ଗଞ୍ଜାମ

ସିଭିଲ କୋର୍ଟ କମ୍ପ୍ଲେକ୍ସରେ ଚିତ୍ରାଙ୍କନ ପ୍ରତିଯୋଗିତା

ଦିଗପହଣ୍ଡି, ୨୩ା୧୧(ଅଶେଷ ନାଥ ମିଶ୍ର): ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ରାଜ୍ୟ ଆଇନ ସେବା ପ୍ରାଧିକରଣ ସହଯୋଗରେ ରବିବାର ଦିଗପହଣ୍ଡି ସିଭିଲ କୋର୍ଟ କମ୍ପ୍ଲେକ୍ସ ପରିସରରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ଅଧ୍ୟକ୍ଷା…

ପ୍ରସ୍ତୁତ ଥିଲା ଷ୍ଟେଜ୍‌, ହେଲେ ବନ୍ଦ କରିଦିଆଗଲା ପ୍ରୋଗ୍ରାମ; ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ 

ଗଞ୍ଜାମ,୨୩।୧୧(ବିଦ୍ୟାଧର ସାହୁ): ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବ୍ରେକ୍‌ ଦ ଫ୍ଲୋର ଏବଂ ବୁଦ୍ଧଦୀପ ସ୍କୁଲର ମିଳିତ ଆନୁକୂଲ୍ୟରେ ରବିବାର ସାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଷ୍ଟେଜ ପ୍ରୋଗ୍ରାମ ବନ୍ଦ ହୋଇଯାଇଛି। ସହରର କିଛି କୁଚକ୍ରୀ ଗୋଷ୍ଠୀଙ୍କ…

‘ଏନ୍‌ସିସି କ୍ୟାଡେଟ୍‌ କେଏସ୍‌ୟୁବି କଲେଜର ଗର୍ବ ଏବଂ ଗୌରବ’

ଭଞ୍ଜନଗର,୨୩।୧୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍‌ସିସି ଆର୍ମି ୱିଂଙ୍ଗ ଏବଂ ନାଭାଲ ୱିଂଙ୍ଗ ପକ୍ଷରୁ ରବିବାର ଏନ୍‌ସିସି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅଧକ୍ଷ ରାଜେନ୍ଦ୍ର କୁମାର ଦାସ ଏନ୍‌ସିସି ପତାକା…

ବାଲିବୋଝେଇ ଟ୍ରାକ୍ଟର ଓଲଟି ୫ ଶ୍ରେଣୀ ଛାତ୍ର ମୃତ: ଶିଶୁ ଶ୍ରମିକ ହୋଇ କରୁଥିଲେ କାମ

ଦିଗପହଣ୍ଡି,୨୩।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ସମାସିଙ୍ଗି ଗ୍ରାମ ନିକଟ ବାହୁଦା ନଦୀ ପଠାରେ ବାଲି ବୋଝେଇ ଟ୍ରାକ୍ଟର ନଂ.(ଓଡି ୦୭ ଏଡି -୧୫୯୦) ରବିବାର ଭୋର ପ୍ରାୟ ସାଢେ ୬ ଟାରେ ଓଲଟି ପଡ଼ିଛି।…

ଘରୁ କେଉଁଆଡେ ଚାଲିଯାଇଥିଲେ ପୁଅ: ଖବର ମିଳିଲା ବିଲରେ ପଡ଼ିଛି….

ବେଲଗୁଣ୍ଠା,୨୨।୧୧: ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲ୍ଳକ ପାଇଲିପ ପଞ୍ଚାୟତ କେ ନୂଆଁଗଡ଼ ଗ୍ରାମର ଜଣେ ଯୁବକଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏନେଇ କେ ନୂଆଁଗଡ଼ ଗ୍ରାମର ସୁଦାମ ସେଠୀ ଗାଙ୍ଗପୁର ଥାନାରେ ଏତାଲା ଦେଇଛନ୍ତି ।…

ମହିଳାଙ୍କୁ ଘରେ ପଶି ଅସଦାଚରଣ, ଗାଁରେ ଖଣ୍ଡା ଧରି ବୁଲିଲେ; ଶେଷରେ ଅଭିଯୁକ୍ତଙ୍କୁ …

ଦିଗପହଣ୍ଡି,୨୨।୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା କୁକୁଡ଼ାଖଣ୍ଡି ବ୍ଲକ ବରପଲ୍ଲୀ ଗ୍ରାମର ଜଣେ ମହିଳାଙ୍କୁ ଘରେ ପଶି ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ପ୍ରତିବାଦ କରିବାରୁ ଗ୍ରାମର ଅଭିଯୁକ୍ତ ସଂଗ୍ରାମ ଭୁଁୟା ଖଣ୍ଡା ଧରି ମହିଳାଙ୍କ ସ୍ବାମୀ ଓ ଦେଢ଼ଶୁରଙ୍କୁ ଜୀବନରେ…

ଗଞ୍ଜାମ-କନ୍ଧମାଳ ସୀମାରେ ମାଓବାଦୀ ଦମନ ଯୋଜନା, ଆଇନଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ଡିଜି

ଭଞ୍ଜନଗର,୨୨।୧୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ସୀମାଠାରୁ ୫ କି.ମି. ଭିତରେ ଥିବା କନ୍ଧମାଳ ଜିଲା ରାଇକିଆ ଥାନା ଅନ୍ତର୍ଗତ ଦାଉସର ଜଙ୍ଗଲରେ ଗତ ସେପ୍ଟେମ୍ବର ୧୮ ତାରିଖରେ ଏସ୍‌ଓଜି ପକ୍ଷରୁ କମ୍ବିଂ ଅପରେଶନ ଚାଲିଥିଲା। ଏହି ସମୟରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ…

ଜୁଆଖେଳରୁ ହୋଇଥିଲା ହତ୍ୟାକାଣ୍ଡ: ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ

ଭଞ୍ଜନଗର,୨୨ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏଡିଜେ ଶେଖ ମହମ୍ମଦ କଏସ ଶନିବାର ଏକ ହତ୍ୟା ମାମଲାର ବିଚାରଣ କରି ୨୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ସେମାନଙ୍କୁ ୧୦ ହଜାର…

ମତ୍ସ୍ୟଜୀବୀଙ୍କ ପାଇଁ କରାଯିବ ସମସ୍ତ ବ୍ୟବସ୍ଥା

ଗଞ୍ଜାମ,୨୨।୧୧(ବିଦ୍ୟାଧର ସାହୁ): ମତ୍ସ୍ୟ ଦିବସ ଉପଲକ୍ଷେ ହୁମା ଶୁଖୁଆ ହାଟ ନିକଟରେ ଥିବା ମତ୍ସ୍ୟ ହଲଠାରେ ବିଶ୍ୱ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି l ଉପଜିଲାପାଳ ଶିବାଶିଷ ବରାଳ,ଉପମତ୍ସ୍ୟ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ବେହେରା,ଜିଲା ମତ୍ସ୍ୟ ଅଧିକାରୀ ଭାରତ ଭୂଷଣ ଯେ…

ଭଞ୍ଜନଗରରେ ବଢୁଛି ଦ୍ରୁତ ଗାଡ଼ି ଚାଳନା ଯୋଗୁ ଦୁର୍ଘଟଣା: ବ୍ୟବସାୟୀଙ୍କୁ ବାଇକ୍‌ ଧକ୍କା ଦେବା ପରେ ରାସ୍ତାରୋକୋ

ଭଞ୍ଜନଗର,୨୧।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଓ ସହରତଳି ଅଞ୍ଚଳରେ ଅଧିକାଂଶ ସମୟରେ ଦ୍ରୁତ ବାଇକ ଚାଳନା ଦେଖିବାକୁ ମିଳୁଛି। ଏଥିସହ ଅନ୍ୟାନ୍ୟ ଯାନବାହାନ ଗୁଡ଼ିକ ମଧ୍ୟ ସହର ଭିତରେ ଦ୍ରୁତ ଗତିରେ ଚଳ ପ୍ରଚଳ କରୁଛନ୍ତି। ଏନେଇ ପୋଲିସ…

ବାଇକରେ ଗଞ୍ଜେଇ ଚୋରାଚାଲାଣ କରୁଥିଲେ, ମାଡ଼ିବସିଲା ଅବକାରୀ ବିଭାଗ, ଜେଲ ଗଲେ…

ଦିଗପହଣ୍ଡି, ୨୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ମୂଖ୍ୟ ରାସ୍ତାର କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଜଣେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକଙ୍କୁ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ ଟାରେ ଚିକିଟି ଅବକାରୀ ଇନ୍ସପେକ୍ଟର ସଞ୍ଜୟ…

ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ଉଦ୍‌ଘାଟନ କଲେ ବିଧାୟକ, ମାଗଣାରେ ରୋଗୀଙ୍କୁ…

ଦିଗପହଣ୍ଡି,୨୧।୧୧(ଅଶେଷ ନାଥ ମିଶ୍ର): ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଶୁକ୍ରବାର ଦିଗପହଣ୍ଡି ଏନ୍‌ଏସି ୱାର୍ଡ ନଂ. ୨ କରଣ ସାହି ସ୍ଥିତ ଗୋପବନ୍ଧୁ ବିଦ୍ୟାଳୟର ପୁରୁଣା କୋଠାରେ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଶୁଭ ଉଦଘାଟନ ହୋଇଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?