କେଏସ୍ୟୁବି କଲେଜର ଭିତ୍ତିଭୂମି ସୁଦୃଢ଼ କରାଯିବ: ମନ୍ତ୍ରୀ
ଭଞ୍ଜନଗର,୨୪।୧୧(ଡି.ଏନ.ଏ.)-ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଶନିବାର ପୂର୍ବାହ୍ନରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (କେଏସ୍ୟୁବି) କଲେଜ ପରିଦର୍ଶନରେ ଯାଇଥିଲେ। ସେଠାରେ କଲେଜର ଭିତ୍ତିଭୂମି ଅନୁଧ୍ୟାନ କରି ଏହାକୁ କିଭଳି ଅଧିକ ସୁଦୃଢ଼…
ଲକ୍ଷାଧିକ ଟଙ୍କାର ବାଣ ଜବତ, ବ୍ୟବସାୟୀ ଗିରଫ
ଦିଗପହଣ୍ଡି,୧୪ା୧୧(ଡି.ଏନ୍.ଏ.): ଦିଗପହଣ୍ଡି ପୋଲିସ ଡେଙ୍ଗାଓସ୍ତା ଗ୍ରାମର ଏକ ଦୋକାନରେ ଶୁକ୍ରବାର ବିଳମ୍ବିତ ରାତିରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିବା ସହ ବ୍ୟବସାୟୀ ୟୁ. କୈଳାସ ପାତ୍ରଙ୍କୁ ଗିରଫ କରିଛି। କୈଳାସ ବାଣ ବିକୁଥିବା ଖବର ପାଇ ଆଇଆଇସି…
୭ କ୍ଷୁଦ୍ର କାଳୀମୂର୍ତ୍ତି ନିର୍ମାଣ କଲେ ସତ୍ୟ
ବ୍ରହ୍ମପୁର ଅଫିସ,୧୪ ।୧୧: ଗଞ୍ଜାମ ଜିଲାର ବାଲୁକା ଶିଳ୍ପୀ ସତ୍ୟ ମହାରଣା ନିଆରା କଳାକୃତି କରି ବିଶ୍ୱସ୍ତରରେ ପରିଚିତ ହୋଇଛନ୍ତି। ୨୦୧୭ ମସିହାରେ ସେ ନିର୍ମାଣ କରିଥିବା କ୍ଷୁଦ୍ର କାଳୀମୂର୍ତ୍ତି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଥିଲା। ଏବେ ସେ…
ଲିଙ୍ଗ ନିରୂପଣ ସୂଚନା ଦେଲେ ମିଳିବ ୧୦ ହଜାର ପୁରସ୍କାର
ଛତ୍ରପୁର,୧୩।୧୧(ଡି.ଏନ୍.ଏ.): ଗର୍ଭଧାରଣ ପୂର୍ବ ଓ ପ୍ରସ୍ତୁତି ନିଦାନ କୌଶଳ ଅଧିନିୟମ ଜିଲା ପରାମର୍ଶଦାତା କମିଟିର ବୈଠକ ସ୍ଥାନୀୟ ଜିଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ଜିଲାରେ ଥିବା କ୍ଲିନିକଗୁଡ଼କର…
ପୋଲିସର ଅତର୍କିତ ଚଢ଼ାଉ: ୩ ଜୁଆଡ଼ି ଗିରଫ
ଦିଗପହଣ୍ଡି,୧୩।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ରାତିରେ କଇଠଡ଼ା ପଞ୍ଚାୟତ କଲ୍ୟାଣପୁର ଗ୍ରାମରେ ଅତର୍କିତ ଚଢ଼ାଉ କରି ୩ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନେ ହେଲେ କଲ୍ୟାଣପୁର ଗ୍ରାମର କୁନା ଦୋରା , ଗୁହାଳପୁର ଗ୍ରାମର ରବି ସେଠୀ ଓ…
୫୦ ଲକ୍ଷ ଟଙ୍କାର ବାଣ ବୋଝେଇ ଟ୍ରକ ଛାଡି ପଳାଇଲେ ଚାଳକ
ଧରାକୋଟ,୧୨ା୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ଧରାକୋଟ ଥାନା ମୁଣ୍ଡମରାଇ ଗ୍ରାମ ନିକଟ କଲେଜସ୍ଥିତ ପାହାଡ଼ପାଖରୁ ଏକ ବାଣବୋଝେଇ ଟ୍ରକକୁ ବୁଧବାର ରାତିରେ ଧରାକୋଟ ପୋଲିସ ଜବତ କରିଛି। ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପ୍ରକାଶ ଯେ, ଖବର ପାଇ ଆସିକା ଏସ୍ଡିପିଓଙ୍କ…
ଗ୍ରୀନ୍ ଦୀପାବଳି ପାଳନ କରିବାକୁ ଅନୁରୋଧ କଲେ ଗଞ୍ଜାମ ଜିଲାପାଳ
ଛତ୍ରପୁର,୧୨ା୧୧(ଡି.ଏନ୍.ଏ.): ଭିଡିଓ କନ୍ଫରେନ୍ସି ଜରିଆରେ ଜିଲାସ୍ତରୀୟ କୋଭିଡ୍ ପରିଚାଳନା ବୈଠକ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଦୋକାନଠାରୁ ଆରମ୍ଭ କରି ବ୍ୟାଙ୍କ ସେବା ବସ୍, ଅଟୋ, ତହସିଲ, ବ୍ଲକ କାର୍ଯ୍ୟାଳୟ ସେବା, ଚିକିତ୍ସାଳୟ ଇତ୍ୟାଦି ସମସ୍ତ…
କାଳିଆ ଯୋଜନା ନାଁରେ ମହିଳାଙ୍କୁ ଠକେଇ, ଜେଲ୍ ଗଲେ ଅଭିଯୁକ୍ତ
ଦିଗପହଣ୍ଡି,୧୧ା୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ପଞ୍ଚାୟତ ଚଢ଼େୟାଗରଦ ଗ୍ରାମର ନିରୀହ ଆଦିବାସୀ ମହିଳା ଚାଷୀଙ୍କୁ କାଳିଆ ଯୋଜନାରେ ଆର୍ଥିକ ସହାୟତା କରାଇ ଦେବାକୁ କହି ୩୯ ହଜାର ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ଗ୍ରାମର ସୁରେଖା ମଲ୍ଲିକ,…
ଚୋରି ଯାଇଥିବା ସାଢ଼େ ୬ କେଜି ସୁନା ଗହଣା ଜବତ, ୧୫ ଗିରଫ
ଛତ୍ରପୁର,୧୧ା୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ସୁନା ବ୍ୟବସାୟୀ ସୁରେନ୍ଦ୍ର କୁମାର ନାୟକଙ୍କ ଘରୁ ଅକ୍ଟୋବର ୧୨ ବିଳମ୍ବିତ ରାତିରେ ସୁନା ଚୋରି ହୋଇଥିଲା। ତେବେ ବୁଧବାର ଏହି ଘଟଣାରେ ଗଞ୍ଜାମ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ମାମଲାରେ ସମ୍ପୃକ୍ତ ୧୫…
୫ ବର୍ଷ ପରେ ବି ଷ୍ଟାଣ୍ଡକୁ ଗଲାନି ବସ୍
ବ୍ରହ୍ମପୁର ଅଫିସ,୮ା୧୧-ଗୋପାଳପୁର ଏନ୍ଏସିର ଉନ୍ନତୀ ପାଇଁ ଯୋଜନା ପରେ ଯୋଜନା ହେଉଛି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର। ଆଲୋକ ସଜା, ଶିଶୁଉଦ୍ୟାନ, ରାସ୍ତାଘାଟ ନିର୍ମାଣରେ ବହୁ ଟଙ୍କା ବ୍ୟୟ ହେଉଛି। ଗୋପାଳପୁର ବେଳାଭୂମିକୁ ବହୁ ପର୍ଯ୍ୟଟକଙ୍କର…
ଗଞ୍ଜାମ ସହରରେ ନାହିଁ ଭେଣ୍ଡିଂଜୋନ୍: ରୋଡ୍ ଉପରେ ଗାଡିରଖି ପରିବା କିଣୁଛନ୍ତି ଲୋକେ
ଗଞ୍ଜାମ, ୯।୧୧(ଡି.ଏନ୍.ଏ.): ଗଞ୍ଜାମ ସହରର ବ୍ୟବସାୟୀମାନେ ଭେଣ୍ଡିଂଜୋନ ପାଇଁ ବାରମ୍ବାର ଦାବି କରିଆସୁଛନ୍ତି l ମାତ୍ର କୌଣସି ସୁଫଳ ମିଳୁନାହିଁ। ଫଳରେ ସହରର ବିଭିନ୍ନ ବ୍ୟବସାୟୀ ଓ ଉଠା ପନିପରିବା ଦୋକାନୀମାନେ ରାସ୍ତା କଡ଼ରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି l…
ଜାଲ ଚେକ ଦେଖାଇ ମହିଳାଙ୍କଠାରୁ ନେଇଗଲେ ସୁନାହାର
ଖଲ୍ଲିକୋଟ,୮ା୧୧(ଡି.ଏନ୍.ଏ.)-ଖଲ୍ଲିକୋଟ ଥାନା ବିକ୍ରମପୁର ଖମାରସାହିର ଜଣେ ଅସହାୟ ମହିଳାଙ୍କଠାରୁ ଶନିବାର ଅଭିନବ ଉପାୟରେ ସୁନାହାର ଲୁଟ ହୋଇଛି। ସ୍ବାମୀଙ୍କ ମୃତ୍ୟୁକାଳୀନ ସହାୟତା ଦେବା ପାଇଁ ଜାଲ୍ ବ୍ୟାଙ୍କ ଚେକ୍ ଦେଖାଇ ଅସହାୟା ସୁଚିତ୍ରା ଜେନାଙ୍କଠାରୁ ଜଣେ ଦୁର୍ବୃତ୍ତ ୩ ଭରି ଓଜନର…

