ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷତିପୂରଣ ଅର୍ଥ ଆତ୍ମସାତ୍
ଧର୍ମଶାଳା,୨୫ା୩(ଡି.ଏନ.ଏ.): ଧର୍ମଶାଳା ତହସିଲ ଅନ୍ତର୍ଗତ ବିଭିନ୍ନ ମୌଜାରେ ବନ୍ୟାଯୋଗୁ ପ୍ରଭାବିତ ହୋଇଥିବା ପ୍ରକୃତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରା ନ ଯାଇ ତହସିଲ ପକ୍ଷରୁ ବିପୁଳ ଟଙ୍କା ଆତ୍ମସାତ କରାଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି। ଧର୍ମଶାଳା ତହସିଲଦାର ଓ ସମ୍ପୃକ୍ତ ମୌଜାର…
ଯାଜପୁର ରୋଡ୍ରେ ଚାନ୍ଦି ଭଣ୍ଡାର
ଯାଜପୁର ଅଫିସ,୨୪ା୩:ଯାଜପୁର ରୋଡ୍ର ରାଧାନାଥ ମାର୍ଗ ଉତ୍ସବ ପ୍ୟାଲେସ ନିକଟରେ ଗୁରୁବାର ଚାନ୍ଦି ଭଣ୍ଡାରର ଏକ ନୂଆ ଶୋ’ରୁମ୍ ଲୋକାର୍ପିତ ହୋଇଛି। ଚାନ୍ଦିରେ ନିର୍ମିତ ଅଳଙ୍କାର ସହ ଏଠାରେ ଚାନ୍ଦି ବାସନ କୁସନ, ଉପହାର ଏବଂ ବିଭିନ୍ନ ପ୍ରକାର ଘରସଜ୍ଜା ସାମଗ୍ରୀ…
ଅନାଥ ଭଉଣୀଭାଇଙ୍କୁ କୋଳେଇ ନେଲେ ଆମେରିକୀୟ ଦମ୍ପତି
ଚଣ୍ଡିଖୋଲ/ ଛତିଆ, ୨୪ା୩(ଡି.ଏନ୍.ଏ.):ମାତାପିତାଙ୍କୁ ହରାଇ ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବୁଢ଼ାକେନ୍ଦୁଆସ୍ଥିତ ଶିଶୁ ଯତ୍ନଗୃହ (ନେଶନ)ରେ ରହୁଥିବା ଭଉଣୀଭାଇ ଝରଣା ଗାଗରାଇ(୧୧) ଓ ବାଦଲ ଗାଗରାଇ(୯)ଙ୍କୁ ପାଳିତ ପୁତ୍ର ଏବଂ କନ୍ୟାଭାବେ କୋଳେଇ ନେଇଛନ୍ତି ଆମେରିକୀୟ ଦମ୍ପତି। ୨ ବର୍ଷ…
ଶହୀଦଙ୍କ ପ୍ରତିମୂର୍ତ୍ତି ପ୍ରତି ଅପମାନ
ଚଣ୍ଡିଖୋଲ,୨୪ା୩(ଡି.ଏନ.ଏ.): ଗୁରୁବାର ଥିଲା ଶହୀଦ ଭଗତ ସିଂହଙ୍କ ବଳିଦାନ ଦିବସ। ଉକ୍ତ ଦିବସରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାକୁ ଉଦୀୟମାନ ସ୍ବେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା ବଡ଼ଚଣା ବ୍ଲକ୍ ଅଧୀନ ଚଣ୍ଡିଖୋଲ ସରକାରୀ ବିଦ୍ୟାଳୟ ପରିସରରେ ଥିବା ପ୍ରତିମୂର୍ତ୍ତି ନିକଟକୁ ଯିବାବେଳେ ଦୁର୍ବୃତ୍ତ…
ବଢ଼ିଚାଲିଛି ଚୋରା ମଦ କାରବାର
ବ୍ରହ୍ମବରଦା,୨୪ା୩(ଡି.ଏନ୍.ଏ.): ବ୍ରହ୍ମବରଦା ଥାନା ଅଞ୍ଚଳର ବହୁ ଗ୍ରାମରେ ବେଧଡ଼କ ଭାବେ ଚାଲିଛି ଚୋରା ମଦ କାରବାର। ବିଶେଷକରି ବ୍ରହ୍ମବରଦା ପଞ୍ଚାୟତରେ ୨ ସରକାରୀ ମଦ ଦୋକାନ ଥିବା ସତ୍ତ୍ୱେ ଚୋରା ମଦ ବେପାର ଓ ନିଶା କାରବାର ସହ ମଦ୍ୟପଙ୍କ ସଂଖ୍ୟା…
ଦାନଗଦିର ଅପପୁଷ୍ଟି ପୀଡ଼ିତ ଶିଶୁ
କଟକ ଅଫିସ,୨୪ା୩: ଯାଜପୁର ଜିଲା ଦାନଗଦି ବ୍ଲକ ଅନ୍ତର୍ଗତ ରଣାଗୁଣ୍ଡି ପଞ୍ଚାୟତ ଘାଟିସାହିର ୨ ଶିଶୁ ଅପପୁଷ୍ଟିର ଶିକାର ହୋଇ କଟକ ଶିଶୁଭବନରେ ଚିକିତ୍ସିତ ହେଉଛନ୍ତି। ସେମାନେ ହେଲେ ବାଙ୍କୁ ହେମ୍ବ୍ରମ୍ ଓ ତୁଳସୀ ହେମ୍ବ୍ରମ୍ଙ୍କ ୪ ବର୍ଷର ଝିଅ କୁନି…
ବିଦ୍ୟାଳୟ ପରିଚାଳନା କମିଟି ଗଠନରେ ଅନିୟମିତତା ଘଟଣା: କମିଟିକୁ ବୈଧ ଘୋଷଣା କଲେ ବିଇଓ
ରସୁଲପୁର,୨୪ା୩(ଡି.ଏନ.ଏ.): ରସୁଲପୁର ବ୍ଲକ କଲଣ ପଞ୍ଚାୟତସ୍ଥିତ ମଧୁପୁର ସରକାରୀ ରୂପାନ୍ତରଣ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ଗଠନରେ ଅନିୟମିତତା ଘଟଣା ଏବେ ପୁଣି ଚର୍ଚ୍ଚାରେ। ବିଦ୍ୟାଳୟ ପକ୍ଷରୁ କମିଟି ଗଠନରେ ଅନିୟମିତତା ହୋଇଥିବା ଅଭିଭାବକ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ସୁଦର୍ଶନ ମଲିକଙ୍କ…
ବଟି ଆଦାୟ ଅଣାୟତ୍ତ
ଯାଜପୁର ଅଫିସ,୨୪ା୩: ଯାଜପୁର ଜିଲାର ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ)ରେ ବ୍ୟାପକ ଦୁର୍ନୀତି ଚାଲିଛି। କର୍ମଚାରୀମାନେ ଦୀର୍ଘଦିନ ହେଲା ରହି ବେସରକାରୀ ଏଜେଣ୍ଟଙ୍କ ଜରିଆରେ ବେଆଇନ ଭାବେ ଅର୍ଥ ଆଦାୟରେ ମାତିଛନ୍ତି। ପରିବହନ ଅଧିକାରୀ ଉକ୍ତ ବେଆଇନ କାର୍ଯ୍ୟର ଭାଗୀଦାରି…
ଅନାଥ ଭଉଣୀଭାଇଙ୍କୁ କୋଳେଇ ନେଲେ ଆମେରିକୀୟ ଦମ୍ପତି
ଚଣ୍ଡିଖୋଲ/ଛତିଆ,୨୩ା୩(ଡି.ଏନ୍.ଏ.): ମାତାପିତାଙ୍କୁ ହରାଇ ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବୁଢ଼ାକେନ୍ଦୁଆ ସ୍ଥିତ ଶିଶୁ ଯତ୍ନଗୃହ (ନେଶନ)ରେ ରହୁଥିବା ଭଉଣୀଭାଇ ଝରଣା ଗଗରାଇ(୧୧) ଓ ବାଦଲ ଗାଗରାଇ(୯)ଙ୍କୁ ପାଳିତ ପୁତ୍ର ଏବଂ କନ୍ୟାଭାବେ କୋଳେଇ ନେଇଛନ୍ତି ଆମେରିକୀୟ ଦମ୍ପତି। ୨ ବର୍ଷ…
ନାବାଳିକାଙ୍କୁ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲଦଣ୍ଡାଦେଶ
ଯାଜପୁର ଟାଉନ,୨୩ା୩(ଡି.ଏନ.ଏ.): ଜଣେ ୪ର୍ଥ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ସ୍କୁଲ୍ ରାସ୍ତାରୁ ଅପହରଣ କରି ନେଇ ବଳାତ୍କାର କରିଥିବା ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ୨୦ଜେଲ ଦଣ୍ଡାଦେଶ ସହ ୧୫ ହଜାର ଟଙ୍କା ଜରିମାନା ଆଦାୟ ନିର୍ଦ୍ଦେଶ ହୋଇଛି। ମାମଲାରେ ମୋଟ୍ ୨୦ଜଣ…
ଠେଲାଗାଡ଼ିରେ ଗଲେ ଡାକ୍ତରଖାନା
ଧର୍ମଶାଳା,୨୩ା୩(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥର ଜାରକା ନିକଟରେ ବୁଧବାର ଏକ ଅଜଣା ଗାଡ଼ି ଧକ୍କାରେ ଗୁରୁତର ହୋଇଥିବା ମହିଳାଙ୍କୁ ନେବାକୁ ଆସିଲାନି ୧୦୮ ଆମ୍ବୁଲାନ୍ସ। ଶେଷରେ ଗୁରୁତର ମହିଳାଙ୍କୁ ଏକ ଠେଲାଗାଡ଼ିରେ ପରିବାର ଲୋକେ…
ଅପପୁଷ୍ଟିରେ ଆଦିବାସୀ ପରିବାର
କଳିଙ୍ଗନଗର,୨୩ା୩(ଡି.ଏନ.ଏ.): ଯାଜପୁର ଜ଼ିଲା ସୁକିନ୍ଦା ନିର୍ବାଚନୀମଣ୍ଡଳୀର ଦାନଗଦି ବ୍ଲକ ଅନ୍ତର୍ଗତ ରଣାଗୁଣ୍ଡି ପଞ୍ଚାୟତ ଘାଟିସାହିରେ ପୁଣି ଦେଖିବାକୁ ମିଳିଛି ଅପପୁଷ୍ଟିର ଚିତ୍ର। ଗ୍ରାମରେ ବାସ କରନ୍ତି ବାଙ୍କୁ ହେମ୍ବ୍ରମ, ତାଙ୍କ ସ୍ତ୍ରୀ ତୁଳସୀ ହେମ୍ବ୍ରମ ଏବଂ ୯ଟି ପିଲା। ୯ ପିଲା…
Archives


