ଗଞ୍ଜାମ

୨ ଯୌତୁକ ନିର୍ଯାତନା ମାମଲା: ୩ ଗିରଫ

ଆସିକା,୨ା୫(ଡି.ଏନ୍‌.ଏ.)- ଆସିକା ଥାନା ଅନ୍ତର୍ଗତ ସାପୁଆପଲ୍ଲୀ ଓ ଗୁଡସର ଗ୍ରାମରେ ଘଟିଥିବା ପୃଥକ ୨ ଯୌତୁକ ନିର୍ଯାତନା ମାମଲାରେ ପୋଲିସ ଶନିବାର ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ...

ପ୍ରବାସୀ ଓଡ଼ିଆଙ୍କୁ ନେଇ ପହଞ୍ଚିବ ସ୍ବତନ୍ତ୍ର ଟ୍ରେନ: ଜଗନ୍ନାଥପୁର ଷ୍ଟେଶନରେ ଗଞ୍ଜାମ ଜିଲାପାଳ, ଏସ୍‌ପିଙ୍କ ଅନୁଧ୍ୟାନ

ଛତ୍ରପୁର,୨ା୫(ଡି.ଏନ୍‌.ଏ.): କେରଳ, ସୁରଟ ଓ ବାଙ୍ଗାଲୁରରୁ ୩ଟି ସ୍ବତନ୍ତ୍ର ଟ୍ରେନରେ ପ୍ରବାସୀ ଓଡ଼ିଆମାନେ ଫେରୁଛନ୍ତି। କେରଳରୁ ବାହାରିଥିବା ଏର୍ନାକୁଲମ ଜଙ୍କଶନ- ଭୁବନେଶ୍ୱର ଶ୍ରମିକ ସ୍ପେସିଆଲ ଟ୍ରେନ ରବିବାର ସକାଳ ୫ଟାରୁ ୬ ଟା ମଧ୍ୟରେ ଗଞ୍ଜାମ ଜିଲା ଜଗନ୍ନାଥପୁର ଷ୍ଟେଶନ...

ସୁରଟରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ବସ୍‌ରେ ମୃତ୍ୟୁ

ସୋରଡା,୨ା୫(ଡି.ଏନ୍‌.ଏ.)- ସୁରଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଜିଲା ସୋରଡା ବ୍ଲକ ଅଭିମୁଖେ ଆସୁଥିବା ଏକ ବସ୍‌ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସୋରଡା ବ୍ଲକ ସୁରମଣି ପଞ୍ଚାୟତ ନାରାୟଣପୁର ଗ୍ରାମର ପ୍ରକାଶ ଗୌଡ। ରାୟପୁର ନିକଟରେ...

ଏମ୍‌କେସିଜିରେ ପୁଣି ୪ ସନ୍ଦିଗ୍ଧ ଭର୍ତ୍ତି

ବ୍ରହ୍ମପୁର ଅଫିସ ,୨।୫- ସମଗ୍ର ବିଶ୍ୱ ଏବେ କରୋନା କବଳରେ। ଏହି ଘାତକ ମହାମାରୀ କବଳରୁ ରକ୍ଷା ପାଇବା ଲାଗି ସମ୍ପ୍ରତି ଲକ୍‌ଡାଉନ୍‌ ଜାରି ରହିଛି। ରାଜ୍ୟର ୩ଟି ଜିଲା ବିଶେଷ ଭାବେ କରୋନା ପ୍ରଭାବିତ ହୋଇଥିବା ବେଳେ ଗଞ୍ଜାମ...

ଗ୍ରୀନ୍‌ ଜୋନ୍‌ରେ ଗଞ୍ଜାମ, ଏଣୁ ସରକାରଙ୍କ ଗାଇଡ୍‌ଲାଇନ୍‌ ପାଳନ ହେବ: ଜିଲାପାଳ

ଛତ୍ରପୁର, ୨।୫(ଡି.ଏନ୍‌.ଏ.)- କରୋନା ମୁକାବିଲାକୁ ନେଇ ମେ ୧୭ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । ତେବେ ଏହି ସମୟରେ ଗ୍ରୀନ, ଅରେଞ୍ଜ, ରେଡ ଜୋନ୍‌ ପାଇଁ ଗାଇଡଲାଇନ୍‌ ଅଲଗା ରହିଛି। ଗ୍ରୀନ ଜୋନ୍‌...

ବେଆଇନ ଭାବେ ଗଞ୍ଜାମରେ ପ୍ରବେଶ କରୁଛନ୍ତି ଲୋକେ: ଏନ୍‌ଏଚ୍‌-୧୬, ସୀମାନ୍ତରେ ଯାଞ୍ଚ କରୁଛି ଟିମ୍‌

ଛତ୍ରପୁର, ୨।୫(ଡି.ଏନ୍‌.ଏ.)- କରୋନା ଜାରି ରହିଥିବା ଲକ୍‌ଡାଉନ୍‌ ସତ୍ତ୍ୱେ ଲୋକେ ବିଭିନ୍ନ ଗାଡିରେ ବେଆଇନ ଭାବେ ଗଞ୍ଜାମ ଜ଼ିଲାକୁ ପ୍ରବେଶ କରିବାରେ ଲାଗିଛନ୍ତି। ଅପରପକ୍ଷରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗଞ୍ଜାମର ବିଭିନ୍ନ ସୀମା, ଜାତୀୟ ରାଜପଥ-୧୬ରେ ପରିବହନ,...

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୯ ଜୁଆଡ଼ି ଗିରଫ, ୮୫ ହଜାର ୫୦୦ ଟଙ୍କା ଜବତ

ଛତ୍ରପୁର, ୨।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ମାଣ୍ଡିଆପଲ୍ଲୀ ଟାଟା ପ୍ରକଳ୍ପ ନିକଟ ଏକ ଜଙ୍ଗଲରେ ଜୁଆ ଖେଳ ଚାଲିଥିବା ନେଇ ଚମାଖଣ୍ଡି ଥାନା ପୋଲିସକୁ ଶୁକ୍ରବାର ସନ୍ଧ୍ୟାରେ ଖବର ମିଳିଥିଲା। ଏହାପରେ ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନଙ୍କ ନେତୃତ୍ୱରେ ଚମାଖଣ୍ଡି ପୋଲିସର...

ଗଞ୍ଜାମ ଥାନା ଅଞ୍ଚଳରୁ ମଦ ଜବତ, ଦୁଇ ଗିରଫ

ଗଞ୍ଜାମ,୨।୫(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଅଞ୍ଚଳରେ ବେଆଇନ ଭାବେ ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ ପରେ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏ ନେଇ ପୋଲିସ ଖୋଳ ତାଡ଼ ଆରମ୍ଭ କରିବା ସହ ଶୁକ୍ରବାର ବିଳମ୍ବିତ ରାତିରେ ଅତର୍କିତ...

କାଳବୈଶାଖୀ: ହିଞ୍ଜିଳିକାଟୁ ଇନ୍‌ଡୋର ଷ୍ଟାଡିୟମ କ୍ଷତିଗ୍ରସ୍ତ

ହିଞ୍ଜିଳିକାଟୁ,୧ା୫(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ଓ ଆଖପାଖରେ ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷାପବନ ସହ ବଜ୍ରପାତ ହୋଇଛି। ବିଭିନ୍ନ ସ୍ଥାନରେ ବହୁ ଛୋଟବଡ ଗଛ ଭାଙ୍ଗିବା ସହ ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇଛି। ପ୍ରାୟ ୮ କୋଟି...

ସମସ୍ତ ପ୍ରବାସୀ ଫେରନ୍ତାଙ୍କ ହେବ ସ୍ବାବ ପରୀକ୍ଷା: ଜିଲାପାଳ

ଛତ୍ରପୁର,୧ା୫(ଡି.ଏନ୍‌.ଏ.)- କରୋନା ମୁକାବିଲା କ୍ଷେତ୍ରରେ ଯେଉଁ ବ୍ୟକ୍ତି ବିଶେଷ କିମ୍ବା ସ୍ବେଚ୍ଛାସେବୀ ଅନୁଷ୍ଠାନ ସହାୟତା ଦେବାକୁ ଇଚ୍ଛୁକ ସେମାନେ ଗଞ୍ଜାମ ଜିଲା ପ୍ରଶାସନର କୋଭିଡ ସେଲ ସହିତ ଯୋଗାଯୋଗ କରି ଏହା କରିପାରିବେ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ...

୩ଦିନ ହେଲା ପାଣିଆସୁନି, ଟ୍ୟାଙ୍କର ଯୋଗେ ପାଣି ଯୋଗାଇଲେ ସରପଞ୍ଚ

ଗଞ୍ଜାମ,୧ା୫(ଡି.ଏନ୍‌.ଏ.)- ଲକ୍‌ଡାଉନ୍‌ ବେଳେ ପାନୀୟଜଳ ସମସ୍ୟା ଗଞ୍ଜାମ ବ୍ଲକ ପାଣିବନ୍ଧ ପଞ୍ଚାୟତବାସୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି। ପଞ୍ଚାୟତର ସୂର୍ଯ୍ୟନାରାୟଣପୁର ଓ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ୩ ଦିନ ହେଲା ପାଇପ ଯୋଗେ ପାଣି ଆସୁନାହିଁ। ଫଳରେ ଲୋକ ନାହିଁ ନ ଥିବା...

ରୋଜଗାର ପାଇଁ ଜୀବିକା ବଦଳାଉଛନ୍ତି କ୍ଷୁଦ୍ର ବ୍ୟବସାୟୀ

ବୁଗୁଡା,୧ା୫(ଡି.ଏନ୍‌.ଏ.)- ବୁଗୁଡା ସହର ତଥା ଆଖପାଖ ଅଞ୍ଚଳରେ କରୋନା ସଂକ୍ରମଣକୁ ପ୍ରତିହତ ପାଇଁ ମାସେ ହେଲା ଲକ୍‌ଡାଉନ କଟକଣା ଜାରି ହୋଇଛି। ଏଥି ନିମନ୍ତେ ବହୁ ଦୋକାନ ବଜାର ବନ୍ଦ ହୋଇଛି। ଫଳରେ ଛୋଟ ଛୋଟ ବ୍ୟବସାୟୀ ଜୀବିକା ବଦଳାଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri