ଲକ୍ଷାଧିକ ଟଙ୍କାର ଗୁଟ୍‌ଖା ବୋଝେଇ ଟ୍ରକ୍‌ ଜବତ, ଡ୍ରାଇଭରଙ୍କୁ ପଚରାଉଚରା

ଗଞ୍ଜାମ, ୩୦।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ସାଇ ଢାବା ନିକଟରୁ ରବିବାର ପୋଲିସ ଲକ୍ଷାଧିକ ଟଙ୍କାର ଗୁଟ୍‌ଖା ବୋଝେଇ ଏକ ଟ୍ରକ୍‌(ନଂ.ଏଚ୍‌ଆର-ଏକେ-୯୭୮୭) ଜବତ କରିଛି। ଏଥିରେ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଊଦ୍ଧର୍‌ବ ପରିମାଣର ଗୁଟ୍‌ଖା ଥିବା ପୋଲିସ କହିଛି।

ମିଳିଥିବା ସୂଚନା ମୁତାବକ, ଗୁଟ୍‌ଖା ବୋଝେଇ ଟ୍ରକ୍‌ଟି ଦିଲ୍ଲୀରୁ ବ୍ରହ୍ମପୁର ଆସୁଥିବା ବେଳେ ବ୍ରହ୍ମପୁରରେ ପୋଲିସ ଚେକିଂ ଚାଲିଥିବା ଖବର ପାଇ ଡ୍ରାଇଭର ଟ୍ରକ୍‌କୁ ପଛକୁ ଫେରାଇ ଆଣି ରମ୍ଭାସ୍ଥିତ ସାଇ ଢାବା ନିକଟ ରାସ୍ତାକଡ଼ରେ ରଖିଥିଲେ। ହେଲେ କୌଣସି ସୂତ୍ରରୁ ଖବର ପାଇ ରମ୍ଭା ଥାନା ଅଧିକାରୀ ପି. ସ୍ବରୂପ କିଷାନଙ୍କ ତତ୍ତ୍ୱାବଧାନରେ ଏକ ଟିମ୍‌ ଚଢ଼ାଉ କରି ଟ୍ରକ୍‌କୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖିଛି। ହେଲେ ବ୍ରହ୍ମପୁରର କେଉଁ ଅଞ୍ଚଳକୁ ଏତେ ପରିମାଣର ଗୁଟ୍‌ଖା ଯାଉଥିଲା ଏବଂ କିଏ ଏହାର ମାଲିକ ସେନେଇ ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

ବସ୍ତା,୨୯।୮(ସ୍ବ.ପ୍ର)- ବାଲେଶ୍ୱର ଜିଲା ବସ୍ତା ଓ ଆଖ ପାଖ ଅଞ୍ଚଳରେ ବ୍ରାଉନସୁଗାର ଚୋରା କାରାବାର ଦିନକୁ ଦିନ ବ୍ୟାପକ ହେବେରେ ଲାଗିଛି। ବୁଧବାର ବସ୍ତା ପୋଲିସ...

କାଠ ଚୋରା ଚାଲାଣ ବେଳେ ଚଢ଼ାଉ: ୬ ଗିରଫ

ବାଙ୍ଗିରିପୋଷି,୮।୧୨(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବନ ବିଭାଗ କର୍ମଚାରୀ ଏହି ବନାଞ୍ଚଳର ଶୀର୍ଷା ବିଟ୍‌ ଅଧୀନ ଝାରପୋଖରିଆ-ସାରସକଣା ରାସ୍ତାରେ ଶନିବାର ଚଢାଉ କରି ସୀମାନ୍ତ ମହାବିଦ୍ୟାଳୟ...

ଦୋଷୀ କର୍ମଚାରୀଙ୍କୁ ଘଣ୍ଟଘୋଡ଼ା

ବୈପାରିଗୁଡ଼ା,୧୬।୧(ଡି.ଏନ୍‌.ଏ.)  କୋରାପୁଟ ଜିଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ଦୋରାଗୁଡ଼ା ପଞ୍ଚାୟତର କସମଗୁଡ଼ା ଗ୍ରାମର କେତେଜଣ ହିତାଧିକାରୀଙ୍କ କାଳିଆ, ପିଏମ୍‌ କିଷାନ ଯୋଜନା ଅର୍ଥ ପ୍ରଦାନରେ ବାଟମାରଣା...

ସ୍କୁଟି ଚାଳକଙ୍କୁ କାର୍‌ ସିଟବେଲ୍ଟ ଫାଇନ

ରାଜଗାଙ୍ଗପୁର, ୨୨।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଅଞ୍ଚଳର ଜଣେ ସ୍କୁଟି ଚାଳକଙ୍କୁ କାର୍‌ ସିଟବେଲ୍ଟ ଫାଇନ ଦେବାକୁ ମେସେଜ ଆସିଥିଲା। ପରେ ଏହା ଭୁଲ ମେସେଜ...

ଲୋକଙ୍କୁ ହାତ ଯୋଡ଼ିିଲେ ଖୋର୍ଦ୍ଧା ଏସ୍‌ପି

ଖୋର୍ଦ୍ଧା ଅଫିସ,୨୯।୩: କରୋନା ସଂକ୍ରମଣ ମୁକାବିଲା ଲାଗି ଜିଲା ପ୍ରଶାସନ ପକ୍ଷରୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ଲୋକଙ୍କ ମଧ୍ୟରେ କୌଣସି ଫରକ ପଡୁନାହିଁ। ଶନିବାର ଏସ୍‌ପି...

ଦେବୀ ନଦୀ ବନ୍ଧ ବିପଦସଙ୍କୁଳ, ଲୋକେ ଆତଙ୍କିତ

ଜଗତ୍‌ସିଂହପୁର ଅଫିସ, ୧୭।୮: ଲଘୁଚାପଜନିତ ଲଗାଣ ବର୍ଷା ପ୍ରଭାବରେ ଜଗତ୍‌ସିଂହପୁର ଜିଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଏରସମା, ବାଲିକୁଦା ଓ କୁଜଙ୍ଗ ଆଦି ବ୍ଲକର...

ବସ୍‌କୁ ଧକ୍କାଦେଲା ବସ୍‌: ୧୦ ଗୁରୁତର

ରେମୁଣା,୨୫।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ବିସିଇଟି କଲେଜ ସମ୍ମୁଖରେ ଶୁକ୍ରବାର ଅପରାହ୍ନରେ ଦୁର୍ଘଟଣା ଘଟିଛି। ନୀଳମାଧବ ନାମକ ଏକ ବସ୍‌କୁ ସାମଲ ବସ୍‌...

ଜୁନିୟର କିକ୍‌ ବକ୍ସିଂ ପ୍ରତିଯୋଗିତା: ଢେଙ୍କାନାଳକୁ ୧୧ ପଦକ

ଢେଙ୍କାନାଳ ଅଫିସ, ୨୫।୯-ତେଲେଙ୍ଗାନାର କରିମ୍‌ନଗରସ୍ଥିତ ଆମ୍ବେଡକର ସ୍ପୋଟର୍‌ସ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ୱାକୋ ଇଣ୍ଡିଆ ଜୁନିୟର କିକ୍‌ ବକ୍ସିଂ ପ୍ରତିଯୋଗିତାରେ ଢେଙ୍କାନାଳର କ୍ରୀଡ଼ାବିତ୍‌ମାନେ ପ୍ରଭାବୀ ପ୍ରଦର୍ଶନ...

Advertisement
Archives

Model This Week