ଗଞ୍ଜାମ

ଚିକିଟି, ପାତ୍ରପୁର ବ୍ଲକକୁ ମରୁଡ଼ି ଘୋଷଣା କରାଯାଉ

ଛତ୍ରପୁର,୧୦।୧୧(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ଏବଂ ପାତ୍ରପୁର ବ୍ଲକରେ ବର୍ଷା ଅଭାବରୁ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏପରିକି ଚାଷୀ ଜମିରେ ଗୋରୁଙ୍କୁ ଛାଡିସାରିଲେଣି। ସ୍ଥିତିକୁ ଗୁରୁତର ସହିତ ବିଚାର କରି କୃଷି ଏବଂ ରାଜସ୍ବ ବିଭାଗ…

୩୦ ବର୍ଷ ହେଲା ପଚାରୁନାହାନ୍ତି ପୁଅ, ଜିଲା ପ୍ରଶାସନର ଦ୍ୱାରସ୍ଥ ହେଲେ ବୃଦ୍ଧ ଦମ୍ପତି

ଛତ୍ରପୁର,୯ା୧୧(ଦିଲ୍ଲୀପ ସାମଲ): ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ବିଭିନ୍ନ ଯୋଜନା କରିଛନ୍ତି। ବୃଦ୍ଧା କାଳକୁ ଚଳିବା ପାଇଁ ବାର୍ଦ୍ଧକ୍ୟ ଭତ୍ତା ବି ପ୍ରଦାନ କରୁଛନ୍ତି। ହେଲେ ସେ ସମସ୍ତ ଯୋଜନା ସଠିକ୍‌ ଭାବେ ହିତାଧିକାରୀମାନଙ୍କ ନିକଟରେ ପହଞ୍ଚି ପାରୁନି। ପରିଣତ ବୟସରେ…

ନାବାଳିକାଙ୍କୁ ଟେକି ନେଇ ବଳାତ୍କାର କଲେ ଯୁବକ, ଗିରଫ ଦାବିରେ ଏସ୍‌ପିଙ୍କ ଦ୍ୱାରସ୍ଥ ପରିବାର ଲୋକେ

ଛତ୍ରପୁର,୯ା୧୧(ଦିଲ୍ଲୀପ କୁମାର ସାମଲ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ସାବୁଳିଆ ଅଞ୍ଚଳରେ ନାବାଳିକାଙ୍କୁ ଜଣେ ଯୁବକ ବଳାତ୍କାର କରିଥିବା ନେଇ ଗତ ୫ ତାରିଖରେ ରମ୍ଭା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ କରାଯାଇ…

ଥାନା ସମ୍ମୁଖ ଡ୍ରେନରୁ ମିଳିଲା ନବଜାତ ଶିଶୁ୍‌କନ୍ୟାର ମୃତଦେହ

ପୁରୁଷୋତ୍ତମପୁର,୯।୧୧(ସିମାଞ୍ଚଳ ମିଶ୍ର): ସରକାର ଶିଶୁ କନ୍ୟାଙ୍କର ସୁରକ୍ଷା ପ୍ରତି ଗରୁତ୍ୱ ଦେଉଥିବା ବେଳେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୁଷୋତ୍ତମପୁର ଥାନା ସମ୍ମୁଖରେ ଥିବା ଏକ ଡ୍ରେନ ମଧ୍ୟରେ ଏକ ଶିଶୁକନ୍ୟାଙ୍କର ମୃତଦେହ ଉଦ୍ଧାର କରାଯାଇଛି।…

ଅବଧି ପରେ ବି କାମ ସରୁନି

ବ୍ରହ୍ମପୁର,୯ା୧୧(ସ୍ମୃତି ରଞ୍ଜନ ମହାଲିକ)ସହରର ବିଭିନ୍ନ ୱାର୍ଡରେ ଜାରି ରହିଥିବା ଉନ୍ନୟନମୂଳକ କାର୍ଯ୍ୟ ୧୦୦ ଦିନ ମଧ୍ୟରେ ସାରିବା ପାଇଁ ବ୍ରହ୍ମପୁର ମହାନଗର ନିଗମ (ବିିଇଏମ୍‌ସି) ପକ୍ଷରୁ କାଉନସିଲ ବୈଠକରେ ଯନ୍ତ୍ରୀଙ୍କୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଉଛି। ଏହି ମର୍ମରେ ନିଗମର ୱାର୍ଡଗୁଡିକରେ ଯୁଦ୍ଧକାଳୀନ…

ଘରେ ପଶି ଦୁର୍ବୃତ୍ତ ଲୁଟି ନେଲେ ସମସ୍ତ ସୁନା ଅଳଙ୍କାର ସହ ନଗଦ ଟଙ୍କା

ଗୋପାଳପୁର,୮ା୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଅଧିନସ୍ଥ ସାନକୁସ୍ଥଳୀ ଗ୍ରାମରେ ଦୁର୍ବୃତ୍ତମାନେ କବାଟ ତାଡ଼ି ଘରେ ପଶି ଚୋରି କରିଥିବା ନେଇ ଗୋପାଳପୁର ଥାନାରେ ଅଭିଯୋଗ ହୋଇଛି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।…

ଘରୁ ଯାଇ ଆଉ ଫେରିଲେନି ବନ୍ଧରୁ ମିଳିଲା…

ପୁରୁଷୋତ୍ତମପୁର,୮।୧୧(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ମଧ୍ୟରେ ଥିବା ଗୋପାଳ ବନ୍ଧରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୁମାରି ଗ୍ରାମର ବାବୁଲା କୁମାର ପଣ୍ଡା ( ୪୫)। ବାବୁଲା ମଙ୍ଗଳବାର ଠାରୁ ଘରୁ ଯାଇ ଆଉ…

୮ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍‌

ବ୍ରହ୍ମପୁର, ୭ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍‌ -୩ ଡ. ଇନ୍ଦୁ ଶର୍ମା ମଙ୍ଗଳବାର ଏକ ହତ୍ୟା ମାମଲାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ସମସ୍ତ ସାକ୍ଷ୍ୟ ଏବଂ ପ୍ରମାଣକୁ ଭିତ୍ତିକରି ସେ ହତ୍ୟା ମାମଲାରେ ସମ୍ପୃକ୍ତ…

ଖାକିରେ ବଢ଼ୁଛି କଳାଦାଗ

ବ୍ରହ୍ମପୁର,୭ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଲୋକଙ୍କ ବିଶ୍ୱାସଭାଜନ ହୋଇଥିବା ବ୍ରହ୍ମପୁର ପୋଲିସର ନିର୍ମଳ ଓ ସ୍ବଚ୍ଛ ଭାବମୂର୍ତ୍ତି ଦିନକୁ ଦିନ ମଳିନ ହେବାକୁ ଲାଗିଛି। ବିଭିନ୍ନ କାରଣ ଯୋଗୁ ପୋଲିସ ଏବେ ସାଧାରଣରେ ସମାଲୋଚନାର ଶିକାର ହେଉଛି। ବ୍ରହ୍ମପୁର…

ଗାଈ ଚରାଳୀଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ

ଧରାକୋଟ,୬ା୧୧(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବଡଗଡ ଥାନା ଅଧୀନ ମଥୁରା ଗ୍ରାମର ସନିଦେବ ମନ୍ଦିର ନିକଟସ୍ଥ ହରଭଙ୍ଗି କେନାଲରୁ ସୋମବାର ଜଣେ ଗାଈ ଚରାଳୀଙ୍କ ମୃତଦେହ ପୋଲିସ ଜବତ କରିଛି। ସେ ହେଲେ ମଛାକୋଟ ପଞ୍ଚାୟତ ଅଧିନ…

ବ୍ରୋଞ୍ଜ, ରୌପ୍ୟ ଜିତିଲେ ସୁବ୍ରତ

ଗଞ୍ଜାମ,୬ା୧୧(ବିଦ୍ୟାଧର ସାହୁ): ବ୍ରହ୍ମପୁର ଡ଼ିଏଭି ସ୍କୁଲରେ ଅନୁଷ୍ଠିତ ଜିଲାସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଗଞ୍ଜାମର ସୁବ୍ରତ କୁମାର ପାଢ଼ୀ ୧୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ଏବଂ ଲଙ୍ଗଜମ୍ପରେ (୪.୨୦ମିଟର ) ରୌପ୍ୟ ପଦକ ହାସଲ କରିଛନ୍ତି। ୧୪ରୁ ୧୭ବର୍ଷ ବାଳକ ବିଭାଗରେ ସେ…

ଆୟୋସ ମାଲେଟ ମାଛ ଉପରେ ଗବେଷଣା

ବ୍ରହ୍ମପୁର,୬ା୧୧(ତନୁଶ୍ରୀ ନାହାକ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଥିବା ନୂତନ ପ୍ରଜାତିର ଆୟୋସ ମାଲେଟ୍‌ ମାଛ ଉପରେ ଗବେଷଣା ଜାରି ରହିଛି। ପଶ୍ଚିମ ଓଡ଼ିଶାର ସୋନପୁରଠାରେ ପ୍ରବାହିତ ମହାନଦୀରେ ଏହି ମାଛ ଠାବ କରାଯାଇଥିବା ବିଭାଗର ଅଧ୍ୟାପକ ପ୍ରଫେସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?