ଗଞ୍ଜାମ

ମା’ ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା

ଆସିକା,୯।୫(ଡି.ଏନ.ଏ.): କରୋନା କଟକଣା ଯୋଗୁ ୨ ବର୍ଷ ଧରି ହୋଇପାରିନଥିବା ଆସିକାର ଆରାଧ୍ୟ ଦେବୀ ମା’ ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ରବିବାର ସ୍ଥାନୀୟ ଖମ୍ବେଶ୍ୱରୀପାଟଣା ଓ କୁମ୍ଭାର ସାହିରେ ବିପୁଳ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଛି ା ଶନିବାର ରାତିରେ ଠାକୁରାଣୀଙ୍କ…

ପୋତି ହୋଇଛି ଡ୍ରେନ୍‌,ବିପଦସଙ୍କୁଳ ଜନ କଲ୍ୟାଣ କେନ୍ଦ୍ର

ବ୍ରହ୍ମପୁର ଅଫିସ୍‌,୯।୫: ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ୱାର୍ଡରେ ଡ୍ରେନ୍‌ ଗୁଡିକ ପୋତିହୋଇ ରହିଥିବା ନେଇ ଦୀର୍ଘ ଦିନରୁ ଅଭିଯୋଗ ହୋଇଆସୁଛି। ବର୍ଷା ଦିନ ପ୍ରାରମ୍ଭରୁ ୱାର୍ଡଗୁଡିକର ଡ୍ରେନେଜ ସମସ୍ୟା ସମାଧାନ କରିବାକୁ ଦାବି ହେଉଛି। ବିଏମସି ୩୯ ନଂ…

୨୫ରୁ ୨୩ ପିଲା ବିଦ୍ୟାଳୟ ଦେଖିନାହାନ୍ତି

ଭଞ୍ଜନଗର,୯।୫(ଡି.ଏନ.ଏ): ଭଞ୍ଜନଗର ବ୍ଲକ ଡ଼ୁମାକୁମ୍ପା ପଞ୍ଚାୟତ ଡିିହକୁମ୍ପାପଲ୍ଲୀ ଏକ ପଛୁଆ ଅଞ୍ଚଳ ଭାବେ ରହିଯାଇଛି । ଉକ୍ତ ଗ୍ରାମରେ ପ୍ରାୟ ୨୦ଟି ପରିବାର ବସବାସ କରୁଛନ୍ତି । ହେଲେ ଗ୍ରାମକୁ ଗମନାଗମନ ସୁବିଧା ନାହିଁ । ଛୋଟ ଗ୍ରାମ ହୋଇଥିବା ଯୋଗୁ…

ହେଲ୍‌ମେଟ ନ ପିନ୍ଧି ୪୪ ଲକ୍ଷ ତଣ୍ଡ ଦେଇଛନ୍ତି ଅମାନିଆ

ବ୍ରହ୍ମପୁର ଅଫିସ,୯।୫: ସଡ଼କ ସୁରକ୍ଷା ନିୟମ ପାଳନ ପାଇଁ ବ୍ରହ୍ମପୁର ଟ୍ରାଫିକ ପୋଲିସ ପକ୍ଷରୁ ଯାଞ୍ଚ କଡ଼ାକଡ଼ି କରାଯାଉଛି। ବିଶେଷକରି ହେଲମେଟ୍‌ ଧରପଗଡ଼ ଅଭିଯାନ ଜୋରଦାର ଚାଲିଛି। ହେଲମେଟ ପିନ୍ଧୁ ନ ଥିବା ଅମାନିଆଙ୍କଠାରୁ ଆଉ ୫ଶହ ନୁହେଁ ସଂଶୋଧିତ ନିୟମ…

ସରିଲା କନକ ଦୁର୍ଗାଙ୍କ ଘଟ ପରିକ୍ରମା

ବ୍ରହ୍ମପୁର ଅଫିସ,୯।୫: ବ୍ରହ୍ମପୁର ଶିଳ୍ପାଞ୍ଚଳ ଆଙ୍କୁଲିର ପ୍ରସିଦ୍ଧ ମା’ କନକ ଦୁର୍ଗା ବୁଢ଼ୀ ଠାକୁରାଣୀ ଯାତ୍ରାର ଦ୍ୱାଦଶ ଦିବସ ବିତିଛି। ରବିବାର ରାତ୍ରରୁ ମା’ଙ୍କ ଘଟ ପରିକ୍ରମା ଶେଷ ହୋଇଛି। ଏହି ୧୫ ଦିନିିଆ ଯାତ୍ରା ଗତ ୨୭ ତାରିଖରୁ ଆରମ୍ଭ…

‘ସ୍ବାସ୍ଥ୍ୟ ପାଇଁ ଚାଲନ୍ତୁ’ ବାର୍ତ୍ତା ନେଇ ଭାରତ ଭ୍ରମଣ

ବ୍ରହ୍ମପୁର ଅଫିସ୍‌,୯।୫: ‘ସ୍ବାସ୍ଥ୍ୟ ପାଇଁ ଚାଲନ୍ତୁ’ ବାର୍ତ୍ତା ନେଇ କେରଳ ପଟ୍ଟାୟମର ଦମ୍ପତି ଭାରତ ଭ୍ରମଣରେ ବାହାରି ରବିବାର ବ୍ରହ୍ମପୁରରେ ପହଞ୍ଚିଛନ୍ତି। ଏହି ଦମ୍ପତିଙ୍କୁ ସହରର ଫାଷ୍ଟ ଗେଟ ଆସିକା ରୋଡ ସ୍ଥିତ ପାଣିଗ୍ରାହୀ ନଗରଠାରେ ଆଇନଜୀବୀ ଏସ. ତମନ୍ନା ସ୍ବାଗତ…

ଉଚ୍ଛେଦ ବେଳେ ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌, ବ୍ୟବସାୟୀ ହାତାହାତି

ବ୍ରହ୍ମପୁର ଅଫିସ୍‌,୮।୫: ବ୍ରହ୍ମପୁର ସହରରେ ଦିନକୁ ଦିନ ଉଠା ଦୋକାନୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସହରର ମୁଖ୍ୟ ଛକଠାରୁ ଆରମ୍ଭ କରି ଡାକ୍ତରଖାନା ଭଳି ସମ୍ବେଦନଶୀଳ ଅଞ୍ଚଳ ଗୁଡିକରେ ଉଠା ଦୋକାନୀମାନେ ମନମୁଖୀ ଭାବେ ବ୍ୟବସାୟ କରୁଛନ୍ତି। ଫଳରେ ରାସ୍ତାରେ…

ମାଷ୍ଟରମାଇଣ୍ଡ ବିଟଲ ଗିରଫ

ବ୍ରହ୍ମପୁର ଅଫିସ,୮।୫: ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ମାଳୁଆଣି ମନ୍ଦିର ସାହିରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ଠାକୁରଙ୍କ ମୂର୍ତ୍ତି ସହ ଟଙ୍କା ଚୋରି ହୋଇଥିଲା। ଏହି ଘଟଣାର ମାଷ୍ଟରମାଇଣ୍ଡି ଫେରାର ଥିଲା। ପୋଲିସ ତାଙ୍କୁ ଶନିବାର ଗିରଫ କରିଛି।…

ଅତିରିକ୍ତ ତହସିଲଦାର, ରାଜସ୍ବ ନିରୀକ୍ଷକଙ୍କ ଗଛଡ଼ାଳ ଭାଙ୍ଗି ପିଟିଲେ ଆକ୍ରମଣକାରୀ

ଗଞ୍ଜାମ,୮।୫(ଡି.ଏନ୍‌.ଏ.): ବାଲି ଚୋରା ଚାଲାଣକୁ ରୋକିବାକୁ ଯାଇ ଲହୁଲୁହାଣ ହୋଇଛନ୍ତି ଅତିରିକ୍ତ ତହସିଲଦାରଙ୍କ ସମେତ ୩ ଆର୍‌ଆଇ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ତହସିଲ ଅଧୀନ କାଇଁଚପୁର ପଞ୍ଚାୟତ ମାଳିଜଗନ୍ନାଥପୁରରେ । ଆକ୍ରମଣକାରୀମାନେ ଗଛଡ଼ାଳ ଭାଙ୍ଗି ଉପସ୍ଥିତ ଅଫିସର…

ମାଟ୍ରିକ ପରୀକ୍ଷା ସରିବା ଖୁସିରେ ଡିଜେ ବଜାଇ ନାଚିଲେ

ଦିଗପହଣ୍ଡି,୭।୫(ଡି.ଏନ୍‌.ଏ.): ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଶନିବାର ଶେଷ ହୋଇଛି। ସାଧାରଣତଃ ପରୀକ୍ଷା ସରିବା ପରେ ଭବିଷ୍ୟତକୁ ନେଇ ପିଲାମାନେ ଚିନ୍ତିତ ହୋଇପଡ଼ିବା ନଚେତ ସ୍କୁଲ ପଢ଼ା ଶେଷ ହେବା ନେଇ ଦୁଃଖରେ ଥିବା ଦେଖାଯାଏ। ହେଲେ ଏବର୍ଷ ଏହାର ବିପରୀତ…

ଠାକୁରାଣୀ ଯାତ୍ରା ପାଇଁ ସ୍ଥାପନ ହେଲା ଶୁଭଖୁଣ୍ଟି

ଭଞ୍ଜନଗର,୫।୫(ଡି.ଏନ.ଏ): ଭଞ୍ଜନଗର ବ୍ଲକ ମୁଜାଗଡ଼ ଠାକୁରାଣୀ ଯାତ୍ରା ପାଇଁ ବୁଧବାର ଶୁଭଖୁଣ୍ଟି ସ୍ଥାପନ ହୋଇଛି। ଏହି ଅବସରରେ ଗ୍ରାମରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ପାରମ୍ପାରିକ ରିତିନୀତିରେ ପରେ ପୂଜାର୍ଚ୍ଚନା ପରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା। ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ…

କେରଳରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର,୫।୫(ଡି.ଏନ୍‌.ଏ.): କେରଳରେ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜିଲା ଜରଡ଼ା ଥାନା ବାଦପୁର ପଞ୍ଚାୟତ ଦେସାରି ଗ୍ରାମର ସୀମାଞ୍ଚଳ ନାଇକ(୨୮)। ସୀମାଞ୍ଚଳ କେରଳର ଏକ କମ୍ପାନୀରେ କାମ କରିବାକୁ ଗତ ମାସରେ ଯାଇଥିଲେ। ଗତ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?