ଗଞ୍ଜାମ

ଗଞ୍ଜାମ ଷ୍ଟେଶନରେ ଟ୍ରେନ୍‌ ରହଣି ଦାବିରେ ଧାରଣା

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ଷ୍ଟେଶନରେ ଦ୍ରୁତଗାମୀ ଟ୍ରେନ ରହଣି ଦାବିରେ ବରିଷ୍ଠ ପୌରାଞ୍ଚଳ ନାଗରିକ ପରିଷଦ ପକ୍ଷରୁ ଷ୍ଟେଶନ ସମୁଖରେ ସୋମବାର ଧାରଣା ଦିଆଯାଇଛି l ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ଧାରଣା ଦିଆଯିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। ସେହି…

ସାଇବର ଅପରାଧ ରୋକିବାକୁ ପ୍ରୟାସ

ଛତ୍ରପୁର,୨ା୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ସାମ୍ପ୍ରତିକ ସମୟରେ ସାଇବର ଅପରାଧ ବଢ଼ିବାରେ ଲାଗିଛି। ଗଞ୍ଜାମ ପୋଲିସ ଜିଲାରେ ଗତବର୍ଷ ୬୫ଟି ସାଇବର ଅପରାଧ ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଥିବା ବେଳେ ଚଳିତବର୍ଷ ଅଗଷ୍ଟ ୩୧ ସୁଦ୍ଧା ୯୭ଟି ସାଇବର ଅପରାଧ ମାମଲା…

‘ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନ ଏକ ଅମୋଘ ଅସ୍ତ୍ର ଥିଲା’

ଛତ୍ରପୁର,୨ା୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମରେ ଜିଲାସ୍ତରୀୟ ୧୫୪ ତମ ଜାତିରଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ୍‌ ବାହାଦୂରଶାସ୍ତ୍ରୀଙ୍କ ୧୧୯ତମ ଜୟନ୍ତୀ ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଛତ୍ରପୁର ମିଳିତ ଆନୁକୂଲ୍ୟରେ ପୋଲିସ…

ଗଞ୍ଜାମରେ ଶାସକ, ବିରୋଧୀଙ୍କ ନିର୍ବାଚନୀ ପ୍ରସ୍ତୁତି

ବ୍ରହ୍ମପୁର,୨ା୧୦(ନରସିଂହ ସାହୁ):ସାଧାରଣ ନିର୍ବାଚନ ପାଇଁ ଏବେଠୁ ଗଞ୍ଜାମ ଜିଲାରେ ରାଜନୈତିକ ଉଷ୍ମତା ଦେଖାଦେଇଛି। ଶାସକ ବିଜେଡି ସଙ୍ଗଠନକୁ ଆହୁରି ଅଧିକ ଶକ୍ତିଶାଳୀ କରିବା ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଛି। ବିଜେଡିକୁ ଟକ୍କର ଦେବା ନିମନ୍ତେ ମୁଖ୍ୟ ବିରୋଧୀ ଦଳ ଭାଜପା ମଧ୍ୟ…

ଠିକା କର୍ମଚାରୀଙ୍କ ଛଟେଇ ପ୍ରତିବାଦରେ ଧାରଣା

ଛତ୍ରପୁର,୧ା୧୦(ସନ୍ତୋଷ ପାଢ଼ୀ): ଛତ୍ରପୁର ବିଦ୍ୟୁତ୍‌ ନିର୍ବାହୀ ଯନ୍ତ୍ରୀ ଡିଭିଜନ ଅଧୀନରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ଛଟେଇ ମସୁଧା ନେଇ ରବିବାର ସ୍ଥାନୀୟ କାର୍ଯ୍ୟଳୟ ସମ୍ମୁଖରେ ପ୍ରତିବାଦ ସହ ଧାରଣା ଦେଇଥିଲେ। ଏମାନଙ୍କ କହିବାନୁଯାୟୀ ଛତ୍ରପୁର, ରମ୍ଭା ସେକ୍ସନ, ଗଞ୍ଜାମ ସେକ୍ସନ, ମାଲୁଦ…

ଆମରଣ ଅନଶନରୁ ଲୋକଙ୍କୁ ଉଠାଇନେଲା ପୋଲିସ

ଛତ୍ରପୁର,୧ା୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ତହସିଲ ଅଧୀନ ଆର୍ଯ୍ୟପଲ୍ଲୀ ରାଜସ୍ବ ଗ୍ରାମର ଲୋକେ ପଟ୍ଟା ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ୨୧ ଦିନରେ ପହଞ୍ଚିଛି। ତେବେ ଅନଶନରେ ବସିଥିବା ଲୋକଙ୍କୁ ଛତ୍ରପୁର ଥାନା ପୋଲିସ ଉଠାଇ…

୩୦ ହଜାର ପ୍ଲାଷ୍ଟିକ ବୋତଲରେ ବିଶାଳ ସ୍କ୍ରାପ୍‌ ହାତୀ

ବ୍ରହ୍ମପୁର,୧।୧୦(ସ୍ମୃତି ରଞ୍ଜନ ମହାଲିକ)ଦକ୍ଷତା ବିକାଶ କ୍ଷେତ୍ରରେ ବ୍ରହ୍ମପୁର ଶିଳ୍ପ ତାଲିମ ବୈଷୟିକ ଅନୁ୍‌ଷ୍ଠାନ (ଆଇଟିଆଇ) ସର୍ବଦା ଆଗରେ ରହିଆସିଛି। ବର୍ଜ୍ୟବସ୍ତୁ ଓ ଅଦରକାରୀ ସାମଗ୍ରୀକୁ ବ୍ୟବହାର କରି ଆଇଟିଆଇ ସବୁବେଳେ ସମାଜକୁ ସଚେତନତାର ବାର୍ତ୍ତା ପହଞ୍ଚାଇଛି। ବର୍ତ୍ତମାନ ଆଇଟିଆଇ ପୁଣି ଥରେ…

୧୦ ଲକ୍ଷ ଟଙ୍କାର ନକଲି ପ୍ରସାଧନ ସାମଗ୍ରୀ ଜବତ

ବ୍ରହ୍ମପୁର,୩୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ଲାକ୍‌ମି ବ୍ରାଣ୍ଡ କମ୍ପାନୀର ନକଲି ପ୍ରସାଧନ ସମାଗ୍ରୀ ବିକ୍ରି ହେଉଥିବା ନେଇ ହିନ୍ଦୁସ୍ତାନ ଲିଭର୍‌ କମ୍ପାନୀ ପକ୍ଷରୁ ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ଶନିବାର ବଡ଼ବଜାର ଏବଂ ଟାଉନ୍‌ ଥାନା ପୋଲିସ ପକ୍ଷରୁ ଏକାଧିକ ସ୍ଥାନରେ…

ଆୟବହିଃର୍ଭୂତ ସମ୍ପତ୍ତି ଠୁଳ ମାମଲା: ସ୍ବାସ୍ଥ୍ୟକେନ୍ଦ୍ର କିରାଣି, ସ୍ତ୍ରୀଙ୍କୁ ୨ ବର୍ଷ ଜେଲ୍‌

ବ୍ରହ୍ମପୁର,୩୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଅରୁଣ କୁମାର ସାହୁ ଶନିବାର ଏକ ଆୟବହିଃର୍ଭୂତ ସମ୍ପତ୍ତି ଠୁଳ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ପ୍ରମାଣ ମିଳିଥିବାରୁ ସ୍ବାସ୍ଥ୍ୟକେନ୍ଦ୍ର କିରାଣି ଓ ତାଙ୍କ ସ୍ତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।…

ଟ୍ରେନ୍‌ ରହଣି ଦାବିରେ ଅକ୍ଟୋବର ୨ରେ ଧାରଣା

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଷ୍ଟେଶନରେ ଦ୍ରୁତଗାମୀ ଟ୍ରେନ ରହଣି ଦାବି ଜୋର ଧରିଛି। ପୂର୍ବରୁ ଏହି ଷ୍ଟେଶନରେ ପୁରୀ-ତିରୁପତି ଏବଂ ଭୁବନେଶ୍ୱର-ଜଗଦଲପୁର ଏକ୍ସପ୍ରେସ୍‌ ଟ୍ରେନ୍‌ ରହି ଆସୁଥିଲା। କିନ୍ତୁ କରୋନା ମହାମାରୀ ଯୋଗୁଅନ୍ୟ ସମସ୍ତ ଟ୍ରେନ ସହ ଉକ୍ତ ଦୁଇଟି ଦ୍ରୁତଗାମୀ…

ହତ୍ୟା ମାମଲା: ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ହିଞ୍ଜିଳିକାଟୁ,୨୮ା୯(ଦ୍ବିତୀକୃଷ୍ଣ ପଣ୍ଡା):ଗଞ୍ଜାମ ଜିଲା ହିଞ୍ଜିଳି ଥାନା ସାରୁ ଗ୍ରାମ ବାଉରୀ ସାହିରେ ୨୦୧୭ ଏପ୍ରିଲ ୩୦ରେ ତାସଖେଳକୁ କେନ୍ଦ୍ର କରି ଶୁକଦେବ ନାଇକଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ହିଞ୍ଜିଳିକାଟୁ ସର୍କିଟ କୋର୍ଟରେ ଛତ୍ରପୁର ଅତିରିକ୍ତ…

ବସ୍‌ ମାଲିକ ସଂଘର ବୈଠକ

ପୁରୁଷୋତ୍ତମପୁର,୨୮।୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ମା’ କନକେଶ୍ବରୀ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ବୈଠକ ଏବଂ କର୍ମକର୍ତ୍ତା ନିର୍ବାଚନ ଗୁରବାର ଅନୁଷ୍ଠିତ ହୋଇଯାଇଛି। ପୁରୁଷୋତ୍ତମପୁରରୁ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳ ସମେତ ଭୂବନେଶ୍ବର, ପୁରୀ, ରାଉରକେଲା, କୋରାପୁଟ ଆଦି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri