ଗଞ୍ଜାମ

ନିଶାସକ୍ତ ଅବସ୍ଥାରେ ରକ୍ତଭଣ୍ଡାର କର୍ମଚାରୀ

ବ୍ରହ୍ମପୁର ଅଫିସ,୧୪।୪: ବ୍ରହ୍ମପୁର ବଡ ମେଡିକାଲ ରକ୍ତ ଭଣ୍ଡାରରେ ଜଣେ କର୍ମଚାରୀ ନିଶାସକ୍ତ ଅବସ୍ଥାରେ କାର୍ଯ୍ୟ କରୁଥିବା ନେଇ ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରଲ ହୋଇଥିଲା। କର୍ମଚାରୀ ଜଣଙ୍କ ନିଶାସକ୍ତ ଅବସ୍ଥାରେ ବିଭିନ୍ନ ଦାୟିତ୍ୱ ତୁଲାଉଥିବାରୁ ଶହଶହ ରୋଗୀଙ୍କ ଜୀବନ ପ୍ରତି ମଧ୍ୟ…

ଶେଷ ହେଲା ମାସାନ୍ତମେରୁ

ବ୍ରହ୍ମପୁର ଅଫିସ,୧୪।୪: ଗଞ୍ଜାମ ପାରମ୍ପାରିକ ଦଣ୍ଡଯାତ୍ରାର ଶେଷଦିନ ବୁଧବାର ହୋଇଥିବା ବେଳେ ଗୁରୁବାର ମହାବିଷୁବ ସଂକ୍ରାନ୍ତି ଅବସରରେ ଦଣ୍ଡଯାତ୍ରା ଉଦ୍‌ଯାପିତ ହେବ। ଏହି ଦିନ ମହାବୀର ହନୁମାନଙ୍କ ଜୟନ୍ତୀ, ଓଡିଆ ନବବର୍ଷ ବା ପଣାସଂକ୍ରାନ୍ତି ସହ ଦଣ୍ଡ ଯାତ୍ରା ଉଦ୍‌ଯାପନୀ ଦିବସ ବା…

ଗଞ୍ଜାମରେ ଚଳଚଞ୍ଚଳ ସମବାୟ ରାଜନୀତି

ବ୍ରହ୍ମପୁର ଅଫିସ,୧୪।୪: ପଞ୍ଚାୟତ ଓ ପୌର ନିର୍ବାଚନ ସରିବା ପରେ ସମବାୟ ନିର୍ବାଚନ ପାଇଁ ସରକାରୀ ବିଗୁଲ ବାଜିଛି। ଫଳରେ ଅଧିକ ସଂଖ୍ୟକ ସମବାୟ ସଂସ୍ଥା ଥିବା ଗଞ୍ଜାମ ଜିଲାରେ ସମବାୟ ରାଜନୀତି ଚଳଚଞ୍ଚଳ ହୋଇଛି। ସମ୍ପୃକ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ…

ଯୁବକଙ୍କୁ ଚାପୁଡ଼ା ମାରି ହଟହଟା ହେଲେ ଗଞ୍ଜାମ ତହସିଲଦାର

ଗଞ୍ଜାମ,୧୩ା୪(ଡି.ଏନ୍‌.ଏ.): ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କୁ ବିନା କାରଣରେ ମାଡ଼ ମାରି ଅଡୁଆରେ ପଡ଼ିଛନ୍ତି ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ। ଏହି ଘଟଣାକୁ ନେଇ ଗଞ୍ଜାମ ବ୍ଲକ ଅନ୍ତର୍ଗତ ସିପକୁଦା ଗ୍ରାମରେ ତହସିଲଦାରଙ୍କୁ ଘେର କୈଫିୟତ ମାଗିଥିଲେ। ସୂଚନାନୁଯାୟୀ, ତହସିଲଦାର…

ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ହେଲେ ସାରଦା

ଛତ୍ରପୁର,୧୩।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ଭାବେ ବଡମାଧପୁର ସମିତିସଭ୍ୟା ଏସ୍‌ ସାରଦା ରେଡ୍ଡୀ ନିର୍ବାଚିତ ହୋଇଛନ୍ତି। ସେ ଜଣେ ଯିଏ ନାମାଙ୍କନ ପତ୍ର ଦାଖଲ କରି ନିଦର୍‌ବନ୍ଦରେ ଉପାଧ୍ୟକ୍ଷା ହୋଇଛନ୍ତି।

ମା’ଙ୍କୁ ଦର୍ଶନ କଲେ ୫-ଟି ସଚିବ

ପୁରୁଷୋତ୍ତମପୁର,୧୨।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କର ଚୈତ୍ର ଯାତ୍ରା ଚାଲିଛି। ତେବେ ଆଜି ମା’ଙ୍କ ଶେଷ ପାଳି। ଏହି ଅବସରରେ ମଙ୍ଗଳବାର ୫-ଟି ସଚିବ ଭି.କେ ପାଣ୍ଡିଆନ ଏବଂ ତାଙ୍କ ସ୍ତ୍ରୀ ମା’ଙ୍କୁ ଦର୍ଶନ କରିଛନ୍ତି । ଦର୍ଶନ…

ପୋଖରୀ ସଫେଇ କଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୧ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ଏନ୍‌ଏସି ରିକାପାଲି ଗେଟ୍‌ ନିକଟ ପୋଖରୀ ସଫେଇ କରିଛନ୍ତି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ। ଆମ ପୋଖରୀ ଆମ ଦାୟିତ୍ୱ, ଜଳ ସ୍ବଚ୍ଛ କାର୍ଯ୍ୟକ୍ରମ ପ୍ରତି ସୋମବାର ଅନୁଷ୍ଠିତ ହେଉଛି। ଏଥିରେ ପ୍ରଶାସନିକ ଅଧିକାରୀଙ୍କ…

ତାରା ତାରିଣୀ ପାହାଡ଼ରେ ବସ- ହାଇୱା ମୁହାଁମୁହିଁ  , ୭ ଜଣ ଭକ୍ତଙ୍କ ସମେତ ଡ୍ରାଇଭର ଆହତ 

ପୁରୁଷୋତ୍ତମପୁର, ୧୦/୪(ଡିଏନ୍ଏ): ଗଞ୍ଜାମ ଜିଲ୍ଲା ର ପ୍ରସିଦ୍ଧ ଇଷ୍ଟ ଦେବି ମା ତାରା ତାରିଣୀଙ୍କ ପାହାଡ ରାସ୍ତାରେ ଅଘଟଣ ଘଟିଛି। ପର୍ଯ୍ୟଟକଙ୍କ ଲାଗି ପ୍ରଶାସନ ପକ୍ଷରୁ ନିୟୋଜିତ ବସ ସହ ଏକ ବାଲି ବୋଝେଇ ହାଇୱା ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା…

କନ୍‌ଷ୍ଟେବଳ ବିକୁଥିଲେ ନକଲି ମଦ

ବ୍ରହ୍ମପୁର ଅଫିସ,୧୦।୪: ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ଶନିବାର ନକଲି ବିଦେଶୀ ମଦ ଚାଲାଣ ହେଉଥିବା ଖବର ପାଇ ସ୍ଥାନୀୟ ଭୈରବୀ ମାର୍କେଟ ଛକରେ ବ୍ଲକିଂ କରିଥିଲା। ଗୋଟିଏ ଅଟୋ (ନଂ ଓଡି ୦୭ ଏଏ ୦୫୨୮)କୁ ପୋଲିସ ଅଟକାଇ ଯାଞ୍ଚ…

ରୋଗୀଙ୍କୁ ଛାଡ଼ି ଫେରିବା ବେଳେ ମହିଳାଙ୍କୁ ପିଟିଲା ଆମ୍ବୁଲାନ୍ସ

ହିଞ୍ଜିଳିକାଟୁ,୯ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଗଣ୍ଡଳା ଗାଁରେ ଶନିବାର ଏକ ୧୦୮ ଆମ୍ବୁଲାନ୍ସ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତା ମହିଳା ଜଣକ ଉକ୍ତ ଗ୍ରାମର ପଙ୍କଜା ସେଠୀ (୪୫)। ପ୍ରକାଶ ଯେ, ଶନିବାର ଜଣେ ରୋଗୀଙ୍କୁ…

ସାଲିଆ ସାହିରେ ରହୁଥିବା ଶାଳୀ ଘରେ ଲୁଚାଇଥିଲେ ୧.୪୧ କୋଟି ଟଙ୍କା, ୩୫ ଭରି ସୁନା

ଭୁବନେଶ୍ୱର,୯।୪(ବ୍ୟୁରୋ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଗଞ୍ଜାମ ଜିଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ସମ୍ପତ୍ତି ତାଲିକା ଦିନକୁ ଦିନ ବଢ଼ୁଛି। ଶନିବାର ତାଙ୍କ ଶାଳୀ (ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ…

ଏମ୍‌କେସିଜିରେ ତେଜୁଛି ଅସନ୍ତୋଷ: କନିଷ୍ଠ ଡାକ୍ତର ସଂଘର ଧାରଣା

ବ୍ରହ୍ମପୁର ଅଫିସ,୮ା୪: ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରୁ ୮ ବରିଷ୍ଠ ଡାକ୍ତରଙ୍କ ବଦଳିକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏପରି କି ସ୍ବାସ୍ଥ୍ୟ ବିଭାଗର ଏଭଳି ନିଷ୍ପତ୍ତିକୁ ଏମ୍‌କେସିଜିର କନିଷ୍ଠ ଡାକ୍ତର ସଂଘ ପକ୍ଷରୁ ବିରୋଧ କରାଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri