ଗଞ୍ଜାମ

ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ: ଜେଲ ଗଲେ ସ୍ବାମୀ

ଗୋପାଳପୁର,୨୭ା୧(ଡି.ଏନ.ଏ.): ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ ଅଭିଯୋଗରେ ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପୋଲିସ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ରଣ୍ଢା ଗ୍ରାମର ଶିବରାମ ସେଠୀ (୪୦)। ଶିବରାମ ଏବଂ ସ୍ତ୍ରୀ ଗୌରୀଙ୍କ…

ଅମୃତ ସରୋବରରେ ନୌକା ବିହାର ଉଦଘାଟନ୍‌ କଲେ ମନ୍ତ୍ରୀ

ଟିଟିଲାଗଡ଼,୨୬।୧(ଡି.ଏନ୍‌.ଏ.): ଟିଟିଲାଗଡ଼ ବ୍ଳକ ଅନ୍ତର୍ଗତ ଖୋଲାଣ ଅମୃତ ସରୋବରରେ ନୌକା ବିହାର ଯୋଜନାକୁ ଗଣତନ୍ତ୍ର ଦିବସ ଅବସରରେ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉଦ୍‌ଘାଟନ କରିଛନ୍ତ। ବ୍ଲକ ଅନ୍ତର୍ଗତ କୌଣସି ସରୋବରରେ ଏଭଳି ନୌକା ବିହାର…

ଲାଗିଥିଲା ୮ଶହ, ଏବେ ୮ଟି ନାହିଁ

ବୁଗୁଡ଼ା,୨୬ା୧(ଡି.ଏନ୍‌.ଏ.): ବୁଗୁଡ଼ା ବ୍ଲକ ମୋଟାବାଡ଼ି ଗ୍ରାମରେ ଉଦ୍ୟାନ ବିଭାଗ ଅଧୀନରେ ୪ ହେକ୍ଟର ଜମିରେ ୮ଶହ କାଜୁ ଗଛ ଲାଗିଥିବା ନେଇ ଫଳକ ମରାଯାଇଛି। ହେଲେ ସେଠାରେ ଏବେ ୮ଟି ମଧ୍ୟ କାଜୁ ଗଛ ନାହିଁ। ଫଳକରେ ଲେଖାଯାଇଥିବା ସୂଚନାନୁସାରେ ଏମ୍‌ଜିଏନ୍‌ଆରଇଜିଏସ୍‌…

ପୁଅର ଖଣ୍ଡାଚୋଟରେ ବାପା ମୃତ

ଛତ୍ରପୁର,୨୫ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ଗାଁ ମଠସାହିରେ ହତ୍ୟାକାଣ୍ଡ ଘଟିଛି। ବାପା ପାଣ୍ଡ ମହାଙ୍କୁଡ (୬୦)ଙ୍କୁ ପୁଅ ସଞ୍ଜୟ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି। ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଏସ୍‌ଆଇ ସିଲୁ ଧଳ ସୂଚନା…

୫ ଘଣ୍ଟା ପାଇଖାନାରେ ବନ୍ଦ ରହିଲେ ଛାତ୍ର, ପ୍ରଧାନଶିକ୍ଷୟିତ୍ରୀଙ୍କୁ ରିପୋର୍ଟ ତଲବ

ହିଞ୍ଜିଳିକାଟୁ,୨୫ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଗଣ୍ଡଳା ପଞ୍ଚାୟତର ପଳାସୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ୫ମ ଶ୍ରେଣୀ ଛାତ୍ରଙ୍କୁ ପାଇଖାନାରେ ୫ ଘଣ୍ଟା ବନ୍ଦ ହୋଇ ରହିଥିଲେ। ସ୍କୁଲ ଶିକ୍ଷୟତ୍ରୀ ଓ କର୍ମଚାରୀ କୌଣସି ଛାତ୍ରୀଛାତ୍ର ସ୍କୁଲ ଭିତରେ ଅଛନ୍ତି…

ଚାଷୀ ଅସନ୍ତୋଷ, ଟୋକନ୍‌ ଲ୍ୟାପ୍ସ ଚିନ୍ତା ଘାରିଛି

ଛତ୍ରପୁର,୨୫।୧(ଡି.ଏନ.ଏ): ଗଞ୍ଜାମ ଜିଲାରେ ଧାନକିଣା ଧିମାରେ ଚାଲିଛି। ମଣ୍ଡି ସମସ୍ୟା ଓ ଟୋକନ୍‌ ଲ୍ୟାପ୍ସ ଆଶଙ୍କା ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ା ବିଭିନ୍ନ ବ୍ଲକ, ତହସିଲଠାରୁ ଆରମ୍ଭ କରି ଜିଲାପାଳ ଓ ଜିଲା ଯୋଗାଣ କାର୍ଯ୍ୟାଳୟ ସମ୍ମୁଖରେ…

ଘରେ ପଶି ୨ ମହିଳାଙ୍କୁ ହତ୍ୟା ଉଦ୍ୟମ

ବ୍ରହ୍ମପୁର ଅଫିସ,୨୪ା୧: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ ରଘୁପତିନଗରରେ ଚାଲିଥିବା ଏକ ଟିୟୁସନ ଶିକ୍ଷକଙ୍କ ଘରେ ପଶି ସୋମବାର ଦୁଇ ଜଣ ମହିଳାଙ୍କୁ ହତ୍ୟା ଉଦ୍ୟମ ହୋଇଛି। ଏହି ଘଟଣାରେ ମାଧୁରୀ ପଣ୍ଡା(୩୭) ଗୁରୁତର ହୋଇଥିବା ବେଳେ ଟିଉସନ ଶିକ୍ଷକଙ୍କ…

୪ହତ୍ୟା ଉଦ୍ୟମ ମାମଲା ରୁଜୁ

ଗୋପାଳପୁର,୨୪ା୧(ଡି.ଏନ.ଏ.): ଦୀର୍ଘବର୍ଷ ହେଲା ଗୋଳନ୍ଥରା ଥାନା ଅନ୍ତର୍ଗତ ପିତାତଳି ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତା ଓ ରାଜନୈତିକ କାରଣକୁ କେନ୍ଦ୍ରକରି ଗୋଷ୍ଠୀବିବାଦ ଥମିବାର ନାଁ ନେଉନି। ଗତ ୨୦ ଦିନ ମଧ୍ୟରେ ଦୁଇ ଦୁଇ ଥର ଉଭୟ ଗୋଷ୍ଠୀ…

ପୁତୁରାଙ୍କୁ ଆକ୍ରମଣ କରି ଦାଦା ଚମ୍ପଟ

ଗୋପାଳପୁର,୨୩ା୧(ଡି.ଏନ.ଏ.): ପୁତୁରାଙ୍କୁ ଆକ୍ରମଣ କରି ଦାଦା ଚମ୍ପଟ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ଗୋପାଳପୁର ଏନ୍‌ଏସିରେ। ବଡ଼ସାହିର ବି.ନୋକରାଜୁ ତାଙ୍କ ଦାଦା ମୋହନ ରାଓଙ୍କୁ ୩ ହଜାର ଟଙ୍କା ଋଣ ଆକାରରେ ଦେଇଥିଲେ। ୩ ମାସରେ ଟଙ୍କା ଫେରାଇ ଦେବେ…

୭ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଆନ୍ଦୋଳନ

ଛତ୍ରପୁର,୨୩ା୧(ଡି.ଏନ୍‌.ଏ.):ଛତ୍ରପୁର ଉପକଣ୍ଠ ଆଇଆରଇ କମ୍ପାନୀ ପରିସରରେ ଥିବା ରିପ ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କମାନଙ୍କର ବିଭିନ୍ନ ସମସ୍ୟା ଲାଗି ରହିଛି ା ଗତ ମଙ୍ଗଳବାର ବିଭିନ୍ନ ଦାବି ପୂରଣ ନେଇ ଆଇଆରଇ କମ୍ପାନୀ ଫାଟକ ସମ୍ମୁଖରେ ଶ୍ରମିକମାନେ ଆନ୍ଦୋଳନ କରିଥିଲେ ା…

ଭିିତରେ ସଂଗ୍ରହ, ବାହାରେ କୁଢ଼ କୁଢ଼ ଆବର୍ଜନା

ବ୍ରହ୍ମପୁର ଅଫିସ,୨୨।୧: ବ୍ରହ୍ମପୁର ସହରକୁ ସ୍ବଚ୍ଛ ଓ ସୁନ୍ଦର ଲକ୍ଷ୍ୟରେ ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କ୍ରମରେ ଗତ ବର୍ଷ ବିଇଏମ୍‌ସି ସ୍ବଚ୍ଛ ସର୍ବେକ୍ଷଣରେ ୪ ର୍ଥ ସ୍ଥାନ ହାସଲ କରିଛି। ପୂର୍ବରୁ ବିଇଏମ୍‌ସି…

ଆତ୍ମାର ଅଧ୍ୟକ୍ଷ ହେଲେ ସୂର୍ଯ୍ୟ ନାରାୟଣ 

ପୁରୁଷୋତ୍ତମପୁର,୨୧/୧(ଡିଏନ୍ଏ) ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଆତ୍ମାର ଅଧ୍ୟକ୍ଷ ପଦବୀ ଲାଗି ନିର୍ବାଚନ ଶନିବାର କୃଷି ବିଭାଗିୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା ନିର୍ଦ୍ବନ୍ଦ ରେ ନିର୍ବାଚିତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?