ଗଜପତି

ଭୋଜି ବନ୍ଦ ପାଇଁ ଯାଇଥିବା ତହସିଲଦାରଙ୍କୁ ଆକ୍ରମଣ

ଆର.ଉଦୟଗିରି,୮।୫(ଡି.ଏନ.ଏ.): ଗଜପତି ଜିଲା ଆର.ଉଦୟଗିରି ଥାନା ଛେଳିଗଡ଼ ଗ୍ରାମ ଖ୍ରୀଷ୍ଟିଆନ ସାହିରେ ଶୁକ୍ରବାର କୋଭିଡ୍‌ ନିୟମ ଉଲ୍ଲଂଘନ କରି ଏକ ବାହାଘର ଭୋଜି ଚାଲିଥିଲା। ଖବରପାଇ ଆର୍‌. ଉଦୟଗିରି ତହସିଲଦାର ସ୍ମୃତିରଞ୍ଜନ ଶତପଥୀ ବନ୍ଦ କରିବାକୁ ଯାଇଥିବା ବେଳେ ତାଙ୍କୁ ଆକ୍ରମଣ…

ଶଟ୍‌ଡାଉନ୍‌ରେ ଚାରିଆଡ଼େ ଖାଁ ଖାଁ: ଗୋପିିନୀ ସାହି କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ପାରଳାଖେମୁଣ୍ଡି:୨।୫(ଡି.ଏନ୍‌.ଏ.): ଗଜପତି ଜିଲାର ସଦରମହକୁମାର ପାରଳାଖେମୁଣ୍ଡି ପୌରାଞ୍ଚଳ ଓ କାଶୀନଗର ଏନ୍‌ଏସିରେ ଶଟ୍‌ଡାଉନ୍‌ କଡ଼ାକଡ଼ି କରାଯାଇଛି। ଏହାର ପ୍ରଭାବରେ ସହର ଖାଁ ଖାଁ ହୋଇଯାଇଛି। ମେଡିକାଲ ଓ ଅତି ଆବଶ୍ୟକ ସେବାକୁ କଟକଣା ନ ଥିବା ବେଳେ ବିନା କୌଣସି କାରଣ…

ଗଜପତିରେ ସପ୍ତାହାନ୍ତ ସଟ୍‌ଡାଉନ୍‌: ଆଜି ପାରଳାଖେମୁଣ୍ଡିରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ପାରଳାଖେମୁଣ୍ଡି,୧।୫-ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନୁସାରେ ଶନିବାର ଗଜପତି ଜିଲା ସଦରମହକୁମାର ପାରଳାଖେମୁଣ୍ଡି ପୌରାଞ୍ଚଳ ଓ କାଶୀନଗର ଏନ୍‌ଏସିରେ ସପ୍ତାହନ୍ତ ସଟ୍‌ଡାଉନ୍‌ ହୋଇଛି। ମେଡିକାଲ ଓ ଅତି ଆବଶ୍ୟକ ସେବାକୁ କଟକଣା ନଥିବା ବେଳେ ବିନା କୌଣସି କାରଣ ନ ଥାଇ ଯାତ୍ରା, ସହରରେ…

ସିଙ୍କି ସାହିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କଲା ପ୍ରଶାସନ

ପାରଳାଖେମୁଣ୍ଡି,୨୮।୪(ଡି.ଏନ୍‌.ଏ.): ଭୟଙ୍କର ରୂପ ନେଇ ପୁଣି ଥରେ ଫେରିଛି କରୋନା। ଦେଶ ତଥା ରାଜ୍ୟରେ ପ୍ରତିଦିନ ସଂକ୍ରମଣ ମାମଲା ରେକର୍ଡ ଭାଙ୍ଗୁଛି। ଆଜି ପୁଣି ଗଜପତିରେ ୯୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍‌ ୪୯୪୭ରେ ପହଞ୍ଚିଛି। ଦ୍ୱିତୀୟ…

ଗଜପତିରେ ସପ୍ତାହାନ୍ତ ଶଟ୍‌ଡାଉନ୍‌: ରାସ୍ତାଘାଟ ଖାଁ ଖାଁ

ପାରଳାଖେମୁଣ୍ଡି,୨୪।୪(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନୁସାରେ ଶନିବାର ଗଜପତି ଜିଲାର ସଦରମହକୁମାର ପାରଳାଖେମୁଣ୍ଡି ପୌରାଞ୍ଚଳ ଓ କାଶୀନଗର ଏନ୍‌ଏସିିରେ ସପ୍ତାହାନ୍ତ ଶଟ୍‌ଡାଉନ୍‌ ଆରମ୍ଭ ହୋଇଛି । ମେଡିକାଲ ଓ ଅତ୍ୟାବଶ୍ୟକ ସେବାକୁ କଟକଣା ନ ଥିବା ବେଳେ ବିନା କୌଣସି କାରଣ ନ…

ସପ୍ତାହନ୍ତ ଶଟ୍‌ଡାଉନ୍‌ ନେଇ ନୂଆ ଗାଇଡ୍‌ଲାଇନ୍‌

ପାରଳାଖେମୁଣ୍ଡି,୨୩।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସପ୍ତାହନ୍ତ ଶଟ୍‌ଡାଉନ୍‌ ସରକାର ଘୋଷଣା କରିଛନ୍ତି। ଏହି ଆଧାରରେ ଶନିବାର ଓ ରବିବାର ଦୁଇଦିନ ଗଜପତି ଜିଲା ସମେତ ପାରଳାଖେମୁଣ୍ଡି ସହର ମଧ୍ୟ ଶଟ୍‌ଡାଉନ ରହିବ। କେବଳ ଅତ୍ୟାବଶ୍ୟକ କାରବାରକୁ ଅନୁମତି ଦିଆଯିବ…

ପାରଳା ମୁଖ୍ୟରାସ୍ତା ଜବରଦଖଲ ଉଚ୍ଛେଦ

ପାରଳାଖେମୁଣ୍ଡି, ୧୯।୪(ଡି.ଏନ୍‌.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ୱକୁ ଲାଗି ରହିଥିବା ସ୍ଥାନଗୁଡିକରେ ଜବରଦଖଲ ଉଚ୍ଛେଦ କରାଯାଇଛି । ସୂଚନାଯୋଗ୍ୟ, ବହୁ ବର୍ଷ ହେଲା ଏଠାରେ ଜବରଦଖଲକାରୀମାନେ ରାସ୍ତା ଉପରେ ଥିବା ନାଳ ନିକଟରେ…

ଭୟଙ୍କର ରୂପ ନେଉଛି କରୋନା: ଗଜପତି ଜିଲାପାଳ ଜାରିକଲେ କଟକଣା

ପାରଳାଖେମୁଣ୍ଡି,୧୭।୪(ଡି.ଏନ୍‌.ଏ.): ଭୟଙ୍କର ରୂପ ନେଉଛି କରୋନା। ଦେଶ ତଥା ରାଜ୍ୟରେ ସଂକ୍ରମଣ ମାମଲା ରେକର୍ଡ ଭାଙ୍ଗୁଛି। ଶୁକ୍ରବାର ପୁଣି ଗଜପତି ଜିଲାରେ ୬୭ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ପଜିଟିଭ୍‌ ସଂଖ୍ୟା ମୋଟ ୪୨୭୨ରେ ପହଞ୍ଚିଛି। ମୁକାବିଲା…

ବସନ୍ତ ବିହାର କଣ୍ଟେନମେଣ୍ଟ ଜୋନ ଘୋଷଣା

ପାରଳାଖେମୁଣ୍ଡି, ୧୬।୪(ଡି.ଏନ୍‌.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପାଳିକାର ବସନ୍ତ ବିହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ବସନ୍ତ ବିହାରକୁ କଣ୍ଟେନମେଣ୍ଟ ଜୋନ ଭାବେ…

୨ ଜେଲରେ ୧୨ ଅନ୍ତେବାସୀ ପଜିଟିଭ

ପାରଳାଖେମୁଣ୍ଡି/ଆର୍‌.ଉଦୟଗିରି,୧୧।୪: ଗଜପତି ଜିଲା ପାରଳାଖେମୁଣ୍ଡି ଓ ଆର୍‌.ଉଦୟଗିରି ସବ୍‌ଜେଲର ୧୨ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପାରଳାଖେମୁଣ୍ଡି ଉପକାରାଗାରରେ ବର୍ତ୍ତମାନ ୨୬୦ ଅନ୍ତେବାସୀ ଅଛନ୍ତି। ସେଥିମଧ୍ୟରେ ଗତ ୧ରୁ ୧୦ ତାରିଖ ମଧ୍ୟରେ ୬ ଜଣ କରୋନା ସଂକ୍ରମିତ ହୋଇଛନ୍ତି।…

ସିଲ୍‌ ହେଲା ଆଉ ୨ ସିନେମା ହଲ୍‌

ପାରଳାଖେମୁଣ୍ଡି, ୧୦।୪(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡିର ୨ଟି ସିନେମା ହଲ୍‌କୁ ଶନିବାର ସିଲ୍‌ କରିଛି ପ୍ରଶାସନ। ଜୟ ମା’ ଓ ଲକ୍ଷ୍ମୀ ସିନେମା ହଲ୍‌କୁ ଅନିର୍ଦ୍ଦିିଷ୍ଟ କାଳ ଯାଏ ସିଲ୍‌ କରାଯାଇଛି। କୋଭିଡ୍‌ ଗାଇଡ୍‌ଲାଇନ ଉଲ୍ଲଂଘନ ଅଭିଯୋଗରେ ଏପରି କରାଯାଇଥିବା ଜଣାପଡ଼ିଛି।…

ଗୋଟିଏ ଦିନରେ ସିଲ୍‌ ହେଲା ୫ ସିନେମା ହଲ୍‌

ପାରଳାଖେମୁଣ୍ଡ/ରାୟଗଡ଼ା ଅଫିସି,୯।୪: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ବନ୍ଦ ହୋଇଛି ୫ଟି ସିନେମା ହଲ୍‌। କରୋନା ଗାଇଡ୍‌ଲାଇନ ଉଲ୍ଲଂଘନ ଅଭିଯୋଗରେ ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଲଷ୍ମୀ ହଲ, ଜୟା ହଲ, ଓ ଏସ୍‌.କେ ହଲକୁ ଶୁକ୍ରବାର ସିଲ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?