ବସ୍ତିରିଗୁଡ଼ା ରାସ୍ତା ମରଣଯନ୍ତା
ଆର.ଉଦୟଗିରି, ୬ା୧ (ଡି.ଏନ୍.ଏ): ଗଜପତି ଜିଲା ଆର.ଉଦୟଗିରି ବ୍ଲକର ଆର.ଉଦୟଗିରି ଖଜୁରିପଦା ମୁଖ୍ୟରାସ୍ତାରୁ ବସ୍ତିରିଗୁଡା ଗ୍ରାମ୍ୟ ରାସ୍ତା ମରଣଯନ୍ତା ପାଲଟିଛି। ୨୦୧୪ରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଏହି ରାସ୍ତାକାମ ହୋଇଥିଲା। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ଏହି ରାସ୍ତାରେ ମାଟି ମଧ୍ୟ ପଡିନାହିଁ।…
ପୃଥକ୍ ଦୁର୍ଘଟଣା: ୩ ଜୀବନ ଗଲା
ଭଞ୍ଜନଗର/ପୁରୁଷୋତ୍ତମପୁର/ପାରଳାଖେମୁଣ୍ଡି,୪।୧(ଡି.ଏନ.ଏ): ଗଞ୍ଜାମ ଓ ଗଜପତି ଜିଲାରେ ମଙ୍ଗଳବାର ପୃଥକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଯୁବ ଆଇନଜୀବୀ ଓ ଜଣେ ଅବସରପ୍ରାପ୍ତ ଶିକ୍ଷକ ଅଛନ୍ତି। ଭଞ୍ଜନଗର ବାର୍ ଆସୋସିଏଶନର ଯୁବ ଆଇନଜୀବୀ ସୁରଜିତ ପଣ୍ଡାଙ୍କ କୌଣସି…
ଆର.ଉଦୟଗିରିରେ ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ବାଗତ
ଆର.ଉଦୟଗିରି,୩୦ା୧୨(ଡି.ଏନ.ଏ.): ପୁରୁଷ ହକି ବିଶ୍ୱକପ ଟ୍ରଫିକୁ ଗୁରୁବାର ଗଜପତି ଜିଲା ଆର୍.ଉଦୟଗିରିରେ ସ୍ବାଗତ କରିଯାଇଛି। ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ସହରର ପ୍ରବେଶପଥ ତଥା ପୋଲିସ ଛକଠାରେ ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ବିଭିନ୍ନ ସାମାଜିକ ଅନୁଷ୍ଠାନର ସଦସ୍ୟ,…
ଗଜପତିରେ ଧାନମଣ୍ଡିର ଶୁଭାରମ୍ଭ କଲେ ଜିଲାପାଳ
ପାରଳାଖେମୁଣ୍ଡି,୩୦ା୧୨(ଡି.ଏନ୍.ଏ.): ଗଜପତି ଜିଲାରେ ଶୁକ୍ରବାର ଆନୁଷ୍ଠାନିକ ଭାବେ ଚାଷୀଙ୍କ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲାଯାଇଛି। ନିୟନ୍ତ୍ରିତ ବଜାର କମିଟି ପଡ଼ିଆରେ ଚାଷୀଙ୍କୁ ନେଇ ଆୟୋଜିତ ସଭାରେ ଜିଲାପାଳ ଲିଙ୍ଗରାଜ ପଣ୍ଡା ଧାନମଣ୍ଡିର ଶୁଭାରମ୍ଭ କରିଛନ୍ତି। ଚଳିତ ଥର ଜିଲାରୁ ୪ଲକ୍ଷ…
କାଶୀନଗର ବ୍ଲକରେ ହାତୀ ଆତଙ୍କ
ପାରଳାଖେମୁଣ୍ଡି,୨୭ା୧୨(ଡି.ଏନ.ଏ.): ଗଜପତି ଜିଲା କାଶୀନଗର ବ୍ଲକ ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଛି। ଗତ କିଛିଦିନ ହେଲା ପାଞ୍ଚ ଟିକିଆ ହାତୀପଲ ଅଞ୍ଚଳରେ ଚଳପ୍ରଚଳ ହେଉଥିବା ବେଳେ ଖାଦ୍ୟପାଇଁ ଗାଁମୁହାଁ ହେଉଛନ୍ତି। ବୁଦୁରା ପଞ୍ଚାୟତର ବୁଦୁରା, ବଥବା, ଇଦୁଡି, ଗୈାରୀ ଆଦି ଗାଁ…
ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ
ପାରଳାଖେମୁଣ୍ଡି, ୨୬ା୧୨ (ଡି.ଏନ୍.ଏ): ପାରଳାଖେମୁଣ୍ଡି ଜିଲ ଦୋରାଜଜ୍ ପ୍ରଣବ କୁମାର ରାଉତରାୟ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ସାମୁଏଲ ପାଲକାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ୨୦୨୦ ମସିହାରେ କାଶୀନଗର ଥାନା ଅନ୍ତର୍ଗତ ହାଡ଼ୁଭଙ୍ଗୀ…
ଖୋଲୁନି ମଣ୍ଡି, ଖୋଲାରେ ପଡ଼ିଛି ଧାନ
ପାରଳାଖେମୁଣ୍ଡି,୨୬ା୧୨(ଡି.ଏନ୍.ଏ.):ଗଜପତି ଜିଲାରେ ବର୍ତ୍ତମାନ ସୁଦ୍ଧା ଧାନ ମଣ୍ଡି ଖୋଲିପାରି ନାହଁି। ତେବେ କେଉଁ କାରଣରୁ ଧାନମଣ୍ଡି ଖୋଲାଯାଇ ପାରିନି ସେ ନେଇ କେହି ମୁହଁ ଖୋଲୁନାହାନ୍ତି। ଚାଷୀ ଅମଳ କରିଥିବା ଧାନ ଖଳା ଏବଂ ରାସ୍ତାକଡ଼ରେ ପଡ଼ିରହିଛି। ଅପରପକ୍ଷରେ ମେଘାଚ୍ଛନ୍ନ ଆକାଶକୁ…
ଖତଖାଉଛି ଏଲ୍ଆଇ ପଏଣ୍ଟ
ପାରଳାଖେମୁଣ୍ଡି,୨୫ା୧୨(ଡି.ଏନ୍.ଏ.): ଗଜପତି ଜିଲାରେ ଉଠା ଜଳସେଚନ ବିଭାଗର ବେପରୁଆ ପଣର ବହୁ ଦୃଷ୍ଟାନ୍ତ ଦେଖିବାକୁ ମିଳୁଥିବା ବେଳେ ଏହାର ନମୂନା ଗୋଷାଣୀ ବ୍ଲକ ଜଙ୍ଗଲପାଡୁ ଗ୍ରାମଠାରେ ମଧ୍ୟ ଦେଖିବାକୁ ମିଳିଛି। ଚାଷୀ ତଥା ଗ୍ରାମବାସୀଙ୍କ କହିବା ମୁତାବକ ଚାଷ ଜମିରେ ଜଳ…
ଗଜପତି ଜିଲାରେ ମୃଦୁ ଭୂକମ୍ପ, ଘରୁ ବାହାରକୁ ଚାଲି ଆସିଲେ ଲୋକେ
ପାରଳାଖେମୁଣ୍ଡି,୨୧।୧୨: ଗଜପତି ଜିଲା ମୋହନା ଓ ଆର୍. ଉଦୟଗିରି ବ୍ଲକର ବିଭିନ୍ନ ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ବୁଧବାର ସକାଳ ୯.୪୭ ମିନିଟରେ ପ୍ରାୟ ୫/୬ ସେକେଣ୍ଡ ଲୋକେ କମ୍ପନ ଅନୁଭବ କରିଥିବା ବେଳେ ଭୟରେ ଘରୁ ବାହାରକୁ ଚାଲିଆସିଥିଲେ।…
ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ଯନ୍ତ୍ରୀ
ଗଜପତି,୨୧ା୧୨(ଡି.ଏନ୍.ଏ.): ଲାଞ୍ଚ ନେବାବେଳେ ଧରା ପଡ଼ିଛନ୍ତି ଜଣେ ଲାଞ୍ଚୁଆ ଅଧିକାରୀ। ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ସାହୁ। ଠିକା କାର୍ଯ୍ୟର ବିଲ୍ କରାଇବା ପାଇଁ ଠିକାଦାରଙ୍କଠାରୁ ୩୦ ହଜାର ଟଙ୍କା…
ପର୍ଯ୍ୟଟକଙ୍କ ମନମୋହୁଛି ଗଣ୍ଡାହାତୀ
ପାରଳାଖେମୁଣ୍ଡି,୨୦ା୧୨(ଗିରିଧାରୀ ପରିଚ୍ଛା): ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଗଜପତିର ଗଣ୍ଡାହାତୀ ଜଳପ୍ରପାତ। ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଗଜପତି ଜିଲାର ରହିଛି ସ୍ବତନ୍ତ୍ର ମାନ୍ୟତା। ଯେଉଁଠି ପ୍ରକୃତି ଅଜାଡ଼ି ଦେଇଛି ତା’ର ସବୁ କାରିଗରୀ, ତାହା ହେଉଛି ଗଣ୍ଡାହାତୀ ଜଳପ୍ରପାତ। ଜିଲା ସଦର ମହକୁମା…
ଛାତ୍ରାବାସରେ ଅଘଟଣ: ନଡ଼ିଆ ଗଛରୁ ପଡ଼ି ଛାତ୍ରଙ୍କ ମୃତ୍ୟୁ
ପାରଳାଖେମୁଣ୍ଡି,୧୮।୧୨(ଡି.ଏନ୍.ଏ.): ଗଜପତି ଜିଲା କାଶୀନଗର ବ୍ଲକ ଅଧୀନ ଅଲୋଡ଼ାସ୍ଥିତ ବିଜୟାନନ୍ଦ ବିଦ୍ୟାଳୟ ଅଧୀନ ଛାତ୍ରାବାସରେ ରବିବାର ଏକ ଅଘଟଣ ଘଟିଛି। ନଡ଼ିଆ ଗଛରୁ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ ହେଲେ ଅଷ୍ଟମ ଶ୍ରେଣୀ ଛାତ୍ର ଆବିଆଲ କାର୍ଜୀ।…
Archives


