ଗଜପତି

ଟିକସ ଫାଙ୍କିବା ଅଭିଯୋଗରେ ୩ ଗହଣା ଦୋକାନରେ ଚଢ଼ାଉ

ପାରଳାଖେମୁଣ୍ଡି,୨୪।୧(ଡି.ଏନ୍‌.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ସୁରିୟା ନାମକ ଏକ ଗହଣା ଦୋକାନରେ ମଙ୍ଗଳବାର ଜିଏସ୍‌ଟି ପକ୍ଷରୁ ଚଢ଼ାଉ ହୋଇଛି। ଟିକସ ଫାଙ୍କିବା ଅଭିଯୋଗରେ ଜିଏସ୍‌ଟିର ଏକ ୯ ଜଣିଆ ଟିମ୍‌ ଚଢ଼ାଉ ଜାରି ରଖିଛି। ଏନ୍‌ଫୋର୍ସମେଣ୍ଟ ଅଫିସର ମନୋଜ…

ଗଞ୍ଜେଇ ଗାଡ଼ି ଧରିବାକୁ ଯାଇ ଏସ୍‌ଆଇ ଗୁରୁତର

ଆର୍‌.ଉଦୟଗିରି,୨୩ା୧(ଡି.ଏନ.ଏ.): ଗଞ୍ଜେଇ ଚାଲାଣ କରୁଥିବା ଏକ କାର୍‌କୁ ପିଛା କରିବା ବେଳେ ପୋଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ଥାନା ଏସ୍‌ଆଇ ଗୁରୁତର ଆହତ ହୋଇଛନ୍ତି। ସେପଟେ ପୋଲିସକୁ ଚକ୍‌ମା ଦେଇ ଗଞ୍ଜେଇ ଗାଡ଼ିଟି ପଳାଇଯାଇଛି। ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ…

ବିପଦ ସାଜିଛି ଟ୍ରାନ୍ସଫର୍ମର

ପାରଳାଖେମୁଣ୍ଡି, ୨୩ା୧(ଡି.ଏନ୍‌.ଏ):ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗାରବନ୍ଧ ଗ୍ରାମରେ ଥିବା ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ସ୍ଥାନାନ୍ତର କରିବା ପାଇଁ ଦାବି ହୋଇଛି। ଏହି ବିଦ୍ୟୁତ୍‌ ଟ୍ରାନ୍ସଫର୍ମରଟି ମୁଖ୍ୟ ରାସ୍ତା ତଥା ଗାରବନ୍ଧ ଗ୍ରାମର ମୁଖ୍ୟ ବଜାର ଅଞ୍ଚଳରେ ରହିଥିବାରୁ ଯାତାୟାତରେ…

ରୋମାଞ୍ଚ ଭରିଲେ ଅର୍ଚ୍ଚିତା, ସବ୍ୟସାଚୀ

ପାରଳାଖେମୁଣ୍ଡି, ୨୧ା୧ (ଡି.ଏନ୍‌.ଏ) : ଗଜପତି ଜିଲାର କଳା, ସଂସ୍କୃତି, ଐତିହ୍ୟ ଓ ସମୃଦ୍ଧି ପରମ୍ପରାର ସମାରୋହ ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳାର ଶନିବାର ଚତୁର୍ଥ ସନ୍ଧ୍ୟାରେ ଦର୍ଶକଙ୍କ ମନରେ ରୋମାଞ୍ଚ ଭରିଛନ୍ତି ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା।…

ବେରୋଜଗାର ନେଲା ଜୀବନ

ପାରଳାଖେମୁଣ୍ଡି,୨୦।୧: ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ମକ୍କାତୋଟାଆମ୍ମା ମନ୍ଦିର ପଛ ପାର୍ଶ୍ୱରେ ଥିବା ସାହିରେ ଶୁକ୍ରବାର ଜଣେ ଯୁବକ ବେକରେ ଶାଢିବାନ୍ଧି ପଙ୍ଖାରେ ଓହଳି ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତକ ହେଲେ ଶ୍ରୀପତି ଚନ୍ଦ୍ରହାସନ(୨୨)। ଆତ୍ମହତ୍ୟାର କାରଣ ସ୍ପଷ୍ଟ…

ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଗଜପତି,୧୯ା୧(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ସହରରେ ମାତିଛନ୍ତି ଚୋର। ଗୁରୁବାର ପୁଣି ଏକ ବଡ଼ ଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରର ଝରକା ଖୋଲି ଆଲମାରୀ ତାଡ଼ି ପ୍ରାୟ ୧୦ କିଲୋ ରୁପା ଓ ୫ ଭରି ସୁନା ଓ ୨ ଲକ୍ଷରୁ…

ପାର୍କିଂକୁ ନେଇ ସାମାନ୍ୟ ବଚସା: ଗୋଷ୍ଠୀ ଆକ୍ରମଣରେ ଜଣେ ମୃତ

ଗଜପତି,୧୭।୧(ଡି.ଏନ୍‌.ଏ.): କାର୍‌ ପାର୍କିଂକୁ ନେଇ ସାମାନ୍ୟ ବଚସା ନେଲା ଜୀବନ। ଗଜପତି ଜିଲା ପାରଳାଖେମୁଣ୍ଡି ଗୋଲା ସାହିରେ ମଙ୍ଗଳବାର ଏଭଳି ଏକ ଘଟଣା ଘଟିଛି। ବଚସା ପରେ ଗୋଷ୍ଠୀ ଆକ୍ରମଣ ଯୋଗୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଏସ୍‌. ଶ୍ରୀନିବାସ…

ଭାଜପା ନେତାଙ୍କୁ ଦେଉଥିଲେ ହତ୍ୟା ଧମକ: ଓଡ଼ିଆ ଯୁବକଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

ପାରଳାଖେମୁଣ୍ଡି,୧୫ା୧(ଡି.ଏନ୍‌.ଏ): ଭାଜପା ନେତା ଏବଂ ମନ୍ତ୍ରୀଙ୍କୁ ଧମକପୂର୍ଣ୍ଣ ମେସେଜ ଓ କଲ୍‌ କରିବା ଅଭିଯୋଗରେ ମୁମ୍ବାଇ ପୋଲିସ ଜଣେ ଓଡ଼ିଆ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଗଜପତି ଜିଲା ସେରଙ୍ଗ ଥାନା ଖଜୁରୀପଦା ଫାଣ୍ଡି ଅନ୍ତର୍ଗତ କେ.ଝାଲରସିଂ ଗାଁର ଆଶିଷ…

ପାରମ୍ପରିକ ପୋଙ୍ଗଲ ପର୍ବ ଆରମ୍ଭ

ପାରଳାଖେମୁଣ୍ଡି:୧୪।୧: ଶୁକ୍ରବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଛି ତେଲୁଗୁ ସମ୍ପ୍ରଦାୟର ବଡ଼ ପର୍ବ ପୋଙ୍ଗଲ, ଯାହା ଦେଖିବାକୁ ମିଳିଛି ଗଜପତି ଜିଲାରେ। ଜିଲାରେ ବସବାସ କରୁଥିବା ତେଲୁଗୁ ସମ୍ପ୍ରଦାୟର ଲୋକେ ପାରମ୍ପରିକ ରୀତିନୀତିରେ କାଠଗଣ୍ଡି ଜାଳି ପୋଙ୍ଗଲ ପର୍ବ ଆରମ୍ଭ କରିଛନ୍ତି…

୭ ଭରିରୁ ଊର୍ଦ୍ଧ୍ୱ ସୁନା ଅଳଙ୍କାର ସହ ଦୁର୍ବୃତ୍ତ ଲୁଟିନେଲେ ନଗଦ ୧୦ ହଜାର ଟଙ୍କା

ପାରଳାଖେମୁଣ୍ଡି,୧୨ା୧(ଡି.ଏନ୍‌.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରାଣୀପଦ୍ମାବତୀ ସାହିରୁ ବୁଧବାର ସନ୍ଧ୍ୟାରେ ଜନଗହଳିପୂର୍ଣ୍ଣ ସ୍ଥାନରୁ ଚୋରି ହୋଇଥିବାର ଜଣାପଡ଼ିଛି । ଘରମାଲିକ ରଞ୍ଜନ କୁମାର ରାଜ୍‌ଙ୍କ ସମେତ ତାଙ୍କ ପରିବାର ଲୋକେ କୌଣସି କାମରେ ପ୍ରାୟ ୧ଘଣ୍ଟା ପାଇଁ…

ସତ୍ତା ହରାଇଛି ସାଗର ଯୋଜନା

ପାରଳାଖେମୁଣ୍ଡି, ୧୧।୧ (ଡି.ଏନ୍‌.ଏ): ଶତାଧିକ ବର୍ଷ ପୂର୍ବେ ପାରଳାଖେମୁଣ୍ଡିର ପ୍ରଜାବତ୍ସଳ ଶାସକମାନେ ଅଞ୍ଚଳର ବିକାଶ ପାଇଁ ସାଗର ଯୋଜନା ମାଧ୍ୟମରେ ୫ଟି ବୃହତ ସାଗର ଖୋଳିଥିଲେ। ଏହି ୫ଟି ସାଗର ଯଥା ରାମ ସାଗର, ସୀତା ସାଗର, ଲକ୍ଷ୍ମଣ ସାଗର, କୃଷ୍ଣ…

ମଣ୍ଡିରେ ଉପାସ ରହିବେନି ଚାଷୀ

ପାରଳାଖେମୁଣ୍ଡି,୧୧ା୧(ଡି.ଏନ୍‌.ଏ.): ଗଜପତି ଜିଲାରେ ମଣ୍ଡିକୁ ଧାନବିକ୍ରି କରିବାକୁ ଆସୁଥିବା ଚାଷୀମାନେ ଆଉ ଉପାସ ରହିବେନି। ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଛି। ମହିଳା ସଶକ୍ତୀକରଣ ଓ ଚାଷୀଙ୍କ ସୁବିଧା ପାଇଁ ଜିଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଏହି ଅଭିନବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri