ଲେବର ରୁମ୍ରେ ପୁଅ ଜନ୍ମ, ଓ୍ବେଟିଂ ହଲ୍ରେ ବାପା ମୃତ
ଜଗତ୍ସିଂହପୁର, ୨୮ା୧(ପ୍ରମୋଦ କୁମାର ନାୟକ)ଜଗତ୍ସିଂହପୁର ସହରସ୍ଥିତ କିଓରୱେଲ ହସ୍ପିଟାଲ (ନର୍ସିଂହୋମ୍)ରେ ଅଭାବନୀୟ ଘଟଣା ଘଟିଛି। ବାଲିକୁଦା ଥାନା ବୋରିକିନା ବରଗୁଡ଼ିପଡ଼ାର କସ୍ତୁରୀ ବେହେରାଙ୍କ ନର୍ସିଂ ହୋମ୍ରେ ଏକ ପୁତ୍ର ସନ୍ତାନ ଜନ୍ମଦେବା ପରେ ଏହି ପରିସରରେ ତାଙ୍କ ସ୍ବାମୀ ଅରକ୍ଷିତ ବେହେରାଙ୍କ…
ପୋଲିସ କର୍ମଚାରୀଙ୍କୁ ମାଡ଼ ମାରି ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ : ୮ଜଣଙ୍କ ନାମରେ ରୁଜୁ ହେଲା ମାମଲା
ବାଲିକୁଦା,୨୩।୧(ତାପସ ସ୍ବାଇଁ): ଜଣେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇ ପୋଲିସକୁ ମାଡ଼ ଖାଇବାକୁ ପଡ଼ିଛି। ଏପରିକି ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ ପୋଲିସ ହାତରୁ ଛଡ଼ାଇ ନେଇଛନ୍ତି। ବାଲିକୁଦା ଥାନା ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି। ଏହି ଘଟଣାରେ ଏସ୍ଆଇ…
ପ୍ରଶାନ୍ତ ହେଲେ ସୁହାଇବ, ଅମରେନ୍ଦ୍ର ଅଡ଼ୁଆ
ଜଗତ୍ସିଂହପୁର,୧୯ା୧(ପ୍ରମୋଦ କୁମାର ନାୟକ): ଜଗତ୍ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ଆବହାଓ୍ବା ବେଶ୍ ପରିଲକ୍ଷିତ ହେଲାଣି। ବିଶେଷକରି ବିଜେଡି ରାଜନୀତି ବିଭିନ୍ନ ପ୍ରକାର ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଏହି ଆସନରୁ ଗତ ନିର୍ବାଚନରେ ବିଜେଡି ଟିକେଟ୍ ପାଇ ବିଧାୟକ ହୋଇଥିବା ପ୍ରଶାନ୍ତ ମୁଦୁଲିଙ୍କୁ…
ଜଗତ୍ସିଂହପୁର ଜିଲା ବିଧାନସଭା ପର୍ଯ୍ୟବେକ୍ଷକ ନିଯୁକ୍ତ
ଭୁବନେଶ୍ୱର,୧୦ା୧(ଅନିଲ ଦାସ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗତ୍ସିଂହପୁର ଜିଲାର ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ବୁଧବାର ଏ ନେଇ ବିଜେଡି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଗିରିଶ ଚନ୍ଦ୍ର…
ଟ୍ରଲିରେ ସନ୍ତାନ ପ୍ରସବ କଲେ ମହିଳା
ପାରାଦୀପ,୮ା୧(ଶରତ ରାଉତ): ବନ୍ଦର ନଗରୀ ପାରାଦୀପରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଷଣ୍ଢକୁଦ ଅଞ୍ଚଳରୁ ଏକ ଟ୍ରଲିରେ ଆସୁଥିବା ଜଣେ ଗର୍ଭବତୀ ପ୍ରସବ ବେଦନା ସହି ନ ପାରି ଟ୍ରଲି ଉପରେ ହିଁ ଏକ କନ୍ୟାସନ୍ତାନକୁ ଜନ୍ମଦେଇଛନ୍ତି। ହାଡ଼…
ନାମ ପଞ୍ଜୀକରଣ ସତ୍ତ୍ୱେ ମଣ୍ଡି ଖୋଲୁନି : ଚିନ୍ତାରେ ଚାଷୀ
କୁଜଙ୍ଗ,୫।୧ (ମନୋଜ ପ୍ରଧାନ):ମାସକ ତଳୁ କେତେଜଣ ଚାଷୀ ଖରିଫ ଧାନ ଅମଳ କରିଥିଲେ ମଧ୍ୟ ଜଗତ୍ସିଂହପୁର ଜିଲାରେ ଏପର୍ଯ୍ୟନ୍ତ କୌଣସି ମଣ୍ଡି ଖୋଲିନାହିଁ। ଏନେଇ ଅନେକ ଚାଷୀ ବେପାରୀଙ୍କୁ କୁଇଣ୍ଟାଲ ପିଛା ୧୫୦୦ ଟଙ୍କାରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।…
ଜଗତ୍ସିଂହପୁର ଜିଲା: ଅଚଳ ଶତାଧିକ ଅନୁଷ୍ଠାନ
ଜଗତ୍ସିଂହପୁର, ୪ା୧ (ପ୍ରମୋଦ କୁମାର ନାୟକ): ଆବଶ୍ୟକ ବେଳେ ଅନେକ ସଙ୍ଗଠନ, ଅଭିଯାନ, ମଞ୍ଚ, ସମିତି, ପରିଷଦ, ସଂଘ, ଟ୍ରଷ୍ଟ, ମହାସଭା ଓ ୟୁନିୟନ ଆଦି ସୃଷ୍ଟି ହୁଏ। ଏହି ଜରିଆରେ ଆନ୍ଦୋଳନଠାରୁ ଆରମ୍ଭ କରି ଅନେକ ଦାବି ଓ ସାମାଜିକ…
ଏନ୍ଏମ୍ଏମ୍ଏସ୍ ଆପ୍ରେ ଚାଲିଛି ପୁରୁଣା ଫଟୋ ଅପ୍ଲୋଡ
ନାଉଗାଁ,୩୧ା୧୨(ସୁଧା ବେହୁରା)ଏମ୍ଜିଏନ୍ଆର୍ଇଜିଏସ୍(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା)ରେ ସ୍ବଚ୍ଛତା ସହ ଗ୍ରାମାଞ୍ଚଳ ଲୋକଙ୍କୁ ଠିକ୍ଭାବେ କାମ ଯୋଗାଇବା ଉଦ୍ଦେଶ୍ୟରେ ଏମ୍ଜିଏନ୍ଆର୍ଇଜିଏସ୍ ଡିଭିଜନ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏନ୍ଏମ୍ଏମ୍ଏସ୍ ଆପ୍କୁ ବାଧ୍ୟତାମୂଳକ କରାଯାଇଛି। ଏନେଇ ରାଜ୍ୟ କମିଶନରଙ୍କୁ ନିର୍ଦ୍ଦେଶ…
ଅକଳରେ ୪ ପୁରୁଷ ବିଧାୟକ
ଜଗତ୍ସିଂହପୁର,୨୯ା୧୨(ପ୍ରମୋଦ କୁମାର ନାୟକ): ଗତ ସେପ୍ଟେମ୍ବରରେ ମହିଳା ସଂରକ୍ଷଣ ବିଲ୍ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ପାରିତ ହୋଇ ଆଇନରେ ପରିଣତ ହୋଇଛି। ହେଲେ ଏହା ୨୦୨୯ରେ କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି। କିନ୍ତୁ ଓଡ଼ିଶାରେ ବିଜୁ ଜନତା…
ଡେଉଁରିଆ କାମ ନ ଦେବାରୁ ବାବାଙ୍କୁ ହତ୍ୟା
ବାଲିକୁଦା,୨୪ା୧୨(ତାପସ ସ୍ବାଇଁ)ଜଗତ୍ସିଂହପୁର ଜିଲା ବାଲିକୁଦା ଥାନା ରାହାଣ ପଞ୍ଚାୟତ ଅନ୍ତର୍ଗତ କୋଷିଦା ମଠର ବାବା ପ୍ରହଲ୍ଲାଦ ଦାସଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତ ବାନାମ୍ବର ଦାସ (ବାନା)ଙ୍କୁ ପୋଲିସ ଶୁକ୍ରବାରଠାରୁ ଅଟକ ରଖିଥିବା ବେଳେ ଶନିବାର କୋର୍ଟ ଚାଲାଣ କରିଛି। ମୃତ ବାବାଙ୍କ…
ମତ୍ସ୍ୟଜୀବୀଙ୍କ ବଦଳରେ ବଙ୍ଗୀୟ ଲୋକଙ୍କୁ ମିଳୁଛି ସବ୍ସିଡି
ପାରାଦୀପ,୨୦।୧୨(ଶରତ ରାଉତ): କେନ୍ଦ୍ର ଓ ରାଜ୍ୟ ସରକାର ଓଡ଼ିଶାର ପାରମ୍ପରିକ ମତ୍ସ୍ୟଜୀବୀଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା କରିଛନ୍ତି। କିନ୍ତୁ ଉକ୍ତ ଯୋଜନାରେ ପାରମ୍ପରିକ ମତ୍ସ୍ୟଜୀବୀଙ୍କ ବଦଳରେ ଅଣପାରମ୍ପରିକ ମତ୍ସ୍ୟଜୀବୀଙ୍କୁ ଦିଆଯାଉଛି ବୋଲି ଅଭିଯୋଗ ହୋଇଛି। ଜଗତ୍ସିଂହପୁର ଜିଲା କୁଜଙ୍ଗ ମତ୍ସ୍ୟବିଭାଗ…
ଚଉମୁହାଣିର ଲକ୍: ଦିନଯାଇଛି, ଚିହ୍ନ ରହିଛି
ପାରାଦୀପ,୧୮ା୧୨(ଶରତ ରାଉତ): ଜଗତ୍ସିଂହପୁର ଜିଲାର ଜୀବନରେଖା କୁହାଯାଉଥିବା ତାଳଦଣ୍ଡା କେନାଲ ଲକ୍ ଏବେ ନିଶ୍ଚିହ୍ନ ଅବସ୍ଥାରେ ପଡ଼ିଛି। ନୂଆଗଡ଼ ପଞ୍ଚାୟତ ଚଉମୁହାଣୀଠାରେ ଉକ୍ତ ଲକ୍ର କେବଳ ୨ଟି ହ୍ୟାଣ୍ଡେଲ ଚକ, ଭଙ୍ଗା କାଠ କବାଟ ଓ ହାୱଡ଼ା ପୋଲ ଭଳି ଏକ…
Archives


