ଗଞ୍ଜାମ

ଜାନବିଲି ପ୍ରକଳ୍ପ ପାଣି ପାଇପ୍‌ ଲାଇନ ଫାଟିଲା

ଧରାକୋଟ,୨୪ା୭(ବିଷ୍ଣୁ କେଶରୀ ଆଚାରୀ): ବ୍ରହ୍ମପୁର ସହରର ପିଇବା ପାଣି ସମସ୍ୟାର ଦୂରୀକରଣ ପାଇଁ ରାଜ୍ୟ ସରକାର ଜାନବିଲି ଆନିକଟଠାରୁ ପାଇପ ଯୋଗେ ପାଣି ନେଉଛନ୍ତି । ଋଷିକୁଲ୍ୟା ନଦୀ ଉପରେ ଷ୍ଟୋରେଜ ବ୍ୟବସ୍ଥା କରି ଏଠାରୁ ପାଣି ଦକ୍ଷିଣପୁର ଘାଇକୁ...

କାଠ ଜବତ: ବେପାରୀ-ବନ କର୍ମଚାରୀଙ୍କ ଧସ୍ତାଧସ୍ତି

କୋଦଳା,୨୩ା୭(ଅମିତ କୁମାର ପଟ୍ଟନାୟକ): ଗକୋଦଳା ଏବଂ ସାତନଳ ଛକରେ ଦୀର୍ଘଦିନ ହେଲା ବେଆଇନ ଭାବେ କାଠ କଟାଯାଇ ସରଞ୍ଜାମ ତିଆରି ଚାଲିଥିଲା। ପୋଲସରା ବନବିଭାଗ ଏହା ଜାଣିବା ପରେ ରବିବାର ଚଢ଼ାଉ କରି ଲକ୍ଷାଧିକ ଟଙ୍କାର କାଠ ଜବତ କରାଯାଇଛି।...

କାଳିମେଘି ଗାଁରୁ ଚୋରି ଘଟଣା: ଅଳଙ୍କାର ସହ ନଗଦ ୫୦ ହଜାର ଟଙ୍କା ଜବତ, ୪ ଗିରଫ

ବେଗୁନିଆପଡ଼ା,୨୨ା୭(ସୁଶାନ୍ତ କୁମାର ପଟ୍ଟନାୟକ): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଓ କୋଦଳା ଥାନା ଅନ୍ତର୍ଗତ କାଳିମେଘି ଗ୍ରାମର ଏକ ଚୋରି ମାମଲାରେ ଶନିବାର ୪ ଅଭିଯୁକ୍ତଙ୍କୁ ଗିରଫ କରିଛି କୋଦଳା ପୋଲିସ। ପୁରୁଷୋତ୍ତମପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ଗଠିତ ଏକ ପୋଲିସ...

ଅପହରଣ ନୁହେଁ: ୨ ଭାଇଙ୍କୁ କର୍ଣ୍ଣାଟକ ପୋଲିସ ନେଇଛି

ଛତ୍ରପୁର,୨୨।୭(ସନ୍ତୋଷ ପାଢ଼ୀ): ଗଞ୍ଜାମ ଥାନା ଅଧୀନ ପୁଇଁତୋଳା ଛକର ଏକ ଢ଼ାବା ନିକଟରେ ଚା’ପାନ ଦୋକାନ କରିଥିବା ୨ ଦୁଇଭାଇ କୃଷ୍ଣ ଚନ୍ଦ୍ର ସାହୁ ଏବଂ ପଞ୍ଚୁ ସାହୁଙ୍କୁ ଶୁକ୍ରବାର ରାତିରେ କେହି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଅପହରଣ କରି...

ଖସୁଛି ପରିବା ଦର

ଗଞ୍ଜାମ,୨୨।୭(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଶନିବାର ପନିପରିବା ଦର ସାମାନ୍ୟ ହ୍ରାସ ପାଇଥିବା ଜଣାପଡିଛି । ଯାହାକୁ ନେଇ ଗ୍ରାହାକ ବେଶ ଖୁସି ଅଛନ୍ତି। ପୂର୍ବରୁ ପୋଟଳ, କାଙ୍କଡ଼, ସଜନା ଛୁଇଁ ଆଦି କିଲୋ ପିଛା ୮୦ ଟଙ୍କାରେ...

ବନ୍ଧୁକ ଦେଖାଇ ୨ ଭାଇଙ୍କୁ ଉଠାଇନେଇଥିଲେ: ଆନ୍ଧ୍ରରେ ହେଲେ ଠାବ

ଗଞ୍ଜାମ,୨୨।୭(ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଅଧିନ ପୁଇଁତୋଳା ଛକର ଏକ ଢ଼ାବା ନିକଟରେ ଚା’ପାନ ଦୋକାନ କରିଥିବା ୨ ଦୁଇଭାଇ କୃଷ୍ଣ ଚନ୍ଦ୍ର ସାହୁ ଏବଂ ପଞ୍ଚୁ ସାହୁଙ୍କୁ ଶୁକ୍ରବାର ରାତିରେ କେହି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଉଠାଇ...

ବନ୍ଧୁକ ଦେଖାଇ ୨ ଭାଇଙ୍କୁ ଉଠାଇନେଲେ ଦୁର୍ବୃତ୍ତ

ଗଞ୍ଜାମ,୨୨।୭(ବିଦ୍ୟାଧର ସାହୁ )- ଗଞ୍ଜାମ ଥାନା ଅଧିନ ପୁଇଁତୋଳା ଛକର ଏକ ଢ଼ାବା ନିକଟରେ ଚା’ପାନ ଦୋକାନ କରିଥିବା ୨ ଦୁଇଭାଇ କୃଷ୍ଣ ଚନ୍ଦ୍ର ସାହୁ ଏବଂ ପଞ୍ଚୁ ସାହୁଙ୍କୁ ଶୁକ୍ରବାର ରାତିରେ କେହି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଉଠାଇ...

ବାଘ, ହରିଣ ଛାଲ ଜବତ : ଜଣେ ଗିରଫ

କଳାହାଣ୍ଡି,୨୨।୭: କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଶ୍ରୀପଲ୍ଲୀ ଛକ ନିକଟରୁ ଏସ୍‌ଟିଏଫ୍‌ ଜଣେ ବାଘଛାଲ ବେପାରୀଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଠାରୁ ୩ଟି କଲରାପତରିଆ ବାଘର ଛାଲ ଓ ୩ଟି ହରିଣ ଛାଲ ଜବତ କରିଛି। ଗିରଫ...

ବସ୍‌କୁ ୪ ଲକ୍ଷ ୯୮ ହଜାର ଜରିମାନା

ପାଲଲହଡା,୨୨।୭(ଦିବ୍ୟଜ୍ୟୋତି ଦାସ): ପରିବହନ ଆକ୍ଟ ଉଲ୍ଲଂଘନ କରିବା ଅଭିଯୋଗରେ ଗୁରୁବାର ସିଂହ ବାହିନୀ ନାମକ ଏକ ବସ୍‌କୁ ତାଳଚେର ପରିବହନ ଅଧିକାରୀ ମୋଟ୍‌ ୪ ଲକ୍ଷ ୯୮ ହଜାର ଟଙ୍କା ଜରିମାନା କରିଛନ୍ତି। ବସ୍‌ଟିକୁ ପାଲଲହଡା ଥାନାର ଜିମା ଦିଆଯାଇଛି।...

କୁମ୍ଭୀର ରହୁଥିବା ନଦୀ ଗଣ୍ଡ ପୋତିବାକୁ ସହମତି

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଘୋଡାହଡ ଜଳଭଣ୍ଡାର ଏବଂ ଆଖପାଖ ନଦୀଗଣ୍ଡ ଗୁଡ଼ିକରେ ବାରମ୍ବାର କୁମ୍ଭୀର ଆକ୍ରମଣ ପରେ ଶୁକ୍ରବାର ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ଜଳସମ୍ପଦ ବିଭାଗୀୟ ଅଧିକାରୀବୃନ୍ଦ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏଥିସହ ବିଭିନ୍ନ ଗ୍ରାମର ବାସିନ୍ଦାଙ୍କ...

ଅନୁମୋଦନ ୬୬୯୨, ଖାଲିପଡ଼ିଛି ୫୦୨୮ ଅଣଶିକ୍ଷକ ପଦବୀ

ଭଞ୍ଜନଗର,୨୧।୭(ବାବୁଲା ପ୍ରଧାନ):ରାଜ୍ୟର ୪୮୮ ବର୍ଗ ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଗୁଡ଼ିକରେ ୬୬୯୨ଟି ଅଣଶିକ୍ଷକ ପଦବୀ ବହୁବର୍ଷ ପୂର୍ବେ ଅନୁମୋଦନ ହୋଇଛି। କିନ୍ତୁ ଗତ ଡିସେମ୍ବର ୩୧ ସୁଦ୍ଧା ମାତ୍ର ୧୬୬୪ଜଣ କର୍ମଚାରୀ ଥିବା ସୋମବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଜି...

ଡାଳିମ୍ବପୁର-କେରାଣ୍ଡି ଅସ୍ଥାୟୀ ରାସ୍ତା ଧୋଇଗଲା

ପାରଳାଖେମୁଣ୍ଡି,୧୮ା୭ (ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ତଥା ଗୋଷାଣି ବ୍ଲକ କେରାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଡାଳିମ୍ବପୁର-କେରାଣ୍ଡି ରାସ୍ତାରେ ଥିବା ଏକ ବଡ଼ ନାଳ ଉପରେ ପୋଲ ନିର୍ମାଣ ଆରମ୍ଭ ହୋଇଥିଲା। କାମ ଆରମ୍ଭରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri