୌରାଣିକ ଏବଂ ଐତିହାସିକ କିମ୍ବଦନ୍ତୀ ବହନ କରୁଥିବା ଯାଜପୁର ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଏବେ ରାଜ୍ୟ ଏବଂ ବାହାରୁ ପର୍ଯ୍ୟଟକମାନେ ଆସୁଛନ୍ତି। କିନ୍ତୁ ଜିଲାର ଅଧିକାଂଶ ପର୍ଯ୍ୟଟନସ୍ଥଳୀ ଅବହେଳିତ ଅବସ୍ଥାରେ ପଡ଼ିରହିଥିବାରୁ ପର୍ଯ୍ୟଟକ ମୁହଁ ଫେରାଉଥିବା ଦେଖିବାକୁ ମିଳିଛି।…
ଅଧାରେ ଅଟକିଛି ୫-ଟି ସ୍କୁଲ କାମ
ବ୍ରହ୍ମବରଦା,୬ା୧୨(ଡି.ଏନ.ଏ.):କାମରେ ଲାଗିପାରୁନି ଇ-ଲାଇବ୍ରେରୀ କି ବିଜ୍ଞାନ ପ୍ରୟୋଗ ଶାଳା ା ଅବ୍ୟବସ୍ଥା ଭିତରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ଏବଂ ଶୌଚାଳୟ ା ଉଦ୍ଘାଟର ୬ ମାସ ପରେ ବି ରସୁଲପୁର ବ୍ଲକ୍ ଅର୍ନ୍ତଗତ ବ୍ରହ୍ମବରଦା ପଞ୍ଚାୟତରରେ ଥିବା ବହୁ ପୁରାତନ…
ରସୁଲପୁର ବ୍ଲକରେ ବ୍ୟାପୁଛି ଗୋ ଚର୍ମ ବିଣ୍ଡି ରୋଗ
ରସୁଲପୁର,୮ା୧୨(ଡି.ଏନ.ଏ.):ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗୋ-ଚର୍ମ ବିଣ୍ଡି(ଲମ୍ଫି) ରୋଗ ବ୍ୟାପିବାରେ ଲାଗିଛି। ଏହି କ୍ରମରେ ଯାଜପୁର ଜିଲା ରସୁଲପୁର ବ୍ଲକରେ ସେପ୍ଟେମ୍ବରରୁ ଲମ୍ଫି ରୋଗ ବଢିବାରେ ଲାଗିଛି ା ଏହି ରୋଗରେ ବହୁ ଗାଈ ବାଛୁରୀଙ୍କ ମୃତ୍ୟୁ ଘଟି ସାରିଲାଣି ା ଏ…
ଟ୍ରକକୁ ଧକ୍କା ଦେଲା ବସ୍: ୩ ଆହତ
କାଳିଆପାଣି, ୫।୧୨ (ଡି.ଏନ.ଏ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଟମକା-ମଙ୍ଗଳପୁର ରାସ୍ତାର ସରୁଆବିଲଠାରେ ବସ୍ ଏକ ଟ୍ରକକୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, କାଳିଆପାଣିରୁ ଟମକା ଅଭିମୁଖେ ମା’ ବସ ଯାଉଥିବା…
ରାସ୍ତା ପ୍ରଶସ୍ତୀକରଣରେ ଅନିୟମିତତା
ଚଣ୍ଡିଖୋଲ,୫ା୧୨(ଡି.ଏନ୍.ଏ.):ଚାରିବାଟିଆ ପୂର୍ତ୍ତ ଡିଭିଜନର ବଡ଼ଚଣା ଉପଖଣ୍ଡ ଅନ୍ତର୍ଗତ ବାଲିଚନ୍ଦ୍ରପୁରଠାରୁ ବେଣୀପୁର ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଛି। ମାତ୍ର ଏହି କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି କାର୍ଯ୍ୟ ପୂର୍ବରୁ ରାସ୍ତାକଡ଼ରେ ଥିବା ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉଠାଯିବ…
ସ୍ବତନ୍ତ୍ର ଜିଲା ଗଠନ ଦାବି ତେଜିଲା
ଯାଜପୁର ଅଫିସ,୫ା୧୨:ରାଜ୍ୟର ବିଭିନ୍ନ ଜିଲାରେ ସ୍ବତନ୍ତ୍ର ଜିଲା ଗଠନ ଦାବି ହେଉଥିବାବେଳେ କଳିଙ୍ଗନଗର ମଧ୍ୟ ପଛରେ ପଡ଼ିନାହିଁ। ଏହିକ୍ରମରେ ଯାଜପୁର ଜିଲା ବ୍ୟାସନଗରଠାରେ ରବିବାର ଏକ ବୈଠକରେ କଳିଙ୍ଗନଗର ନାମରେ ସ୍ବତନ୍ତ୍ର ଜିଲା ଗଠନ ଦାବିକୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି…
ଆଜି ପରୀକ୍ଷା, ୧୭ ଛାତ୍ରୀଛାତ୍ରଙ୍କ ପରୀକ୍ଷା ବର୍ଜନ ନିଷ୍ପତ୍ତି
ଦଶରଥପୁର,୫ା୧୨(ଡି.ଏନ.ଏ.):ଯାଜପୁର ଜିଲା ଦଶରଥପୁର ବ୍ଲକ୍ ଥାଲକୁଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଥିବା ୩୭ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୦ ଜଣଙ୍କୁ ମାଗଣା ପାଠ୍ୟ ପୁସ୍ତକ ମିଳିଛି ା ଅବଶିଷ୍ଟ ୧୭ ଛାତ୍ରୀଛାତ୍ର ଆଜି ପର୍ଯ୍ୟନ୍ତ ବହି…
ଲୋକଙ୍କ କାମରେ ଲାଗୁନି ବିଜୁ ସେତୁ
ଯାଜପୁର ଅଫିସ,୪।୧୨: ଲୋକଙ୍କ ଯାତାୟାତକୁ ସୁଗମ କରିବା ପାଇଁ ରାଜ୍ୟ ସରକାର ଜନକଲ୍ୟାଣକାରୀ ‘ବିଜୁ ସେତୁ’ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ କେତେକ ସ୍ଥାନରେ ବିଜୁ ସେତୁ ନିର୍ମାଣ ହୋଇସାରିଛି। କିନ୍ତୁ ସେତୁ ପାଇଁ ଆପ୍ରୋଚ୍ ରୋଡ୍ ହୋଇପାରୁ ନ ଥିବାରୁ…
କଳିଙ୍ଗନଗର ପୁସ୍ତକ ମେଳାକୁ ସରକାରୀ ସ୍ବୀକୃତି
ଯାଜପୁର ରୋଡ୍,୩ା୧୨(ଡି.ଏନ.ଏ.): ୭ମ କଳିଙ୍ଗନଗର ପୁସ୍ତକ ମେଳାକୁ ସରକାରୀ ସ୍ବୀକୃତି ମିଳିଛି। ଏହିକ୍ରମରେ ଶୁକ୍ରବାର କଳିଙ୍ଗନଗର ଉନ୍ନୟନ କର୍ତ୍ତୃପକ୍ଷ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି। ଚଳିତ ମାସ ୧୭ରୁ ୨୨…
ନୂଆ କଂକ୍ରିଟ୍ ରାସ୍ତା ଫଟାଇ ମରାମତି
ଯାଜପୁର ଅଫିସ,୨ା୧୨:ଯାଜପୁର ଜିଲାର ଅନ୍ୟତମ ସହର ବ୍ୟାସନଗର ପୌର ପରିଷଦରେ ସର୍ବାଧିକ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ ଓ କର୍ମଚାରୀଙ୍କ ରାଜୁତି ଚାଲିଥିବା ଅଭିଯୋଗ ହେଉଛି। କେବଳ ପରିମଳ ବ୍ୟବସ୍ଥା ନୁହେଁ ଯନ୍ତ୍ରୀ ବିଭାଗରେ ଉନ୍ନୟନ କାର୍ଯ୍ୟରେ ଆବଣ୍ଟିତ ଅନୁଦାନକୁ ମଧ୍ୟ ଏଠାରେ ମିଳିମିଶି…
ମାଆ କୋଳକୁ ଫେରିଲା ୬ ଦିନର ପୁଅ
ରସୁଲପୁର,୨ା୧୨(ଡି.ଏନ.ଏ.): ରସୁଲପୁର ବ୍ଲକ୍ ଅନ୍ତର୍ଗତ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମିଳୁନି କୁକୁର କାମୁଡ଼ା ଇଞ୍ଜେକ୍ସନ। ଫଳରେ ଏଠାକୁ ଆସୁଥିବା ରୋଗୀଙ୍କୁ ଯାଜପୁରରୋଡ୍ କ୍ଷେତ୍ରୀୟ ଡାକ୍ତରଖାନା ଓ ଯାଜପୁର ଜିଲା ମୁଖ୍ୟ ଚିକିତ୍ସା କେନ୍ଦ୍ର ଯିବାକୁ ପଡୁଛି, ଯଦ୍ଦ୍ବାରା ରୋଗୀ ନାନା ହଇରାଣହରକତ…
ଗଛ କାଟିଲେ ସରପଞ୍ଚ
ବରୀ,୧।୧୨(ଡି.ଏନ.ଏ.): ପରିବେଶ ସୁରକ୍ଷା ଓ ସନ୍ତୁଳନ ରକ୍ଷା ପାଇଁ ଗଛ ହିଁ ଏକମାତ୍ର ମାଧ୍ୟମ। ସେଥିପାଇଁ ବିଭିନ୍ନ ସ୍ଥାନରେ ଚାରା ରୋପଣ ଉପରେ ପରିବେଶବିତ୍ ଓ ସରକାର ଗୁରୁତ୍ୱାରୋପ କରୁଛନ୍ତି। ହେଲେ ବରୀ ତହସିଲ ଅଧୀନ ବୋଦୁଅ ପଞ୍ଚାୟତର ସରପଞ୍ଚ ଦେବୀ…
Archives


