ଲକ୍ଷାଧିକ ଟଙ୍କାର ବାଣ ଜବତ, ବ୍ୟବସାୟୀ ଗିରଫ

ଦିଗପହଣ୍ଡି,୧୪ା୧୧(ଡି.ଏନ୍‌.ଏ.): ଦିଗପହଣ୍ଡି ପୋଲିସ ଡେଙ୍ଗାଓସ୍ତା ଗ୍ରାମର ଏକ ଦୋକାନରେ ଶୁକ୍ରବାର ବିଳମ୍ବିତ ରାତିରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିବା ସହ ବ୍ୟବସାୟୀ ୟୁ. କୈଳାସ ପାତ୍ରଙ୍କୁ ଗିରଫ କରିଛି। କୈଳାସ ବାଣ ବିକୁଥିବା ଖବର ପାଇ ଆଇଆଇସି ବସନ୍ତ କୁମାର ସେଠୀ, ଏସ୍‌ଆଇ ସସ୍ମିତା ସେଠୀ, ଏଏସ୍‌ଆଇ ଗୋବିନ୍ଦ ମଲ୍ଲିକ ସଦଳବଳ ଗଁାରେ ପହଞ୍ଚତ୍ ଦୋକାନରେ ଖାନତଲାସ କରିଥିଲେ। ସେଠାରେ ବିକ୍ରି ପାଇଁ ବେଆଇନ ଭାବେ ମହଜୁଦ ଥିବା ବାଣ ପ୍ୟାକେଟ୍‌ଗୁଡ଼ିକୁ ପୋଲିସ ଜବତ କରିଥିଲା। ଏ ନେଇ ନଂ.୨୬୯/୨୦ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ‘ଅମ୍ଫନ’ର ପ୍ରଭାବ: ଖଇରାରେ ଶତାଧିକ କଚ୍ଚାଘର ଭାଙ୍ଗିଲା

ଖଇରା,୨୦।୫(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅମ୍ଫନ’ର ପ୍ରଭାବରେ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ବହୁ କ୍ଷତିଗ୍ରସ୍ତ ହୋଇଛି। ଝଡ଼ବର୍ଷା ସହ ପବନରେ ବେଗ...

ବାରଣ ସତ୍ତ୍ୱେ ଘରକୁ ଫେରୁଛନ୍ତି ବହିରାଗତ:  ୭ ଭୁବନେଶ୍ୱର ଫେରନ୍ତା କ୍ୱାରାଣ୍ଟାଇନ୍‌ରେ

ଦାରିଙ୍ଗବାଡ଼ି,୧୨।୪(ଡି.ଏନ.ଏ)- କରୋନା ପାଇଁ ସମସ୍ତ ଜିଲାର ସୀମାକୁ ସିଲ୍‌ କରାଯାଇଛି। ଜିଲା ପ୍ରଶାସନର ବାରଣ ସତ୍ତ୍ୱେ ବିଭିନ୍ନ ସ୍ଥାନରୁ ପାସ ହାସଲ କରି ଭଡ଼ାଗାଡ଼ି ନେଇ...

ମାଘମେଳାରେ ବର୍ଷା ଦାଉ

ଢେଙ୍କାନାଳ ଅଫିସ, ୯ା୨ – ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳାର ସରସ ଲୁଟି ନେଇଛି ଅଦିନିଆ ବର୍ଷା। କୋହଲା ପାଗ ସାଙ୍ଗକୁ ତୁହାକୁ ତୁହା ଲଗାଣ ବର୍ଷା...

ସାର୍ବଜନୀନ ପୂଜା କମିଟିର ଦୁର୍ଗାପୂଜା ପ୍ରସ୍ତୁତି ବୈଠକ:ମୂର୍ତ୍ତି ନିର୍ମାଣ ପାଇଁ ଉଠିଲା ମାଟି

ଡୁବୁରୀ,୧୧-୯(ଡି.ଏନ୍‌.ଏ.)- ଡୁବୁରୀ ଅଞ୍ଚଳର ଅଗ୍ରଣୀ ପୂଜା ଅନୁଷ୍ଠାନ ସାବର୍ର୍ଜନୀନ ଦୂର୍ଗା ପୂଜା କମିଟି ପକ୍ଷରୁ ଆଗାମୀ ଦୂର୍ଗାପୂଜା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ଏ...

ଅବକାରୀ ଚଢ଼ାଉ, ୩ ଗିରଫ

ବାଲିକୁଦା,୮ା୧(ସ୍ବ.ପ୍ର.): ବାଲିକୁଦା ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ଭୋର ସମୟରେ ଏରସମା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଚଢ଼ାଉବେଳେ ୮ଲିଟରରୁ ଊର୍ଦ୍ଧ୍ୱ ଦେଶୀ...

ଆଡ୍‌ମିଟ୍‌ କାର୍ଡ ଆସିବାରେ ବିଳମ୍ବ ହେବାରୁ ଦେଇପାରିଲେନି ପରୀକ୍ଷା

ଚନ୍ଦାହାଣ୍ଡି, ୧୭।୧୨(ଡି.ଏନ୍‌.ଏ): ରାତି ପାହିଲେ ପରୀକ୍ଷା। ୪୦୦ କି.ମି. ଦୂରରେ ପରୀକ୍ଷା କେନ୍ଦ୍ର। ଗମନାଗମନର ସୁବିଧା ମଧ୍ୟ ନ ଥିଲା। ତେଣୁ ଜଣେ ଦିବ୍ୟାଙ୍ଗ ମହିଳା...

ଅଟୋ, ଟ୍ୟାକ୍ସି ଚାଳକଙ୍କ ଜୀବିକା ଛଡ଼ାଇଛି କରୋନା

ପୁରୀ ଅଫିସ,୩୦।୫: କରୋନାର ଦ୍ୱିତୀୟ ଲହର ସମାଜର ମଧ୍ୟମ ଓ ଗରିବ ଶ୍ରେଣୀର ଜନସାଧାରଣ ପାଇଁ ଏବେ ବାଧକ ସାଜିଛି। ପୁରୀ ସହର ଏକ ପର୍ଯ୍ୟଟନସ୍ଥଳ...

ଜୁଆ ଆଡ୍ଡାରେ ଚଢ଼ାଉ: ୧୭ ଜଣଙ୍କୁ ଅଟକ ରଖିଲା ପୋଲିସ

ଦାରିଙ୍ଗବାଡି,୫।୧୧(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ବସଷ୍ଟାଣ୍ଡ ନିକଟ ମାଛ ମାର୍କେଟ ଅଞ୍ଚଳରେ ଏକ ଘରେ ଜୁଆ ଆଡ୍ଡା ଚାଲିଥିବା ବେଳେ ପୋଲିସ ଶୁକ୍ରବାର ଭୋର ସମୟରେ...

Advertisement
Archives

Model This Week