ଗଞ୍ଜାମ

ଆୟବହିଃର୍ଭୂତ ସମ୍ପତ୍ତି ଠୁଳ ମାମଲା: ସ୍ବାସ୍ଥ୍ୟକେନ୍ଦ୍ର କିରାଣି, ସ୍ତ୍ରୀଙ୍କୁ ୨ ବର୍ଷ ଜେଲ୍‌

ବ୍ରହ୍ମପୁର,୩୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଅରୁଣ କୁମାର ସାହୁ ଶନିବାର ଏକ ଆୟବହିଃର୍ଭୂତ ସମ୍ପତ୍ତି ଠୁଳ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ପ୍ରମାଣ ମିଳିଥିବାରୁ ସ୍ବାସ୍ଥ୍ୟକେନ୍ଦ୍ର କିରାଣି ଓ ତାଙ୍କ ସ୍ତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ...

ଟ୍ରେନ୍‌ ରହଣି ଦାବିରେ ଅକ୍ଟୋବର ୨ରେ ଧାରଣା

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଷ୍ଟେଶନରେ ଦ୍ରୁତଗାମୀ ଟ୍ରେନ ରହଣି ଦାବି ଜୋର ଧରିଛି। ପୂର୍ବରୁ ଏହି ଷ୍ଟେଶନରେ ପୁରୀ-ତିରୁପତି ଏବଂ ଭୁବନେଶ୍ୱର-ଜଗଦଲପୁର ଏକ୍ସପ୍ରେସ୍‌ ଟ୍ରେନ୍‌ ରହି ଆସୁଥିଲା। କିନ୍ତୁ କରୋନା ମହାମାରୀ ଯୋଗୁଅନ୍ୟ ସମସ୍ତ ଟ୍ରେନ ସହ ଉକ୍ତ ଦୁଇଟି...

ହତ୍ୟା ମାମଲା: ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ହିଞ୍ଜିଳିକାଟୁ,୨୮ା୯(ଦ୍ବିତୀକୃଷ୍ଣ ପଣ୍ଡା):ଗଞ୍ଜାମ ଜିଲା ହିଞ୍ଜିଳି ଥାନା ସାରୁ ଗ୍ରାମ ବାଉରୀ ସାହିରେ ୨୦୧୭ ଏପ୍ରିଲ ୩୦ରେ ତାସଖେଳକୁ କେନ୍ଦ୍ର କରି ଶୁକଦେବ ନାଇକଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ହିଞ୍ଜିଳିକାଟୁ ସର୍କିଟ କୋର୍ଟରେ ଛତ୍ରପୁର...

ବସ୍‌ ମାଲିକ ସଂଘର ବୈଠକ

ପୁରୁଷୋତ୍ତମପୁର,୨୮।୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ମା’ କନକେଶ୍ବରୀ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ବୈଠକ ଏବଂ କର୍ମକର୍ତ୍ତା ନିର୍ବାଚନ ଗୁରବାର ଅନୁଷ୍ଠିତ ହୋଇଯାଇଛି। ପୁରୁଷୋତ୍ତମପୁରରୁ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳ ସମେତ ଭୂବନେଶ୍ବର, ପୁରୀ, ରାଉରକେଲା, କୋରାପୁଟ...

ସହରରେ ବଢୁଛି ସାଇବର ଅପରାଧ, ରୋକିବା ପାଇଁ ପୋଲିସର ପ୍ରୟାସ ଆରମ୍ଭ

ଛତ୍ରପୁର,୨୮ା୯(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଦିନକୁ ଦିନ ସହରରେ ସାଇବର ଅପରାଧ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା-୨୦୨୩ ଆରମ୍ଭ ହୋଇଛି। ଆସନ୍ତା ଅକ୍ଟୋବର ୨ରୁ ୧୫ ପର୍ଯ୍ୟନ୍ତ ସାଇବର ସୁରକ୍ଷା ନେଇ ସଚେତନତା ରଥ ଗଞ୍ଜାମ...

ପାଠପଢ଼ା ଛାଡ଼ି ଭୋଜିରେ ବ୍ୟସ୍ତ ଛାତ୍ର

କୋଦଳା,୨୮ା୯(ଅମିତ କୁମାର ପଟ୍ଟନାୟକ):ବିଦ୍ୟାଳୟରେ ପାଠ ପଢ଼ା ସମୟରେ ଛାତ୍ରଛାତ୍ରୀ ବିଦ୍ୟାଳୟ ଛାଡ଼ି ଅନ୍ୟ ଏକ ଭୋଜିରେ ବ୍ୟସ୍ତ ରହିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପାଠପଢ଼ା ଚାଲିଥିବା ବେଳେ ପିଲାମାନେ କେମିତି ସ୍କୁଲ ଛାଡ଼ି ଭୋଜିରେ ଯୋଗଦେଲେ ତାହାକୁ ନେଇ...

ସମନ୍ବୟ ଅଭାବରୁ ପୂର୍ତ୍ତ ବିଭାଗ କାମ ମନ୍ଥର

ଭଞ୍ଜନଗର,୨୮।୯(ବାବୁଲା ପ୍ରଧାନ):ଭଞ୍ଜନଗର ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ ଥିବା ଭଞ୍ଜନଗରତ୍‌-ବଦାଙ୍ଗି ରାଜ୍ୟ ରାଜପଥକୁ ୩ଟି ପର୍ଯ୍ୟାୟରେ କାମ କରାଯାଉଛି । ଏ ବାବଦରେ ୫୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି । ସେଥିମଧ୍ୟରେ ଗାଲେରୀ-ବଦାଙ୍ଗି ପ୍ରଥମ...

ପୁଣି ଚମକିଲେ ଓଡ଼ିଆ ଝିଅ ମନସ୍ବିନୀ

ଗଞ୍ଜାମ,୨୭ା୯(ବିଦ୍ୟାଧର ସାହୁ): ମୁମ୍ବାଇର ଜାତୀୟ ୟାଚିଂ ସିନିୟର ସେଲିଂ ଚାମ୍ପିୟନଶିପ୍‌ରେ ଗଞ୍ଜାମର ଝିଅ ମନସ୍ବିନୀ ମହାରଣା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ମନସ୍ବିନୀ ଆର୍‌ଏକ୍ସ ମହିଳା ବର୍ଗରେ ଓଡ଼ିଶା ୟାଚିଂ ଆସୋସିଏଶନ ପକ୍ଷରୁ ଅଂଶଗ୍ରହଣ କରିଥିଲେ। କୋଚ୍‌ ସବୀର ବକ୍ସଙ୍କଠାରୁ...

ମୌଳିକ ସୁବିଧାରୁ ବଞ୍ଚିତ ୧୮ ଗାଁର ଲୋକେ, ଜିଲାପାଳଙ୍କୁ ଭେଟି ଜଣାଇଲେ ସମସ୍ୟା

ଛତ୍ରପୁର,୨୭ା୯(ସନ୍ତୋଷ ପାଢ଼ୀ): ସ୍ବାଧୀନତାର ୭୫ ବର୍ଷ ପରେ ବି ଗଞ୍ଜାମ ଜିଲାର ୧୮ଟି ଆଦିବାସୀ ଗ୍ରାମର ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ନେଇ ଗ୍ରାମବାସୀ ଲିଖିତ ଭାବେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଗଞ୍ଜାମ ଜିଲା ଖଲ୍ଲିକୋଟ ତହସିଲ...

କାରାଗାର କର୍ମଚାରୀଙ୍କ ଅନଶନ: ଜଣେ ଗୁରୁତର

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ) : କାରାଗାର କର୍ମଚାରୀମାନଙ୍କ ଆମରଣ ଅନଶନ ବୁଧବାର ତୃତୀୟ ଦିନରେ ପହଞ୍ଚିଛି। ଗ୍ରେଡ ପେ’ ୧୯୦୦ରୁ ୨୦୦୦ଟଙ୍କା ଏବଂ ମୁଖ୍ୟ କାରାଗାର କର୍ମଚାରୀଙ୍କ ଗ୍ରେଡ ପେ’ ୨୦୦୦ଟଙ୍କାରୁ ୨୪୦୦ ଟଙ୍କାକୁ ବୃଦ୍ଧି କରିବା, ପୁରୁଣା ପଦୋନ୍ନତି ନିୟମ-୨୦୧୨କୁ...

ଉନ୍ନତୀକରଣ ନାମରେ ଶ୍ରେଣୀଗୃହ ଭାଙ୍ଗି ଦିଆଗଲା

  ପାରଳାଖେମୁଣ୍ଡି,୨୭।୯(ଗିରିଧାରୀ ପରିଛା):ଗଜପତି ଜିଲା ଗୋଷାଣି ବ୍ଲକ ସରଧାପୁର ପଞ୍ଚାୟତ ସଦରସ୍ଥିତ ଉଚ୍ଚ ବିଦ୍ୟାଳୟର ଉନ୍ନତୀକରଣ ନିମନ୍ତେ ଶ୍ରେଣୀଗୃହଗୁଡିକୁ ପ୍ରାୟ ଏକମାସ ହେଲା ଭାଙ୍ଗି ଦିଆଯାଇଛି। ଏହି କକ୍ଷଗୁଡିକୁ ମରାମତି କିମ୍ବା ପୁନଃନିର୍ମାଣ କରାଯାଉନାହିଁ। ଏପରି ସ୍ଥଳେ ବିଦ୍ୟାଳୟରେ ପଢୁଥିବା...

ଗଣେଶ ପୂଜା ଭସାଣୀରେ ୨ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଆକ୍ରମଣରେ ଓ୍ବାର୍ଡ ସଭ୍ୟ ଗୁରୁତର

ହିଞ୍ଜିଳିକାଟୁ, ୨୬।୯( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ତହଁର ଗ୍ରାମରେ ରାଜନୈତିକ ତଥା ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସୋମବାର ରାତିରେ ଗଣେଶ ପୂଜା ଭସାଣୀରେ ୨ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଗୋଟିଏ ଗୋଷ୍ଠୀର ତଥା ଉକ୍ତ ପଞ୍ଚାୟତର ଓ୍ବାର୍ଡ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri