ଗଞ୍ଜାମ

ସ୍ଥାନୀୟ ଯୁବତୀଯୁବକଙ୍କୁ ମିଳୁ ସ୍ଥାୟୀ ନିଯୁକ୍ତି: ଦାବି କଲା କଂଗ୍ରେସ, ପୂରଣ ନ ହେଲେ ଆଗାମୀ ଦିନରେ…

ଛତ୍ରପୁର,୨୦।୭( ଦିଲ୍ଲୀପ ସାମଲ/ ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ଉପକଣ୍ଠରେ ଥିବା ଆଇ. ଆର୍‌. ଇ. ଏଲ. ଓ ଗୋପାଳପୁର ବନ୍ଦର ଭଳି ପ୍ରତିଷ୍ଠିତ ଶିଳ୍ପରେ ସ୍ଥାନୀୟ ଯୁବତୀଯୁବକଙ୍କୁ ସ୍ଥାୟୀ ନିଯକ୍ତି ଏବଂ ଆର୍ଯ୍ୟପଲ୍ଲୀ ବେଳାଭୂମିରେ ଚାରାରୋପଣ ନିମନ୍ତେ ଛତ୍ରପୁର ପୌରପରିଷଦ କଂଗ୍ରେସ…

କାଠ କାମ ବେଳେ ମିସ୍ତ୍ରୀଙ୍କୁ ଲାଗିଲା କରେଣ୍ଟ, ଛିଟିକି….

ଦିଗପହଣ୍ଡି,୨୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଆଦିକନ୍ଦପୁର ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି । ନାରାୟଣ ଗୈାଡଙ୍କ ଘରେ କାଠ କାମ କରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଜଣେ କାଠ ମିସ୍ତ୍ରୀଙ୍କ ମୃତ୍ୟୁ…

ପୁରୀ ରଥଯାତ୍ରାରେ ଯୋଗ ଦେଇ ଫେରିଲେ ୧୬ ଏନ୍‌ଏସ୍‌ଏସ୍‌ ସ୍ବେଚ୍ଛାସେବୀ

ଭଞ୍ଜନଗର,୨୦ା୭(ବାବୁଲା ପ୍ରଧାନ): ପୁରୀ ରଥଯାତ୍ରାରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରୁ ୧୧୦ ଜଣ ସ୍ବେଚ୍ଛାସେବୀ ଯୋଗଦେଇ ସଫେଇ ସମେତ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ସେଥିମଧ୍ୟରୁ ବ୍ରହ୍ମପୁର ବିଶବିଦ୍ୟାଳୟରୁ ୧୬ ଜଣ ସ୍ବେଚ୍ଛାସେବୀ ଏବଂ ଜଣେ କାର୍ଯ୍ୟକ୍ରମ ଅଧିକାରିଣୀ ଯୋଗ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଘାଟିତ, ବିଧାୟକ ଯୋଗ ଦେଇ…

ଦିଗପହଣ୍ଡି,୨୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ସାହି ଗାନ୍ଧୀ ଛକରେ ଦୁଇଦିନବ୍ୟାପୀ ଖେମୁଣ୍ଡି ଲୋକ କଳା ମହୋତ୍ସବ ସୋମବାର ପୂର୍ବାହ୍ନ ସାଢ଼େ ୧୧ ଟାରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ…

ତାମ୍ପରାରେ ମେଳି ବାନ୍ଧିଲେ ଶତାଧିକ ବିଜେଡି କର୍ମୀ, ଭାଜପା ସରକାରକୁ ଟାର୍ଗେଟ୍‌ କରି…

ଗଞ୍ଜାମ,୨୦ା୭(ବିଦ୍ୟାଧର ସାହୁ): ଛତ୍ରପୁର ମଣ୍ଡଳୀ ସ୍ତରୀୟ ବିଜେଡିର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ତାମ୍ପରା ହ୍ରଦଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ବେହେରା ଏହାର ନେତୃତ୍ୱ ନେଇଥିଲେ। ଦଳର ସାଙ୍ଗଠନିକ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା l ରାଜ୍ୟରେ…

ନିଖୋଜ ଥିଲେ ବୃଦ୍ଧ ପୋଖରୀରୁ ମିଳିଲା ମୃତଦେହ

ଦିଗପହଣ୍ଡି,୨୦।୭,(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଏସ.ଗୋପାଳପୁର ଗ୍ରାମର ଭାସ୍କର ବରାଡ଼(୮୨) ଶନିବାର ସାରୁ ନିଖୋଜ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ସନ୍ଧାନ ମିଳି ନ ଥିଲା। ରବିବାର ସକାଳେ ତାଙ୍କ ମୃତଦେହ…

ଜଗା ଦର୍ଶନ ପାଲଟିଲା ଶେଷ ଯାତ୍ରା, ଚା’ କପ୍‌ ଧରି ଟ୍ରେନ୍‌ରେ ଚଢ଼ୁଥିବା ସମୟରେ…

ଛତ୍ରପୁର, ୨୦।୭ (ଦିଲ୍ଲୀପ ସାମଲ): ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ଟ୍ରେନ୍‌ରେ ଘରକୁ ଫେରୁଥିବା ବେଳେ ଜଣେ ଭକ୍ତଙ୍କ ଅକାଳ ମୃତ୍ୟୁ ଘଟିଛି। ଛତ୍ରପୁର ରିକାପଲ୍ଲୀ ଅଞ୍ଚଳର ବାସିନ୍ଦା ରବୀନ୍ଦ୍ର ସେନାପତି (୭୦) ଟ୍ରେନ୍‌ରେ ଚଢ଼ୁଥିବା ସମୟରେ ଗୋଡ଼ ଖସିଯିବାରୁ ଟ୍ରେନ୍‌ ଚକା…

ବଡ଼ବାପା, ଦାଦା ସାଜିଲେ ରାକ୍ଷସ: ପରିବାର ମୁଖିଆଙ୍କ ଯୌନଶୋଷଣର ଶିକାର ହୋଇଛନ୍ତି ନାବାଳିକା

ବ୍ର୍ରହ୍ମପୁର,୨୦।୭(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ପୋଲିସ ଜିଲାରେ ପୁଣି ଯୌନଶୋଷଣ ଘଟଣା ସାମନାକୁ ଆସିଛି। ଦୁଇ ନାବାଳିକା ପରିବାର ମୁଖିଆଙ୍କ ଯୌନଶୋଷଣର ଶିକାର ହୋଇଛନ୍ତି। ଗୋଷାଣି ନୂଆଗାଁ ଥାନା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ଜଣେ ନାବାଳିକାଙ୍କ ଅଭିଯୋଗରେ ବଡ଼ବାପା…

ଭାଜପାରେ ମିଶିପାରନ୍ତି ବିକ୍ରମ: ଗଞ୍ଜାମ ନୁହେଁ, ସବୁଠି ….

ଭୁବନେଶ୍ୱର,୨୦।୭ (ରବିନାରାୟଣ ଜେନା): ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ବିକ୍ରମ ଆରୁଖ ରାଜ୍ୟ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ କେବେ ବିକ୍ରମ ଭାଜପାରେ ମିଶିବେ ସେନେଇ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇ ନ ଥିବାବେଳେ…

ହିରାଧାରବାଟି କେନାଲରେ ପାଣି ଛାଡିଲା ଜଳସେଚନ ବିଭାଗ, ଚାଷୀଙ୍କ ମୁହଁରେ ଫୁଟିଲା ହସ

ଗଞ୍ଜାମ,୧୯ା୭(ବିଦ୍ୟାଧର ସାହୁ ): ଖରିଫ ଚାଷ ପାଇଁ ଜଳସେଚନ ବିଭାଗ ହିରାଧାରବାଟି କେନଲରେ ପାଣି ଛାଡିଥିବା ଦେଖିବାକୁ ମିଳିଛି । ସଂକ୍ରାନ୍ତି ଦିନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ପାଣି ଛଡା ଯାଇଛି । ଏହାଦ୍ବାରା ପୁରୁଷୋତ୍ତମପୁର ଓ ଗଞ୍ଜାମ ବ୍ଲକ…

ଏମିତି ବି ଆସେ ମୃତ୍ୟୁ! ଭୋଜି ଖାଉଥିବା ବେଳେ ଟଳିପଡ଼ିଲେ ବୃଦ୍ଧା, ତାପରେ….

ଦିଗପହଣ୍ଡି,୧୯।୭(ଅଶେଷ ନାଥ ମିଶ୍ର): ଭୋଜି ଖାଉଥିବା ସମୟରେ ଟଳିପଡ଼ିଲେ ବୃଦ୍ଧା । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମ ଗୋଲା ସାହିରେ ଘଟିଛି ଏହି ଘଟଣା । ଏ.ମହାଲକ୍ଷ୍ମୀ(୬୨) ନାମ୍ନୀ…

ଖୋଲା ଆକାଶ ତଳେ ପଡିରହିଛି ଶବ ଫ୍ରିଜର ବକ୍ସ, ଅବହେଳା ଉପରେ କାର୍ଯ୍ୟାନୁଷ୍ଠାନ ଦାବି

ଛତ୍ରପୁର,୧୯।୭(ଦିଲ୍ଲୀପ ସାମଲ) : ପରିବାରର କେହି ଜଣେ ଆତ୍ମୀୟଙ୍କ ମୃତ୍ୟୁ ଘଟିଲେ ଶୋକାକୁଳ ପରିବେଶ ଖେଳିଯାଏ । ଦୂର ସହରରେ ରହୁଥିବା ଝିଅ କିମ୍ବା ପୁଅର ଅପେକ୍ଷା ରହିଥାଏ ଯେ ସେମାନେ ଆସିଲେ ଶେଷ ଦର୍ଶନ କରିପାରିବେ। ତେବେ ଆବଶ୍ୟକ ହୁଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?