ଗଞ୍ଜାମ

ପରିବା ଟ୍ରକ୍‌ ଓଲଟି ମହାରାଷ୍ଟ୍ରର ୨ ମୃତ

ଭଞ୍ଜନଗର,୧୮ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ତାରାସିଂଙ୍ଗ ଥାନା ଅନ୍ତର୍ଗତ ଜାଡ଼ଧାର ଗ୍ରାମ ନିକଟରେ ଗୁରୁବାର ରାତିରେ ଏକ ପରିବା ବୋଝେଇ ଟ୍ରକ୍‌ ଗଛରେ ପିଟି ହୋଇଯିବାରୁ ଡ୍ରାଇଭର ଏବଂ ହେଲ୍ପରଙ୍କ ମୃତ୍ୟୁ ଘଟିଛି। ମୃତ ଦ୍ୱୟଙ୍କ ଘର ମହାରାଷ୍ଟ୍ରରେ ବୋଲି…

ବିତାଡ଼ିତ ହେଲେ ୧୨ ବିଦ୍ୟାର୍ଥୀ

ବ୍ରହ୍ମପୁର ଅଫିସ, ୧୮ା୧୧:ଗଞ୍ଜାମ ଜିଲା ବ୍ରହ୍ମପୁର ସହରର ଏକ ଖ୍ୟାତିସମ୍ପନ୍ନ ପୁରାତନ ସରକାରୀ ମହାବିଦ୍ୟାଳୟ କ୍ୟାମ୍ପସରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରାଯିବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ସମ୍ବେଦନଶୀଳ ଘଟଣାରେ ସମ୍ପୃକ୍ତ ଥିବା ୧୨…

ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ବିଦା ହେଲେ ୧୨ ଛାତ୍ର

ବ୍ରହ୍ମପୁର ଅଫିସ,୧୭।୧୧: ଗଞ୍ଜାମ ଜିଲା ବ୍ରହ୍ମପୁର ସହରର ଏକ ସରକାରୀ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଅସଦାଚାରଣ କରାଯାଇଥିବା ଭିଡିଓ ବୁଧବାର ଭାଇରାଲ ହେବା ପରେ ବ୍ରହ୍ମପୁର ବଡବଜାର ପୋଲିସ ୫ଜଣ ଛାତ୍ରଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୩ଜଣ ସାବାଳକ ଓ…

ମହିଳା ଆଇନଜୀବୀ, କୋର୍ଟ ସିଏସ୍‌ଆଇଙ୍କୁ ଆକ୍ରମଣ: ତେଜିଲା ଅଭିଯୁକ୍ତଙ୍କ ଗିରଫ ଦାବି

ଭଞ୍ଜନଗର,୧୭।୧୧(ଡି.ଏନ୍‌.ଏ.): ଭଞ୍ଜନଗର ବାର୍‌ ଆସୋସିଏଶନର ବରିଷ୍ଠ ମହିଳା ଆଇନଜୀବୀ ଅଭାଙ୍ଗିନୀ ବିଷୋୟୀ, କୋର୍ଟର ପୂର୍ବତନ ସିଏସ୍‌ଆଇ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ସମେତ ୫ଜଣଙ୍କୁ ବୁଧବାର ରାତିରେ କେତେଜଣ ଯୁବକ ଆକ୍ରମଣ କରିଛନ୍ତି। ଏଥିରେ ରାଜେନ୍ଦ୍ରଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ଅନ୍ୟମାନେ…

ଅଙ୍ଗନଓ୍ବାଡି କେନ୍ଦ୍ରରେ ବଢୁଛି ପିଲାଙ୍କ ଉପସ୍ଥାନ

ସୋରଡ଼ା,୧୭ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକର ଆଦିବାସୀ ବହୁଳ ଗୋଛା ଅଞ୍ଚଳର ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକରେ ଏବେ ଶିଶୁମାନଙ୍କର ଉପସ୍ଥାନ ପ୍ରତ୍ୟହ ବଢୁଥିବା ଲକ୍ଷ୍ୟ କରାଯାଉଛି। ବିଦ୍ୟାଳୟ ପୂର୍ବ ଶିକ୍ଷା କାର୍ଯ୍ୟକ୍ରମକୁ ତ୍ୱରାନିତ କରିବାକୁ ଯାଇ ସେଠାକାର କେନ୍ଦ୍ରଗୁଡ଼ିକରେ ଶିଶୁମାନଙ୍କୁ ନିଜେ ଖାଇବା,…

ବିସିସି ବ୍ୟାଙ୍କ ସଭାପତି ହେଲେ ଶିବରାମ ପାତ୍ର

ବ୍ରହ୍ମପୁର ଅଫିସ,୧୭ା୧୧: ବିସିସି (ବ୍ରହ୍ମପୁର ସମବାୟ କେନ୍ଦ୍ର) ବ୍ୟାଙ୍କ ସଭାପତି ନିର୍ବାଚନ ବୁଧବାର ଅନୁଷ୍ଠିତ ହୋଇଯାଇଛି। କୁକୁଡ଼ାଖଣ୍ଡି ୧୧ନଂ ଜୋନର ନିର୍ଦ୍ଦେଶକ ଶିବରାମ ପାତ୍ର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ପୂର୍ବାହ୍ନରେ ସର୍କିଟ ହାଉସଠାରେ ମନ୍ତ୍ରୀ ତଥା ବିଜେଡିର ଗଞ୍ଜାମ ଜିଲା ପ୍ରଭାରୀ…

ଆଦିବାସୀ ବହୁଳ ଗାଁରେ ପହଞ୍ଚି ଶାଗ ପଖାଳ ଖାଇଲେ ୫ ଶିକ୍ଷାନବୀଶ

ସୋରଡ଼ା,୧୬ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକକୁ ଆସିଥିବା ୫ ଶିକ୍ଷାନବୀଶ ବୁଧବାର ଆଦିବାସୀ ବହୁଳ ଗୋଛା ପଞ୍ଚାୟତରେ ପହଞ୍ଚି ବାଲାପଙ୍କା ଗ୍ରାମକୁ ଯାଇ ଅଙ୍ଗନଓ୍ବାଡ଼ି କେନ୍ଦ୍ର ବୁଲିବା ସହ କେନ୍ଦ୍ର ପରିଚାଳକ କୁସୁମ ପଟ୍ଟନାୟକଙ୍କ ସହ ଶିଶୁ ବିକାଶ କାର୍ଯ୍ୟକ୍ରମ ଉପରେ…

ପଞ୍ଚାୟତ ସମିତି ଅଧିବେଶନରେ ଷ୍ଟାଣ୍ଡିଂ କମିଟି ଗଠନକୁ ନେଇ ହଟ୍ଟଗୋଳ

ଗଞ୍ଜାମ,୧୬ା୧୧(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ କନ୍‌ଫରେନ୍ସ ହଲ୍‌ଠାରେ ଚତୁର୍ଥ ପଞ୍ଚାୟତ ସମିତି ଅଧିବେଶନ ବୁଧବାର ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ବିଡିଓ ଜସ୍ମିନ ପ୍ରଧାନ ସ୍ବାଗତ ଭାଷଣ ଦେଇଥିବା ବେଳେ ଜିପିଓ ଶ୍ରୀକାନ୍ତ କୁମାର ଗୌଡ଼…

ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ବ୍ରହ୍ମପୁର ଅଫିସ,୧୬ା୧୧: ବ୍ରହ୍ମପୁର ଫାଷ୍ଟ ଟ୍ରାକ୍‌ ସ୍ବତନ୍ତ୍ର ପୋକ୍‌ସୋ ଜଜ୍‌ ଗଣେଶ୍ୱର ପତି ମଙ୍ଗଳବାର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରିଥିଲେ। ଉପଯୁକ୍ତ ପ୍ରମାଣ ମିଳିଥିବାରୁ ଅଭିଯୁକ୍ତ ଖଲ୍ଲିକୋଟ ଥାନା ଅଞ୍ଚଳର ପ୍ରହଲ୍ଲାଦ ବେହେରା (୫୩)ଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ…

ବିସିସି ବ୍ୟାଙ୍କ ସଭାପତି ପଦକୁ ନେଇ ଚର୍ଚ୍ଚା

ବ୍ରହ୍ମପୁର ଅଫିସ,୧୫ା୧୧: ବିସିସି (ବ୍ରହ୍ମପୁର ସମବାୟ କେନ୍ଦ୍ର) ବ୍ୟାଙ୍କର ନୂଆ ସଭାପତି କିଏ ହେବେ ସେନେଇ ସମ୍ପ୍ରତି ଆରମ୍ଭ ହୋଇଯାଇଛି ରାଜନୈତିକ ଚର୍ଚ୍ଚା। ଗଞ୍ଜାମ ଓ ଗଜପତି ଜିଲାର ଏହି ବୃହତ୍ତମ ସମବାୟ ଅନୁଷ୍ଠାନ ସଭାପତି ନିର୍ବାଚନ ପାଇଁ ଆସନ୍ତା ବୁଧବାର…

ପ୍ରମାଣ ଅଭାବରୁ ମା’ବାପା ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୫ା୧୧: ବ୍ରହ୍ମପୁର ପୋଲିସ ଜିଲା ସଦର ଥାନା ଅନ୍ତର୍ଗତ ଗୌତମୀ ଗ୍ରାମରେ ହୋଇଥିବା ଏକ ବହୁଚର୍ଚ୍ଚିତ ଅନର କିଲିଂ ମାମଲାର ସୋମବାର ଶୁଣାଣି ହୋଇଥିଲା। ଅତିରିକ୍ତ ଜିଲା ଦୌରା ଜଜ୍‌ (ଏଡିଜେ)-୧ ସଂଘମିତ୍ରା ଶର୍ମା ପ୍ରମାଣ ଅଭାବରୁ ଉକ୍ତ ମାମଲାରୁ…

ଝିଅକୁ କଲେଜରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ମା’

ବ୍ରହ୍ମପୁର ଅଫିସ,୧୪ା୧୧: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଧୀନ ଲାଞ୍ଜିପଲ୍ଲୀ ବାଇପାସ ଜାତୀୟ ରାଜପଥ କଡ଼ରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନର ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ଜଣଙ୍କ ଖଲ୍ଲିକୋଟ ଥାନା ଅଧୀନ ଲୋଚାପଡ଼ା ଗ୍ରାମର ଲକ୍ଷ୍ମୀଚରଣ ଦାସଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri