ଜଗତ୍‌ସିଂହପୁର

ବଟନଦୀରେ ମାଛ ମରିବା ଘଟଣା: ନଦୀପଥ ଅବରୋଧ, ପ୍ରଦୂଷଣ ଯୋଗୁ ଏପରି ଘଟୁଛି

ପାରାଦୀପ,୨ା୨(ସ୍ବ.ପ୍ର.): ପାରାଦୀପର ବାଲିଝରା ବସ୍ତି ନିକଟସ୍ଥ ବଟନଦୀରେ ୨୦୨୨ ଡିସେମ୍ବର ୩୧ରେ ବହୁ ମାଛ ମରି ଭାସିଥିଲେ। ଶୀତ ଋତୁରେ ଏପରି ମାଛ ମଡ଼କ ପ୍ରଥମ ଘଟଣା ଥିଲା। ଉକ୍ତ ମଲାମାଛ ଓ ପାଣିର ନମୁନା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ…

ବିନା ସୂଚନା ଫଳକରେ ୫ କୋଟି ଟଙ୍କାର ରାସ୍ତା କାମ

ନାଉଗାଁ,୧।୨(ସ୍ବ.ପ୍ର.): ନାଉଗାଁ ବ୍ଲ୍ଳକ ଛକଠାରୁ ବାଲିକୁଦାକୁ ସଂଯୋଗ କରୁଥିବା ରାସ୍ତାର ପୁନଃ ସମ୍ପ୍ରସାରଣ ଓ ନିର୍ମାଣ କାମ ଚାଲୁ ରହିଛି। ଏହି ରାସ୍ତା କାମ ପାଇଁ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ବରାଦ କରାଯାଉଛି। କିନ୍ତୁ ନିର୍ମିତ ରାସ୍ତା ଠିକ୍‌…

୨ ରାଜନୈତିକ ଦଳର ଧାରଣା ପୂର୍ବରୁ ୧୪୪ ଧାରା ଲାଗୁ

ନାଉଗାଁ,୧।୨(ସ୍ବ.ପ୍ର.): ନାଉଗାଁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୨ ରାଜନୈତିକ ଦଳର କର୍ମୀ ଭିନ୍ନ ଭିନ୍ନ ସମସ୍ୟାକୁ ନେଇ ମଙ୍ଗଳବାର ଧାରଣା ଓ ଅନଶନ କରିବାକୁ ଲିଖିତ ଭାବେ ଜଣାଇଥିଲେ। ଏହି ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା କରି ତହସିଲ ପ୍ରଶାସନ…

ସରକାରୀ ଅର୍ଥ ଆତ୍ମସାତ୍‌ ଅଭିଯୋଗ: ମହିଳାଙ୍କ ଧାରଣା

ବାଲିକୁଦା,୧।୨(ସ୍ବ.ପ୍ର.): ବାଲିକୁଦା ବ୍ଲକ ଅନ୍ତର୍ଗତ ମାଛଗାଁ ପଞ୍ଚାୟତର ବଡ ଅସିଲୋ ଗ୍ରାମର ବିଭିନ୍ନ ସରକାରୀ ଅର୍ଥକୁ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମର ମହିଳାମାନେ ମଙ୍ଗଳବାର ଗ୍ରାମ ରାସ୍ତାରେ ଧାରଣା ଦେଇଥିଲେ ା ଧାରଣା ଦେବା ପୂର୍ବରୁ ମହିଳାମାନେ ଜିଲାପାଳଙ୍କୁ…

୧୮ ଦିନ ହେବ ମଣ୍ଡିରେ ପଡ଼ିଛି ଧାନ: ଚିନ୍ତାରେ ଚାଷୀ

ବାଲିକୁଦା,୧।୨(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଳକ ଅନନ୍ତପୁର ସେବା ସମବାୟ ସମିତି ପକ୍ଷରୁ ଖୋଲାଯାଇଥିବା ମଣ୍ଡିରେ ଜାନୁୟାରୀ ୧୩ ତାରିଖରୁ ଚାଷୀମାନେ ଧାନ ବସ୍ତା ରଖି ଜଗି ରହିଛନ୍ତି। ଇତିମଧ୍ୟରେ ୧୮ ଦିନ ବିତିଯାଇଥିଲେ ମଧ୍ୟ ମିଲରଙ୍କ ଦେଖା ମିଳୁନାହିଁ। ଏନେଇ ଚାଷୀଙ୍କ…

୭୨ ପରିବାରକୁ ଘର ଦିଆ ନ ଗଲେ ଆନ୍ଦୋଳନ

ରଘୁନାଥପୁର,୩୧।୧(ଡି.ଏନ୍‌.ଏ.):ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ଗ୍ରାମ ପଞ୍ଚାୟତରେ ରବିବାର ଆୟୋଜିତ ଗ୍ରାମସଭାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କ୍ଷୋଭ ପ୍ରକାଶ ପାଇଛି। ତାଲିକାରେ ନାମ ଥିବା ୭୨ ପରିବାରକୁ ଘର ଦିଆ ନ ଗଲେ ପଞ୍ଚାୟତବାସୀଙ୍କ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ…

ଦେବୀ ନଦୀବନ୍ଧ ଦୁର୍ବଳ ହେଉଛି

ନାଉଗଁା,୩୦ା୧(ସ୍ବ.ପ୍ର.):ଜଗତ୍‌ସିଂହପୁର ଜିଲା ନାଉଗଁା ବ୍ଲକ ଦେଇ ପ୍ରବାହିତ ହେଉଛି ଦେବୀ ନଦୀ। ଶିଖର ପଞ୍ଚାୟତ ପାରିଶିଖରଠାରେ ଦେବୀନଦୀ କୂଳ ଖାଉଥିବାରୁ ଜଳସେଚନ ବିଭାଗ ପକ୍ଷରୁ ପଥର ପ୍ୟାକିଂ ଓ ବୁରୁଜ ନିର୍ମାଣ କାର୍ଯ୍ୟ ଜାରିରହିଛି। ଏହି ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ…

ବିଦ୍ୟାଳୟକୁ ୬ ମାସ ହେବ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ

ନାଉଗଁା,୩୦ା୧(ସ୍ବ.ପ୍ର.):ନାଉଗଁା ବ୍ଲକ ବଛାଳୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୨୧୬ଜଣ ପିଲା ପାଠ ପଢୁଛନ୍ତି। ବିଦ୍ୟାଳୟକୁ ବିଦ୍ୟୁତ୍‌ ସଂଯୋଗ କରାଯାଇଥିଲେ ମଧ୍ୟ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବିଲ୍‌ ବାକି ରହିଛି। ଫଳରେ…

‘ଏଲୋପାଥିକ ନୁହେଁ ଆୟୁର୍ବେଦିକକୁ ମାଧ୍ୟମ କର’

ଜଗତ୍‌ସିଂହପୁର ଅଫିସ, ୩୦ା୧:ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ନହରଣାସ୍ଥିତ ସୀତାରାମ ସେବାଶ୍ରମ ପରିସରରେ ପାଖାପାଖି ୫୦୦ ପ୍ରକାର ଔଷଧୀୟ ବୃକ୍ଷ ଦେଖିବାକୁ ମିଳେ । ଏହା ଏକ ନିଆରା ପରିବେଶ ସୃଷ୍ଟି କରୁଛି । ଏହାର ଆବଶ୍ୟକତା ଉପରେ ଆଶ୍ରମର…

‘୬୦ ଦିନ ଭିତରେ ୱେବ୍‌ସାଇଟ୍‌ ଅପ୍‌ଡେଟ୍‌ କର’

ଜଗତ୍‌ସିଂହପୁର ଅଫିସ, ୨୯।୧: କୌଣସି ନାଗରିକଙ୍କୁ ସୂଚନା ଅଧିକାରରୁ ବଞ୍ଚତ୍ତ କରାଯାଇପାରିବ ନାହିଁ । ତେଣୁ ନିର୍ଦ୍ଦେଶ ପାଇବାର ୬୦ ଦିନ ଭିତରେ ଅଫିସିଆଲ ୱେବ୍‌ସାଇଟ୍‌ ଅପ୍‌ଡେଟ୍‌ କର। ଜଗତ୍‌ସିଂହପୁର ପୌର ପରିଷଦକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସୂଚନା କମିଶନର…

ବେଆଇନ କୋଇଲା ବୋଝେଇ ଟ୍ରକ୍‌ ଜବତ: ଜଣେ ଗିରଫ

ପାରାଦୀପ,୨୮।୧(ସ୍ବ.ପ୍ର.): ପାରାଦୀପ ବନ୍ଦର ଭିତରୁ ଏକ ଟ୍ରକ (ଓଡି-୨୭ଜେ-୩୭୪୭)ରେ ୩୧ ଟନ କୋକିଂ କୋଇଲା ବିନା କାଗଜପତ୍ରରେ ଯାଉଥିବା ବେଳେ ଶୁକ୍ରବାର ଲକଥାନା ପୋଲିସ ଜବତ କରିଛି। ଏଥିସହ ଟ୍ରକ ଚାଳକ ସର୍ବେଶ୍ୱର ସେଠୀଙ୍କୁ ଗିରଫ କରିଛି। ଏ ନେଇ (ନଂ.…

ଆବାସ ଯୋଜନା ଅଭିଯୋଗ ପାଇଁ ହିତାଧିକାରୀଙ୍କ ଭିଡ଼

ଏରସମା,୨୫ା୧(ସ୍ବ.ପ୍ର.): ଏରସମା ବ୍ଲକ ପରିସରରେ ମଙ୍ଗଳବାର ଜିଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବହୁ ଅଭିଯୋଗକାରୀଙ୍କ ଭିଡ଼ ଜମିଥିଲା। ଶିବିରରେ ଅଧିକାଂଶ ଅଭିଯୋଗ ଆବାସ ଯୋଜନା ସମ୍ପର୍କିତ ଥିଲା। ଏ ବିଷୟରେ ଅଭିଯୋଗ କରିବା ପାଇଁ ହିତାଧିକାରୀମାନେ ଦୀର୍ଘ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri