ଗଞ୍ଜାମ

ମିଳିନି ଆବାସ ଗୃହ: ବର୍ଷା ପବନରେ ଉଡିଗଲା ଜରିପାଲ, ସଙ୍କଟରେ ମା’ ଝିଅ

ଗଞ୍ଜାମ,୨।୧୦(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନଂ ୭ ବାଲୀ ସାହିରେ ସନ୍ତୋଷୀ ନାୟକ ନିଜ ପରିବାର ସହ ରହୁଛନ୍ତି । ପରିବାର କହିଲେ ମା ଓ ଝିଅ । ବାସ କହିଲେ ସାହି ଶେଷ ମୁଣ୍ଡରେ ଛଣ…

ଆଜି ବି ମନେ ପଡ଼ନ୍ତି ଶ୍ରୀବତ୍ସ ପଣ୍ଡା: ଗୋରକ୍ଷାଶ୍ରମଠାରୁ ନାରୀ ଶିକ୍ଷା, ତାଙ୍କ ଅବଦାନ ଅତୁଳନୀୟ

ଭଞ୍ଜନଗର,୧।୧୦(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ତନରଡା ଗୋରକ୍ଷାଶ୍ରମ ପରିସରରେ ବୁଧବାର ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କ ୧୫୫ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ବକ୍ତାମାନେ ଯୋଗଦେଇ ସଂସ୍କାରକ ଶ୍ରୀବତ୍ସ ପଣ୍ଡା ତନରଡ଼ାରେ ରାଜ୍ୟର ପ୍ରଥମ ଗୋରକ୍ଷାଶ୍ରମ ପ୍ରତିଷ୍ଠା କରିଥିଲେ ବୋଲି…

ବର୍ଷା ପାଇଁ ଚିନ୍ତା ବଢ଼ାଉଛି କଳିଙ୍ଗା ଘାଟି ରାସ୍ତା ମରାମତି:ବିଧାୟକ ସମୀକ୍ଷା କଲେ

ଭଞ୍ଜନଗର,୨।୧୦(ବାବୁଲା ପ୍ରଧାନ): ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ବୁଧବାର ଅପରାହ୍ନରେ ଅଚାନକ କଳିଙ୍ଗା ଘାଟି ପରିଦର୍ଶନ କରି ଚାଲିଥିବା ରାସ୍ତା କାମର ଅଗ୍ରଗତି ସମୀକ୍ଷା କରିଥିଲେ। ଏଥିସହ ସେଠାରେ ଉପସ୍ଥିତ ଥିବା ଠିକାଦାରଙ୍କୁ କାମ ତ୍ରାନିତ କରିବା ପାଇଁ ନିର୍ଦ୍ଦେଶ…

ପ୍ରସିଦ୍ଧ ବଟେଶ୍ୱର ପୀଠ ରାସ୍ତା ଶୋଚନୀୟ: ମରାମତି ପାଇଁ ଉଠିଲା ଦାବି

ଗଞ୍ଜାମ,୨।୧୦(ବିଦ୍ୟାଧର ସାହୁ): ଷୋହଳ ନୁମ୍ବର ଜାତୀୟ ରାଜପଥ ହୁମାଠାରୁ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱର ମନ୍ଦିରକୁ ସଂଯୋଗ ରାସ୍ତାଟି ବର୍ତ୍ତମାନ ଶୋଚନୀୟ ଅବସ୍ଥାରେ ହୋଇପଡିଥିବା ଦେଖିବାକୁ ମିଳିଛି l ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳ ସହ ଏହି ପୀଠକୁ ଆସୁଥିବା ଭକ୍ତଙ୍କ ମଧ୍ୟରେ…

ଘୋଡାହାଡ ଡ୍ୟାମରେ ବଢୁଛି ଜଳସ୍ତର; ନଦୀ ତଟବର୍ତ୍ତୀ ଗ୍ରାମବାସୀଙ୍କୁ ସତର୍କ ସୂଚନା ଜାରି

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ ପ୍ରଭାବରେ ତୁହାକୁ ତୁହା ବର୍ଷା ଲାଗିରହିଛି।ବର୍ଷା ପ୍ରଭାବରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଘୋଡ଼ାହାଡ଼ ଡ୍ୟାମରେ ଜଳସ୍ତର ବଢିବାରେ ଲାଗିଛି। ଗୁରୁବାର ସକାଳ ୬ଟାରୁ ସାଢେ ୧୧ଟା ମଧ୍ୟରେ ଡ୍ୟାମ ଇଲାକାରେ ୩୮…

ଗଞ୍ଜାମ ସହରରେ ଫିକା ପଡିଲା ଶାରଦୀୟ ଦଶହରା

ଗଞ୍ଜାମ,୨।୧୦(ବିଦ୍ୟାଧର ସାହୁ): ଗତ କାଲି ରାତିରୁ ଲଘୁଚାପ ଜନିତ ତୁହାକୁ ତୁହା ବର୍ଷା ଲାଗି ରହିଛି l ବର୍ଷା ସହ ବେଳକୁ ବେଳ ପବନର ବେଗ ମଧ୍ୟ ବଢୁଥିବା ପରିଲିକ୍ଷିତ ହେଉଛି। ସକାଳ ସମୟରେ ମଧ୍ୟ ତୁହାକୁ ତୁହା ବର୍ଷା ଯୋଗୁ…

ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ମହୋତ୍ସବ: ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ବୁଧବାର ଦୁଇଦିନରେ ପହଞ୍ଚିଛି। ସାରେ ବଜାରସାହି ଗାନ୍ଧୀଛକ ସ୍ଥିତ ଅସ୍ଥାୟୀ ଯାତ୍ରାପୀଠରେ ଶକ୍ତିପଲ୍ଲବ ତନ୍ତ୍ର ମତେ ଉଗ୍ରଚଣ୍ଡୀ ମଣ୍ଡଳ କ୍ରମେ…

ପୋଲିସ SI ପରୀକ୍ଷା ପୂର୍ବରୁ ଜାଲିଆତି: ୧୧୪ ପରୀକ୍ଷାର୍ଥୀଙ୍କ ସହ ବନ୍ଧା ହେଲେ ୩ ଦଲାଲ, ବଡ଼ ଖୁଲାସା…

ଗୋପାଳପୁର,୧।୧୦(ନବୀନ ରାଜ ଆଚାରୀ): ରାଜ୍ୟରେ ପୋଲିସ ଏସ୍‌ଆଇ ପରୀକ୍ଷା ପୂର୍ବରୁ ବଡ଼ ଜାଲିଆତି ଘଟଣା ସାମ୍ନାକୁ ଆସିଛି। ବୁଧବାର ବ୍ରହ୍ମପୁର ପୋଲିସ ଜିଲା ଗୋଳନ୍ଥରା ଥାନା ପୋଲିସ ପର୍ଦ୍ଦାଫାଶ କରିବା ସହ ପୋଲିସ ୧୧୪ ପରୀକ୍ଷାଥି ଓ ତିନି ଦଲାଲଙ୍କୁ ଗିରଫ…

ସାର ପାଇଁ ରାସ୍ତା ଅବରୋଧ କଲେ ଶତାଧିକ ଚାଷୀ: ଆଇଆଇସି ପହଞ୍ଚି ପ୍ରତିଶ୍ରୁତି ଦେଇ କହିଲେ…

ଦିଗପହଣ୍ଡି/ପାଟପୁର,୧।୧୦(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ପ୍ରାଥମିକ ସେବା ସମବାୟ ସମିତି ପକ୍ଷରୁ ଚାଷୀଙ୍କୁ ୟୁରିଆ ସାର ଯୋଗାଣ କରାଯାଉନଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ବୁଧବାର ବହୁସଂଖ୍ୟକ ଚାଷୀ ଦିଗପହଣ୍ଡି – ଆସିକା ୩୨୬…

ପାର୍ବଣରେ ଗଞ୍ଜାମ ପୋଲିସର ଚଢ଼ାଉ ଜାରି: ୨୧ ଗିରଫ

ଛତ୍ରପୁର,୧।୧୦(ସନ୍ତୋଷ ପାଢ଼ୀ): ପାର୍ବଣ ଋତୁରେ ଗଞ୍ଜାମ ପୋଲିସ ଜ଼ିଲାରେ ଏସପି ଶୁଭେନ୍ଦୁ ପାତ୍ରଙ୍କ ନିର୍ଦେଶରେ ବିଭିନ୍ନ ଥାନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବେଆଇନ ମଦ, ବାଣ ଏବଂ ଜୁଆ ଖେଳ ଉପରେ ଚଢ଼ାଉ ଜାରି ରହିଛି। ଏସମ୍ପର୍କରେ ମିଳିଥିବା ସଫଳତା…

ଘୁମୁସର ବନଖଣ୍ଡରେ ବଢୁଛି ବନ୍ୟପ୍ରାଣୀ ଶିକାର: ଜଙ୍ଗଲ ସୁରକ୍ଷାରେ ବ୍ୟସ୍ତ କର୍ମଚାରୀ

ଭଞ୍ଜନଗର,୧।୧୦(ବାବୁଲା ପ୍ରଧାନ)- ଦୁର୍ଗାପୂଜା ପାଇଁ ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଉତ୍ସବମୁଖର ହୋଇପଡ଼ିଛି। ଏହି ସମୟରେ ବନ୍ୟପ୍ରାଣୀ ଶିକାରଠାରୁ ଆରମ୍ଭ କରି ଜୁଆ ଖେଳ ଭଞ୍ଜନଗର ଅଞ୍ଚଳରେ ବୃଦ୍ଧି ପାଉଛି। ଏଥିସହ ଚୋରି ମଧ୍ୟ ବଢୁଛି। ଏହିଭଳି ଗଞ୍ଜାମ ଜିଲା…

କଳିଙ୍ଗା ଘାଟି ମନ୍ଦିରରେ ପଡ଼ିଲା ବୋଦା ବଳି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ)-ଭଞ୍ଜନଗର-ଫୁଲବାଣୀ ଜାତୀୟ ରାଜପଥରରେ ଥିବା କଳିଙ୍ଗା ଘାଟିରେ ଗତ ୧୬ ତାରିଖରେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ହେବା ସହ ବଡ ବଡ ପଥର ଖସିଥିଲା। ଫଳରେ ଉକ୍ତ ଘାଟି ରାସ୍ତା ଧୋଇ ହୋଇଯାଇଥିଲା। ବଡ଼ ବଡ଼ ପଥର ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri