ଗଞ୍ଜାମ

ଗଞ୍ଜାମ ବାଲ୍ୟ ବିବାହମୁକ୍ତ ଘୋଷଣାରେ ସୀମିତ

ଛତ୍ରପୁର,୨୨ା୮(ସନ୍ତୋଷ ପାଢ଼ୀ): ୨୦୨୨ ଜାନୁୟାରୀ ୩ରୁ ଗଞ୍ଜାମକୁ ବାଲ୍ୟ ବିବାହ ମୁକ୍ତ ଜିଲା ଭାବେ ଘୋଷଣା କରାଯାଇଛି । ଜିଲାରେ ୩୩୦୯ ଗ୍ରାମ, ୨୮୦ଟି ସହରାଞ୍ଚଳ ୱାର୍ଡ ଓ ୫୦୩ଟି ପଞ୍ଚାୟତକୁ ବାଲ୍ୟବିବାହ ମୁକ୍ତ ବୋଲି ଘୋଷଣା କରାଯାଇଥିଲା। ତତ୍କାଳୀନ...

ଗଛ ତଳେ ମୋବାଇଲ ଧରି ପଢୁଛନ୍ତି ବିଦ୍ୟାର୍ଥୀ

ଧରାକୋଟ,୨୨ା୮(ବିଷ୍ଣୁ କେଶରୀ ଆଚର୍ଯ୍ୟ): ଧରାକୋଟ ଅଞ୍ଚଳରେ ନେଟ ୱାର୍କ ସମସ୍ୟା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପହଞ୍ଚିଛି। ଗାଁ ଗାଁ ରେ ମୋବାଇଲ ସମସ୍ୟାକୁ ନେଇ ଭିନ୍ନ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି। କେଉଁଠି ପିଲାମାନେ ଗଛ ତଳେ ବସି ମୋବାଇଲ...

ଇଙ୍ଗିନାଠି ସୋସାଇଟିରେ ୨ କୋଟି ଠକେଇ ଅଭିଯୋଗ

ଭଞ୍ଜନଗର,୨୨ା୮(ବାବୁଲା ପ୍ରଧାନ): ବେଲଗୁଣ୍ଠା ବ୍ଲକ ଇଙ୍ଗିନାଠି ସେବା ସମବାୟ ସମିତି (ସୋସାଇଟି)ରେ ଜମାକାରୀଙ୍କ ନାମରେ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ସୋମବାର ସମ୍ପୃକ୍ତ ପଞ୍ଚାୟତର ଚାଷୀମାନେ ଭଞ୍ଜନଗର ଜନଶୁଣାଣି ଶିବିରକୁ ଆସିଥିବା ଗଞ୍ଜାମ...

ମାଡ଼ିଗଲା କାର୍‌: ୨ କାଉଡ଼ିଆଙ୍କ ଜୀବନ ଗଲା

ଆସିକା,୨୧ା୮(ସୁରେନ୍ଦ୍ର ନାଥ ସାହୁ)/ବୁଗୁଡ଼ା(କାଳିଚରଣ ଦାଶ): ଶ୍ରାବଣ ସୋମବାର ପାଇଁ ଶିବ ମନ୍ଦିରକୁ ପାଣି ଭାର ନେଇ ଯାଉଥିବା କାଉଡିଆଙ୍କ ଉପରେ କାର୍‌ ମାଡ଼ିଯିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଗଞ୍ଜାମ ଜିଲା...

ସଭାସ୍ଥଳ ସୁରକ୍ଷା ଅନୁଧ୍ୟାନ କଲେ ଏସ୍‌ପି

ଭଞ୍ଜନଗର,୨୧ା୮(ବାବୁଲା ପ୍ରଧାନ): ୫-ଟି ସଚିବ ଭି.କେ.ପାଣ୍ଡିୟାନ ଆସନ୍ତା ୨୫ ତାରିଖରୁ ୩ ଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସିବେ। ଏଥିପାଇଁ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ପ୍ରସ୍ତୁତି ତ୍ୱରାନ୍ବିତ କରାଯାଉଛି। ୫-ଟି ସଚିବଙ୍କ ଗସ୍ତ କିଭଳି ସଫଳ ହେବ ସେଥିପାଇଁ...

ପୂଜା ସାମଗ୍ରୀ ଗୋଦାମରେ ଅଗ୍ନିକାଣ୍ଡ: ଜଳିଗଲା ୧୦ ଲକ୍ଷ ଟଙ୍କାର ସାମଗ୍ରୀ

ବ୍ରହ୍ମପୁର,୨୧ା୮(ସୁବାସ ଚନ୍ଦ୍ର ପାଢ଼ୀ): ବଡ଼ବଜାର ଥାନା ଅନ୍ତର୍ଗତ ବଡ଼ବଜାର ଛକରେ ଥିବା ଦେବ ଦର୍ଶନ ପୂଜା ଭଣ୍ଡାର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ପୂଜା ସାମଗ୍ରୀ ପୋଡ଼ି ଜଳିଯାଇଛି। ଖବର ପାଇ...

ଡାକ୍ତରଙ୍କ କ୍ଲିନିକ୍‌ ପ୍ରୀତି, ରୋଗୀ ହନ୍ତସନ୍ତ

ବ୍ରହ୍ମପୁର,୨୧ା୮(ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲ ଓ ହସ୍ପିଟାଲର ଡାକ୍ତରଙ୍କ ଘରୋଇ କ୍ଲିନିକ ପ୍ରୀତି ରୋଗୀଙ୍କୁ ସମସ୍ୟାରେ ପକାଉଛି। ଡ୍ୟୁଟି ସମୟରେ ଡାକ୍ତର ଘରୋଇ କ୍ଲିନିକ୍‌ ଯାଇପାରିବେ ନାହିଁ ବୋଲି ସରକାର କଡ଼ା ନିୟମ କରଛନ୍ତି। କିନ୍ତୁ...

ବାଇକ୍‌ରୁ ଖସିପଡ଼ି ଚାଲିଗଲା ଜୀବନ

ହିଞ୍ଜିଳିକାଟୁ,୨୦।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପୋଚିଲିମା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ବାଇକ୍‌ରୁ ଖସିପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୋଚିଲିମାର ସୁଦେଷ୍ଣା ମୁନି (୬୫)। ମିଳିଥିବା ସୂଚନା ମୁତାବକ, ରବିବାର ସୁଦେଷ୍ଣା ପୁଅ...

ଘୋଡାହାଡ଼ ନଦୀରେ କୁମ୍ଭୀର ଥିବାନେଇ ଭିଡିଓ ଭାଇରାଲ୍‌

ହିଞ୍ଜିଳିକାଟୁ,୨୦।୮(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ନିକଟ ଘୋଡାହାଡ ନଦୀରେ କୁମ୍ଭୀର ଥିବା ନେଇ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହାକୁ ନେଇ ଅଞ୍ଚଳରେ ବିଭିନ୍ନ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏହା ହିଞ୍ଜିଳିକାଟୁ ନିକଟ ଘୋଡାହାଡ ନଦୀର ଭିଡିଓ ବୋଲି...

ପ୍ରେମିକ ଶିକ୍ଷକଙ୍କୁ ଭେଟିବାକୁ ଯାଇ ଛାତ୍ରୀଙ୍କ ଜୀବନ ଗଲା

ବେଲଗୁଣ୍ଠା,୨୦ା୮(କୃଷ୍ଣଚନ୍ଦ୍ର ପଟ୍ଟନାୟକ):ପ୍ରେମିକ ଟ୍ୟୁଶନ ଶିକ୍ଷକଙ୍କୁ ଭେଟିବାକୁ ଯାଇ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ତେବେ ପ୍ରେମଜନିତ ସମ୍ପର୍କକୁ ନେଇ ଛାତ୍ରୀଙ୍କୁ ଟ୍ୟୁଶନ ଶିକ୍ଷକ ହତ୍ୟା କରିଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।...

୨୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ

ଗୋପାଳପୁର,୧୯ା୮(ନବୀନ ରାଜ୍‌ ଆଚାରୀ)- ୧୬ ନମ୍ବର ଜାତୀୟ ରାଜପଥ ଗୋଳନ୍ଥରା ଥାନା ଅଧୀନ ସୋରଲା ରୋଡ ଜଙ୍କସନ ନିକଟରୁ ଶନିବାର ପୋଲିସ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ କରିଛି। ପୋଲିସ ଘଟଣାରେ ସମ୍ପୃକ୍ତ ଗାଡ଼ି ଚାଳକ କେନ୍ଦ୍ରାପଡ଼ା...

କଲେଜ ଛାତ୍ରୀଙ୍କୁ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ବ୍ରହ୍ମପୁର,୧୯ା୮(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ କଲେଜ ଛାତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ବଡ଼ବଜାର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିବା ସହ ଛାତ୍ରୀଙ୍କୁ ଉଦ୍ଧାର କରିଛି। ଶନିବାର ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କ ଏମକେସିଜି ମେଡିକାଲରେ ଡାକ୍ତରୀମଇନା କରାଯାଇଛି। କୋର୍ଟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri