ରାଜ୍ୟ

କିଶୋରଙ୍କୁ ଦେଢ଼ କୋଟି ଟଙ୍କାର ପୁରସ୍କାର

ଭୁବନେଶ୍ୱର,୪ା୧୦(ଅସମାପିକା ସାହୁ): ଚାଇନାର ହାଙ୍ଗଝୋଠାରେ ଚାଲିଥିବା ଏସିଆନ ଗେମ୍ସ ୨୦୨୩ରେ ଓଡ଼ିଆ ପୁଅ କିଶୋର ଜେନା କମାଲ ଦେଖାଇଛନ୍ତି। କିଶୋର ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ହାସଲ…

6 hours ago

୨୬ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ଖର୍ଚ୍ଚ ହେବ ୧୦.୯୨ କୋଟି ଟଙ୍କା

ଭୁବନେଶ୍ୱର,୪ା୧୦(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟବାସୀଙ୍କୁ ଜରୁରୀକାଳିନ ସ୍ବାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ୨୬ଟି  ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି। ଆଜି ସନ୍ଧ୍ୟାରେ ନବୀନ…

6 hours ago

ଜ୍ଞାନମନ୍ଦିରରେ ଲାଗିଲା ନିଆଁ

କୋରାପୁଟ,୪ା୧୦(ଅମିତାଭ ବେହେରା): ବୁଧବାର ଅପରାହ୍ନରେ କୋରାପୁଟ ଶାବର ଶ୍ରୀକ୍ଷେତ୍ରର ଜ୍ଞାନମନ୍ଦିର ତଥା ଶାବର ସଂସ୍କୃତି ଗବେଷଣା କେନ୍ଦ୍ର ପରିସରରେ କୌଣସି କାରଣରୁ ନିଆଁ ଲାଗିଯାଇଥିବା ବେଳେ ସ୍ଥାନୀୟ…

6 hours ago

ଚାଇନାରେ ଚମକିଲେ ଓଡ଼ିଆ ପୁଅ କିଶୋର: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ା୧୦: ଚାଇନାରେ ଅନୁଷ୍ଠିତ ହେଉଥିବା ଏସିଆନ୍‌ ଗେମ୍ସରେ ଚମକିଛନ୍ତି ଓଡ଼ିଆ ପୁଅ କିଶୋର ଜେନା। ସେ ଜାଭେଲିନ୍‌ ଥ୍ରୋରେ ରୌପ୍ୟ ପଦକ ଜିତି ଓଡ଼ିଶା ପାଇଁ ଗୌରବ…

7 hours ago

ଭୁବନେଶ୍ୱର, ବାଲିଅନ୍ତା, ଜଟଣୀ ବ୍ଲକର ଆବାସିକ କଲୋନୀ ପାଇଁ ୪୨୯ଟି ରାସ୍ତା ପ୍ରକଳ୍ପର ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୧୦( ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭୁବନେଶ୍ୱର, ବାଲିଅନ୍ତା ଓ ଜଟଣୀ ବ୍ଲକର ଆବାସିକ କଲୋନୀ ଗୁଡିକ ପାଇଁ ୩୯ କୋଟି ୨୫ ଲକ୍ଷ…

15 hours ago

ଜିଲା ଦାବିରେ ନୀଳଗିରି ୧୨ଘଣ୍ଟା ବନ୍ଦ

ନୀଳଗିରି, ୪।୧୦(ପ୍ରଶାନ୍ତ ବିଶ୍ୱାଳ)ବାଲେଶ୍ୱର ଜିଲା ନୀଳଗିରିକୁ ଜିଲା ଦାବିରେ ମଙ୍ଗଳବାର ଜିଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଏହି ଡାକରାକୁ ନୀଳଗିରିର ଜନସାଧାରଣ…

18 hours ago

୫ ଜିଲାରୁ ଯିବେ ୧ ହଜାର ତୀର୍ଥଯାତ୍ରୀ

ଛତ୍ରପୁର,୪ା୧୦(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ)ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ ଜିଲାର ବରିଷ୍ଠ ନାଗରିକମାନେ ତୀର୍ଥ କରିବାକୁ ଯିବେ। ଉକ୍ତ ୫…

18 hours ago

ଭାଇଚାରାର ସମ୍ପର୍କ ଗଢ଼ିଥାଏ ଦାଣ୍ଡିଆ

ବ୍ରହ୍ମପୁର,୪ା୧୦(ସ୍ମୃତି ରଞ୍ଜନ ମହାଲିକ)ବ୍ରହ୍ମପୁର ସହରରେ ପାର୍ବଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ମୂର୍ତ୍ତି, ତୋରଣ ନିର୍ମାଣ କାର୍ଯ୍ୟ ଚାଲିଛି। ମା’ଙ୍କ ନବରାତ୍ର…

18 hours ago

ବିଶ୍ୱ ସଂସ୍କୃତି ମହୋତ୍ସବରେ ଓଡ଼ିଶୀନୃତ୍ୟ ପ୍ରଶଂସିତ

କଟକ,୪ା୧୦ (କାର୍ତ୍ତିକ ସାହୁ)ୱାଶିଂଟନ ଡିସିସ୍ଥିତ ନ୍ୟାଶନାଲ ମଲ୍‌ଠାରେ ୩ ଦିନିଆ ବିଶ୍ୱ ସଂସ୍କୃତି ମହୋତ୍ସବ-୨୦୨୩ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୮୦ ଦେଶର ଲୋକମାନେ ଯୋଗ ଦେଇଥିଲେ। ନୃତ୍ୟ,…

18 hours ago

ରାମଗଡ଼କୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି

ଜେନାପୁର,୪ା୧୦(ଅଶୋକ ଦାସ):ଯାଜପୁର ଜିଲା ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ ତାଳଜଙ୍ଗ ଗ୍ରାମ ନିକଟସ୍ଥ ପାହାଡ଼ରେ ଥିବା ରାମଗଡ଼ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ତେଣୁ ଏହାର ପୁନରୁଦ୍ଧାର କରିବା…

18 hours ago

ପାର୍ବଣ ପାଇଁ ବାଦ୍ୟଯନ୍ତ୍ର ନିର୍ମାଣକାରୀ ଉତ୍ସାହିତ

କେନ୍ଦ୍ରାପଡା, ୪ା୧୦ (ଜଗନ୍ନାଥ ଧଳ)ଶ୍ରୀଗଣେଶ ପୂଜାଠାରୁ ପାର୍ବଣ ଋତୁ ଆରମ୍ଭ ହୋଇଛି। ଏହା ମଧ୍ୟରେ ଶ୍ରୀଜୀଉଙ୍କ ଭସାଣି ଉତ୍ସବ ସରିଥିବା ବେଳେ ମା’ ଖୁଦୁରୁକୁଣୀଙ୍କୁ ବିଦାୟ ଦିଆଯାଇଛି।…

18 hours ago

ମୂଳ ଖାତାକୁ ଫେରିଲା ୫. ୭୮ ଡିସିମିଲ ବିକ୍ରି ଜମି

ରାଜନଗର, ୪ା୧୦(ଭାସ୍କର ରାଉତରାୟ)ମୃତ ବ୍ୟକ୍ତିଙ୍କୁ ଜୀବତ ଦର୍ଶାଇ ଭୂତ ବିକିଥିବା ଜମି ଘଟଣାର ରହସ୍ୟ ଉପରୁ ପରଦା ହଟିଛି। କେନ୍ଦ୍ରାପଡ଼ା ଜିଲାପାଳ, ଅତିରିକ୍ତ ଜିଲାପାଳ, ଉପଜିଲାପାଳ, କେନ୍ଦ୍ରାପଡ଼ା…

18 hours ago