ପୀତବାସ ହତ୍ୟାଘଟଣା: ଧରାପଡ଼ିଲେ ସାର୍ପ ସୁଟର
ବ୍ରହ୍ମପୁର,୩।୧୧(ସୁବାସ ଚନ୍ଦ୍ର ପାଢ଼ୀ): ପୀତବାସ ପଣ୍ଡା ହତ୍ୟାଘଟଣାର ମୁଖ୍ୟ ଅଭିଯୁକ୍ତ ତାଥା ସାର୍ପ ସୁଟର କୁରୁପତି ଧରାପଡ଼ିଛନ୍ତି । ତାଙ୍କ ସହ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଉମା ବିଷୋୟୀ ମଧ୍ୟ ଧରାପଡ଼ିଛନ୍ତି। କୁରୁପତିଙ୍କୁ ଏକ ଅଜ୍ଞାତ ବାସରେ ରଖାଯାଇ ଯେରା କରାଯାଉଛି। ଅକ୍ଟୋବର…
ବେଆଇନ ବାଲି ନେଇ ଯାଉଥିଲା ଟ୍ରାକ୍ଟର: ମାଡ଼ିବସିଲା ବନ ବିଭାଗ
ଜଗନ୍ନାଥ ପ୍ରସାଦ,୩।୧୧(ବିଭୁ ପ୍ରସାଦ ପଟ୍ଟନାୟକ): ବେଆଇନ ବାଲି ଚୋରିକୁ ରୋକିବା ସକାଶେ ରାଜ୍ୟ ସରକାର ବେଶ ତତ୍ପରତା ପ୍ରକାଶ କରିଛନ୍ତି । ବାଲି ଚୋରିକୁ ଦୃଢ଼ ହସ୍ତରେ ଦମନ ସହ ମାଫିଆଙ୍କୁ ସାବାଡ କରିବାକୁ ଆଇନ କରି ବନ ବିଭାଗ ଓ…
ଗାଧୋଇବାକୁ ଯାଇଥିଲେ ରୁଦ୍ର, ହଠାତ୍ ବୁଡ଼ିଗଲେ: ଆଉ ତା’ପରେ…
ଭଞ୍ଜନଗର,୩।୧୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବାଉଁଶଲୁଣ୍ଡି ମୁଖ୍ୟ ରାସ୍ତା କଡରେ ଥିବା ପୋଖରୀରେ ବୁଡି ସୋମବାର ଜଣେ ନାବାଳକ ଛାତ୍ର ମୃତ୍ୟୁବରଣ କରିଛନ୍ତି। ମୃତ ଛାତ୍ର ଜଣକ ହେଲେ ଚିତ୍ତରଞ୍ଜନ ଦାସଙ୍କ ପୁଅ ରୁଦ୍ର ପ୍ରସାଦ ଦାସ (୧୨)…
ପଞ୍ଚୁକରେ ବୁଡ଼ ପକାଇବାବେଳେ ନଦୀରେ ଭାସିଗଲେ ୨ ମହିଳା, ଲୁଗା ଭାସିଯିବାରୁ…
ଦିଗପହଣ୍ଡି,୩ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରୀ ପଞ୍ଚାୟତ ସେବକ ଟିକରପଡ଼ା ଗାଁ ନିକଟ ଘୋଡ଼ାହାଡ଼ ନଦୀରେ ପବିତ୍ର କାର୍ତ୍ତିକ ମାସ ପଞ୍ଚୁକ ପାଇଁ ବୁଡ଼ ପକାଇବାକୁ ଯାଇ ଗାଧୋଉଥିବା ବେଳେ ୨ ମହିଳା ନଦୀରେ ଭାସି ଯାଇ…
ଯୁବକଙ୍କ ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା
ଦିଗପହଣ୍ଡି,୨ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର-ଦିଗପହଣ୍ଡି ୩୨୬ ନମ୍ବର ଜାତୀୟ ରାଜପଥର ସନ୍ଥ ନିରଙ୍କାରି ସତସଙ୍ଗ ଭବନ ନିକଟରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମ…
ସ୍କୁଲରେ ଚାଲୁଥିଲା ପାଠପଢା, ଏପଟେ ଏକୁଟିଆ ପାଇ ଛାତ୍ରୀଙ୍କୁ ଅସଦାଚରଣ କରୁଥିଲେ ଶିକ୍ଷକ, ଏବେ ଗଲେ ଜେଲ୍
ଗଞ୍ଜାମ,୨।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅନ୍ତର୍ଗତ ଏକ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ରୀଙ୍କୁ ସେହି ସ୍କୁଲର ଜଣେ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ହୁମ୍ମା ଫାଣ୍ଡି ପୋଲିସ ଉକ୍ତ…
ରାତି ଅଧରେ ବେଆଇନ ଭାବେ ବିକ୍ରି କରୁଥିଲେ ମଦ, ଅଚାନକ ପହଞ୍ଚିଗଲା ପୋଲିସ, ଆଉ ତା’ପରେ…
ଦିଗପହଣ୍ଡି,୨।୧୧(ଅଶେଷ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ଏନ.ବିଦେଶୀ ପାତ୍ରଙ୍କୁ ପୋଲିସ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ଶନିବାର ରାତି ପ୍ରାୟ ୧୦ ଟାରେ ଗାଁରେ ବେଆଇନ ଭାବେ ମଦ ବିକ୍ରି କରୁଥିବାବେଳେ ସେ ଧରା ପଡ଼ିଥିଲେ।…
ମିଳିଲା ହଜିଯାଇଥିବା ୨୩ ମୋବାଇଲ ଫୋନ, ଏହି କୌଶଳରେ ଠାବ କରି ଲୋକଙ୍କୁ ହସ୍ତାନ୍ତର କଲା ପୋଲିସ
ଭଞ୍ଜନଗର,୨।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଲୋକଙ୍କ ହଜିଯାଇଥିବା ୨୩ ଟି ମୋବାଇଲ ଫୋନକୁ ଜବତ କରି ସେମାନଙ୍କୁ ହସ୍ତାନ୍ତର କରିଛି। ଏନେଇ ଆଜି ଅପରାହ୍ନରେ ଥାନା ପରିସରରେ ଏକ ଖବରଦାତା ସମ୍ମିଳନୀ ହୋଇଥିଲା। ପୋଲିସ ସିଇଆଇଆର୍କୁ ଆଧାର…
ନୂଆପଡା ଉପର୍ନିବାଚନ: ପ୍ରଚାର ମୈଦାନରେ ଛତ୍ରପୁର ବିଧାୟକ
ଗଞ୍ଜାମ,୧।୧୧(ବିଦ୍ୟାଧର ସାହୁ ): ଆସନ୍ତା ୧୧ରେ ନୂଆପଡା ଉପନିର୍ବାଚନ ହେବ । କେଉଁ ଦଳ ବାଜିମାତ କରିବ ସେଥିପାଇଁ ବିଭିନ୍ନ ରାଜନୈତିକ ଦଳ ଗୁଡିକରେ ରଣନୀତି ପ୍ରସ୍ତୁତି ଚାଲିଛି। ନୂଆପଡା ଉପର୍ନିବାଚନର ପ୍ରଚାର ମୈଦାନରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ…
ବରିଷ୍ଠ ନାଗରିକଙ୍କୁ ନେଇ ତତ୍ପର: ଆରମ୍ଭ ହେଲା…
ଦିଗପହଣ୍ଡି,୨।୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ କାର୍ଯ୍ୟାଳୟ ପରିସରରେ ଶନିବାର ବରିଷ୍ଠ ନାଗରିକ ଏବଂ ପେନଶନ ଉପଭୋକ୍ତାଙ୍କ ନିମନ୍ତେ ଚକ୍ଷୁ ପରାମର୍ଶ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀପାଦ ପ୍ରସାଦ…
ରାତି ହେଲେ ବଢୁଛି ହାତୀ ଉପଦ୍ରବ: ପଡୁଛି ତାଟି କବାଟ, ଧାନ-ମାଣ୍ଡିଆ ଫସଲ ନଷ୍ଟ
ଦିଗପହଣ୍ଡି,୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଇର ପଦର, ସିଙ୍ଗପୁର,ହରିଣା,ସୁମନ୍ତପୁର,ଗୁଣ୍ଡୁରି ଗୁଡ଼ା,ଆଦିକନ୍ଦପୁର,ସୁନାଖଣ୍ଡି ପ୍ରଭୃତି ଗ୍ରାମ ମାନଙ୍କରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ ସା ହେଲେ ରାସ୍ତାରେ ଚଳପ୍ରଚଳ କରିବାକୁ ଲୋକେ ଭୟଭୀତ ହେବା ସହ ରାତିରେ…
ରଙ୍ଗରୁଟ୍ରେ ଆସି ରାସ୍ତାରେ ଶୋଇଥିବା ଗାଈଙ୍କ ଉପରେ ମାଡ଼ିଗଲା ଟ୍ରଲର, ଘଟଣାସ୍ଥଳରେ ବଜରଙ୍ଗ ଦଳ
ଗଞ୍ଜାମ,୧।୧୧(ବିଦ୍ୟାଧର ସାହୁ): ରଙ୍ଗରୁଟ୍ରେ ଆସି ରାସ୍ତାରେ ଶୋଇଥିବା ଗାଈଙ୍କ ଉପରେ ମାଡ଼ିଗଲା ଟ୍ରଲର। ଏଭଳି ଏକ ଦୁର୍ଘଟଣା୧୬ ନଂ ଜାତୀୟ ରାଜପଥ ଲକ୍ଷ୍ମୀପୁର ନିକଟରେ ଦେଖିବାକୁ ମିଳିଛି। ଏନେଇ ଖବର ପାଇ ଗଞ୍ଜାମ ଥାନା ସେକେଣ୍ଡ ଅଫିସର ଅନିରୁଦ୍ଧ ସ୍ବାଇଁ ଘଟଣା…
Archives


