ଗଞ୍ଜାମ

Digital arrest ଦେଖାଇ ନେଇଗଲେ ୩୪ ଲକ୍ଷ

ବ୍ରହ୍ମପୁର ,୩୦ା୧(ସୁବାସ ଚନ୍ଦ୍ର ପାଢ଼ୀ): ସାଇବର ଗ୍ୟାଙ୍ଗ ସବୁବର୍ଗର ଯୁବତୀଯୁବକଙ୍କଠାରୁ ଆରମ୍ଭ କରି ଉଚ୍ଚଶିକ୍ଷିତ ଲୋକଙ୍କୁ ମଧ୍ୟ ଠକିବାକୁ ପଛେଇନାହାନ୍ତି। ଏଥିପାଇଁ ସେମାନେ ନୂଆନୂଆ ତରିକା ଅପଣାଉଛନ୍ତି। ପୋଲିସ ମଧ୍ୟ ସେମାନଙ୍କ ଟେର ପାଇପାରୁନି। ପୋଲିସ ପକ୍ଷରୁ ଏନେଇ ଯେତେ ସଚେତନ…

ଘନଉଛି ବିବାଦ: କର୍ପୋରେଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ମେୟରଙ୍କ ସହ ୨୦ କର୍ପୋରେଟର

ଛତ୍ରପୁର,୩୦ା୧(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ବ୍ରହ୍ମପୁର ମହାନଗର ନିଗମରେ ଚାଲିଥିବା ବିବାଦ ଆହୁରି ଘନେଇବାରେ ଲାଗିଛି। ଉକ୍ତ ମହାନଗର ନିଗମର ୨୬ ନମ୍ବର ଓ୍ବାର୍ଡର କର୍ପୋରେଟର ଧୀରେଶ ସାବତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଏନେଇ ଗୁରୁବାର ମହାନଗର ନିଗମର…

ଘରେ କେହି ନ ଥିବାର ସୁଯୋଗ ନେଇ ଦୋକାନ-ଘରୁ ଚୋରି କରି ନେଇଥିଲେ, ୪ ଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ

ଗୋପାଳପୁର,୨୯।୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ରୋଡ୍‌ ଥିବା ତାଲା ବନ୍ଦ ଘରୁ ଓ ଦୋକାନରୁ ସୁନା ଅଳଙ୍କାର ଚୋରି ମାମଲାରେ ବୁଧବାର ରାତିରେ ଗୋଳନ୍ଥରା ଥାନା ପୋଲିସ ୪ ଜଣ ଯୁବକଙ୍କୁ ଗିରଫ କରି…

ପାଠ ନ ଆସିବାରୁ ସ୍କୁଲ ଚାଉଳ ଘର ସଫାକରିବାକୁ ପଠାଇଥିଲେ ଶିକ୍ଷୟିତ୍ରୀ, ପରେ ଯାହା ଘଟିଲା ଦୁଇଦୁଇ ଜଣ ଶିକ୍ଷୟିତ୍ରୀଙ୍କୁ ପଡ଼ିଲା ମହଙ୍ଗା

ପିପିଲି,୨୯।୧: ପୁରୀ ଜିଲା ପିପିଲି ପୋପରଙ୍ଗ ସ୍କୁଲର ଛାତ୍ରକୁ ସାପ କାମୁଡିବା ଘଟଣାରେ ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବନ ହୋଇଛନ୍ତି। ଜିଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପିପିଲି ଶିକ୍ଷାଧିକାରୀ  ରବିନାରାୟଣ ନନ୍ଦ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଜୟଶ୍ରୀ ସାହୁଙ୍କୁ କାର୍ଯ୍ୟରୁ  ନିଲମ୍ବିତ…

ମୁହାଁମୁହିଁ ହେଲେ ମହିଳା କର୍ପୋରେଟର

ବ୍ରହ୍ମପୁର,୨୯।୧(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପକ୍ଷରୁ ବୁଧବାର ଆୟୋଜିତ ସାଧାରଣ ବୈଠକରେ ଷ୍ଟାଣ୍ଡିଙ୍ଗ କମିଟି ଚେୟାରମେନ ନିର୍ବାଚନ ପ୍ରକ୍ରିୟାରେ ଚୟନ କରିବା ଦାବି ନେଇ ୨ କର୍ପୋରେଟର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଅନ୍ୟାନ୍ୟ ମହାନଗରରେ ନିର୍ବାଚନ ହେଉଛି।…

ଦୁଇ କୋଟି ଟଙ୍କା ପାଇଁ ୪ ଜଣଙ୍କୁ ମୁଣ୍ଡ ଜାମିନ ଘଟଣା: ଗଞ୍ଜେଇ ଗଛ ଜବତ ମାମଲାରେ ମହିଳା ଗଲେ ଜେଲ୍‌ ,ସ୍ବାମୀ ଫେରାର

ଦିଗପହଣ୍ଡି/ଚିକିଟି,୨୯।୧(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଦୁଇ କୋଟି ଟଙ୍କା ଦାବି କରି ୪ ଜଣଙ୍କୁ ଅପହରଣ ଓ ମୁଣ୍ଡ ଜାମିନ ଘଟଣାରେ ଗଞ୍ଜାମ ଜିଲା କେ.ନୂଆଗାଁ ଥାନାରେ ଅଟକ ରଖାଯାଇଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ମଙ୍ଗଳବାର ପାତ୍ରପୁର…

ଚୋରି ଅଳଙ୍କାର ଜବତ ଦୁଇ ଭାଇ ସମେତ ୫ ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୨୯।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ୩ଟି ଚୋରି ଘଟଣାରେ ଦୁଇ ଭାଇଙ୍କ ୫ ଅଭିଯୁକ୍ତଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ମାନେହେଲେ ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜୟପୁର କଲୋନୀ ର ଦୁଇ…

ହିଣ୍ଡୁଳାରେ କ୍ଲଷ୍ଟରସ୍ତରୀୟ ନିପୁଣ ମେଳା

ପୁରୁଷୋତ୍ତମପୁର,୨୮ା୧(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଶିକ୍ଷା ବିଭାଗ ଶୋଳଘର କ୍ଲଷ୍ଟର ପକ୍ଷରୁ ହିଣ୍ଡୁଳା ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ନିପୁଣ ମେଳା ସିଆରସିସି ପ୍ରତାପଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏଥିରେ ଷୋଳଘର ପଞ୍ଚାୟତ ସମିତି ସଭ୍ୟ ପ୍ରମୋଦ…

ଚଳନ୍ତା ବାଇକ୍‌ ରାସ୍ତାରେ ଜଳିଗଲା

ଦିଗପହଣ୍ଡି,୨୯।୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି -ବ୍ରହ୍ମପୁର ୧୭ ନଂ. ରାଜ୍ୟ ରାଜପଥର ଗୋକର୍ଣ୍ଣପୁର ଆଇଟିଆଇ ନିକଟରେ ମଙ୍ଗଳବାର ସନ୍ଧ୍ୟା ୬ଟାରେ ଏକ ବାଇକ୍‌ ଚଳନ୍ତା ଅବସ୍ଥାରେ ଜଳିଯାଇଛି। ତେବେ ଚାଳକ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବାଇକ୍‌ ଚଲାଉଥିବା ଯୁବକ ବାଇକ୍‌ରେ…

୩ଟି ଚୋରି ଘଟଣାରେ ୨ଭାଇ ଗିରଫ

ଦିଗପହଣ୍ଡି,୨୮|୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ପାଟପୁର ପୋଲିସ  ୩ ଟି ଚୋରି ଘଟଣାରେ ଦୁଇ ଭାଇ ଙ୍କ ୫ ଅଭିଯୁକ୍ତଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ମାନେ ହେଲେ ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜୟପୁର…

ଜିଲା ପ୍ରଶାସନର ଏଭଳି ପ୍ରୟାଶ : ଦିବ୍ୟାଙ୍ଗ ହେଲେ ଉପକୃତ 

ପରୁଷୋତ୍ତମପୁର,୨୮।୧(ସିମାଞ୍ଚଳମିଶ୍ର): ଗଞ୍ଜାମଜିଲା  ପ୍ରଶାସନ ପକ୍ଷରୁ ପୁରୁଷୋତ୍ତମପୁର ଜଗନ୍ନାଥ ମନ୍ଦିର ପରିଷରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ ଭାରାପ୍ରାପ୍ତ ବିଡିଓ ତଥା ତହସିଲଦାର ବିନୋଦକୁମାର ବେହେରାଙ୍କ ସଂଯୋଜନାରେ ମଙ୍ଗଳବାର ଅନୁଷ୍ଟିତ ହୋଇଯାଇଛି। ଏହି ଅବସରରେ ତହସିଲଦାର ବିନୋଦକୁମାର ବେହେରା ଶିବରର ଲକ୍ଷ…

ରାଇସ୍‌ମିଲ୍‌ରେ ଟଳିପଡିଲେ ଚାଷୀ

ସୋରଡା,୨୮।୧(ରଜନୀ ମହାପାତ୍ର): ଧାନ କଟନିଛଟନିକୁ ନେଇ ହୃଦଘାତରେ ଚାଷୀଙ୍କ ମୃତ୍ୟୁ  ହୋଇଥିବା ଅଭିଯୋଗହୋଇଛି। ଗଞ୍ଜାମ ଜିଲା ସୋରଡା ବ୍ଲକ ସରାବଡି ପଞ୍ଚାୟତ ଅନ୍ତର୍ଗତ ଚାକୁଣ୍ଡା ଗ୍ରାମର ଗଣେଶ ବିଷୋୟୀଙ୍କ ମୃତ୍ୟୁକୁ ନେଇ ସୋମବାର ରାତିରେ ଉତ୍ତେଜନା ଦେଖାଦେଇଛି। ଏ ନେଇ ତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri