ଗଞ୍ଜାମ

ପୁରୁଷୋତ୍ତମପୁର ଏନ୍‌ଏସିରେ ପରିମଳ ସେବା ବିପର୍ଯ୍ୟସ୍ତ

ପୁରୁଷୋତ୍ତମପୁର,୫ା୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ପ୍ରଶାସନର ଦାୟିତ୍ୱହୀନତା ଯୋଗୁ ପରିମଳ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଯାହାକି ସାମାନ୍ୟ ବର୍ଷାରେ ଓ୍ବାର୍ଡ ନଂ ୯ ରଥସାହି ଜଗନ୍ନାଥମନ୍ଦିର ରାସ୍ତାଟି ଜଳାର୍ଣ୍ଣବ ହୋଇପଡ଼ିଛି। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଚାଲିଥିବା ହେତୁ ପ୍ରତ୍ୟହ…

ବିଦେଶରେ ଓଡ଼ିଆ ଯୁବକଙ୍କୁ ଅପହରଣ କରି ନେଇଛନ୍ତି ଅଲକାଏଦା ଆତଙ୍କବାଦୀ

ହିଞ୍ଜିଳିକାଟୁ,୫ା୭: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଅପୃହତ ୩ ଭାରତୀୟଙ୍କ ମଧ୍ୟରୁ ଜଣେ ଓଡ଼ିଆ ରହିଥିବା ସୂଚନା ମିଳିଛି। ତେବେ ଅପହୃତ ଯୁବକ ଜଣକ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ସମରଝୋଳ ଗାଁର ପି. ଭେଙ୍କଟରମଣ। ପୁଅକୁ ଫେରାଇ ଆଣିବା ପାଇଁ ହିଞ୍ଜିଳି…

ବ୍ଲକ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରଞ୍ଜିତ

ଜଗନ୍ନାଥପ୍ରସାଦ,୫।୭(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥ ପ୍ରସାଦ ବ୍ଲକ ଉପାଧ୍ୟକ୍ଷ ରଞ୍ଜିତ କୁମାର ପାତ୍ର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ପାତ୍ର ଗତ ଜୁନ ୧୬ରେ ଚିଠି ନଂ. ୫୭୮୬ରେ ତାଙ୍କ ଇସ୍ତଫା ପତ୍ର ଗଞ୍ଜାମ ଜିଲାପାଳଙ୍କୁ ପ୍ରଦାନ କରିଥିଲେ। ଏହାର ସତ୍ୟତାକୁ…

ଦୁଇ ପୁରାତନ କଲେଜର ବିକାଶ ପାଇଁ ଖର୍ଚ୍ଚ ହେବ ୧୫୦ କୋଟି ଟଙ୍କା, ସମୀକ୍ଷା ପରେ ବିଧାୟକ କହିଲେ…

ଭଞ୍ଜନଗର,୫ା୭(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଦୁଇ ପୁରାତନ ମହାବିଦ୍ୟାଳୟ ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏବଂ ସାବିତ୍ରୀ ମହିଳା ମହାବିଦ୍ୟାଳୟ ଏବେବି କିଛି କ୍ଷେତ୍ରରେ ଅବହେଳିତ ଅବସ୍ଥାରେ ଅଛି। ତେଣୁ ତାହାର ବିକାଶ…

କଂଗ୍ରେସରେ ମିଶିଲେ ସୋରଡ଼ା ବିଜେଡି ନେତା, କହିଲେ ଏମିତି…

ଭଞ୍ଜନଗର,୪ା୭(ବାବୁଲା ପ୍ରଧାନ): ବିଜେଡି କ୍ଷମତାରୁ ଯିବା ପରେ ଗଞ୍ଜାମ ଜିଲାରେ ଦିନକୁ ଦିନ ବିଜେଡି ସ୍ଥିତି ଦୁର୍ବଳ ହେଉଛି। ପୂର୍ବଭଳି ଆଉ ବିଜେଡି ପ୍ରତି ନେତା, କର୍ମୀଙ୍କ ଆଗ୍ରହ ନାହିଁ। ତେଣୁ ସେମାନେ ଦଳରୁ ମୁହଁ ଫେରାଇ ଅନ୍ୟ ଦଳକୁ ଚାଲିଯାଉଛନ୍ତି।…

ସମ୍ପତ୍ତି ବିବାଦରୁ ହତ୍ୟା ଉଦ୍ୟମ: ଅଭିଯୁକ୍ତ ୨ ଭାଇ ଗଲେ ଜେଲ୍‌

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଫାସିଗୁଡ଼ା ଗ୍ରାମର ସୂର୍ଯ୍ୟନାରାୟଣ ପ୍ରଧାନଙ୍କୁ ସମ୍ପତ୍ତି ମାଲିକାନା ବିବାଦରୁ ତାଙ୍କ ସମ୍ପର୍କୀୟ ୨ ଭାଇ ସୁରେନ୍ଦ୍ର ପ୍ରଧାନ ଏବଂ ପଞ୍ଚାନନ ପ୍ରଧାନ ଗତ ଜୁନ ୧୭ ତାରିଖ ସନ୍ଧ୍ୟାରେ ଛଣମେରି ଗ୍ରାମ…

ଗୋରୁଙ୍କୁ ଖାଇବାକୁ ଦେଉଥିବାବେଳେ ଗୁହାଳ ଉପରେ ଉପୁଡ଼ି ପଡ଼ିଲା ଗଛ, ପ୍ରଚଣ୍ଡ ଶବ୍ଦ ଶୁଣି ବୃଦ୍ଧ…

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ପଞ୍ଚାୟତ ବୃନ୍ଦାବନ ପଲ୍ଲୀ ଗ୍ରାମର ଗୋବିନ୍ଦ ଗୌଡ଼ଙ୍କ ଗୁହାଳ ଉପରେ ଶୁକ୍ରବାର ଅପରାହ୍ନରେ ବହୁ ପୁରୁଣା କଇଥ ଗଛ ଉପୁଡ଼ି ପଡ଼ିବାରୁ ଗୁହାଳଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି।…

ବିଧାୟକଙ୍କ ବଡ଼ ଘୋଷଣା: କଳିଙ୍ଗା ଘାଟିରେ ହେବ ଇକୋ ଟୁରିଜିମ

ଭଞ୍ଜନଗର,୪/୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ଗୁରୁବାର ମୁଜାଗଡ ଠାରେ ନବନିର୍ମିତ ୱାଚ ଟାୱାର ଏବଂ ବନ ବିଭାଗର ଏକ କୋଠା ଉଦଘାଟିତ ହୋଇଯାଇଛି। ଏଥିସହ ସ୍ଥାନୀୟ ଲାଲସିଂ ନର୍ସରୀ ପରିସରରେ ବନ ମହୋତ୍ସବ ସପ୍ତାହ ପାଳିତ…

ଜୁଆ ଆଡ୍ଡାରେ ପୋଲିସ ଚଢ଼ାଉ, ୫ ଗିରଫ

ଗୋପାଳପୁର, ୩ା୭(ନବୀନରାଜ ଆଚାରୀ): ଗୋଳନ୍ଥରା ଥାନା ଅଧୀନ ଗିରିସୋଲା ଅଞ୍ଚଳରେ ଦୀର୍ଘ ଦିନ ଧରି ଚାଲି ଆସୁଥିବା ଏକ ଜୁଆଆଡ୍ଡା ଉପରେ ଗୋଳନ୍ଥରା ପୋଲିସ ଚଢ଼ାଉ କରି ୫ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୧୮ ହଜାର ୨ ଶହ ଟଙ୍କା,…

୮୫୦ ଟଙ୍କା ଲାଗି ବୃଦ୍ଧଙ୍କୁ କରିଥିଲେ ହତ୍ୟା: ୧୧ ବର୍ଷ ପରେ ଅଭିଯୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ

ଭଞ୍ଜନଗର,୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏଡିଜେ ଶେଖ ମହମ୍ମଦ କ୍ୱାଇସ ଗୁରୁବାର କୁରୁଲାଇ ଗ୍ରାମର ଗୋପାଳ ସ୍ବାଇଁ ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି। ୧୧ ବର୍ଷ ପରେ ଅଭିଯୁକ୍ତ ରବୀନ୍ଦ୍ର ଦଳବେହେରାଙ୍କୁ ବିଚାରପତି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।…

୧୮ ଦୋକାନ ଭାଙ୍ଗିଲା ପ୍ରଶାସନ

ଦିଗପହଣ୍ଡି,୩ା୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୁଞ୍ଜିକୟାଁ ଛକରେ ବେଆଇନ ଭାବେ ଦୀର୍ଘଦିନ ଧରି ଏନ୍‌ଏସି ଜମିକୁ ଜବରଦଖଲ କରି ଉଠା ଦୋକାନଗୁଡ଼ିକୁ ଗୁରୁବାର ଉଚ୍ଛେଦ କରାଯାଇଛି। ପୂର୍ବରୁ ସ୍ଥାନୀୟ ଏନ୍‌ଏସି ପ୍ରଶାସନ ପକ୍ଷରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ…

ଜନସାଧାରଣଙ୍କୁ ସୁରକ୍ଷା ଦେବା ପ୍ରଥମ କର୍ତ୍ତବ୍ୟ: ଏସ୍‌ଡିପିଓ

ପୁରୁଷୋତ୍ତମପୁର,୩।୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ଏସ୍‌ଡିପିଓ ଭାବେ ସୁଜିତକୁମାର ନାୟକ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବରୁ ସେ ଭଞ୍ଜନଗର ଏସ୍‌ଡିପିଓ ଭାବେ କାର୍ଯ୍ୟ କରୁଥିଲେ। କାର୍ଯ୍ୟରେ ଯୋଗଦେବା ଅବସରରେ ସେ କହିଛନ୍ତି, ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପକୁ ରୋକାଯିବ। ବରିଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?