ଜିଲାସ୍ତରୀୟ ଜାତୀୟ ଖାଉଟି ଦିବସ: ଅଧିକାରର ସୁରକ୍ଷା, କର୍ତ୍ତବ୍ୟ ଉପରେ ଗୁରୁତ୍ୱ
ଜଗତ୍ସିଂହପୁର ଅଫିସ, ୨୬ା୧୨: ଭାରତରେ ୧୯୮୬ ଡିସେମ୍ବର ୨୪ରେ ଖାଉଟି ସୁରକ୍ଷା ଅଧିନିୟମ ଲାଗୁ ହୋଇଥିଲା। ସେହିଦିନଠାରୁ ଉପଭୋକ୍ତାମାନଙ୍କୁ ତାଙ୍କ ଅଧିକାର ପ୍ରଦାନ କରାଯାଇଥିଲା। ତେଣୁ ନାଗରିକମାନେ ସେମାନଙ୍କ ଅଧିକାରର ସୁରକ୍ଷା ସହ କର୍ତ୍ତବ୍ୟ ପ୍ରତି ଦାୟିତ୍ୱବାନ ହେବା ଆବଶ୍ୟକ। ଜଗତ୍ସିଂହପୁର…
ଯୁଦ୍ଧ ଜାହାଜରେ ବୁଲିଲେ ବିଧାୟକ,ଏମ୍ପି
ପାରାଦୀପ,୨୩ା୧୨(ସ୍ବ.ପ୍ର.) : ରାଜ୍ୟର ୧୦୧ ବିଧାୟକ ଓ ଜଣେ ଏମ୍ପି ମଙ୍ଗଳବାର ପାରାଦୀପ ଗସ୍ତରେ ଆସି ଭାରତୀୟ ନୌସେନାର ଦ୍ବିତୀୟ ବୃହତ୍ ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଜଲାସ୍ବରେ ବୁଲିଛନ୍ତି। ଏହା ନୌସେନା ଇତିହାସରେ ପ୍ରଥମ ବୋଲି କାର୍ଯ୍ୟକ୍ରମ ଶେଷରେ ରିୟଲ ଆଡମିରାଲ୍…
୩ରୁ ଖୋଲିବ ଶାରଳା ମନ୍ଦିର, ଗୋରଖନାଥ ପୀଠ
ଜଗତ୍ସିଂହପୁର ଅଫିସ୍, ୨୨।୧୨: ଜାନୁୟାରୀ ୩ରୁ ଜଗତ୍ସିଂହପୁର ଜିଲାର ପ୍ରସିଦ୍ଧ ଶାରଳା ମନ୍ଦିର ଓ ଗୋରଖନାଥ ପୀଠ ଖୋଲିବ ବୋଲି ସୋମବାର ଜିଲାପାଳ ସରୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି। ଏହି ୨ ପୀଠରେ କୋଭିଡ୍ ନିୟମାବଳୀ କଡ଼ାକଡ଼ି ଭାବେ ପାଳନ…
ପ୍ରାଣୀ ଚିକିତ୍ସା ସେବା ବିପର୍ଯ୍ୟସ୍ତ
ଜଗତ୍ସିଂହପୁର ଅଫିସ୍, ୨୧।୧୨ – ଜଗତ୍ସିଂହପୁର ଜିଲାରେ ଏବେ ପ୍ରାଣୀ ଚିକିତ୍ସା ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପଦବୀ ଖାଲି ସାଙ୍ଗକୁ ଅସ୍ତ୍ରୋପଚାର ସୁବିଧା ନ ଥିବା ଏବଂ ଭିତ୍ତିଭୂମିର ଅଭାବ କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାଣୀ ରକ୍ତ, ପରିସ୍ରା…
୪ ହଜାର ଟଙ୍କାର ବାଲିକୁ ୫୦ ହଜାର
ଜଗତ୍ସିଂହପୁର ଅଫିସ୍, ୨୦ା୧୨: ଜଗତ୍ସିଂହପୁର ଜିଲାରେ ବାଲି ସଇରାତ ହାତେଇବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ସଦ୍ୟ କେତୋଟି ସଇରାତ ନିଲାମ ଫଳାଫଳରୁ ଏହା ସ୍ପଷ୍ଟ ହୋଇଛି। ବଡ଼ କଥା ହେଲା ଗତବର୍ଷ ଯେଉଁ ସଇରାତରୁ ବାଲି ଉଠାଇବା ପାଇଁ ଘନମିଟର…
ଶାରଳା ମନ୍ଦିର ଖୋଲିବାକୁ ଜିଲାପାଳଙ୍କ ସବୁଜ ସଙ୍କେତ
ଜଗତ୍ସିଂହପୁର ଅଫିସ୍,୧୮ା୧୨: ଜଗତ୍ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଶାରଳା। କୋଭିଡ୍-୧୯ ପୂର୍ବରୁ ମା’ଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହେଉଥିଲା। କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର…
ଦୁର୍ଘଟଣାରେ ଜଳିଗଲା କାର, ବାଇକ: ଚାଲିଗଲା ବାଇକ ଚାଳକଙ୍କ ଜୀବନ
ରଘୁନାଥପୁର,୧୩ା୧୨(ଡି.ଏନ୍.ଏ.)-ଜଗତ୍ସିଂହପୁର ଜିଲା ରଘୁନାଥପୁର ଥାନା କଟକ ପାରାଦୀପ ରାସ୍ତାର ଗୋପାଳପୁରଠାରେ ରବିବାର ଏକ କାର ଓ ବାଇକ୍ ମୁହଁାମୁହିଁ ଧକ୍କା ହୋଇ ସମ୍ପୂର୍ଣ୍ଣ ଜଳି ଯାଇଛି। ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୃଷ୍ଣାନନ୍ଦପୁର ପଞ୍ଚାୟତ ମନୁମହଲାର ଶେଖ…
ସ୍ବାମୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ସ୍ତ୍ରୀ
ଜଗତ୍ସିଂହପୁର ଅଫିସ,୧୩ା୧୨: ସ୍ବାମୀ ଯୌନ ନିର୍ଯାତନା ଦେଉଛନ୍ତି ବୋଲି ଜଗତ୍ସିଂହପୁର ଥାନାରେ ଶନିବାର ଜଣେ ମହିଳା ଅଭିଯୋଗ କରିଛନ୍ତି। ଏହାକୁ ଭିତ୍ତିକରି ଥାନାରେ ମାମଲା (ନଂ.୪୭୦/୨୦) ରୁଜୁ ହୋଇଛିି। ପୋଲିସ ତଦନ୍ତ ଆରମ୍ଭ କରିଛି। ସମ୍ପୃକ୍ତ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଜଗତ୍ସିଂହପୁର…
ଶିକ୍ଷକଙ୍କୁ ଅପହରଣ ମାମଲାରେ ୪ ଗିରଫ
ତିର୍ତ୍ତୋଲ,୮।୧୨(ଡି.ଏନ୍.ଏ.): ତିର୍ତ୍ତୋଲ ଥାନା ପୁରୁଣାବସନ୍ତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ରବି ନାରାୟଣ ମିଶ୍ରଙ୍କୁ ଅପହରଣ କରାଯିବା ଘଟଣାରେ ସୋମବାର ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଥାନା ଅଧୀନ ପୀତାମ୍ବରପୁର ଗ୍ରାମର ତପନ ଦାସ, ବ୍ରାହ୍ମଣବାଡ଼ିର…
ପାଣି ପାଇଁ ପଡ଼ିଲାଣି ଭାଳେଣି
ପାରାଦୀପ,୫।୧୨(ସ୍ବ.ପ୍ର.): ପାରାଦୀପ ବନ୍ଦର ଅଞ୍ଚଳବାସୀଙ୍କ ଏବେଠାରୁ ପାଣି ପାଇଁ ଭାଳେଣି ପଡିଲାଣି। କାରଣ ବନ୍ଦର ପ୍ରଶାସନ ସମସ୍ତ ଅଧିବାସୀଙ୍କୁ ପାଣି କମ୍ ବ୍ୟବହାର କରିବାକୁ ଡାକବାଜି ଯନ୍ତ୍ର ଯୋଗେ ସୂଚନା ଦେଇଛନ୍ତି। ତାଳଦଣ୍ଡା କେନାଲର ନବୀକରଣ ପାଇଁ ପାରାଦୀପ ଅଞ୍ଚଳକୁ ପାଣି…
ଭିଜିଲାନ୍ସ ଜାଲରେ କୋଟିପତି ମହିଳା କିରାଣି
ଜଗତ୍ସିଂହପୁର ଅଫିସ, ୨ା୧୨-ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଗତ୍ସିଂହପୁର ଜିଲା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ (ଜିପିଓ) ସେକ୍ସନ୍ ଅଫିସର ସଞ୍ଜୁକ୍ତା ଦାସ। ଭିଜିଲାନ୍ସ ଟିମ୍ ବୁଧବାର ତାଙ୍କ ଜଗତ୍ସିଂହପୁର ସାତପୁରାସ୍ଥିତ ପୈତୃକ ବାସଭବନ ସମେତ ସ୍ଥାନୀୟ ପାଣିଶାଳିଆସ୍ଥିତ ଘର, କଟକ ମହାନଦୀ ବିହାରସ୍ଥିତ ଫ୍ଲାଟ୍…
ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି: ୪ଟି ସ୍ଥାନରେ ଚାଲିଛି ରେଡ୍
ଭୁବନେଶ୍ୱର,୨।୧୨(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଲେ ଜଗତସିଂହପୁର ଜିଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣି ସଂଯୁକ୍ତା ଦାଶ। ସଂଯୁକ୍ତାଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ରେଡ୍ କରିଛି। ଜଗତ୍ସିଂପୁର କାର୍ଯ୍ୟାଳୟ, ସାତପୁରାରେ ଥିବା ଘର,…
Archives


