ଗଞ୍ଜାମ

ଫି’ ଆଦାୟ ହେଉଛି, ରକ୍ଷଣାବେକ୍ଷଣ ହେଉନି

ବ୍ରହ୍ମପୁର,୭ା୪(ସ୍ମୃତିରଞ୍ଜନ ମହାଲିକ)ସହରବାସୀଙ୍କ ଆମୋଦପ୍ରମୋଦ ପାଇଁ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଇଡିଏ)ପକ୍ଷରୁ ନିଜସ୍ବ ସ୍ଥାନରେ ଏକ ପାର୍କ ନିର୍ମାଣ କରାଯାଇଛି, ଯେଉଁଠାରେ ବ୍ୟାୟାମ ଉପକରଣ ଓ ଶିଶୁଙ୍କ ଖେଳିବା…

2 weeks ago

ଭଉଣୀ ଘର ଗାଁରେ ଭାଇଙ୍କୁ ହତ୍ୟା

ଆସିକା,୬ା୪(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା କୋଟିନଡ଼ା ଥାନା ଅନ୍ତର୍ଗତ ପଢ଼ାଳ ଗ୍ରାମ ଅସବର୍ଣ୍ଣ ବସ୍ତିରେ ଶନିବାର ରାତି ପ୍ରାୟ ୯ଟାରେ ଛୁରାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ…

2 weeks ago

ଋଷିକୂଲ୍ୟାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପୁରୁଷୋତ୍ତମପୁର,୬ା୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କିମ୍ବଦନ୍ତୀପୂର୍ଣ୍ଣ ପ୍ରତାପୁର ଗ୍ରାମ ପବିତ୍ର ଋଷିକୂଲ୍ୟା ନଦୀ ଉତ୍ତର ବାଙ୍କଠାରେ ଲକ୍ଷାଧିକ ଶ୍ରଦ୍ଧାଳୁ ମହାବାରୁଣୀ ସ୍ନାନ କରିଛନ୍ତି।…

2 weeks ago

ଛତ୍ରପୁରରୁ ଶକ୍ତି ପ୍ରଦର୍ଶନ କଲା ଭାଜପା

ଛତ୍ରପୁର,୬ା୪(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ହେଡ୍‌କ୍ୱାର୍ଟର ଛତ୍ରପୁରଠାରେ ଭାଜପା ପକ୍ଷରୁ ଶକ୍ତି ପ୍ରଦର୍ଶନ କରାଯାଇଛି। ଏଥିରେ ବ୍ରହ୍ମପୁର ଏମ୍‌ପି ଭାଜପା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ଚଳଚ୍ଚିତ୍ର…

2 weeks ago

କାର୍‌ ଧକ୍କାରେ ଦଣ୍ଡନାଚ ପାର୍ଟିର ପାଟଭୁକ୍ତାଙ୍କ ଜୀବନ ଗଲା

ଛତ୍ରପୁର,୬ା୪(ଦିଲ୍ଲୀପ ସାମଲ): କାର୍‌ ଧକ୍କାରେ ବରଦା ଦଣ୍ଡନାଚ ପାର୍ଟିର ପାଟଭୁକ୍ତାଙ୍କ ମୃତ୍ୟୁ ଘଟିଛି। ମୃତ ପାଟଭୁକ୍ତା ଜଣକ ହେଲେ ଗଞ୍ଜାମ ବ୍ଲକ ବରଦା ଗ୍ରାମର କୃଷ୍ଣ ମହାପାତ୍ର।…

2 weeks ago

ଗଡୁଛି ମୁଣ୍ଡ ଉପରେ ମୁଣ୍ଡ : ସପ୍ତାହକରେ ୨ ହତ୍ୟା

ପୁରୁଷୋତ୍ତମପୁର,୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳ ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଥିବା ବେଳେ ମୁଣ୍ଡ ପରେ ମୁଣ୍ଡ ଗଡ଼ି ଚାଲିଛି। ଶିକୁଳା ଗ୍ରାମରେ…

2 weeks ago

ପିକ୍‌ଅପ୍‌ ଭ୍ୟାନ ଓଲଟିଲା: ୨ମୃତ, ୭ ଗୁରୁତର

ହିଞ୍ଜିଳିକାଟୁ,୬।୪(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ସୋମପୁର ଛକରେ ଶନିବାର ଭୋରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦଣ୍ଡୁଆଙ୍କୁ ଧରି ଯାଉଥିବା ଏକ ପିକ୍‌ଅପ୍‌…

2 weeks ago

ଅସହ୍ୟ ତାତିରେ ଜୀବନ ଅସ୍ତବ୍ୟସ୍ତ

ଧରାକୋଟ/ସୋରଡ଼ା,୫ା୪(ବିଷ୍ଣୁକେଶରୀ ଆଚାର୍ଯ୍ୟ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲାରେ ଶୁକ୍ରବାର ପ୍ରବଳ ଗ୍ରୀଷ୍ମ ପ୍ରବାହ ହୋଇଛି। ପୂର୍ବାହ୍ନ ୧୦ଟାରୁ ତାତି ଅସହ୍ୟ ହୋଇଥିଲା। ଫଳରେ ବିଭିନ୍ନ ଅଞ୍ଚଳରେ ରାସ୍ତାଘାଟ ଶୂନଶାନ…

2 weeks ago

ଭିଣୋଇଙ୍କୁ କରିଥିଲେ ହତ୍ୟା, ବର୍ଷକ ପରେ ଧରାପଡ଼ିଲେ ୨ ଶାଳକ

ଛତ୍ରପୁର,୪ା୪(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଆର୍ଯ୍ୟପଲ୍ଲୀ ନିକଟ ଚାରିଛକ କୁଆବୁଦା ନିକଟରୁ ଏକ ମୃତଦେହ ୨୦୨୩ ମାର୍ଚ୍ଚ ୨୩ ତାରିଖରେ ଆର୍ଯ୍ୟପଲି ଗ୍ରାମର…

2 weeks ago

ହତ୍ୟାକାଣ୍ଡରେ ପୁଅ ସମ୍ପୃକ୍ତ ଜାଣି ବିଷ ପିଇଦେଲେ ମା’, ବାପା

ପୁରୁଷୋତ୍ତମପୁର,୪।୪(ସୀମାଞ୍ଚଳ ମିଶ୍ର)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ଶିକୁଳା ଗ୍ରାମରେ ପୂର୍ବତନ ସରପଞ୍ଚ ନନ୍ଦିନୀ ବେହେରାଙ୍କ ଦେଡ଼ଶୁର କାହ୍ନୁଚରଣ ବେହେରା (୫୫)ଙ୍କୁ ଗତ ଶୁକ୍ରବାର ଛୁରି…

2 weeks ago