ଗ୍ରାହକଙ୍କ ଅଜାଣତରେ ୭୦ ଲକ୍ଷ ଋଣ ଉଠାଣ
ବ୍ରହ୍ମପୁର ଅଫିସ,୧୯ ।୬: ବ୍ୟାଙ୍କର ଜଣେ ଗ୍ରାହକଙ୍କ ଅଜାଣତରେ ତାଙ୍କ ନାଁରେ ୭୦ ଲକ୍ଷ ଟଙ୍କାର ଋଣ ଉଠାଣ ହୋଇଛି। ବ୍ରହ୍ମପୁର ନୀଳକଣ୍ଠନଗର ସ୍ଥିତ ଆନ୍ଧ୍ର ବ୍ୟାଙ୍କରେ ଏହି ଘୋଟାଲା ହୋଇଛି। ଏସଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶ ପରେ ବୈଦ୍ୟନାଥପୁର ଥାନା ପୋଲିସ…
ଡେଙ୍ଗୁ କବଳରେ ଲକ୍ଷ୍ମୀପୁର, ୩ ଦିନରେ ୧୫ ଚିହ୍ନଟ
କୋରାପୁଟ,୧୯ା୬(ସ୍ବ.ପ୍ର.): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଏବେ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଡାକ୍ତରଖାନାରେ ସବୁବେଳେ ରୋଗୀଙ୍କ ଭିଡ଼ ଜମୁଛି। କିଛିଦିନ ତଳେ କେତେକ ଲୋକ ଜ୍ୱରରେ ଆକ୍ରାନ୍ତ ଥିଲା ସମୟରେ ଜଣେ ଯୁବତୀ ଓ ଜଣେ ମହିଳାଙ୍କ…
କ୍ଷତି ସହୁଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀ
ବ୍ରହ୍ମପୁର ଅଫିସ,୧୯ ।୬: ବ୍ରହ୍ମପୁର ମହାନଗର ନିଗମ (ବିଏମସି) ପକ୍ଷରୁ ୫୦ ଲକ୍ଷ ଟଙ୍କା ବ୍ୟୟରେ ମିନାକ୍ଷୀ ନଗରଠାରେ ମିଶନ ଶକ୍ତି ମଲ ନିର୍ମାଣ କରାଯାଇଛି। ଯେଉଁଠାର ଆଚାର ପ୍ରସ୍ତୁତ କରିବା ନିମନ୍ତେ ବିଘ୍ନେଶ୍ୱର ସ୍ବୟଂ ସହାୟକ ଗୋଷ୍ଠୀ-୨କୁ ଦାୟିତ୍ୱ ପ୍ରଦାନ କରାଯାଇଛି।…
ବିଏମ୍ସି ନୂତନ କମିଶନରଙ୍କ ଦାୟିତ୍ୱ ଗ୍ରହଣ
ବ୍ରହ୍ମପୁର ଅଫିସ,୧୯ ।୬: ବ୍ରହ୍ମପୁର ମହାନଗର ନିଗମ (ବିଏମସି)ର ନୂତନ କମିଶନର ଭାବେ ଜେ.ସୋନାଲ ଶନିବାର ସିଦ୍ଧେଶ୍ୱର ବଳିରାମ ବୋନ୍ଦାରଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଏମସିର ବିଭିନ୍ନ ଅଧିକାରୀଙ୍କ ପକ୍ଷରୁ ନୂତନ କମିଶନରଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଅବସରରେ ବିଏମସି ସମ୍ମିଳନୀ କକ୍ଷରେ…
ସ୍ବାମୀ ୧୩ ବର୍ଷ ହେଲା ଫେରାର
ବ୍ରହ୍ମପୁର ଅଫିସ,୧୯ ।୬: ଅତିରିକ୍ତ ଜିଲା ଜଜ(ଏଡିଜେ)-୧ ସଂଘମିତ୍ରା ଶର୍ମା ଏକ ଯୌତୁକ ଜନିତ ହତ୍ୟା ମାମଲାର ଶୁଣାଣି କରିଥିଲେ। ପ୍ରମାଣ ଅଭାବରୁ ଶାଶୁ ଓ ଦିଅରଙ୍କୁ ସେ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତମାନେ ହେଲେ ଉମେଶ ସିଂ ସ୍ତ୍ରୀ ରଶ୍ମି ରେଖା…
ଗରିବଙ୍କୁ ଜେଲ ଯନ୍ତ୍ରଣା: ଜାମିନ ପାଇବି ଶଢ଼ୁଛନ୍ତି ୬ ବନ୍ଦୀ
ବ୍ରହ୍ମପୁର ଅଫିସ,୧୯ ।୬: ଜାମିନଦାର ଏବଂ ସିକ୍ୟୁରିଟି ଜମା ଦାଖଲ କରିପାରୁ ନ ଥିବାରୁ ଜାମିନ ପାଇ ବି ବ୍ରହ୍ମପୁର ମଣ୍ଡଳ କାରାଗାରରୁ ମୁକୁଳି ପାରୁନାହାନ୍ତି ୬ ବନ୍ଦୀ। ସେହି ବିଚାରାଧୀନ ବନ୍ଦୀମାନେ ଜେଲରୁ ମୁକୁଳିବା ଅପେକ୍ଷାରେ ସେଠାରେ ପଡ଼ି ରହିଛନ୍ତି।…
କୀର୍ତ୍ତିି ଭାସନ ଭି.ହେଲେ ଡିଆର୍ଡିଏ ପିଡି
ଛତ୍ରପୁର,୧୯ ।୬(ଡି.ଏନ.ଏ.)- ଗଞ୍ଜାମ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) ର ନୂତନ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଭି.କୀର୍ତ୍ତୀ ଭାସନ ଶନିବାର ଅପରାହ୍ନରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ା ଏଠାରେ ଥିବା ଡିଆରଡିଏ ପିଡି ସିନ୍ଧେ ଦତାତ୍ରୟ ଭାଉସାହେବଙ୍କଠାରୁ ସେ ଦାୟିତ୍ୱ…
ଆଗେଇ ଚାଲିଛି ରଥ ନିର୍ମାଣ
ଧରାକୋଟ,୧୯ ।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାର ଗଡ଼ଜାତ ଅଞ୍ଚଳର ରଥଯାତ୍ରା ମଧ୍ୟରେ ଧରାକୋଟ ରଥଯାତ୍ରା ଏକ ଭିନ୍ନ ପରମ୍ପରା ଦେଇ ପାଳନ ହୋଇଆସୁଛି। ସବୁସ୍ଥାନରେ ବାହୁଡ଼ା ଯାତ୍ରା ପାଳନ ହୋଉଥିବା ବେଳେ ପୂର୍ବ ପରମ୍ପରା ଅନୁଯାୟୀ ଏକାଦଶୀ ଦିନ ଏଠାରେ ଧୁମ୍ଧାମରେ ରଥଯାତ୍ରା…
ବଣରୁ ବାଉଁଶ ଆଣୁଥିବା ବେଳେ ୨ ଜଣଙ୍କୁ ଆକ୍ରମଣ
ବୁଗୁଡ଼ା,୧୯ ।୬(ଡି.ଏନ.ଏ.) ସ୍ତ୍ରୀ ଫରେଷ୍ଟର ହେଲେ ସ୍ବାମୀ ଚଳାଇଛନ୍ତି ଦୌରାତ୍ମ୍ୟ। ଗତ ଶୁକ୍ରବାର ବଣରୁ ବାଉଁଶ ଆଣୁଥିବା ବେଳେ ୨ ଜଣଙ୍କ ହାତ ଭାଙ୍ଗି ଦେଇଥିବା ଜଣେ ଫରେଷ୍ଟରଙ୍କ ସ୍ବାମୀଙ୍କ ନଁାରେ ଅଭିଯୋଗ ହୋଇଛି। ବୁଗୁଡ଼ା ଥାନା ମାଣିତରା ପଞ୍ଚାୟତ ଅନ୍ତର୍ଗତ…
ବୋହୂଙ୍କ କାଠଫାଳିଆରେ ଶ୍ୱଶୁରଙ୍କ ଜୀବନ ଗଲା
ଆସିକା,୧୯ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ କିଶୋରଚନ୍ଦ୍ରପଲ୍ଲୀ ଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଛି। ସାମାନ୍ୟ ବଚସାରୁ ଶ୍ୱଶୁରକୁ କାଠଫାଳିଆରେ ପିଟି ପିଟି ମାରିଦେଇଛନ୍ତି ବୋହୂ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସୀମାଞ୍ଚଳ ନାୟକ(୫୫)। ବୋହୂ ସୁଲତା ନାୟକଙ୍କୁ ପୋଲିସ…
ମନ୍ଦିରରୁ ହୁଣ୍ଡି ଚୋରି
ବ୍ରହ୍ମପୁର ଅଫିସ,୧୯ା୬: ସହରରେ ଚୋରି ବଢ଼ିବାରେ ଲାଗିଛି। ଲୁଟେରାଙ୍କ ଟାର୍ଗେଟରେ ଏବେ ମନ୍ଦିର। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବିଦ୍ୟୁତପୁର କଲୋନୀରେ ଥିବା ଶିବ ମନ୍ଦିର ହୁଣ୍ଡି ଚୋରି ହୋଇଛି। ରବିବାର ସକାଳେ ପୂଜକ ମନ୍ଦିର ଭିତରକୁ ଯିବା ବେଳେ ସେଠାରେ ହୁଣ୍ଡି…
ଏମ୍ଜିଏନ୍ଆର୍ଇଜିଏ ଯୋଜନା ବାଟବଣା: ମହିଳା ଶ୍ରମିକଙ୍କୁ ଗାଁ ସାଥୀଙ୍କ ଧମକ, ଥାନାରେ ଏତଲା
ହିଞ୍ଜିଳିକାଟୁ,୧୮ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ପଞ୍ଚାୟତରେ ଏମ୍ଜିଏନ୍ଆର୍ଇଜିଏ ଯୋଜନାରେ କାମ ପାଇବାକୁ ଦାବି ଜଣାଇଥିବା ଜଣେ ମହିଳା ଶ୍ରମିକଙ୍କୁ ଗାଁ ସାଥୀ କାମ ଦେବାକୁ ମନା କରିବା ସହ ଦୁର୍ବ୍ୟବହାର କରିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି।…
Archives


